Latest Odisha News

BREAKING NEWS

Browsing Category

ଫିଚର

ଅବସରରୁ ଓହରିଲେ ମୋଇନ ଅଲୀ, ଆଶେସ ଟିମରେ ସାମିଲ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଟିମର ଅଲରାଉଣ୍ଡର ମୋଇନ ଅଲୀ ଟେଷ୍ଟ କ୍ରିକେଟ ଅବସର ନିଷ୍ପତିରୁ ଓହରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜ ପାଇଁ ଦଳରେ ତାଙ୍କର ଆବଶ୍ୟକତା ରହିଛି ବୋଲି ଅଧିନାୟକ ବେନ ଷ୍ଟୋକ୍ସ, ମୂଖ୍ୟ କୋଚ ବ୍ରାଣ୍ଡେନ ମ୍ୟାକକୁଲାମ ଓ ମ୍ୟାନେଜିଂ ଡାଇରେକ୍ଟର ରବର୍ଟ କିସ…

ଯାଜପୁରରେ ଖଣି ଖନନ ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟଣା, ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଏକ ବେଆଇନ ପଥର ଖାଦାନରେ ଦୁଇ ଜଣଙ୍କର ମର୍ମନ୍ତୁଦ ମୃତ୍ୟୁ ଘଟଣାରେ ଓଡ଼ିଶା ଲୋକାୟୁକ୍ତର ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଛି। ଏହି ଘଟଣାକୁ ଲୋକାୟୁକ୍ତ ନିଜଆଡୁ ଗ୍ରହଣ କରି ବୁଧବାର ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ କୁମାର ଜେଠଓ୍ୱାଙ୍କୁ ଦୁଇ ମାସ ମଧ୍ୟରେ…

୨୪ ଘଣ୍ଟାରେ ୨୩ ହଜାର ଚାରାରୋପଣ କରି ବିଶ୍ୱ ରେକର୍ଡ଼

କାନାଡ଼ା: ବୃକ୍ଷ ହିଁ ଜୀବନ । ଆମେ ଉଦ୍ଭିଦରୁ ଅମ୍ଳଜାନ ପାଇଥାଉ । ହେଲେ ଏବେ ବେଧଡ଼କ ଭାବେ ଗଛକଟା ଚାଲିଛି । ଜଙ୍ଗଲ ନଷ୍ଟ ହେଉଛି । ଏବେ ପରିବେଶର ସୁରକ୍ଷା ନିତାନ୍ତ ଜରୁରୀ । ଏପରି ସ୍ଥିତିରେ କାନାଡ଼ାର ଜଣେ ଯୁବକ ପରିବେଶ ସୁରକ୍ଷା ନେଇ ଅଣ୍ଟା ଭିଡ଼ିଛନ୍ତି । ସେ ୨୪ ଘଣ୍ଟାରେ ୨୩ ହଜାର ଚାରା…

ଅଚିହ୍ନ ଶବକୁ ସ୍ବାମୀ କହି କ୍ଷତିପୂରଣ ଟଙ୍କା ନେବାକୁ ଉଦ୍ୟମ, ସ୍ତ୍ରୀ ନାଁରେ ଏତଲା ଦେଲେ ସ୍ୱାମୀ

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତକ ଏବଂ ଆହତଙ୍କ ପାଇଁ ଉଭୟ ରାଜ୍ୟ ସରକାର ଓ ରେଳବାଇ ପକ୍ଷରୁ ଘୋଷଣା କରାଯାଇଥିବା କ୍ଷତିପୂରଣ ଟଙ୍କା ପାଇବା ପାଇଁ ଏହି ଦୁର୍ଘଟଣାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ଦାବି କରି ମିଛ କହିବାକୁ ଉଦ୍ୟମ କରି କ୍ଷତିପୂରଣ ଟଙ୍କା…

ଘର ପଶ୍ଚିମବଙ୍ଗ କିନ୍ତୁ ପୁଅର ଶବ ନେଇଛନ୍ତି ବିହାରର ଅନ୍ୟ ଜଣେ!

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ବଜାର ଷ୍ଟେସନରେ ମର୍ମନ୍ତୁଦ ରେଳ ଦୁର୍ଘଟଣାର ପରିଣାମ କେତେ ଜୟ ହୃଦୟବିଦାରକ ରହିଛି ତାହା ଏବେ ଆହୁରି ଜଣାପଡୁଛି ଯେତେବେଳେ ମର ଶରୀରକୁ ପରିବାର ଖୋଜୁଛି କିନ୍ତୁ ପାଉ ନାହିଁ। ଆଉ ପଶ୍ଚିମବଙ୍ଗରୁ ଆସି ପୁଅର ମୃତଦେହ ନେବାକୁ ଅପେକ୍ଷା କରିଥିବା ବେଳେ ବିହାରର…

