Latest Odisha News

BREAKING NEWS

Browsing Category

ଫିଚର

ବର୍ଷିଲେ ବିଜୟ, କହିଲେ ନବ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ କରିନି ବାସ୍ତବ ତଦନ୍ତ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଗତକାଲି କ୍ରାଇମବ୍ରାଞ୍ଚ ୫୪୩ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି । ଏଥିସହ ପ୍ରେସ୍ ଇସ୍ତାହାର ଜାରି କରି ଗୋପାଳ ବ୍ୟକ୍ତିଗତ ରାଗ ପାଇଁ ନବଙ୍କୁ ଗୁଳି କରିଥିବା ଓ ସେ ପାଗଳ ନୁହେଁ ବୋଲି କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ ଜାଣିବାକୁ…

ରଥଯାତ୍ରା ସମୟରେ ମରାମତି ହେବ ଶ୍ରୀଜୀଉଙ୍କ ରତ୍ନ ପଲଙ୍କ

ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ରତ୍ନ ପଲଙ୍କର ମରାମତି କରାଯିବ । ଗୁରୁତ୍ବପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ । ସିଂହଦ୍ୱାରର ରୂପା ଛାଉଣୀ କରିବାକୁ ମଧ୍ୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ରତ୍ନ ପଲଙ୍କ ମରାମତି ଓ ସିଂହଦ୍ୱାରର…

ନୀତି ଆୟାେଗ ବୈଠକ: ଯୋଗ ଦେଲେନି ନବୀନ

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀର ପ୍ରଗତି ମୈଦାନରେ ଚାଲିଛି ନୀତି ଆୟୋଗର ଅଷ୍ଟମ ଗଭର୍ଣ୍ଣିଂ କାଉନସିଲର ବୈଠକ । ନୂଆ କନଭେନସନ ସେଣ୍ଟରରେ ଚାଲିଥିବା @୨୦୪୭:ଟିମ ଇଣ୍ଡିଆର ଭୂମିକା ଶୀର୍ଷକ ଆଲୋଚନାରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ ୧୦ ରାଜ୍ୟର…

କ୍ୟାବିନେଟ୍ ସମ୍ପ୍ରସାରଣ କଲେ ସିଦ୍ଦରମୈୟା, ମନ୍ତ୍ରୀ ଭାବେ ଶପଥ ନେଲେ ୨୪ ଜଣ

ବେଙ୍ଗଳୁରୁ: କର୍ଣ୍ଣାଟକରେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମଥର କ୍ୟାବିନେଟ୍ ସମ୍ପ୍ରସାରଣ କରିଛନ୍ତି । ଶନିବାର ହୋଇଥିବା କ୍ୟାବିନେଟ୍ ସମ୍ପ୍ରସାରଣରେ କଂଗ୍ରେସ ନେତା ଏଚକେ ପାଟିଲ୍, କୃଷ୍ଣା ଗୌଡ଼ା କର୍ଣ୍ଣାଟକର ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । ତାଙ୍କ ସହ ୨୨…

ଉଚ୍ଚଶିକ୍ଷା ବିଭାଗର କଡା କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ୨୨୩ କଲେଜ ଅଧ୍ୟକ୍ଷଙ୍କ ଦରମା

ଭୁବନେଶ୍ୱର:ଉଚ୍ଚଶିକ୍ଷା ବିଭାଗରେ କଡା କାର୍ଯ୍ୟାନୁଷ୍ଠାନ । ବନ୍ଦ ହେଲା ୨୨୩ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଦରମା । ଏଥିସହିତ ମୁଖ୍ୟ କିରାଣୀ ଓ କିରାଣୀଙ୍କର ମଧ୍ୟ ଦରମା ବନ୍ଦ କରାଯାଇଛି ।  କାର୍ଯ୍ୟରେ ଅବହେଳା ଯୋଗୁଁ ଏପରି କାର୍ଯ୍ୟାନୁଷ୍ଠାନ ବିଭାଗ ପକ୍ଷରୁ ନିଆଯାଇଛି । ମିଳିଥିବା ଖବର…

