Latest Odisha News

BREAKING NEWS

Browsing Category

ଫିଚର

ସ୍କୁଲ ବିକ୍ରି ପାଇଁ ପିଲା ଦେଇ ଦେଲେ ଅନ୍‌ଲାଇନରେ ବିଜ୍ଞାପନ

ନ୍ୟୁୟର୍କ: ପିଲାମାନଙ୍କ ପାଇଁ ଶିକ୍ଷା କେତେ ଜରୁରୀ ଓ ଏହାର ମହତ୍ୱ କେତେ ତାହା ଉଣା ଅଧିକେ ସବୁ ଅଭିଭାବକ ଜାଣନ୍ତି । କିନ୍ତୁ ଏକଥା ସ୍କୁଲ ଯାଉଥିବା ଅନେକ ପିଲାଙ୍କୁ ଅଜଣା ଥାଏ । ସ୍କୁଲରେ ଶୃଙ୍ଖଳିତ ନିୟମ ଓ ପାଠ ପଢିବା ପାଇଁ ଘଣ୍ଟା ଘଣ୍ଟା ଧରି ସ୍କୁଲରେ ଉପସ୍ଥିତ ରହିବା ଆଦିକୁ ନେଇ…

ବ୍ରାଡମ୍ୟାନଙ୍କ ରେକର୍ଡ ସହ ସମକକ୍ଷ ହେବା ଲକ୍ଷ୍ୟରେ କୋହଲି

ନୂଆଦିଲ୍ଲୀ: ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ବୁଧବାର ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ ହେବେ । ଏହି ମ୍ୟାଚ ମାଧ୍ୟମରେ ବିରାଟ କୋହଲି ଅଷ୍ଟ୍ରେଲିଆ ମହାନ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନଙ୍କ ଏକ ରେକର୍ଡ ସହ ସମକକ୍ଷ ହେବା ପାଇଁ ଉଦ୍ୟମ କରିବେ । ବ୍ରାଡମ୍ୟାନ ଟେଷ୍ଟ କ୍ରିକେଟରେ ୨୯…

୩୦ ବର୍ଷରେ ଏକ କୋଟି ଗଛ ଲଗାଇଲେଣି ଟ୍ରି ମ୍ୟାନ୍ ଅଫ୍ ଇଣ୍ଡିଆ

ରାଜସ୍ଥାନ: ବୃକ୍ଷ ହିଁ ଜୀବନ । ଆମେ ଉଦ୍ଭିଦରୁ ଅମ୍ଳଜାନ ପାଇଥାଉ । ହେଲେ ଏବେ ବେଧଡ଼କ ଭାବେ ଗଛକଟା ଚାଲିଛି । ଜଙ୍ଗଲ ନଷ୍ଟ ହେଉଛି । ଏପରି ପରିସ୍ଥିତିରେ ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ତାଙ୍କ ଜୀବନର ୩୦ ବର୍ଷ ପରିବେଶ ଏବଂ ପ୍ରକୃତି ପାଇଁ ଉତ୍ସର୍ଗ କରି ଦେଇଛନ୍ତି । ସେ ୩୦ ବର୍ଷ…

କେମିତି ପାଇବେ ଟ୍ରେନ୍ ଦୁର୍ଘଟଣା ସହାୟତା ?

ଭୁବନେଶ୍ୱର: ବାଲେଶ୍ୱର ବାହାନଗାରେ ଟ୍ରେନ୍ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରରେ ଅଧିକ ଆହତ ହୋଇଛନ୍ତି । ମୃତକଙ୍କୁ ଚିହ୍ନଟ କରିବା ଲାଗି ରେଳ ବିଭାଗ ଓ ସରକାରଙ୍କୁ ଫଟୋ ସହ ତାଲିକା ଜାରି କରାଯାଇଛି । ମୃତକଙ୍କ ସମ୍ପର୍କୀୟ ପ୍ରମାଣ ଦେଇ ହସ୍ପିଟାଲରୁ ମୃତଦେହ ଗ୍ରହଣ…

ଆସୁଅଛି ଶେଖର କାପୁରଙ୍କ କ୍ଲାସିକ ଫିଲ୍ମ ମାସୁମର ସିକ୍ୱେଲ

ମୁମ୍ବାଇ:ଭାରତୀୟ ସିନେମା ଇତିହାସରେ ଫିଲ୍ମମେକର ଶେଖର କାପୁର ଦର୍ଶକଙ୍କୁ ଅନେକ ଭଲ ଫିଲ୍ମ ଭେଟି ଦେଇଛନ୍ତି । ଏହା ମଧ୍ୟରେ ୧୯୮୩ରେ ରିଲିଜ ହୋଇଥିବା ମାସୁମ ଅନ୍ୟତମ । ଦର୍ଶକଙ୍କୁ ଏହି ଫିଲ୍ମ ସର୍ବଦା ପସନ୍ଦ ଆସିଅଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ଶେଖର କାପୁର ଏହାର…

