Latest Odisha News

BREAKING NEWS

Browsing Category

ଫିଚର

ଶାଳୀକୁ ଭଲ ପାଉଥିଲା ବୋଲି ଗଳା କାଟି ଦେଲା ଭିଣୋଇ

ପାରାଦୀପ: ପାରାଦୀପ ଆଦର୍ଶ ଥାନା ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଶାଳୀକୁ ପ୍ରେମ କରୁଥିବା ପ୍ରେମିକର ଗଳା କାଟି ହତ୍ୟା କରିଛି ଭିଣୋଇ । ସବୁଠାରୁ ବଡ଼ କଥା ହେଲା ପାରାଦୀପ ଆଦର୍ଶ ଥାନା ଠାରୁ ମାତ୍ର କେଇ ମିଟର ଦୂରରେ ହତ୍ୟାକାଣ୍ଡ ଘଟିଥିଲେ ବି ପୋଲିସ…

ଏପଟେ ରାଜଧାନୀ ସିଝୁଛି; ସେପଟେ ଦୁଇ ଜିଲ୍ଲା ପାଇଁ କାଳବୈଶାଖୀ ଚେତାବନୀ

ନୂଆଦିଲ୍ଲୀ:ସକାଳୁ ସକାଳୁ ଅସ୍ତବ୍ୟସ୍ତ କରୁଛି ତାତି । ଆଜି ସକାଳ ସାଢେ ୮ଟା ସୁଦ୍ଧା ଭୁବନେଶ୍ୱର ତାତି ୩୪ ଡିଗ୍ରୀ ଛୁଇଁଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ତଥ୍ୟ ଅନୁସାରେ, ସକାଳ ସାଢେ ୮ଟା ସୁଦ୍ଧା ତାପମାତ୍ରା ୭୧ ପ୍ରତିଶତ ରହିଛି । ଆଜି ଦିନ ସାଢେ୧୧ଟା ସୁଦ୍ଧା ସମ୍ବଲପୁର ୪୧ ଡିଗ୍ରୀ…

ବିଜେପିର ମହା ଜନସମ୍ପର୍କ ଅଭିଯାନ: ଜୁନରେ ଓଡ଼ିଶା ଆସିବେ ଶାହ, ନଡ୍ଡା

ଭୁବନେଶ୍ୱର: ବିଜେପି ପକ୍ଷରୁ ଆରମ୍ଭ ହୋଇଛି ମହାଜନସମ୍ପର୍କ କାର୍ଯ୍ୟକ୍ରମ । ମୋଦି ସରକାରକୁ ୯ ବର୍ଷ ପୂରିଛି । ୯ ବର୍ଷରେ ସରକାର କଣ କଣ କରିଛନ୍ତି । ଦେଶ କେତେ ବଦଳିଛି ? ମୋଦି ସରକାରର ଗୌରବମୟ ୯ ବର୍ଷ ଶାସନର ସଫଳତାକୁ ନେଇ ଦଳ ପକ୍ଷରୁ ଆରମ୍ଭ ହୋଇଛି ଏକ ମାସ ବ୍ୟାପୀ ‘ଜନସମ୍ପର୍କ…

ଦରମା ବୃଦ୍ଧି ଦାବିରେ ଅନିର୍ଦ୍ଦିଷ୍ଟ କାଳ ଧାରଣାରେ ବସିଲେ ଅମଲା କର୍ମଚାରୀ

ଆର. ଉଦୟଗିରି: ଯୋଗ୍ୟତା ହାରରେ ଦରମା ଦିଅ । ଏମିତି ଦାବି ନେଇ  ଗଜପତି ଜିଲ୍ଲା ଆର.ଉଦୟଗିରି ଅମଲା ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି  । ଗତ ଗୁରୁବାରଠାରୁ ଏମିତି କଳା ବ୍ୟାଜ ପିନ୍ଧି ଆନ୍ଦୋଳନରେ ବସିଛନ୍ତି  ଅମଲା କର୍ମଚାରୀ   । ଏମାନେ ଗୁରୁବାରଠାରୁ ଅନିର୍ଦ୍ଦିଷ୍ଟ କାଳଯାଏ …

ଜଗିଥିଲେ ତିନି ଜଣ ପୋଲିସ; ସମସ୍ତଙ୍କୁ ଚକମା ଦେଇ ଖସିଗଲା କଏଦୀ

କଟକ: ପୋଲିସକୁ ଚକମା ଦେଇ ଛୁ ମାରିଲା କଏଦୀ । ମହିଳା ବେଶ ପକାଇ ଖସିଗଲା, କେହି ଜାଣି ପାରିଲେନି ।   କଟକ ବଡ ମେଡିକାଲରେ ଦେଖିବାକୁ ମିଳିଛି ଏପରି ଘଟଣା । ଜଗତସିଂହପୁର ନାଉଗାଁ ଥାନା ଅଞ୍ଚଳର ସାଜନ ଦାସ । ଏକ ଡକାୟତି ମାମଲାରେ ସାଜନକୁ ନାଉଗାଁ ପୁଲିସ ଗିରଫ କରି କୋର୍ଟଚାଲାଣ…

