Latest Odisha News

BREAKING NEWS

Browsing Category

ଫିଚର

ଆଉ ୫ ଦିନ କାଳବୈଶାଖୀ, ଏବେ ତାତି ଓ ଗୁଳୁଗୁଳିରୁ ମିଳିବନି ଆଶ୍ୱସ୍ତି

ଭୁବନେଶ୍ୱର: ତାତିରୁ ମିଳିବନି ତ୍ରାହି । ଲାଗି ରହିବ କାଳବୈଶାଖୀ । ଆଗାମୀ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ସହ କାଳବୈଶାଖୀ ଅନୁଭୂତ ହେବ । କାଳବୈଶାଖୀ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା…

ସରିଲା ମାନଭଞ୍ଜନ; ଏବେ ସୁଶାନ୍ତ ସିଂ ଖୁସି ତ ?

ଭୁବନେଶ୍ୱର: ସରିଲା ମାନଭଞ୍ଜନ । ଏବେ ସୁଶାନ୍ତ ସିଂ ଖୁସି ତ ? ଦୂର ହୋଇଛି ତ ଅଭିମାନ ? ମନ୍ତ୍ରୀ ପଦ ମିଳି ନ ଥିବା ଦୁଃଖ ଦୂର ହୋଇଛି ତ ଭଟଲି ବିଧାୟକ ସୁଶାନ୍ତ ସିଂହଙ୍କର ? ଶଙ୍ଖ ଭବନରେ  କୁଆଡେ ଚାଲିଥିଲା ବିଧାୟକ ସୁଶାନ୍ତ ସିଂହଙ୍କ ମାନଭଞ୍ଜନ । ଗତକାଲି ସୁଶାନ୍ତ…

ନୂଆ ସଂସଦ ଭବନ ଉଦ୍‌ଘାଟନକୁ ବିରୋଧୀଙ୍କ ବୟକଟ; ଶାହ କହିଲେ ନିଜ ନିଜର ବିଚାରଧାରା, ଆମେ କିନ୍ତୁ ମସସ୍ତଙ୍କୁ ଡାକିଛୁ

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ଉଦ୍‌ଘାଟନ କାର୍ଯ୍ୟକ୍ରମକୁ ବିରୋଧୀ ବୟକଟ୍ କରିବା ନେଇ ଘୋଷଣା କରିଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଦୂରଦର୍ଶିତା ପ୍ରମାଣ ବୋଲି ଶାହ…

ହୁତୁହୁତୁ ହୋଇ ଜଳିଲା ଟ୍ରକ, ବର୍ତ୍ତିଗଲେ ଚାଳକ

ରାଜଗାଙ୍ଗପୁର:ରାସ୍ତା ମଝିରେ ହୁତହୁତ ଜଳୁଥିଲା ଟ୍ରକ ।  ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ଲାଇଙ୍ଗ ଠାରେ ୧୦ନଂ ରାଜ୍ୟ ରାଜପଥ ଉପରେ ଏକ ଟ୍ରକ ଜଳୁଥିଲା ।    ଦୀର୍ଘ ସମୟ ଧରି ଗାଡିଟି ଜଳୁଥିଲା  । ଫଳରେ ଉକ୍ତ ରାସ୍ତାରେ ଗାଡ଼ି ଯାତାୟାତ ବ୍ୟାହତ ହୋଇଥିଲା। ସୂଚନା ଅନୁଯାୟୀ,  ଆଜି ଲାଇଙ୍ଗ…

ତୁମୁଡ଼ିବନ୍ଧରେ ପୋଲିସ-ନକ୍ସଲ ଗୁଳି ବିନିମୟ 

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧରେ ପୋଲିସ-ନକ୍ସଲ ଗୁଳି ବିନିମୟ  । ତୁମୁଡ଼ିବନ୍ଧ ବୁଢ଼ାନଈ ସଂରକ୍ଷିତ ଜଙ୍ଗଲରେ ଏସ୍‌ଓଜି ଯବାନଙ୍କ ସହ ମୁହାଁମୁହିଁ ହୋଇଛନ୍ତି । ଏସଓଜି ଯବାନଙ୍କ ଆକ୍ରମଣରେ ନକ୍ସଲମାନେ ଛତ୍ରଭଙ୍ଗ ଦେଇଛନ୍ତି । ସୂଚନା ଅନୁସାରେ,  ଗୁଇନ୍ଦା ସୂଚନା ଆଧାରରେ…