ମଝି ଆକାଶରେ ବିମାନର ଜରୁରୀକାଳୀନ ଦ୍ୱାର ଖୋଲି ଦେଲେ ଯୁବକ

ସିଓଲୋ: ମଝି ଆକାଶରେ ଉଡୁଥିଲା ବିମାନ । ହଠାତ ଘଟିଲା ଅଘଟଣ । ଜଣେ ଯାତ୍ରୀ ହଠାତ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିଦେଲେ । ଏମିତି ଦୃଶ୍ୟ ଗତକାଲି ଦେଖିବାକୁ ମିଳିଥିଲା ଏସିଆନ ଏୟାର ଲାଇନ୍ସରେ । ଅବଶ୍ୟ ବିମାନ ନିରାପଦରେ ଅବତରଣ କରିଛି । ତେବେ ଏହାକୁ ନେଇ ଯାତ୍ରୀମାନେ ଭୟଭୀତ ହୋଇ…

କେବଳ ଭାରତ ନୁହେଁ, ପାକିସ୍ତାନକୁ ବି ହିନ୍ଦୁ ରାଷ୍ଟ୍ର କରିବୁ: ଧୀରେନ୍ଦ୍ର ଶାସ୍ତ୍ରୀ

ସୁରଟ: ବାଗେଶ୍ୱର ଧାମର ମୁଖ୍ୟ ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବିବାଦୀୟ ବୟାନ ପାଇଁ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୱାଇ ପ୍ଲସ୍ ସୁରକ୍ଷା ମିଳିଛି। ହେଲେ ତଥାପି ତାଙ୍କର ବିବାଦୀୟ ବୟାନ ଦେବା ଥମିବାର ନାଁ ନେଉନି। ଏବେ ଭାରତ ଛାଡ଼ି ପାକିସ୍ତାନକୁ ହିନ୍ଦୁ ରାଷ୍ଟ୍ର କରିବା ମନ…

ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା; ୮ ଜଣଙ୍କୁ ବାନ୍ଧିଲା ପୋଲିସ

କାମାକ୍ଷାନଗର(ହରେକୃଷ୍ଣ ରାଉତ): ଢେଙ୍କାନାଳ ଜିଲ୍ଲା   ପରଜଙ୍ଗ ତହସିଲଦାରଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଘଟଣାରରେ ପୋଲିସର କାର୍ଯ୍ୟାନୁଷ୍ଠାନ । ୮ ଜଣଙ୍କୁ ଗିରଫ କରିଛି କାମକ୍ଷାନଗର ପୋଲିସ । ୨୪ ଘଣ୍ଟା ନପୁରୁଣୁ ଆକ୍ସନର ରିଆକ୍ସନ ଦେଖାଇଛି କାମାକ୍ଷାନଗର ପୋଲିସ । କାମାକ୍ଷାନଗର,…

ଆଜି କର୍ଣ୍ଣାଟକ କ୍ୟାବିନେଟ୍ ବିସ୍ତାର ହେବ; ଶପଥ ନେବେ ୨୪ ମନ୍ତ୍ରୀ

ବେଙ୍ଗାଲୁରୁ: ସରକାର ଗଠନ କରିବାର ସପ୍ତାହ ପରେ ଆଜି(ମେ ୨୭) କର୍ଣ୍ଣାଟକ କଂଗ୍ରେସ ସରକାର କ୍ୟାବିନେଟ୍‌ ବିସ୍ତାର ହେବ। ୨୪ ମନ୍ତ୍ରୀ ବିଭିନ୍ନ ବିଭାଗରେ ଶପଥ ନେବେ। ଏନେଇ ୨୪ ବିଧାୟକଙ୍କ ତାଲିକା ଜାରି ହୋଇଛି। କର୍ଣ୍ଣାଟକ ସରକାରରେ ମୋଟ ୩୪ ମନ୍ତ୍ରୀ ରହିପାରିବେ। ସେଥିମଧ୍ୟରୁ…

ତୃତୀୟ ବିବାହ କରିବେ ଅମୀର ଖାନ !

ମୁମ୍ବାଇ: ଆଜିକାଲି ଖୁବ ଚର୍ଚ୍ଚାରେ ମିଷ୍ଟର ପରଫେକ୍ସନିଷ୍ଟ । ତେବେ ତାଙ୍କର କୌଣସି ଅପକମିଙ୍ଗ ଫିଲ୍ମକୁ ନେଇ ସେ ଚର୍ଚ୍ଚାରେ ନାହାନ୍ତି । ବରଂବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ । ହଁ, ବାହା ହେବେ ବଲିଉଡ ଅଭିନେତା ଅମୀର ଖାଁ  । ଅମୀର ତୃତୀୟ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି ।…