Latest Odisha News

BREAKING NEWS

Browsing Category

ଫିଚର

‘ମହାରାଷ୍ଟ୍ର ରାଜନୀତି’, ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ହେଲେ ଭାଙ୍ଗିଯିବ ସରକାର !

ଭୁବନେଶ୍ୱର: ଆଗକୁ ଦେଶର ସାଧାରଣ ନିର୍ବାଚନ ଆସୁଥିବାରୁ ପ୍ରମୁଖ ରାଜ୍ୟ ମହାରାଷ୍ଟ୍ର ଉପରେ ପ୍ରମୁଖ ଦଳଗୁଡିକର ନଜର ରହିଛି। ପ୍ରଥମେ ଏମଭିଏ ମେଣ୍ଟ ସରକାର ଗଢିଥିବା ବେଳେ ଘଟଣାକ୍ରମେ ସିନ୍ଦେ ବିଜେପି ସରକାର ଏବେ ରାଜ୍ୟରେ ଚାଲିଛି। ମହାରାଷ୍ଟ୍ର ରାଜନୀତି ଏବେ ବହୁ ଉତ୍ଥାନପତନ ମଧ୍ୟରେ…

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ: ଏକ ଦଶନ୍ଧି ପରେ ଆଇସିସି ଟ୍ରଫି ଜିତିବା ଆଶାରେ ଭାରତ

ଓଭାଲ: ଏଠାରେ ଜୁନ ୭ରୁ ଆରମ୍ଭ ହୋଇଯିବ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ । ପ୍ରାୟ ଏକ ଦଶନ୍ଧି ଧରି ଭାରତ କୌଣସି ଆଇସିସି ଟ୍ରଫି ଜିତି ନାହିଁ । ଏଥର ଏହି ମରୁଡି ଭାଙ୍ଗିବ ବୋଲି ପ୍ରଶଂସକମାନେ ଆଶା କରି ବସିଛନ୍ତି । ୨୦୨୧ ପରଠାରୁ ଟେଷ୍ଟ କ୍ରିକେଟରେ ଭାରତର…

ବଢ଼ିଛି ରେଳ ବଜେଟ୍, ତଥାପି କାହିଁକି ଲୌହଦାନବ ନେଉଛି ଜୀବନ ?

ଭୁବନେଶ୍ୱର: ଆମେରିକା, ଋଷିଆ ଓ ଚୀନ ପରେ ବିଶ୍ୱର ସବୁଠୁ ବଡ଼ ରେଳ ନେଟୱର୍କ ଭାରତରେ ରହିଛି । ୧ ଲକ୍ଷ ୨୬ ହଜାର ୩୬୬ କିଲୋମିଟର ଯାଏ ଭାରତରେ ରେଳ ଟ୍ରାକ୍ ଲମ୍ବିଥିବା ବେଳେ ରହିଛି ୭ ହଜାର ୭୩୫ଟି ରେଲୱେ ଷ୍ଟେସନ୍ । ଭାରତରେ ଦୈନିକ ୧୩ ହଜାର ୫୨୩ ଯାତ୍ରୀବାହୀ ଟ୍ରେନ୍ ସହ ୯ ହଜାର ୧୪୬ଟି…

ବୋହୂ ବିରୋଧରେ ଥାନାକୁ ଗଲେ ଶାଶୁ : ବୋହୂ ପାଦ ଛୁଇଁବାକୁ ମନା କରୁଛି

ଲକ୍ଷ୍ନୌ: ବୌହୂ ବିରୋଧରେ ଅଭିଯୋଗ ଧରି ଥାନାରେ ପହଞ୍ôଚଲେ ଶାଶୁ । ଆପଣମାନେ ବୋଧେ ଭାବୁଥିବେ ହୁଏତ ଏହା କିଛି ନୂଆ କଥା ନୁହେଁ । କାରଣ ଶାଶୁ-ବୋହୂ କଳି ପ୍ରାୟତଃ ଦେଖିବାକୁ ମିଳିଥାଏ । ତେବେ ଏଠି ଯେଉଁ ଅଭିଯୋଗ ଧରି ଥାନାରେ ପହଞ୍ôଚଲେ ଶାଶୁ, ତାହା ଶୁଣିବା ପରେ କେବଳ ଥାନା ବାବୁ କାହିଁକି…