ଶୀତଳଷଷ୍ଠୀ ଯାତ୍ରାରୁ ଫେରିବା ବେଳେ ୨ବନ୍ଧୁଙ୍କୁ ଛୁରାମାଡ଼; ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର : ସାମାନ୍ୟ ବଚସାରୁ ଛୁରାମାଡ଼ । ଛୁରାମାଡ଼ରେ ଜଣେ ଯୁବକ ମୃତ ଅନ୍ୟ ଜଣେ ଗୁରୁତର । ବଲାଙ୍ଗୀର ଟାଉନ ଥାନା ଅନ୍ତର୍ଗତ ନୃସିଂହ ମନ୍ଦିର ନିକଟରେ ଛୁରି ଭୁସି ଜଣଙ୍କୁ ହତ୍ୟା କରାଯାଇଛି । ମୃତକ ହେଲେ ଗେଟସରୋବରପଡାର ସରୋଜ ପାଣିଗ୍ରାହୀ (୨୫) ଏବଂ ଗୁରୁତର ଜଣକ ‌ହେଲେ…

ନୂଆ ସଂସଦ ଭବନ ଉଦ୍‌ଘାଟନକୁ ଯିବେନି ବିରୋଧୀ; ମିଳିତ ଭାବେ ବିବୃତ୍ତି ଜାରି କଲେ ୧୯ ଦଳ

ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିଲା ଶେଷରେ ଶେୟା ହେଲା। ନୂଆ ସଂସଦ ଭବନ ଉଦ୍‌ଘଠାନକୁ ବର୍ଜନ କଲେ ବିରୋଧୀ ଦଳ। ଏନେଇ ୧୯ଟି ବିରୋଧୀ ଦଳ ମିଳିତ ଭାବେ ବିବୃତ୍ତି ଜାରି କରିଛନ୍ତି। ଆଉ ମାତ୍ର ୪ ଦିନ ଅର୍ଥାତ୍ ମେ ୨୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ସଂସଦ ଭବନକୁ ଉଦ୍‌ଘାଟନ…

ଆଖି ବୁଜିଲେ ‘ଅନୁପମା’ ଧାରାବାହିକର ଧୀରଜ କପୁର

ମୁମ୍ବାଇ: ଲୋକପ୍ରିୟ ଟେଲି ସିରିୟଲ ‘ଅନୁପମା’ର ଲିଡ ଆକ୍ଟର ଅନୁଜ କାପଡିଆ ସାଙ୍ଗ ଭୂମିକାରେ ଅଭିନୟ କରୁଥିବା ଧୀରଜ କପୁର ଓରଫ ନିତେଶ ପାଣ୍ଡେ ଆଉ ନାହାନ୍ତି । ଆଜି କାର୍ଡିଆକ ଆରେଷ୍ଟରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା । ସୋସିଆଲ ମିଡିଆରେ ଫ୍ୟାନ୍ସ…

ରାଜଧାନୀର ବିଚ୍‌ ରାସ୍ତାରେ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

ଭୁବନେଶ୍ୱର : ପୁଣି ରାଜଧାନୀରେ ହତ୍ୟାକାଣ୍ଡ । ବିଚ୍‌ ରାସ୍ତାରେ ଯୁବକଙ୍କୁ ନିର୍ମମ ହତ୍ୟା । ଭୁବନେଶ୍ୱର ଏକ ନମ୍ବର ହାଟରେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ସୁଶାନ୍ତ ନାମକ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଭୁବନେଶ୍ୱର ଏକ ନମ୍ବର…