Latest Odisha News

BREAKING NEWS

Browsing Category

ଫିଚର

ସାରା ଦେଶରେ ‘ଦ କେରଳା ଷ୍ଟୋରୀ’ ଫିଲ୍ମ ଦେଖୁଛନ୍ତି, ପଶ୍ଚିମବଙ୍ଗରେ ଅସୁବିଧା କେଉଁଠି?

ନୂଆଦିଲ୍ଲୀ: ‘ଦ କେରଳ ଷ୍ଟୋରୀ’ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ପଶ୍ଚିମବଙ୍ଗ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। କୋର୍ଟ କହିଛନ୍ତି ଯେ ଯେତେବେଳେ ଏହି ଫିଲ୍ମ ସାରା ଦେଶରେ ରିଲିଜ ହୋଇଛି, ସେତେବେଳେ ପଶ୍ଚିମବଙ୍ଗ ସରକାର ନିଜେ କାହିଁକି ଏହାକୁ ବିରୋଧ କରୁଛନ୍ତି? କୋର୍ଟ ଏବେ…

ଅଲ କାଦିରା ଟ୍ରଷ୍ଟ ମାମଲାରେ ଇମ୍ରାନ ଖାନଙ୍କୁ ଜାମିନ୍, ପାକ ପ୍ରଧାନମନ୍ତ୍ରୀଙ୍କ କ୍ୟାବିନେଟ ମିଟିଂ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନ ଶୁକ୍ରବାର ଇସଲାମାବାଦ ହାଇକୋର୍ଟରୁ ଜାମିନ ପାଇଛନ୍ତି। ଅଲ-କାଦିର ଟ୍ରଷ୍ଟ ମାମଲାରେ ହାଇକୋର୍ଟ ତାଙ୍କୁ ଦୁଇ ସପ୍ତାହ ଜାମିନ ପ୍ରଦାନ କରିଛନ୍ତି। ଏଥିସହ କୋର୍ଟ କହିଛନ୍ତି ଯେ ଇମ୍ରାନ ଖାନଙ୍କୁ କୌଣସି…

ରୟାଲ ଟାଇଗର ମୁଁ…ଭୋକରେ ମରିଯିବ କିନ୍ତୁ ଘାସ ଖାଇବିନି-ତାରା ବାହିନୀପତି

ଭୁବନେଶ୍ୱର: ଭାଲୁ ବାହିନୀ ପତି ରୟାଲ ଟାଇଗର  । କେବେ କେଉଁ ଦଳକୁ ଯିବାର ନାହିଁ ।  ରୟାଲ ଟାଇଗର ମୁଁ  । କୂତା ହେବାର ନାହିଁ । ଶେର ଭୁକା ମରଯାଏଗା, ଲେକିନ ଘାସ ନେହିଁ ଖାଏଗା । କୋଇ ମାଇକାଲାଲ ନେହିଁ ବୋଲେଗା କି ହମ କିସ ଦଲ ମେ ମିଲ ଜାଏଗା।’ ଆଜି ଏମିତି କହି ବର୍ଷିଛନ୍ତି କଂଗ୍ରେସ…

‘ଆଜ୍ଞା ପଇସା ପଠାଇଥିଲି, ମିଳିଲା କି ?’-ଆଦିବାସୀ ମହିଳାଙ୍କ ସରଳ ପ୍ରଶ୍ନ ଖୋଲିଦେଲା ବଡ ଗୁମର

ରାୟଗଡା: ଆଜ୍ଞା ପଇସା ପଠାଇଥିଲି, ମିଳିଲା କି ? ସେ ନାଲା ଆଉ ସଦବ ମାଗି ଆସିଥିଲା । କହିଲା, ଅଫିସର ଆଜ୍ଞାମାନଙ୍କ ସହ ବାଣ୍ଟିକି ଖାଇବୁ । ଟଙ୍କା ଦେ ବୋଲି ମାଗିବାରୁ ଦେଇଛି । ତତେ ମିଳିଲା ନା ନାହିଁ ?’ ଅତି ସରଳ ଭାବେ ପଚାରିଥିଲା ଡଙ୍ଗରିଆ ଝିଅ ଟିମି ପୁଷିକା । ହେଲେ ଏହି ସରଳ ପ୍ରଶ୍ନଟି…

ଚେୟାର ପାଇଁ କଂଗ୍ରେସ ନେତାଙ୍କ କଳି, ପ୍ରେସମିଟରେ ତଳେ ହେଲେ ଗଡ଼ାଗଡ଼ି

ରାଉରକେଲା: ଚେୟାରରେ ବସିବାକୁ ନେଇ ହାତାହାତି ହେଲେ କଂଗ୍ରସ ନେତା । ପ୍ରେସମିଟରେ କିଏ ବସିବ ଆଗ ଧାଡ଼ିରେ ? ଯାହାକୁ ନେଇ ରାଉରକେଲାରେ ଦୁଇ ପୁରୁଖା କଂଗ୍ରେସ ନେତା ହାତାହାତି ହୋଇଛନ୍ତି । ରାଉରକେଲା କଂଗ୍ରେସ ପକ୍ଷରୁ କୌଣସି ପ୍ରସଙ୍ଗକୁ ନେଇ ଆଜି ସାମ୍ବାଦିକ ସମ୍ମିଳନୀ ଡକା ଯାଇଥିଲା ।…