ଡବ୍ଲ୍ୟୁଟିସି ଫାଇନାଲ ପୂର୍ବରୁ ଭାରତକୁ ଝଟକା, ରୋହିତ ଆଘାତପ୍ରାପ୍ତ

ଦି ଓଭାଲ: ଜୁନ ୭ରୁ ଇଂଲଣ୍ଡର ଓଭାଲ ଗ୍ରାଉଣ୍ଡରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲ ମ୍ୟାଚ ଖେଳାଯିବ । ତେବେ ଏହାର ଠିକ ଦିନକ ପୂର୍ବରୁ ଭାରତକୁ ଶକ୍ତ ଧକ୍କା ଲାଗିଛି । ଅଧିନାୟକ ରୋହିତ ଶର୍ମା ଅଭ୍ୟାସ ସେଶନ ଅବସରରେ ଆଘାତପ୍ରାପ୍ତ ହୋଇଛନ୍ତି । ଏପରିକି ସେ…

‘ବାଲେଶ୍ଵର ଟ୍ରେନ ଦୁର୍ଘଟଣା ପଛରେ ତୃଣମୂଳ କଂଗ୍ରେସର ହାତ’

ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ଵର ଟ୍ରେନ ଦୁର୍ଘଟଣା ଦେଶର ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିଛି। ଗୋଟିଏ ପଟେ ଏହି ଦୁର୍ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ବିରୋଧୀ କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତୃଣମୂଳ କଂଗ୍ରେସ ସିବିଆଇ ତଦନ୍ତ ପ୍ରସଙ୍ଗ ନେଇ ପ୍ରଶ୍ନ ଉଠାଇଥିବା…

ୟୁକ୍ରେନର ସବୁଠାରୁ ବଡ ଡ୍ୟାମ କାଖୋୱକା ଭାଙ୍ଗିଲା, ଖରସୋନରେ ହାଇ ଆଲର୍ଟ

ମସ୍କୋ: ରୁଷ-ୟୁକ୍ରେନ ଯୁଦ୍ଧ ଅବସରରେ ମଙ୍ଗଳବାର ୟୁକ୍ରେନର ସବୁଠାରୁ ବଡ ଡ୍ୟାମ କାଖୋୱକା ଭାଙ୍ଗି ଯାଇଛି । ଯାହାକୁ ନେଇ ସାରା ବିଶ୍ୱ ଚିନ୍ତା ପ୍ରକଟ କରିଛନ୍ତି । ରଏଟର୍ସ ରିପୋର୍ଟ ଅନୁସାରେ ଖରସୋନାରେ ଏହାର ପାଣି ପଶିବାରୁ ହାଇ ଆଲର୍ଟ ଜାରୀ କରାଯାଇଛି । ଏବେ ୮୦ ଗ୍ରାମ ବିପଦରେ ପଡିଛି ।…

ଏମିତିକା ଚୋର, ଯିଏ କେବଳ ମହିଳାଙ୍କ ରେନ୍‌କୋଟ୍ ଚୋରି କରେ

ଜାପାନ: ପ୍ରତ୍ୟେକ ସହରରେ ପ୍ରତିଦିନ ଛୋଟ ଏବଂ ବଡ ଚୋରି ହୋଇଥାଏ । ଚୋରମାନେ ଘରେ ପଶି ସୁନାରୂପା ଅଳଙ୍କାର,ଟଙ୍କା, ଗାଡ଼ି ସହିତ ଦାମି ଜିନିଷପତ୍ର ଚୋରି କରି ନେଇଥାନ୍ତି । କିନ୍ତୁ ଜାପାନରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କେବଳ ମହିଳାଙ୍କ ରେନ୍‌କୋଟ୍ ଚୋରି କରିଥାନ୍ତି । ତାହା ପୁଣି ବଷ…

୨୦ ବର୍ଷ ପରେ ଏନସିବି ହାତରେ ସବୁଠୁ ବଡ଼ ଡ୍ରଗ୍ସ ରାକେଟ୍; ଡାର୍କନେଟ୍ ଓ କ୍ରିପ୍ଟୋରେ ହେଉଥିଲା କାରବାର

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (NCB) ସବୁଠୁ ବଡ଼ ଡ୍ରଗ୍ସ ରାକେଟକୁ ଧରିବାରେ ସକ୍ଷମ ହୋଇଛି । ରେଡ୍ ବେଳେ ଏନସିବି ହଜାରେ କୋଟିର ଅଧିକ ମୂଲ୍ୟର ଲିସର୍ଜିକ ଏସିଡ୍ ଡାଇଏଥିଲେମାଇଡ୍ (LSD) ଜବତ କରିଛି । ଚଢ଼ାଉ ସହ ଏନସିବି ଦେଶବ୍ୟାପୀ ଡ୍ରଗ୍ସ ସିଣ୍ଡିକେଟର ଖୁଲାସା କରି ଅନେକ…

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ, ସ୍ପଷ୍ଟ କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଛି । ଆଜି ଏ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସମସ୍ତ ପ୍ରକାରର ଯାଞ୍ଚ ପରେ ଜିଲ୍ଲାପାଳଙ୍କ ଚୂଡ଼ାନ୍ତ ରିପୋର୍ଟ ଆଧାରରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ।…