Latest Odisha News

BREAKING NEWS

Browsing Category

ଫିଚର

ପଡ଼ି ରହିଥିବା ଗାଡି ଉପରେ ବିଏମସିର ନୋଟିସ, ସ୍ବାଗତ କଲେ ସହରବାସୀ

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ପାର୍କିଂ ହେଉଥିବା ପରିତ୍ୟକ୍ତ ଗାଡ଼ିଗୁଡ଼ିକର ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନିଷ୍ପତ୍ତି ନେଇଛି। ସହରର ବିଭିନ୍ନ ଗଳିକନ୍ଦି ଏବଂ ବାଇଲେନ୍ ଗୁଡ଼ିକରେ ଅନେକ ଯାନବାହାନ ଦେଖିବାକୁ ମିଳୁଛି ଯେଉଁଥିରେ ଧୂଳିର ମୋଟା ଚାଦାର ଆବୃତ…

ୟାସିନ ମଲ୍ଲିକକୁ ମୃତ୍ୟୁ ଦଣ୍ଡ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଫେରାଦ ହେଲା ଏନ୍‌ଆଇଏ

କାଶ୍ମୀର; ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ହୋଇ ଜେଲ୍‌ରେ ସଜା କାଟୁଥିବା ଜାମ୍ମୁ-କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକକୁ ମୃତ୍ୟୁ ଦଣ୍ଡ ଦେବାକୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କଲା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)। ୟାସିନ ପୂର୍ବରୁ ଆଜୀବନ ଜେଲଦଣ୍ଡ ଭୋଗୁଥିବା ବେଳେ ତାକୁ…

ହାତ,ଗୋଡ଼ କାଟିଦେଲେ ବି ମହିଳାଙ୍କୁ ହୁଏନି କଷ୍ଟ : କେବେ ବି କାନ୍ଦନ୍ତି ନାହିଁ

ସ୍କଟଲ୍ୟାଣ୍ଡ: ଯଦି ଆପଣ ଆଘାତ ପାଆନ୍ତି କିମ୍ବା ଶରୀରରେ କୌଣସି ଅସୁବିଧା ହୁଏ, ତେବେ ଆପଣ ଯନ୍ତ୍ରଣା ଅନୁଭବ କରିବା ସହ କାନ୍ଧିଥାନ୍ତି । କିନ୍ତୁ ଦୁନିଆରେ ଏପରି ଜଣେ ମହିଳା ଅଛନ୍ତି,ଯିଏ ଆଦୌ ଯନ୍ତ୍ରଣା ଅନୁଭବ କରନ୍ତି ନାହିଁ । ଯଦି ତାଙ୍କ ହାତ କିମ୍ବା ଗୋଡ କାଟି ଦିଆଯାଏ ବା ଗରମ ପାଣି ଓ…

ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନ: ସେମିରେ ସିନ୍ଧୁ, ପ୍ରଣୟ

ନୂଆଦିଲ୍ଲୀ: ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନରେ ଭାରତୀୟ ଖେଳାଳିମାନେ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ପିଭି ସିନ୍ଧୁ, ଏଚଏସ ପ୍ରଣୟ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସିନ୍ଧୁ ଚୀନର ଝାଙ୍ଗ ୟି ମିନଙ୍କୁ ୨୧-୧୬, ୧୩-୨୧ ଓ ୨୨-୨୦ରେ ପରାସ୍ତ କରିଥିଲେ । ସେମିରେ ସେ…

ନୀତି ଆୟୋଗ ବୈଠକରେ ଯୋଗ ଦେବେନି ମମତା, ନୀତିଶ, କେଜ୍ରିୱାଲ ଓ ଭଗୱନ୍ତ ମନ୍

ନୂଆଦିଲ୍ଲୀ: ନୂତନ ସଂସଦ ଭବନ ଉଦଘାଟନକୁ ନେଇ ବିରୋଧୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ଲାଗି ରହିଛି । ଆଉ ଯାହାର ପ୍ରଭାବ ଶନିବାର ମେ ୨୭ ତାରିଖରେ ଦିଲ୍ଲୀରେ ବସିବାକୁ ଥିବା ନୀତି ଆୟୋଗ ବୈଠକରେ ପଡ଼ିବାକୁ ଯାଉଛି । ନୀତି ଆୟୋଗରେ ସାମିଲ୍ ହେବାକୁ ମନା କରିଛନ୍ତି ପଶ୍ଚିମବଙ୍ଗ…