୧୫ ଜୁନ ମଧ୍ୟରେ ଶେଷ ହେବ ଯାଂଚ, ଅନ୍ୟଥା ପୁନର୍ବାର ଆନ୍ଦୋଳନକୁ ଓହ୍ଲାଇବେ ରେସଲର

ନୂଆଦିଲ୍ଲୀ: ରେସଲର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁରଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏହା ପ୍ରାୟ ୬ ଘଂଟା ଧରି ଚାଲିଥିଲା । ବୈଠକ ପରେ ସାକ୍ଷୀ ମଲିକ କହିଛନ୍ତି ସରକାର ୧୫ ଜୁନ ସୁଦ୍ଧା ଯାଂଚ ଶେଷ କରିବା ପାଇଁ ସମୟ ମାଗିଛନ୍ତି । ଏହି ସମୟ ମଧ୍ୟରେ ରେସଲରମାନେ କୌଣସି…

ଟିଭି ପରଦାରେ ପ୍ରିୟଜନ ହସ୍ପିଟାଲରେ ଥିବା ଦେଖି ବିହାରରୁ ଭୁବନେଶ୍ୱର ଆସିଛନ୍ତି ସମ୍ପର୍କୀୟ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ବାହାନଗା ବଜାର ଷ୍ଟେସନରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ଅନେକ ଆଶା ଓ ନିରାଶାର କାହାଣୀ ସାମ୍ନାକୁ ଆସିଛି। ଗତ ୨ ତାରିଖରେ ଘଟିଥିବା ଏହି ଦୁଃଖଦ ଘଟଣାରେ ଅଂସଖ୍ୟ ପରିବାର ନିଜ ପ୍ରିୟଜନଙ୍କୁ ହରାଇ ଭାଙ୍ଗି ପଡ଼ିଛନ୍ତି। କିଛି ପରିବାର ନିଜ…

ଦୁଇ ଭାଇର କଳି ସମାଧାନ କରିବାକୁ ଯାଇ ଗାଁ ଲୋକଙ୍କଠୁ ଛେଚା ଖାଇଲେ ଏଏସଆଇ

ସୋନପୁର: ସୁବଳୟା ଥାନା ଏଏସ୍ଆଇଙ୍କୁ ତିଲେଇମାଲ ଗାଁ ଲୋକେ ଗୋଡ଼ାଇ ଗୋଡ଼ାଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଭିଡିଓରେ କଏଦ ହୋଇଥିବା ଏହି ଘଟଣା ଏବେ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗୌରହରି ମେହେର ନାମକ ଏହି ଏଏସ୍ଆଇ ଜଣେ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହେବା…

ଗୁଳିମାଡ଼ ପରେ ମେଡିକାଲ୍ ଯାଉଥିଲେ ମାଆପୁଅ, ଆମ୍ବୁଲାନ୍ସରେ ଜୀଅନ୍ତା ଜାଳିଦେଲେ ହିଂସାକାରୀ

ଇମ୍ଫାଲ୍: ମଣିପୁରରେ ମେ ୩ରୁ ମୈତେଇ ଓ କୁକି ସମୁଦାୟ ମଧ୍ୟରେ ଲାଗି ରହିଥିବା ହିଂସା ଥମିନି । ଆଉ ଏହାରି ଭିତରେ ହିଂସା ସୃଷ୍ଟି କରିଥିବା ଲୋକେ ମାଆପୁଅ ସହ ୩ ଜଣଙ୍କୁ ଜୀଅନ୍ତା ଜାଳି ଦେଇଛନ୍ତି । ଗୁଳିମାଡ଼ ପରେ ଚିକିତ୍ସା ପାଇଁ ନିଆ ଯାଉଥିବା ବେଳେ ଆମ୍ବୁଲାନ୍ସରେ ନିଆଁ ଲଗାଇ ଦେଇଥିଲେ…

ବାହାନଗା ଦୁର୍ଘଟଣା: ଦିଲ୍ଲୀ ଗଲା ମୃତକଙ୍କ ନମୁନା, ମେୟର କହିଲେ ଗୋଟିଏ ଶବ ପାଇଁ ୬ଟି ପରିବାର ଦାବିଦାର

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାରେ ମୃତଦେହ ଚିହ୍ନଟକୁ ନେଇ ଚ୍ୟାଲେଞ୍ଜ ଓ ଦ୍ୱନ୍ଦ୍ୱ ମଧ୍ୟରେ ଭୁବନେଶ୍ୱର ଏମ୍ସରେ ମୃତକଙ୍କ ସମ୍ପର୍କୀୟଙ୍କ ଠାରୁ ସଂଗ୍ରହ କରାଯାଇଥିବା ୩୩ଟି ନମୁନାକୁ ଡିଏନ୍ଏ ନମୁନା ପାଇଁ ଦିଲ୍ଲୀ ପଠାଯାଇଛି। ଆସନ୍ତା ଦୁଇ ଦିନ ମଧ୍ୟରେ ପରୀକ୍ଷା ରିପୋର୍ଟ ସମ୍ପୃକ୍ତ…