ଝାରସୁଗୁଡ଼ା ଉପନିର୍ବାଚନ, କାଲି ସକାଳ ୮ଟାରୁ ୧୪ ଟେବୁଲରେ ୧୯ ରାଉଣ୍ଡ ଗଣତି

ଭୁବନେଶ୍ୱର: ଶନିବାର କଡ଼ା ସୁରକ୍ଷା ମଧ୍ୟରେ ହେବ ଝାରସୁଗୁଡ଼ା ଉପନିର୍ବାଚନ ଭୋଟ୍ ଗଣତି । ତ୍ରିସ୍ତରୀୟ ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ପରେ ସାଢ଼େ ୮ଟାରୁ ଇଭିଏମ୍ ଭୋଟ୍ ଗଣତି କରାଯିବ । ୧୦ ତାରିଖରେ ଉପନିର୍ବାଚନ ଭୋଟ୍ ଗ୍ରହଣରେ…

୭ ଜିଲ୍ଲାରେ ବନ୍ଦ ଡାକରା ଦେଲେ ମାଓବାଦୀ; ଜାରି କଲେ ଅଡ଼ିଓ ଟେପ

ଭୁବନେଶ୍ୱର: ୧୨ ଦଫା ଦାବି ନେଇ  ଆସନ୍ତା ମେ’ ୧୫ ତାରିଖ  ୭ଟି  ଜିଲାରେ ବନ୍ଦ ଡାକରା ଦେଇଛି ସିପିଆଇ ମାଓବାଦୀ ସଂଗଠନ  । ଏ ନେଇ ସଂଗଠନ ପକ୍ଷରୁ ଏକ ଅଡିଓ ଟେପ ଜାରି କରାଯାଇଛି । ରାୟଗଡ଼ା, ଗଞ୍ଜାମ,କନ୍ଧମାଳ କଳାହାଣ୍ଡି ,ବୌଦ୍ଧ ,ଗଜପତି ଓ ନୟାଗଡ଼ ଜିଲ୍ଲାରେ ଏହି ବନ୍ଦ ଡାକରା ଦେଇଛି…

ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍ ଆଘାତରେ ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ଆଉ ଜଣଙ୍କ ମୃତ୍ୟୁ

ଯାଜପୁର: ବିଦ୍ୟୁତ୍ ଆଘାତରେ ଚାଲିଗଲା ୨ ଜଣଙ୍କ ଜୀବନ । ପ୍ରଧାନଶିକ୍ଷୟିତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ଆଉ ଜଣଙ୍କ ପ୍ରାଣ । ଘର ନିକଟରେ ଥିବା ଜିଆଇ ତାରରେ ଲୁଗା ଶୁଖାଇବା ବେଳେ ପ୍ରଧାନଶିକ୍ଷୟିତ୍ରୀ ନିତୁ ମାରାଣ୍ଡି ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲା । ଶିକ୍ଷୟିତ୍ରୀଙ୍କୁ…

ଇଣ୍ଡିଆ ଟୁଡେ ମାଗାଜିନରେ ଦୂତି ଚାନ୍ଦ; ପ୍ରେମିକାଙ୍କୁ ପିନ୍ଧାଇଲେ ସିନ୍ଦୂର

ନୂଆଦିଲ୍ଲୀ:ପୁଣି ଚର୍ଚ୍ଚାରେ ଦୌଡରାଣୀ ଦୂତି ଚାନ୍ଦ । ହେଲେ ଏଥର ଖେଳକୁ ନେଇ ନୁହେଁ ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହିଛି ଦୂତି।  ଇଣ୍ଡିଆ ଟୁଡେ ମାଗାଜିନ ତାର କଭର ଷ୍ଟୋରିରେ ଦୂତି ଓ ତାଙ୍କ ପ୍ରେମିକାଙ୍କୁ ସ୍ଥାନ ଦେଇଛି । ଏଥିରେ ଦୂତି ତାଙ୍କ ପ୍ରମିକା ମୋନାଲିସଙ୍କୁ…

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ; ପାସ ହାର ୯୩.୧୨ %

ନୂଆଦିଲ୍ଲୀ: ଦ୍ୱାଦଶ ପରୀକ୍ଷା ଫଳ ବାହାରିବାର କିଛି ସମୟ ପରେ ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏ ନେଇ ସିବିଏସଇ ୱେବସାଇଟରେ ସୂଚନା ଦିଆ ଯାଇଛି । ପରୀକ୍ଷାର ଲିଙ୍କ ମଧ୍ୟ ସେୟାର କରାଯାଇଛି । ଛାତ୍ରଛାତ୍ରୀମାନେ  ସିବିଏସଇର ଅଫିସିଆଲ ୱେବସାଇଟ cbseresults.nic.in କିମ୍ବା…