ଆରବସାଗରରେ ସୃଷ୍ଟି ହେଲା ବାତ୍ୟା ‘ବିପର୍ଯ୍ୟୟ’, ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଭୁବନେଶ୍ୱର: ଦକ୍ଷିଣପୂର୍ବ ଆରବ ସାଗରରେ ଗଭୀର ଅବପାତ, ବାତ୍ୟା ‘ବିପର୍ଯ୍ୟୟ’ରେ ପରିଣତ ହୋଇଛି । ଏବେ ବାତ୍ୟା ବାତ୍ୟା ‘ବିପର୍ଯ୍ୟୟ’ ପୂର୍ବକେନ୍ଦ୍ରୀୟ ଏବଂ ତତସଂଲଗ୍ନ ଦକ୍ଷିଣପୂର୍ବ ଆରବ ସାଗରରେ ରହିଛି । ଏହା କ୍ରମଶଃ ଉତ୍ତର ଦିଗରେ ଗତି କରି ଆଗାମୀ ୨୪ ଘଣ୍ଟାରେ ଆହୁରି ଘନୀଭୂତ ହୋଇ ଭୀଷଣ…

ନାମ ବଦଳାଇଲେ ବଲିଉଡ ଅଭିନେତା ପ୍ରତୀକ ବାବର

ମୁମ୍ବାଇ: ରାଜ ବାବର ଓ ସ୍ମିତା ପାଟିଲଙ୍କ ପୁତ୍ର ପ୍ରତୀକ ବାବର ନିଜ ନାମରେ ବଡ ଧରଣର ପରିବର୍ତନ କରିଛନ୍ତି । ପ୍ରତୀକ ତାଙ୍କ ନାମରେ ମାଆଙ୍କ ନାମ ଯୋଡିଛନ୍ତି । ଏବେ ସେ ନିଜ ନାମ ପ୍ରତୀକ ପାଟିଲ ବାବର ରଖିଛନ୍ତି । ସେ କହିଛନ୍ତି ମୁଁ କିଛି ମାତ୍ରାରେ ଅନ୍ଧବିଶ୍ୱାସୀ ଓ ଭାବୁକ । ମାଆଙ୍କ…

୫୫ ବର୍ଷୀୟ ବ୍ୟକ୍ତି ଖୋଜୁଛନ୍ତି ଜୀବନସାଥୀ: ତହସିଲଦାରଙ୍କ ନିକଟରେ କଲେ ଆବେଦନ

ରାଜସ୍ଥାନ: ପ୍ରତ୍ୟେକ ବ୍ୟକ୍ତିଙ୍କ ଇଛା ନିଜ ଜୀବନସାଥୀ ତାଙ୍କ ପସନ୍ଦର ହୋଇଥିବା ଦରକାର । ଏବେ ରାଜସ୍ଥାନର ଜଣେ ବ୍ୟକ୍ତିଙ୍କ ନିଜ ପସନ୍ଦର ଜୀବନସାଥୀ ଖୋଜିବାର ତରିକା ଟିକେ ନିଆରା । ତାଙ୍କ ଜୀବନସାଥୀ କେମିତି ହେବା ଦରକାର ସେନେଇ ତହସିଲଦାରଙ୍କ ନିନକଟରେ ଏକ ଆବେଦନ କରିଛନ୍ତି, ଯାହାକୁ ନେଇ…

୪୩.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଜଳୁଛି ଓଡ଼ିଶା । ଆଜି ରାଜ୍ୟର ୧୬ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ାରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୩.୮ ଡିଗ୍ରୀ ରେକର୍ଡ ହୋଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ୮ ତାରିଖରୁ ତାତି ସାମାନ୍ୟ ବଢ଼ିବ । ଆଭ୍ୟନ୍ତରୀଣ ଓଡ଼଼ିଶାରେ ତାପମାତ୍ର ୪୨…

‘ହିମାଚଳ ରାଜନୀତି’, ଦଳୀୟ ନେତାଙ୍କ କଥା ଶୁଣୁନି କଂଗ୍ରେସ ସରକାର!

ଭୁବନେଶ୍ୱର: ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ବିଭିନ୍ନ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବା ସହ ଏହାକୁ ପ୍ରଚାର ପ୍ରସାର କରୁଛି। ଏପରିକି ବିଧାନସଭା ନିର୍ବାଚନ ପରେ ଶିମଲା ନଗର ନିଗମ ନିର୍ବାଚନରେ ମଧ୍ୟ ବାଜି ମାରିଛି କଂଗ୍ରେସ। କିନ୍ତୁ ଏବେ ଦଳ ଭିତରେ ନେତୃତ୍ୱକୁ ନେଇ ଟୀକା…