Latest Odisha News

BREAKING NEWS

Browsing Category

ଫିଚର

କଟକ ସହରରେ ସିରିଜ୍‌ ଦୁର୍ଘଟଣା, ବେପରୁଆ ଗାଡି ଚାଳକ ଅଟକ

କଟକ: ଏକ ଦୁର୍ଭାଗ୍ୟଜନକ ଘଟଣାକ୍ରମରେ ବାରବାଟୀ ଷ୍ଟାଡିୟମ, ଯୋବ୍ରା, ଓ ଚାଉଳିଆଗଞ୍ଜ ନିକଟରେ ଜଣେ ନିଶାସକ୍ତ ବ୍ୟକ୍ତିଙ୍କ ଦ୍ୱାରା ପରିଚାଳିତ ଏକ କାର୍ ଏକାଧିକ ଗାଡ଼ିକୁ ଧକ୍କା ଦେବା ଫଳରେ କଟକରେ ସିରିଜ ଦୁର୍ଘଟଣା ଦେଖିବାକୁ ମିଳିଛି। ବେପରୁଆ ଡ୍ରାଇଭର ଜଣଙ୍କୁ ପରେ ସ୍ଥାନୀୟ ଲୋକେ କାବୁ…

ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ଫିଟା ନୀତି, ଅଣସର ଘରେ ମହାପ୍ରଭୁଙ୍କ ଚାଲିଛି ଉପଚାର

ପୁରୀ: ଅଣସର ଘରେ ଶ୍ରୀଜିଉଙ୍କ ଚାଲିଛି ଉପଚାର। ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ଚତୁର୍ଦ୍ଧାବିଗ୍ରହ। ଅଣସର ଘରେ ଅଣସର ପିଣ୍ଡିରେ ବିଜେ କରିଛନ୍ତି ଶ୍ରୀଜିଉ। ଚାଲିଛି ଗୁପ୍ତ ସେବା। ମହାପ୍ରଭୁଙ୍କ ସେବାରେ ଲାଗିଛନ୍ତି ଦଇତାପତି ସେବକ।…

ସ୍କୁଲ ଛୁଟି ଖୋଲିବା ପୂର୍ବରୁ ଅଭିଭାବକ ଓ ଛାତ୍ରଛାତ୍ରୀ ଚିନ୍ତିତ; ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ

ବାହାନଗା: ଗ୍ରୀଷ୍ମ ଛଟି ଶେଷ ହେବାକୁ ଯାଉଛି। ଖୋଲିବାକୁ ଯାଉଛି ସ୍କୁଲ। ହେଲେ ବାହାନଗା ବଜାର ହାଇସ୍କୁଲରେ ଗ୍ରୀଷ୍ମ ଛୁଟି ପରେ ଛାତ୍ରଛାତ୍ରୀମାନେ ଆସିବାକୁ କେତେ ପ୍ରସ୍ତୁତ ତାହା ଏବେ ଆଲୋଚନାର ବିଷୟ ହୋଇଛି। ଏପରି ଆଲୋଚନାର କାରଣ ନିକଟରେ ଘଟିଥିବା ଟ୍ରେନ ଦୁର୍ଘଟଣା। ଯାହାକୁ ନେଇ…

ମାଲଗାଡି ଓ୍ବାଗନ ତଳେ ଚାପି ହୋଇ ୬ ଜଣଙ୍କ ମୃତ୍ୟୁ

ଯାଜପୁର: ଯାଜପୁର ଜିଲ୍ଲାରେ ବୁଧବାର ଏକ ହୃଦୟ ବିଦାରକ ଘଟଣା ଘଟିଛି। ମାଲଗାଡି ଓ୍ବାଗନ ତଳେ ଚାପି ହୋଇଯିବାରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଇଷ୍ଟକୋଷ୍ଟ ରେଲଓ୍ବେ ଏହି ଦୁର୍ଭାଗ୍ୟଜନକ ଘଟଣାକୁ ସୁନିଶ୍ଚିତ କରି କହିଛି ଯେ ପୀଡ଼ିତମାନେ ଠିକା ଶ୍ରମିକ ଥିଲେ ଯେଉଁମାନେ ଯାଜପୁର-କେନ୍ଦୁଝର ରୋଡ୍…

ତିନି ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଲେ ରାଜ୍ୟ ସରକାର, ଅରୁଣ ବୋଥ୍ରାଙ୍କୁ ?

