Latest Odisha News

BREAKING NEWS

Browsing Category

ଫିଚର

ମୁଖତାର ଅନ୍ସାରୀର ଶୁଟର ସଞ୍ଜୀବଙ୍କୁ କୋର୍ଟ ପରିସରରେ ଗୁଳି କରି ହତ୍ୟା

ଲକ୍ଷ୍ନୌ: ସ୍ଥାନୀୟ କୋର୍ଟ ପରିସରାର ଗ୍ୟାଙ୍ଗଷ୍ଟାର ମୁଖତାର ଅନ୍ସାରୀଙ୍କ ଡାହଣ ହାତ ତଥା ଶାର୍ପ ଶୁଟର ସଞ୍ଜୀବ ମାହେଶ୍ୱରୀ ଜୀଭାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ହତ୍ୟାକାରୀ ଓକିଲଙ୍କ ବେଶରେ ଆସି ଏହି କାଣ୍ଡ ରଚିଥିଲେ । ଏଥିରେ ସିପାହୀ ଲାଲ ମହମ୍ମଦ ଏକ ଛୋଟ ପିଲା ଆହତ ହୋଇଛନ୍ତି ।…

ଗୁରୁବାର ଅପରାହ୍ଣ ୪ଟାରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ଯୁକ୍ତ ଦୁଇ କଳା ପ୍ରକାଶ ପାଇବ । କାଲି ଅପରାହ୍ଣ ୪ଟାରେ କଳା ସହ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ସୂଚନା ଦେଇଛନ୍ତି । ଛାତ୍ରଛାତ୍ରୀମାନେ ଫଳ ପ୍ରକାଶ ପରେ orissaresults.nic.in…

ବାହାନଗା ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା କେତେ, କଂଗ୍ରେସର ଦାବି ପରେ ତେଜିଲା ରାଜନୀତି

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାରେ ନିଖୋଜ ଯାତ୍ରୀଙ୍କ ଖୋଜାଖୋଜି ଜାରି ରହିଥିବା ବେଳେ ଏହାକୁ ନେଇ ରାଜନୀତି ଜୋର ଧରିଛି। ପ୍ରକୃତ ମୃତ୍ୟୁସଂଖ୍ୟାକୁ କେତେ ଏହାକୁ ନେଇ ତେଜିଛି ରାଜନୀତି। ବିରୋଧୀ କଂଗ୍ରେସ ଏହି ପ୍ରସଙ୍ଗରେ ଆକ୍ରମଣାତ୍ମକ ହୋଇଛି ଏବଂ ପ୍ରକୃତ ମୃତ୍ୟୁ ସଂଖ୍ୟା…

ଡବ୍ଲ୍ୟୁଟିସି ଫାଇନାଲ: ବାହାନଗା ରେଳ ଦୁର୍ଘଟଣା ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଖେଳାଳିମାନେ

ଲଣ୍ଡନ: ସ୍ଥାନୀୟ ଓଭାଲ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବୁଧବାରଠାରୁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ଆରମ୍ଭ ହୋଇଛି । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଉଭୟ ଦେଶର ଖେଳାଳିମାନେ ଓଡିଶାର ବାହାନଗା ରେଳ ଦୁର୍ଘଟଣାରେ ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ମୃତକଙ୍କ ପାଇଁ ୨ମିନିଟ…

ଯାଜପୁର ରୋଡ୍ ରେଳ ଷ୍ଟେସନରେ ଅଘଟଣ, ଇଞ୍ଜିନ୍ ନଥିବା ମାଲଗାଡ଼ି ନେଲା ୬ ଜୀବନ

ଯାଜପୁର: ଭାଗ୍ୟ ହେଲା ବଇରୀ । ବର୍ଷା ନେଇଗଲା ଜୀବନ । ବାହାନଗା ରେଳ ଦୁର୍ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ଯାଜପୁରରୁ ଆସିଛି ଦୁଃଖଦ ଖବର । କାଳବୈଶାଖୀ ବର୍ଷାରୁ ରକ୍ଷା ପାଇବା ପାଇଁ ପ୍ରାୟ ଟ୍ରେନ୍ ଟ୍ରାକରେ କାମ କରୁଥିବା ପ୍ରାୟ ୭ ଜଣ ଶ୍ରମିକ ଛିଡ଼ା ହୋଇଥିବା ମାଲବାହୀ ଟ୍ରେନ୍ ତଳେ…

