Latest Odisha News

BREAKING NEWS

Browsing Category

ଫିଚର

ଏବେ ବନ୍ଦେ ଭାରତ; ଆସନ୍ତା ଜାନୁଆରୀରେ ବନ୍ଦେ ମେଟ୍ରା; ପ୍ରତିଶ୍ରୁତି ଦେଲେ କେନ୍ଦ୍ର ମନ୍ତ୍ରୀ

ପୁରୀ:  ଆଜି ପୁରୀରୁ ଗଡିବ ବନ୍ଦେ ଭାରତ ଟ୍ରେନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଶୁଭାରମ୍ଭ କରିଛନ୍ତି । ବନ୍ଦେ ଭାରତ ପରେ ବନ୍ଦେ ସ୍ଲିପର ଏବଂ ବନ୍ଦେ ମେଟ୍ରୋ ମଧ୍ୟ ଓଡ଼ିଶାରେ ଗଡିବ । ଆଗାମୀ ଜାନୁଆରୀ ସୁଦ୍ଧା ବନ୍ଦେ ମେଟ୍ରୋ ଗଡିବ ବୋଲି ଆଜି ପୁରୀରେ କେନ୍ଦ୍ର ରେଳ ମନ୍ତ୍ରୀ…

ଶ୍ୟାମଳ ରଙ୍ଗ ହୋଇଥିବାରୁ ବିବାହ କରିବାକୁ ମନା କଲା କନିଆ; ଶିଶୁପାଳ ହୋଇ ଫେରି ଆସିଲା ବର

ବିହାର : ଚାଲିଥିଲା ବିବାହ ମହୋତ୍ସୋବ । ବାଜୁଥିଲା ବାଜା । ଫୁଟୁଥିଲା ବାଣ ଆଉ ଏହି ଶଦ୍ଦରେ କମ୍ପି ଉଠୁଥିଲା ପୁରା ପରିବେଶ  । ଠିକ୍‌  ଏହି ସମୟରେ ପଡ଼ିଲା ଚହଳ । କନ୍ୟା ଘରେ ବର ପହଞ୍ଚିବା ପରେ ବିବାହ ପାଇଁ ଦୁହେଁ ବରଣମାଳ ପିନ୍ଧାଇବାକୁ ପ୍ରସ୍ତୁତ ହୋଇଥିଲେ  । ଏହି ସମୟରେ ହଠାତ୍‌…

ଜଳିଲା ସହର; ସାଢେ ୧୧ଟା ସୁଦ୍ଧା ୪୦ ଡିଗ୍ରୀ ଉପରେ ତାପମାତ୍ରା

ଭୁବନେଶ୍ୱର:ଖରାତାତିରେ ଜଳୁଛି ୨ ସହର । ପୂର୍ବାହ୍ନ ସାଢେ ୧୧ଟା ସୁ୍ଦ୍ଧା ରାଜ୍ୟର ୨ ସହରର ତାପମାତ୍ରା ୪୦ ଟପିଲା  । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଲୋକେ ଘରୁ ବାହାରି ପାରୁନାହାନ୍ତି । ଏହି ଦୁଇ ସହର ହେଉଛି ଝାରସୁଗୁଡା ଓ ସମ୍ବଲପୁର । ସାଢେ ୧୧ଟା ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୪୦.୪…

ଚାକିରି ବଦଳରେ ଜମି ଦୁର୍ନୀତି ମାମଲା: ରାବଡ଼ୀ ଦେବୀଙ୍କ ବୟାନ ରେକର୍ଡ କଲା ଇଡି

ପାଟନା: ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀଙ୍କ ବୟାନ ରେକର୍ଡ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏହା ପୂର୍ବରୁ ମାମଲାରେ ସ୍ୱାମୀ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଓ ତାଙ୍କୁ ପ୍ରଶ୍ନ କରିସାରିଛି ସିବିଆଇ। ଆଜି ଆର୍ଥିକ…

ମହାପ୍ରଭୁଙ୍କ ଦର୍ଶନ କଲେ ଦୁଇ କେନ୍ଦ୍ର ମନ୍ତ୍ରୀ

ପୁରୀ: ଆଜି ପୁରୀରୁ ଯାତ୍ରା ଆରମ୍ଭ କରିବ ବନ୍ଦେ ଭାରତ ଏକ୍ସପ୍ରେସ। ୧୩୦ କିଲୋମିଟର ବେଗରେ ଯିବାକୁ ଥିବା ଏହି ଏକ୍ସପ୍ରେସକୁ ଭିଡିଓ କନ୍ଫେରେନସରେ ପତାକା ହଲାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଣୁ ଏହା ପୂର୍ବରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର…

