Latest Odisha News

BREAKING NEWS

Browsing Category

ଫିଚର

ଭଦ୍ରକ ହସ୍ପିଟାଲ ବାହାରେ ଥିବା ନାଳରୁ ଔଷଧ ଜବତ

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଦେଇ ଯାଇଥିବା କେନାଲ ପାର୍ଶ୍ୱରେ ବହୁ ପରିମାଣର ସରକାରୀ ଯୋଗାଣ ହେଉଥିବା ଅତ୍ୟାବଶ୍ୟକ ଔଷଧ ଗୁଡ଼ିକ ଫୋପାଡ଼ି ଦିଆଯାଇଥିବାର ଖବରକୁ ନେଇ ଅସନ୍ତୋଷ ଦେଖାଦେଇଛି। ସ୍ଥାନୀୟ ବାସିନ୍ଦାମାନେ ଫୋପଡା ହୋଇଥିବା ଔଷଧ ବାବଦରେ ଲୋକଲୋଚନକୁ ଆଣିଛନ୍ତି।…

ବିଦେଶୀ କୋଚ କଣ ଭାରତକୁ ସଫଳତା ଦେବେ ?

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଅଷ୍ଟ୍ରେଲିଆ ନିକଟରୁ ଭାରତ ପରାଜିତ ହୋଇଛି । ଏଥିସହ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେବ ଭାରତ ଆଇସିସି ଟ୍ରଫିଠାରୁ ଦୂରେଇ ରହିଛି । ୨୦୧୩ ଚାମ୍ପିୟନ୍ସ ଟ୍ରଫି ପରେ ଭାରତ ଆଉ କୌଣସି ଟାଇଟଲ ହାସଲ କରନି । ଆଇସିସି ଟ୍ରଫି ହାସଲ ଜିଦରେ ବିସିସିଆଇ ଅନେକ…

ଗିରଫ ମାଓବାଦୀଙ୍କ ନିକଟରୁ ଜବତ ହେଲା ଡ୍ରୋନ କ୍ୟାମେରା, ସୁରକ୍ଷା କର୍ମୀଙ୍କ ଉପରେ ରଖୁଥିଲେ ନଜର

ଭୁବନେଶ୍ୱର: ମାଓବାଦୀ ଆପଣାଇଲେ ଯବାନଙ୍କ ରଣନୀତି। ଯେଉଁ ଡ୍ରୋନ କ୍ୟାମେରା ସାହାଯ୍ୟରେ ପୋଲିସ ଓ ଯବାନ ମାଓବାଦୀଙ୍କ ଗିତିବିଧି ଉପରେ ନଜର ରଖୁଥିଲେ ଏବେ ସେହି ମାଓବାଦୀ ଯବାନଙ୍କ ଉପରେ ନଜର ରଖିବାକୁ ଡ୍ରୋନ କ୍ୟାମେରା ବ୍ୟବହାର କରୁଥିବା ଜଣାପଡ଼ିଛି। ତେଲେଙ୍ଗାନାର ପୁଲିସ…

ଦିବ୍ୟାଙ୍ଗ ବୋଲି… ଶୌଚାଳୟରେ ନବଜାତ ଶିଶୁପୁତ୍ରକୁ ଛାଡିଦେଲେ ବାପା, ମା

ବ୍ରହ୍ମପୁର: ରବିବାର ବ୍ରହ୍ମପୁରର ଏକ ଘରୋଇ ହସ୍ପିଟାଲର ଶୌଚାଳୟରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଛି । ଶାରିରୀକ ଅକ୍ଷମତା କାରଣରୁ ବାପା ମା'ଙ୍କ ଦ୍ୱାରା ପରିତ୍ୟକ୍ତ ହୋଇଥିବା ବିଶ୍ୱାସ କରାଯାଉଛି। ଚାଇଲ୍ଡ ଲାଇନ୍ ସଂସ୍ଥା ପକ୍ଷରୁ ସ୍ଥାନୀୟ ପୋଲିସ ସହାୟତାରେ ଉଦ୍ଧାର କରାଯାଇଛି ଏହି…

ଭୋଜି ସାରି ଫେରିବା ବେଳେ ବୋଲେରୋ ଚକା ତଳେ ଚାଲିଗଲା ୨ ସାଙ୍ଗଙ୍କ ଜୀବନ

କାମାକ୍ଷାନଗର: ଭୋଜି କରିବାକୁ ସାଙ୍ଗ ସାଥୀଙ୍କ ସହ ହସଖୁସିରେ ଯାଇଥିଲେ । ହେଲେ ଫେରିବା ବେଳେ ଖେଳିଗଲା ଶୋକର ଛାୟା । ଚାହୁଁ ଚାହୁଁ ଚାରି ଚକିଆ ତଳେ ଚାଲିଗଲା ଜୀବନ । ଏଭଳି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ୫୩ ନମ୍ବର ଜାତୀୟ ରାଜପଥର ସୁରପ୍ରତାପପୁର ଗାଁ ବନଦୁର୍ଗା ମନ୍ଦିର…

ଦୋକାନରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି

ଭୁବନେଶ୍ୱର: ରବିବାର ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟି ୨ଟି ଦୋକାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କେ. କେ. ଟ୍ରେଡିଂ ଓ ସୁପ୍ରିମ୍ ମେସିନାରି ଆଣ୍ଡ ଟୁଲ୍ସ ନାମକ ଦୁଇଟି ଦୋକାନରେ ନିଆଁ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଓ ଜିନିଷ ପତ୍ର ପୋଡ଼ି ଯାଇଛି।…

୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଉଦ୍ଧାର ହେଲା ୪ ଭାଇଭଉଣୀ

ନୂଆଦିଲ୍ଲୀ: ଭଗବାନ ଯାହକୁ ବଂଚାଇବା ପାଇଁ ଚାହିଁବେ ତାଙ୍କୁ କିଏ ମାରିପାରିବ । ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହା କି ଉପରୋକ୍ତ ଉକ୍ତିକୁ ପୁନର୍ବାର ସତ୍ୟ ପ୍ରମାଣିତ କରିଛି । ଆମାଜନର ଘଂଚ ଜଙ୍ଗଲରେ ୪୦ ଦିନ ପରେ ଜୀବିତ ଉଦ୍ଧାର ହେବା କଣ ସହଜ ? ଆଜ୍ଞା ହଁ ଏହାକୁ କୁହାଯାଏ ଚମତ୍କାର ।…

ପାକିସ୍ତାନର ହାଇବ୍ରିଡ ମଡେଲରେ ରାଜି ହୋଇପାରେ ଏସିସି

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ବୋର୍ଡର ହାଇବ୍ରିଡ ମଡେଲ ନେଇ ସବୁଜ ସଙ୍କେତ ଦେଇଛି ଏସିଆନ କ୍ରିକେଟ କାଉନସିଲ । ଭାରତର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ କରାଯିବ ଏବଂ ଅନ୍ୟ ସମସ୍ତ ମ୍ୟାଚ ଘରୋଇ ପରିବେଶରେ କରିବା ପାଇଁ ପିସିବି ପ୍ରସ୍ତାବ ଦେଇଥିଲା । ୧୩ ଜୁନରେ ଏ ସମ୍ପର୍କରେ ଚୂଡାନ୍ତ…

ଜଳୁଛି ପଶ୍ଚିମ ଓଡ଼ିଶା, ୪୩ ଡିଗ୍ରୀ ଉପରେ ୧୦ ସହରର ତାପମାତ୍ରା

ଭୁବନେଶ୍ୱର: ରାଜ୍ୟରେ ଅସହ୍ୟ ଗରମ ସହ ଗୁଳୁଗୁଳି ଲାଗି ରହିଛି । ଆଜି ପଶ୍ଚିମ ଓଡ଼ିଶାର ୪ ସହରରେ ପାରଦ ୪୪ ଡିଗ୍ରୀ ଉପରେ ରହିଥିବା ବେଳେ ୧୦ ସ୍ଥାନରେ ତାପମାତ୍ରା ୪୩ ଡିଗ୍ରୀ ଟପିଛି । ବଲାଙ୍ଗିରରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୫ ଡିଗ୍ରୀ ରେକର୍ଡ କରାଯାଇଛି । ବରଗଡ଼ରେ ପାରଦ…

ବାପାର ଆଖି ଆଗରେ ପୁଅକୁ ଖାଇଗଲା ସାର୍କ

ଇଜିପ୍ଟ: ବାପା ପାଲଟି ଯାଇଥିଲା ଅସହାୟ । କାରଣ ବାପାର ଠିକ୍ ସାମ୍ନାରେ ପୁଅକୁ ଖିନ୍‌ଭିନ୍ କରି ଖାଇଗଲା ସମୁଦ୍ର ଶିକାରୀ ସାର୍କ । ଏବେ ଏମିତି ଏକ ଲୋକହର୍ଷଣକାରୀ ଘଟଣା ସୋସିଆଲ ମିଡିଆରେ ଘୁରି ବୁଲୁଛି, ଯାହାକୁ ନେଇ ଢେର ଚର୍ଚ୍ଚା । ଏହି ଘଟଣା ଘଟିଛି ଇଜିପ୍ଟର ଏକ ପର୍ଯ୍ୟଟନସ୍ଥଳୀରେ ।…