Latest Odisha News

BREAKING NEWS

Browsing Category

ଫିଚର

ବାହାରିଲା ମାଟ୍ରିକ ରେଜଲ୍ଟ; ୩, ୨୨୨ ସ୍କୁଲର ପାସ ହାର ଶହେ ପ୍ରତିଶତ

ଭୁବନେଶ୍ୱର: ବାହାରିଲା ମାଟ୍ରିକ ପରୀକ୍ଷା ଫଳ । ପରୀକ୍ଷା ଫଳ ପୁସ୍ତକ ଉନ୍ମାଚନ କଲେ ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ସକାଳ ୧୦ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ପୁସ୍ତିକା ଉନ୍ମୋଚନ କରାଯାଇଛି । ଏଥର ପାସ ହାର ୯୬.୪0 ପ୍ରତିଶତ ରହିଛି ।   ୩, ୨୨୨ ସ୍କୁଲର ପାସ…

ପୂର୍ବତନ ମନ୍ତ୍ରୀ ତଥା ବିଜେପି ସାଂସଦ ରତନ ଲାଲ କଟାରିଆଙ୍କ ପରଲୋକ

ଅମ୍ବାଲା: ହରିଆଣା ଅମ୍ବାଲା ବିଜେପି ସାଂସଦ ରତନ ଲାଲ କଟାରିଆଙ୍କର ଆଜି (ଗୁରୁବାର) ପରୋଲକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ୩ ଥର ବିଜେପି ସାଂସଦ ହୋଇଥିବା ରତନ ଲାଲଙ୍କର ଶରୀର ଅସୁସ୍ଥ ହେବାରୁ ତାଙ୍କୁ ପିଜିଆଇ ଚଣ୍ଡିଗଡ଼ ଡାକ୍ତରଖାନାରେ…

ହିନ୍ଦୁଜା ଗ୍ରୁପର ଅଧ୍ୟକ୍ଷ ଏସ୍‌ପି ହିନ୍ଦୁଜାଙ୍କ ପରଲୋକ

ଲଣ୍ଡନ: ପରଲୋକରେ ବିଶିଷ୍ଟ ଶିଳ୍ପପତି ତଥା ହିନ୍ଦୁଜା ଗ୍ରୁପର୍‌ ଅଧ୍ୟକ୍ଷ ଶ୍ରୀଚାନ୍ଦ ପରମାନନ୍ଦ ହିନ୍ଦୁଜା(ଏସ୍‌ପି)। ଗତକାଲି ଲଣ୍ଡନରେ ୮୭ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି। ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିଲେ। ହିନ୍ଦୁଜାଙ୍କ ମୃତ୍ୟୁକୁ ନେଇ କମ୍ପାନୀର ମୁଖପାତ୍ର ଏକ ବିବୃତି ଜାରି କରି…

ଆଜିଠୁ ଗଡ଼ିବ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍; ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଆଜିଠୁ ଗଡ଼ିବ ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍ । ଭର୍ଚୁଆଲ ମୋଡରେ ଟ୍ରେନର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଏହି ଟ୍ରେନ୍ ଓଡ଼ିଶାର ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ପଶ୍ଚିମବଙ୍ଗର ପଶ୍ଚିମ ଓ ପୂର୍ବ…

ଆଜି ପ୍ରକାଶ ପାଇବ ଦଶମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ  

ଭୁବନେଶ୍ୱର : ଆଜି ଦଶମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାଫଳ ପ୍ରକାଶ ପାଇବ । ସକାଳ ୧୦ଟାରେ କଟକ ବୋର୍ଡ କାର୍ଯ୍ୟାଳୟରେ ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା କରାଯିବ ।…

