Latest Odisha News

BREAKING NEWS

Browsing Category

ଫିଚର

ଆସୁଅଛି ଶେଖର କାପୁରଙ୍କ କ୍ଲାସିକ ଫିଲ୍ମ ମାସୁମର ସିକ୍ୱେଲ

ମୁମ୍ବାଇ:ଭାରତୀୟ ସିନେମା ଇତିହାସରେ ଫିଲ୍ମମେକର ଶେଖର କାପୁର ଦର୍ଶକଙ୍କୁ ଅନେକ ଭଲ ଫିଲ୍ମ ଭେଟି ଦେଇଛନ୍ତି । ଏହା ମଧ୍ୟରେ ୧୯୮୩ରେ ରିଲିଜ ହୋଇଥିବା ମାସୁମ ଅନ୍ୟତମ । ଦର୍ଶକଙ୍କୁ ଏହି ଫିଲ୍ମ ସର୍ବଦା ପସନ୍ଦ ଆସିଅଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଶେଖର କାପୁର ଏହାର…

ଆରବସାଗରରେ ସୃଷ୍ଟି ହେଲା ବାତ୍ୟା ‘ବିପର୍ଯ୍ୟୟ’, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ଦକ୍ଷିଣପୂର୍ବ ଆରବ ସାଗରରେ ଗଭୀର ଅବପାତ, ବାତ୍ୟା ‘ବିପର୍ଯ୍ୟୟ’ରେ ପରିଣତ ହୋଇଛି । ଏବେ ବାତ୍ୟା ବାତ୍ୟା ‘ବିପର୍ଯ୍ୟୟ’ ପୂର୍ବକେନ୍ଦ୍ରୀୟ ଏବଂ ତତସଂଲଗ୍ନ ଦକ୍ଷିଣପୂର୍ବ ଆରବ ସାଗରରେ ରହିଛି । ଏହା କ୍ରମଶଃ ଉତ୍ତର ଦିଗରେ ଗତି କରି ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଭୀଷଣ…

ନାମ ବଦଳାଇଲେ ବଲିଉଡ ଅଭିନେତା ପ୍ରତୀକ ବାବର

ମୁମ୍ବାଇ: ରାଜ ବାବର ଓ ସ୍ମିତା ପାଟିଲଙ୍କ ପୁତ୍ର ପ୍ରତୀକ ବାବର ନିଜ ନାମରେ ବଡ ଧରଣର ପରିବର୍ତନ କରିଛନ୍ତି । ପ୍ରତୀକ ତାଙ୍କ ନାମରେ ମାଆଙ୍କ ନାମ ଯୋଡିଛନ୍ତି । ଏବେ ସେ ନିଜ ନାମ ପ୍ରତୀକ ପାଟିଲ ବାବର ରଖିଛନ୍ତି । ସେ କହିଛନ୍ତି ମୁଁ କିଛି ମାତ୍ରାରେ ଅନ୍ଧବିଶ୍ୱାସୀ ଓ ଭାବୁକ । ମାଆଙ୍କ…

୫୫ ବର୍ଷୀୟ ବ୍ୟକ୍ତି ଖୋଜୁଛନ୍ତି ଜୀବନସାଥୀ: ତହସିଲଦାରଙ୍କ ନିକଟରେ କଲେ ଆବେଦନ

ରାଜସ୍ଥାନ: ପ୍ରତ୍ୟେକ ବ୍ୟକ୍ତିଙ୍କ ଇଛା ନିଜ ଜୀବନସାଥୀ ତାଙ୍କ ପସନ୍ଦର ହୋଇଥିବା ଦରକାର । ଏବେ ରାଜସ୍ଥାନର ଜଣେ ବ୍ୟକ୍ତିଙ୍କ ନିଜ ପସନ୍ଦର ଜୀବନସାଥୀ ଖୋଜିବାର ତରିକା ଟିକେ ନିଆରା । ତାଙ୍କ ଜୀବନସାଥୀ କେମିତି ହେବା ଦରକାର ସେନେଇ ତହସିଲଦାରଙ୍କ ନିନକଟରେ ଏକ ଆବେଦନ କରିଛନ୍ତି, ଯାହାକୁ ନେଇ…

୪୩.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଜଳୁଛି ଓଡ଼ିଶା । ଆଜି ରାଜ୍ୟର ୧୬ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ ହୋଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ୮ ତାରିଖରୁ ତାତି ସାମାନ୍ୟ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼଼ିଶାରେ ତାପମାତ୍ର ୪୨…

‘ହିମାଚଳ ରାଜନୀତି’, ଦଳୀୟ ନେତାଙ୍କ କଥା ଶୁଣୁନି କଂଗ୍ରେସ ସରକାର!