ଆଉ ସହି ହେଉନି ନିର୍ଯାତନା, ଇଚ୍ଛାମୃତ୍ୟୁ ଅନୁମତି ଦିଅନ୍ତୁ-ରାଷ୍ଟ୍ରପତିଙ୍କୁ ଏମିତି ଭାବବିହ୍ୱଳ ଚିଠି ଲେଖିଲେ…

  ଭୁବନେଶ୍ୱର: ମୁଁ ଜଣେ ଗୃହରକ୍ଷୀ । ଏ ଦେଶର ନାଗରିକ । ମୁଁ ନିଜ ଥାନା, ଓଡ଼ିଶା ହାଇକୋର୍ଟଙ୍କଠାରୁ ନ୍ୟାୟ ପାଇଲିନି । ସୁପ୍ରିମକୋର୍ଟ ନ୍ୟାୟ ଦେଲେ ମଧ୍ୟ ନ୍ୟାୟ ମିଳିଲା ନାହିଁ । ଏବେ ମୁଁ ମୋର ପରିବାର ପୋଷିବାକୁ ଅକ୍ଷମ । ମୁଁ ଏବେ ଅସହାୟ । ମୋର ନ୍ୟାୟ ପାଳିକା, ଆଇନ ବ୍ୟବସ୍ଥା,…

ବାହାରିଲା ଓଜେଇଇ ପରୀକ୍ଷା ଫଳ; ଜାଣନ୍ତୁ, କିଏ ହେଲେ ଟପ୍ପର

ଭୁବନେଶ୍ୱର : ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ । ବୈଷୟିକ ଶିକ୍ଷାମନ୍ତ୍ରୀ ପରୀକ୍ଷା ଫଳ ପୁସ୍ତକ ଉନ୍ମୋଚିତ କରିଛନ୍ତି । । ୫୫୯୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪୮୭୮୩ ଜଣ ପାଇଛନ୍ତି ରାଙ୍କ ।  ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇର୍ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା ।…

ପୋଲିସକୁ ଖୋଲା ଚାଲେଞ୍ଜ: ଥାନା ନିକଟରେ ଯୁବକଙ୍କୁ ଗଳାକାଟି ହତ୍ୟା

ପାରାଦୀପ: ପାରାଦୀପ ଆଦର୍ଶ ଥାନାଠାରୁ ମାତ୍ର ୩୦ ମିଟର ଦୂରରେ ହତ୍ୟାକାଣ୍ଡ । ପୋଲିସକୁ ଖୋଲାଖୋଲି ଚାଲେଞ୍ଜ ଦେଇ ଯୁବକଙ୍କ ଗଳାକାଟି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ହେଲେ ପୋଲିସ ଏହାର ସାମାନ୍ୟ ଟେର ପାଇ ନାହିଁ । ପାରାଦୀପ ବଡପଡିଆ ମାର୍କେଟରେ ଥିବା ରେବିକା ହୋଟେଲ ପଛପଟୁ ଜଣେ…

ମଞ୍ଚ ଉପରେ ଭାଷଣ ଦେଇ ଫେରୁଥିବାବେଳେ ପଡିଗଲେ ଆମେରିକା ରାଷ୍ଟ୍ରପତି

ୱାଶିଂଟନ: ମଞ୍ଚ ଉପରେ ଟଳି ପଡିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବାୟୁସେନା ଏକାଡେମୀର ସମାରୋହ ଅବସରରେ  ମଞ୍ଚ ଉପରେ ଭାଷଣ ଦେଉଥିଲେ ବାଇଡେନ । ହଠାତ୍ ଟଳି ପଡିଲେ । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହୋଇଛି । ଗୁରୁବାର ଦିନ କଲୋରାଡୋରେ ଆୟୋଜିତ  ବାୟୁସେନା ଏକାଡେମୀର ସମାରୋହ…

ରାଜ୍ୟରେ ଖୋଲିବ ଆଉ ଏକ ଘରୋଇ ମେଡିକାଲ କଲେଜ, ଏନଏମସି ଦେଲା ଅନୁମତି

ଭୁବନେଶ୍ୱର: ରାଜ୍ୟରେ ଆଉ ଏକ ଘରୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଖୋଲିବ। ଏଥିପାଇଁ ନ୍ୟାଶନାଲ ମେଡିକାଲ କମିଶନ ବା ଏନଏମସି ଅନୁମତି ପ୍ରଦାନ କରିଛନ୍ତି। ଏହି ନୂଆ କଲେଜଟି ରାଜ୍ୟର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଡ୍ରିମ୍ସ କଲେଜ ଖୋଲିବ। ଯାହାର ନାମ ରହିବ ଡ୍ରିମସ ଇନଷ୍ଟିଚ୍ୟୁଟ ଅଫ୍…