Latest Odisha News

BREAKING NEWS

Browsing Category

ଫିଚର

ଅନଲାଇନରେ ସିଟ୍ ବେଲ୍ଟ ଆଲାରାମ ଷ୍ଟପର୍ କ୍ଲିପ୍ ବିକ୍ରି, ଆମାଜନ ଭଳି ସଂସ୍ଥା ବିରୋଧରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଗ୍ରାହକ ସୁରକ୍ଷା ଆଇନ, ୨୦୧୯ ର ଉଲ୍ଲଂଘନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) କାର ସିଟ୍ ବେଲ୍ଟ ଆଲାରାମ ଷ୍ଟପର୍ କ୍ଲିପ୍ ବିକ୍ରୟ କରୁଥିବାରୁ ଟପ୍ ପାଞ୍ଚଟି ଇ-କମର୍ସ ପ୍ଲାଟଫର୍ମକୁ ନିର୍ଦ୍ଦେଶ ଜାରି କରିଛି। ଏହି କ୍ଲିପ୍ ଗୁଡିକ ସିଟ୍ ବେଲ୍ଟ…

ଫେଲ ମାରିବ କି ବିଜେପିର ମିଶନ ଦକ୍ଷିଣ?

ଭୁବନେଶ୍ୱର: କାହିଁକି କର୍ଣ୍ଣାଟକ ଫଳାଫଳ ବିଜେପି ଓ କଂଗ୍ରେସ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଗକୁ ଦେଶର ସାଧାରଣ ନିର୍ବାଚନ ଥିବାବେଳେ ବିଜେପି ତୃତୀୟ ଥର ପାଇଁ ଦେଶରେ ଶାସନକୁ ଆସିବାକୁ ଚାହୁଁଛି। କିନ୍ତୁ କଂଗ୍ରେସ ଓ ଅନ୍ୟ ବିରୋଧୀମାନେ ଏକାଠି ହୋଇ…

ବିରୋଧୀ ଏକତା ପାଇଁ ବିଭିନ୍ନ ନେତାଙ୍କୁ ଭେଟୁଛନ୍ତି ନୀତୀଶ କୁମାର, ଦୋଛକିରେ କଂଗ୍ରେସ?

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଏକାଠି କରି ଗୋଟିଏ ମଞ୍ଚକୁ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। ତେବେ ଯେଉଁସବୁ ଆଞ୍ଚଳିକ ଦଳ ଏକାଠି ଏକାଠି ହେବାକୁ ଚେଷ୍ଟା କରୁଛନ୍ତି ସେଥିରେ କଂଗ୍ରେସ ରହିବ ନା…

କର୍ଣ୍ଣାଟକରେ ଝୁଲାଇବ ଜେଡିଏସ

ଭୁବନେଶ୍ୱର: ରାତି ପାହିଲେ କର୍ଣ୍ଣାଟକ ନିର୍ବାଚନ ଭୋଟ ଗଣତି ଆରମ୍ଭ ହେବ। କର୍ଣ୍ଣାଟକ ମହାସଂଗ୍ରାମର ମହାଫଳ ପ୍ରକାଶ ପାଇବ। କିନ୍ତୁ ଏହା ପୂର୍ବରୁ ସରକାର ଗଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଭିନ୍ନ ଏକଜିଟ ପୋଲ ଭିନ୍ନ ଭିନ୍ନ କଥା କହୁଥିବା ହେଲେ ଝୁଲା ବିଧାନସଭାକୁ ଏଡାଇ…

ଚାକିରି ଛାଡି କେଶରେ ଧ୍ୟାନ ଦେଲେ ଯୁବତୀ, ରୋଜଗାର କଲେ କୋଟି କୋଟି ଟଙ୍କା

ନ୍ୟୁୟର୍କ : ସମସ୍ତଙ୍କର କିଛି ନା କିଛ ରୁଚି ଅଛି । ଆଉ କିଛି ଲୋକ ନିଜର ରୁଚିକୁ ନେଇ ଲୋକପ୍ରିୟ ହେବା ସହ ଭଲ ରୋଜଗାର ବି କରିଥାନ୍ତି । ନ୍ୟୁୟର୍କରେ ରହୁଥିବା ଜଣେ ଯୁବତୀ ନିଜ ରୁଚିକୁ ନେଇ ସେ ଭଲ ରୋଜଗାର କରିବା ସହ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି । ନ୍ୟୁୟର୍କରେ ରୁହନ୍ତି ଜସ୍ମିନ୍…

ବାଚସ୍ପତି ପରେ ଦୁଇ ମନ୍ତ୍ରୀଙ୍କ ଇସ୍ତଫା, ଦିଲ୍ଲୀରୁ ଫେରିଲେ ନବୀନ ଗଢ଼ିବେ ନୂଆ ଟିମ୍!