ଗିଲଙ୍କ ବିସ୍ଫୋରକ ଶତକ, ମୁମ୍ବାଇ ଆଗରେ ୨୩୪ ରନର ବିଜୟ ଲକ୍ଷ୍ୟ

ଅହମଦାବାଦ : ଶୁଭମନ ଗିଲଙ୍କ ବିସ୍ଫୋରକ ଶତକ ବଳରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨ୟ କ୍ବାଲିଫାୟାରରେ ମୁମ୍ବାଇ ଆଗରେ ୨୩୪ ରନର ବିଜୟ ଲକ୍ଷ୍ୟ ରଖିଛି ଗୁଜରାଟ ।  ପ୍ରଥମେ ବ୍ୟାଟିଂ କରି ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୨୩୩ ରନ କରିଥିଲା । ଶୁଭମନ ଗିଲ୍…

ଅଜବ ପ୍ରତିଯୋଗିତା, କୀଟପତଙ୍ଗକୁ ମାଟିରୁ ବାହାର କରିବାକୁ ପଡ଼େ ପ୍ରତିଯୋଗୀଙ୍କୁ

ବ୍ରିଟେନ୍ : ଦୁନିଆ ଅନେକ ପ୍ରତିଯୋଗିତା ଆୟୋଜନ ହେଉଥିବା ଆପଣ ଦେଖିଥିବେ । କିନ୍ତୁ ଏମିତି ଏକ ପ୍ରତିଯୋଗିତା ଅଛି, ଯାହାକୁ ଆପଣ କେବେ ଦେଖିବା ତ ଦୂରର କଥା, ଶୁଣି ବି ନ ଥିବେ । ଏହି ଅଜବ ଖେଳର ପ୍ରତିଯୋଗିତା ବ୍ରିଟେନ୍‌ରେ ହଁ ଦେଖିବାକୁ ମିଳିଥାଏ । ବ୍ରିଟେନରେ ଅନେକ ସ୍ଥାନରେ ଏହି…

ଏମ୍‌ସରେ ଆରମ୍ଭ ହେବ ଟିଚିଂ ଏବଂ ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌ କାର୍ଯ୍ୟକ୍ରମ, ଉପକୃତ ହେବେ ଏମ୍‌ବିବିଏସ ଛାତ୍ରଛାତ୍ରୀ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରରେ ଏମ୍‌ବିବିଏସ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା ଏବଂ ନବସୃଜନ ଦିଗରେ ଉତ୍ସାହପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ସହିତ ସକ୍ରିୟ ଭାଗିଦାରୀତା ତଥା ସହଯୋଗ ନିମନ୍ତେ ଟିଚିଂ ଆସିଷ୍ଟାଣ୍ଟ୍‌(ଟିଏ) ଏବଂ ରିସର୍ଚ୍ଚ ଆସିଷ୍ଟାଣ୍ଟ୍‌(ଆର୍‌ଏ) କାର୍ଯ୍ୟକ୍ରମ ଆରମ୍ଭ ହେବ…

ନୂଆପଡ଼ା ଜିଲ୍ଲାର ଚାରୋଟି ବ୍ଲକରେ ରବି ଧାନ ମଣ୍ଡି ଆରମ୍ଭ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଆଜି ଠାରୁ ରବି ଧାନ କ୍ରୟ ପାଇଁ ମଣ୍ଡି ଉଦଘାଟିତ ହୋଇଯାଇଛି । ଖଡ଼ିଆଳ, ସିନାପାଲି, କୋମନା ଓ ବୋଡେନ ବ୍ଲକରେ ମଣ୍ଡି ଖୋଲିଥିବା ବେଳେ ନୂଆପଡ଼ା ବ୍ଲକରେ ଆରମ୍ଭ ହୋଇନାହିଁ । ଜିଲ୍ଳାରେ ମୋଟ ୨୬ ପାକ୍ସ ଅଧୀନରେ ୩୪ଟି ମଣ୍ଡି ଖୋଲିବାକୁ ଥିବା ବେଳେ ୮ ହଜାର ୫୩୪…

ଚଳିତ ବର୍ଷ ସ୍ୱାଭାବିକ ହେବ ମୌସୁମୀ ବର୍ଷା, ଜୁନରେ ନିଅଣ୍ଟିଆ

ନୂଆଦିଲ୍ଲୀ: ଆଗାମୀ ମୌସୁମୀ ଋତୁରେ ସ୍ୱାଭାବିକ ବର୍ଷା ହେବ । ଶୁକ୍ରବାର ଭାରତୀୟ ପାଣିପାଗ ବିଭାଗ ଏ ଆକଳନ କରିଛି । ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାମାନ୍ୟ ବିଳମ୍ବରେ ଜୁନ୍ ୪ ତାରିଖରେ କେରଳ ଛୁଇଁବ ବୋଲି କହିଛି ପାଣିପାଗ ବିଭାଗ । ମୌସୁମୀ ଋତୁରେ ଦେଶରେ ୯୬ ପ୍ରତିଶତ…