ତ୍ୱଚା ଓ କେଶ ପାଇଁ ଉପକାରୀ ଆମ୍ବ

ଖରା ଦିନରେ ଆମ୍ବ ପ୍ରଚୁର ପରିମାଣରେ ମିଳିଥାଏ । ପିଲାଠୁ ବୁଢ଼ା ସମସ୍ତେ ଆମ୍ବ ଖାଇବାକୁ ପସନ୍ଦ କରିଥାଆନ୍ତି । ଆମ୍ବ ପାଟିକୁ ସ୍ୱାଦିଷ୍ଟ ଲାଗିବା ସହ ପୁଷ୍ଟିକରରେ ପରିପୂର୍ଣ୍ଣ । ଆମ୍ବରେ ଫାଇବର, ପ୍ରୋଟିନ୍‌, ଭିଟାମିନ୍‌ ସି, ଭିଟାମିନ୍‌ ଏ, ପୋଟାସିୟମ, ଭିଟାମିନ୍‌ ବି୧୬ ରହିଛି । ଆମ୍ବ…

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଫେରିଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟପାଳ ଗଣେଶୀ ଲାଲ ବର୍ତ୍ତମାନ ନିଜ ରାଜ୍ୟ ହରିୟାଣା ଗସ୍ତରେଥିବା ବେଳେ ଦିନକ ପାଇଁ ସ୍ୱତନ୍ତ୍ର ଭାବେ ଭୁବନେଶ୍ୱର ଫେରିଛନ୍ତି। ପୁରୀରୁ ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ଉତ୍ସବରେ ଯୋଗଦେବା ପାଇଁ ସେ ଫେରିଛନ୍ତି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଖରାରୁ ରକ୍ଷା ପାଇଁ ଅଭିନବ ଉପାୟ: ରାସ୍ତାରେ ସ୍କୁଟିରେ ଗାଧୋଇଲେ ଯୁବକଯୁବତୀ

ମୁମ୍ବାଇ: ସୋସିଆଲ ମିଡିଆରେ ଅଜବ ଭିଡ଼ିଓ ଓ ଫଟୋ ଦେଖିବାକୁ ମିଳିଥାଏ । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଆଉ କିଛି ଲୋକ ଅଛନ୍ତି, ଯିଏକି ଖୁବ୍ କମ୍ ସମୟରେ ଲୋକପ୍ରିୟତା ପାଇବା ପାଇଁ ଅଦ୍ଭୁତ ଉପାୟ ଆପଣାଇଥାନ୍ତି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଦୁଇଜଣ…

ବିକିନି ଏୟାରଲାଇନ୍ସ: ବିମାନରେ ଏୟାର ହୋଷ୍ଟେସ୍ ପିନ୍ଧନ୍ତି ବିକିନି

ଭିଏତନାମ: ଦୁନିଆରେ ଅନେକ ବିମାନ କମ୍ପାନୀ ଅଛି ଯେଉଁମାନେ କମ୍ ଟଙ୍କାରେ ସେବା ପ୍ରଦାନ କରି ଯାତ୍ରୀମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥାନ୍ତି । ସେହିପରି ଆଉ କିଛି ବିମାନ କମ୍ପାନୀ ଅଛନ୍ତି ଯାହାର ଟିକେଟ୍ ମୂଲ୍ୟ କମ୍ ନ କରି ଅନ୍ୟ ଆକର୍ଷଣୀୟ ଅଫର୍ ଦେଇଥାନ୍ତିି, ଯେଉଁ କାରଣରୁ…

୬ ସ୍ତ୍ରୀଙ୍କୁ ଖୁସି କରିବାକୁ ୨୦ ଫୁଟ୍ ଲମ୍ବର ଖଟ ତିଆରି କଲେ ଯୁବକ

ବ୍ରାଜିଲ: ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ଖୁସିରେ ରଖିବାକୁ ଚେଷ୍ଟା କରିଥାନ୍ତି । ସ୍ତ୍ରୀର ସବୁ ଆବଶ୍ୟକତାକୁ ପୂରଣ ମଧ୍ୟ କରିଥାନ୍ତି । ନିକଟରେ ବ୍ରାଜିଲର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଖୁସି କରିବା ପାଇଁ ୨୦ ଫୁଟ ଲମ୍ବର ଏକ ଖଟ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି ।…