ଭୁବନେଶ୍ୱର: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ବିଭିନ୍ନ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ସହ ଏହାକୁ ପ୍ରଚାର ପ୍ରସାର କରୁଛି। ଏପରିକି ବିଧାନସଭା ନିର୍ବାଚନ ପରେ ଶିମଲା ନଗର ନିଗମ ନିର୍ବାଚନରେ ମଧ୍ୟ ବାଜି ମାରିଛି କଂଗ୍ରେସ। କିନ୍ତୁ ଏବେ ଦଳ ଭିତରେ ନେତୃତ୍ୱକୁ ନେଇ ଟୀକା…

‘ମହାରାଷ୍ଟ୍ର ରାଜନୀତି’, ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେଲେ ଭାଙ୍ଗିଯିବ ସରକାର !

ଭୁବନେଶ୍ୱର: ଆଗକୁ ଦେଶର ସାଧାରଣ ନିର୍ବାଚନ ଆସୁଥିବାରୁ ପ୍ରମୁଖ ରାଜ୍ୟ ମହାରାଷ୍ଟ୍ର ଉପରେ ପ୍ରମୁଖ ଦଳଗୁଡିକର ନଜର ରହିଛି। ପ୍ରଥମେ ଏମଭିଏ ମେଣ୍ଟ ସରକାର ଗଢିଥିବା ବେଳେ ଘଟଣାକ୍ରମେ ସିନ୍ଦେ ବିଜେପି ସରକାର ଏବେ ରାଜ୍ୟରେ ଚାଲିଛି। ମହାରାଷ୍ଟ୍ର ରାଜନୀତି ଏବେ ବହୁ ଉତ୍ଥାନପତନ ମଧ୍ୟରେ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ଏକ ଦଶନ୍ଧି ପରେ ଆଇସିସି ଟ୍ରଫି ଜିତିବା ଆଶାରେ ଭାରତ

ଓଭାଲ: ଏଠାରେ ଜୁନ ୭ରୁ ଆରମ୍ଭ ହୋଇଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ । ପ୍ରାୟ ଏକ ଦଶନ୍ଧି ଧରି ଭାରତ କୌଣସି ଆଇସିସି ଟ୍ରଫି ଜିତି ନାହିଁ । ଏଥର ଏହି ମରୁଡି ଭାଙ୍ଗିବ ବୋଲି ପ୍ରଶଂସକମାନେ ଆଶା କରି ବସିଛନ୍ତି । ୨୦୨୧ ପରଠାରୁ ଟେଷ୍ଟ କ୍ରିକେଟରେ ଭାରତର…

ବଢ଼ିଛି ରେଳ ବଜେଟ୍, ତଥାପି କାହିଁକି ଲୌହଦାନବ ନେଉଛି ଜୀବନ ?

ଭୁବନେଶ୍ୱର: ଆମେରିକା, ଋଷିଆ ଓ ଚୀନ ପରେ ବିଶ୍ୱର ସବୁଠୁ ବଡ଼ ରେଳ ନେଟୱର୍କ ଭାରତରେ ରହିଛି । ୧ ଲକ୍ଷ ୨୬ ହଜାର ୩୬୬ କିଲୋମିଟର ଯାଏ ଭାରତରେ ରେଳ ଟ୍ରାକ୍ ଲମ୍ବିଥିବା ବେଳେ ରହିଛି ୭ ହଜାର ୭୩୫ଟି ରେଲୱେ ଷ୍ଟେସନ୍ । ଭାରତରେ ଦୈନିକ ୧୩ ହଜାର ୫୨୩ ଯାତ୍ରୀବାହୀ ଟ୍ରେନ୍ ସହ ୯ ହଜାର ୧୪୬ଟି…

ବୋହୂ ବିରୋଧରେ ଥାନାକୁ ଗଲେ ଶାଶୁ : ବୋହୂ ପାଦ ଛୁଇଁବାକୁ ମନା କରୁଛି

ଲକ୍ଷ୍ନୌ: ବୌହୂ ବିରୋଧରେ ଅଭିଯୋଗ ଧରି ଥାନାରେ ପହଞ୍ôଚଲେ ଶାଶୁ । ଆପଣମାନେ ବୋଧେ ଭାବୁଥିବେ ହୁଏତ ଏହା କିଛି ନୂଆ କଥା ନୁହେଁ । କାରଣ ଶାଶୁ-ବୋହୂ କଳି ପ୍ରାୟତଃ ଦେଖିବାକୁ ମିଳିଥାଏ । ତେବେ ଏଠି ଯେଉଁ ଅଭିଯୋଗ ଧରି ଥାନାରେ ପହଞ୍ôଚଲେ ଶାଶୁ, ତାହା ଶୁଣିବା ପରେ କେବଳ ଥାନା ବାବୁ କାହିଁକି…