ଭୁବନେଶ୍ୱର: ରାଜ୍ୟର ତିନି ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି ସରକାର। ବୁଧବାର ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଅନେକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଦିଆଯାଇଛି। ସିଆଇଡି-କ୍ରାଇମବ୍ରାଞ୍ଚର ଅତିରିକ୍ତ ଡିଜି ଅରୁଣ ବୋଥ୍ରା ଏବେ କ୍ୟାପିଟାଲ…

ବିଶ୍ୱ ତାପମାତ୍ରାରେ ଅହେତୁକ ବୃଦ୍ଧି: ୨୦୩୦ ସୁଦ୍ଧା ସତ୍ତା ହରାଇବ ‘ସମର-ସି- ଆଇସ୍‌’

ୱାଶିଂଟନ: ପ୍ରକୃତିର ନିର୍ଦ୍ଧିଷ୍ଟ ନିୟମ ରହିଛି,ଯାହା ହଜାର ହଜାର ବର୍ଷ ଧରି ଅନୁସୃତ ହୋଇ ଆସୁଛି । କିନ୍ତୁ ବିଶ୍ୱରେ ଅହେତୁକ ତାପମାତ୍ରା ବୃଦ୍ଧି କାରଣରୁ ବିଶ୍ୱ ପରିବେଶରେ ଏବେ ପରିବର୍ତ୍ତନ ପରିଲକ୍ଷିତ ହୋଇଛି । ସଦ୍ୟତମ ତଥ୍ୟ ଅନୁସାରେ, କ୍ରମାଗତ ଭାବେ ଜନସଂଖ୍ୟା ବୃଦ୍ଧି କାରଣରୁ ଏବେ…

ଅଧା କିଲୋ ମଇଦାରେ ତିଆରି ହୁଏ ଗୋଟେ ରୁଟି,ଲୋକେ ଖାଇବାକୁ ଡ଼ରନ୍ତି

ରାଜସ୍ଥାନ:ସାଧାରଣତଃ ରୁଟି ୬ ରୁ ୭ ଇଞ୍ଚର ହୋଇଥାଏ । ଏହି ଆକାରର ତିନି କିମ୍ବା ଚାରିଟି ରୋଟି ଲୋକେ ଖାଇଥାନ୍ତି । କିନ୍ତୁ ଏପରି ଏକ ରୁଟି ଅଛି ଯାହାକୁ ଜଣେ ବ୍ୟକ୍ତି ଖାଇବା ପୂର୍ବରୁ ଚିନ୍ତା କରିବେ ଯେ, କିପରି ଏହାକୁ ସମ୍ପୂର୍ଣ୍ଣ ଶେଷ କରିବେ । ଏହା ହେଉଛି ରାଜସ୍ଥାନର ସବୁଠାରୁ ବଡ ରୋଟି…

ଦୂରଦର୍ଶନର ଲୋକପ୍ରିୟ ନ୍ୟୁଜ ଆଙ୍କର ଗୀତାଞ୍ଜଳୀଙ୍କ ପରଲୋକ

ନୂଆଦିଲ୍ଲୀ: ଦୂରଦର୍ଶନର ଲୋକପ୍ରିୟ ନ୍ୟୁଜ ଆଙ୍କର ଗୀତାଞ୍ଜଳୀ ଆୟାରଙ୍କ ବୁଧବାର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ସେ ତାଙ୍କ କ୍ୟାରିୟରରେ ୪ଥର ଶ୍ରେଷ୍ଠ ଆଙ୍କର ପୁରସ୍କାର ପାଇଛନ୍ତି । ନ୍ୟୁଜ ଆଙ୍କର ବ୍ୟତୀତ ସେ ଏ ଡେଟ ୱିଥ ୟୁର ସଂଚାଳକ ମଧ୍ୟ ଥିଲେ ।…

୧୮ ବର୍ଷରୁ କମ ବାଳିକା ରଗବୀ : ମହାରାଷ୍ଟ୍ରକୁ ହରାଇ ଓଡିଶା ଚାମ୍ପିୟନ

ପୁଣେ: ଓଡିଶା ୧୮ ବର୍ଷରୁ କମ ବାଳିକା ଜାତୀୟ ରଗବୀ ୭ ଚାମ୍ପିୟନଶିପରେ ବାଜି ମାରିଛି । ଫାଇନାଲରେ ଓଡିଶା ୫୨-୦ରେ ମହାରାଷ୍ଟ୍ରକୁ ହରାଇ ଚାମ୍ପିୟନ ହୋଇଛି । ୨୭ଟି ରାଜ୍ୟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଗତ ସଂସ୍କରଣରେ ଓଡିଶା ରନର୍ସଅପ ହୋଇଥିଲା । ଗ୍ରୁପ ପର୍ଯ୍ୟାୟରେ ମଧ୍ୟ…

ବାଘ ସହିତ ଭିଡ଼ିଓ କରିବାର ନିଶା ଛାଡ଼ିଗଲା ଯୁବତୀଙ୍କର: କଲା ଆକ୍ରମଣ

ଆଜିକାଲି ପ୍ରତ୍ୟେକ ଲୋକ ସୋସିଆଲ ମିଡ଼ିଆରେ ନିଜର ଲୋକପ୍ରିୟତା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ । ନିଜ ଜୀବନକୁ ବାଜି ଲଗାଇ ଭିଡ଼ିଓ କରିବାକୁ ପଛାଉନାହାନ୍ତି । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବତୀ ବାଘ ସହ ଭିଡ଼ିଓ କରିବାକୁ ଯାଇ ପରିଣତି…