ଭୁବନେଶ୍ୱର: ଦିଲ୍ଲୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଫେରିଲେ ହେବ ମନ୍ତ୍ରିମଣ୍ଡଳ ଅଦଳ ବଦଳ। ଆଜି ବାଚସ୍ପତି ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେବା ଏବଂ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଇସ୍ତଫା ଦେବା ପରେ ଏଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ କେଉଁ…

ବାଚସ୍ପତିଙ୍କ ପରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ୨ ମନ୍ତ୍ରୀ

ଭୁବନେଶ୍ୱର: ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖଙ୍କ ଇସ୍ତଫା ପରେ ୨ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନବୀନଙ୍କ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ଏଥିସହ ପଢ଼ନ୍ତୁ: ବାଚସ୍ପତି ପଦରୁ…

ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ

ଭୁବନେଶ୍ୱର: ଇସ୍ତଫା ଦେଲେ ବିକ୍ରମ କେଶରୀ ଆରୁଖ । ଓଡ଼ିଶା ବିଧାନସଭାର ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ବିକ୍ରମ କେଶରୀ ଆରୁଖ । ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିବା ସେ କହିଛନ୍ତି । ଆରୁଖ ଆହୁରି କହିଛନ୍ତି, ଦଳ ଯେତେବେଳେ ଯେଉଁ ଦାୟିତ୍ୱ ଦେଇଛି, ମୁଁ ନିର୍ବାହ କରିଛି ।…

ଏକାସାଙ୍ଗରେ ୧୦୦୦ ପ୍ରେମିକଙ୍କ ସହ ଡେଟ୍ କରୁଛନ୍ତି ଯୁବତୀ

ଜର୍ଜିଆ: ଆଜିକାଲି ପ୍ରେମୀଯୁଗଳଙ୍କ ଡ଼େଟ୍ କରିବା ସାଧାରଣ କଥା ହୋଇଗଲାଣି । ହେଲେ ଏବେ ଏମିତି ଏକ ଖବର ଚର୍ଚ୍ଚା ହେଉଛି, ଯାହାକୁ ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଜଣେ ୨୩ ବର୍ଷୀୟା ଯୁବତୀ ଏକାସାଙ୍ଗରେ ୧୦୦୦ ପ୍ରେମିକଙ୍କୁ ଡେଟ୍ କରୁଛନ୍ତିି । ଆଉ ସବୁଠୁ ବଡ଼ କଥା, ସେ ଲୋକଙ୍କ…

୧୮ ମାସରେ ସର୍ବନିମ୍ନ, ଖୁଚୁରା ମୁଦ୍ରାସ୍ପୀତି ଏପ୍ରିଲରେ ୪.୭ ପ୍ରତିଶତକୁ ଖସିଲା

ନୂଆଦିଲ୍ଲୀ: ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଚଳିତ ବର୍ଷ ଏପ୍ରିଲରେ ହ୍ରାସ ପାଇ ୪.୭%ରେ ପହଞ୍ଚିଛି। ଯାହା ମାର୍ଚ୍ଚରେ ୫.୬୬% ଥିଲା। ୧୮ ମାସରେ ଏହା ସର୍ବନିମ୍ନ ସ୍ତରକୁ ଖସିଛି। ସେଣ୍ଟ୍ରାଲ ଷ୍ଟାଟିଷ୍ଟିକ୍ସ ଅଫିସ୍ ଶୁକ୍ରବାର ଏହି ତଥ୍ୟ ପ୍ରକାଶ କରିଛି। ଯେଉଁଥିରେ ଖାଦ୍ୟ ମୁଦ୍ରାସ୍ଫୀତି…