କାନାଡା ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ

ଓଟୱା: କାନାଡା ଜଙ୍ଗଲ ଏବେ ଜଳୁଛି । ଏହାର ପ୍ରଭାବରେ ୧୦ଟି ଅଂଚଳ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ରିପୋର୍ଟ ଅନୁସାରେ ୩୩ ହଜାର ସ୍କ୍ୱାୟର ଫୁଟ ଅଂଚଳ ଜଳି ସାରିଛି । ଏ ପର୍ଯ୍ୟନ୍ତ ୧ ଲକ୍ଷ ୨୦ ହଜାର ଲୋକ ଘର ଛାଡି ସାରିଛନ୍ତି । ୪୧୩ଟି ଛୋଟ ବଡ ଜଙ୍ଗଲରେ ନିଆଁ ଲାଗିଛି । ୨୪୯ଟି ଅଂଚଳର…

ବେୱାଫା ପାନ ବାଲା ଦୋକାନ : ଯେଉଁଠି ପ୍ରେମରେ ଧୋକ୍କା ଖାଇଥିବା ଯୁବକଯୁବତୀଙ୍କୁ ମିଳେ ୨ ଟଙ୍କାରେ ପାନ

ଇନ୍ଦୋର: ବେୱାଫା ଚା’ ବାଲା ଏବଂ ବେୱାଫା ସାମୋସା ବାଲାଙ୍କ ନାମ ଶୁଣିଥିବେ ନିଶ୍ଚୟ । ଆପଣ କେବେ ବେୱାଫା ପାନ ବାଲାଙ୍କ ନାଁ ଶୁଣିଛନ୍ତି ? ଏମିତି ଏକ ଦୋକାନ ଅଛି ଇନ୍ଦୋରରେ । ଯେଉଁଠି ମାତ୍ର ୨ ଟଙ୍କାରେ ପାନ ମିଳେ । ତେବେ ଏହା ସମସ୍ତଙ୍କୁ ନୁହେଁ । କେବଳ ପ୍ରେମରେ ଧୋକ୍କା ଖାଇଥିବା…

ରାଜସ୍ଥାନରେ ବିଜେପିର ଜନ ଆକ୍ରୋଶ ଯାତ୍ରା ବନାମ ଗେହଲଟଙ୍କ ମାଗଣା ଯୋଜନା

ଭୁବନେଶ୍ୱର: ରାଜସ୍ଥାନ ରାଜନୀତି ବର୍ତ୍ତମାନ ରୋଚକ ମୋଡ଼କୁ ଆସିଯାଇଛି। ଦୀର୍ଘ ବର୍ଷର ଟ୍ରେଣ୍ଡ ଅନୁଯାୟୀ ରାଜସ୍ଥାନରେ ପ୍ରତି ପାଞ୍ଚ ବର୍ଷରେ ସରକାର ପରିବର୍ତ୍ତନ ହୁଏ। ତେଣୁ ବର୍ତ୍ତମାନ କଂଗ୍ରେସ ସରକାର ଥିବାରୁ ଆଗକୁ ବିଜେପି ଶାସନକୁ ଫେରିବା ପାଇଁ ସବୁ ଉଦ୍ୟମ କରୁଛି। ରାଜସ୍ଥାନ…

ବିଜେପି ହାରିବା କାରଣ ଖୋଜୁଛି, ଜିତିବା ରାସ୍ତା ପ୍ରସ୍ତୁତ କରୁଛି

ଭୁବନେଶ୍ୱର: ହାରିବାର କାରଣ ଖୋଜୁଛି ବିଜେପି। କର୍ଣ୍ଣାଟକରେ ସବୁ ଶକ୍ତି ଖଟାଇବା ପରେ ମଧ୍ୟ ଦଳ କାହିଁକି ହାରିଲା ତାର କାରଣ ଖୋଜା ଆରମ୍ଭ ହୋଇଛି। ବିଜେପିର ଜାତୀୟ ସଭାପତି ଜେ ପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ଦଳର ସାଧାରଣ ସମ୍ପାଦକ ବି ଏଲ ସନ୍ତୋଷ ପ୍ରମୁଖ ବୈଠକ କରିବା ସହ ହାରିବାର…

ବାହାନଗା ଦୁର୍ଘଟଣାର ଏସ୍ଆଇଟି ତଦନ୍ତ ସହ ରେଳମନ୍ତ୍ରୀଙ୍କ ଇସ୍ତଫା ଦାବିରେ ୧୧ ଦଳର ବିକ୍ଷୋଭ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାର ଏସ୍ଆଇଟି ତଦନ୍ତ ହେଉ । ସୁପ୍ରିମକୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଦନ୍ତ କୁ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ । କେନ୍ଦ୍ର ସରକାରଙ୍କ ତଦନ୍ତକାରୀ ସଂସ୍ଥା ସିବିଆଇ ବାହାନଗା ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ୧୧ଟି ଦଳ ବିରୋଧ…