ଜାଲ୍ଲିକାଟୁ ପରମ୍ପରାକୁ ବୈଧ ବୋଲି କହି ରୋକ୍ ଲଗାଇବାକୁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ତାମିଲନାଡୁ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ସରକାରଙ୍କୁ ଆଶ୍ୱସ୍ତି। ଜାଲ୍ଲିକାଟୁ ପରମ୍ପରା ଓ ବଳଦଗାଡ଼ ଦୌଡ଼କୁ ବୈଧ ବୋଲି କହିଲେ ସୁପ୍ରିମକୋର୍ଟ। ରାଜ୍ୟରେ ଥିବା ଆଇନ ବୈଧ। ତେଣୁ ଏହା ଉପରେ ରୋକ୍ ଲଗାଯାଇପାରିବ ନାହିଁ ବୋଲି କହିଲେ କୋର୍ଟ। ଜଷ୍ଟିସ୍ କେଏମ୍‌ ଜୋସେଫ୍‌ଙ୍କ ନେତୃତ୍ୱରେ…

ଦଳର ବୃହତ ସ୍ୱାର୍ଥକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ଉପମୁଖ୍ୟନ୍ତ୍ରୀ ହେବାକୁ ରାଜି ଅଛି: ଡିକେ ଶିବକୁମାର

ନୂଆଦିଲ୍ଲୀ: କର୍ଣ୍ଣାଟକରେ କିଏ ମୁଖ୍ୟମନ୍ତ୍ରୀ ହେବ ସେ ନେଇ କଂଗ୍ରେସ ପକ୍ଷରୁ କୌଣସି ଆନୁଷ୍ଠାନିକ ଭାବେ ଘୋଷଣା ହୋଇନଥିବା ବେଳେ ସିଦ୍ଧରମେୟା ମୁଖ୍ୟମନ୍ତ୍ରୀ ଓ ଶିବ କୁମାର ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ସୂଚନା ମିଳିଛି। ତେବେ ଘଟଣାକୁ ଚର୍ଚ୍ଚା ଜାରି ରହିଥିବା ବେଳେ ଶିବକୁମାର…

ପରିତ୍ୟକ୍ତ କୂଅରୁ ଉଦ୍ଧାର ହେଲା ହାତୀ

ଯୋଡ଼ା : ଚମ୍ପୁଆ ରେଞ୍ଜ ବୈତରଣୀ ନଦୀ କୂଳ ନିକଟସ୍ଥ ଏକ ପରିତ୍ୟକ୍ତ କୂଅ ଭିତରେ ପଡିଯାଇଥିଲା ହାତୀ । ବନବିଭାଗ ଉଦ୍ୟମରେ କୂଅରୁ ହାତୀଟିକୁ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ, ଗତ ରାତିରେ ୨୪ଟିକିଆ ହାତୀପଲ କାଳିକାପ୍ରସାଦ ସଂରକ୍ଷିତ ଜଙ୍ଗଲରୁ କାଞ୍ଚନପୁର ଦେଇ ଟୁଣଟୁଣା ଅଞ୍ଚଳକୁ…

ଆମେରିକାରୁ ଭାରତ ଆସିବ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ଅନ୍ୟତମ ଦୋଷୀ ତହବ୍ବୁର ରାଣା

ନୂଆଦିଲ୍ଲୀ: ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାର ଅନ୍ୟତମ ଦୋଷୀ ମୂଳ ପାକିସ୍ତାନୀ ନାଗରିକ ଓ କାନାଡ଼ା ବ୍ୟବସାୟୀ ତହବ୍ବୁର ରାଣାକୁ ଆମେରିକାରୁ ଭାରତ ଅଣାଯିବ। ଏନେଇ ଆମେରିକାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁମ୍ବାଇ ଆକ୍ରମଣରେ ତଦନ୍ତ କରୁଥିବା ଏନ୍‌ଆଇଏ ତହବ୍ବୁର ରାଣାର…

ମୋଦି କ୍ୟାବିନେଟରେ ଅଦଳବଦଳ: ଆଇନ ମନ୍ତ୍ରୀ ପଦରୁ ହଟିଲେ କିରେନ ରିଜିଜୁ

ନୂଆଦିଲ୍ଲୀ:ମୋଦି କ୍ୟାବିନେଟରେ ବଡ ଧରଣର ଅଦଳବଦଳ ହୋଇଯାଇଛି । କିରେନ ରିଜିଜୁଙ୍କୁ ଆଇନ ମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି । ତାଙ୍କ ଜାଗାରେ ଅର୍ଜୁନ ରାମ ମେଘବାଲଙ୍କୁ ଦାୟିତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି…