Latest Odisha News

BREAKING NEWS

Browsing Category

ଫିଚର

୧୦ ହଜାର ଫୁଟ ଉଚ୍ଚରେ ମେକଅପ୍ ନେଲେ ଯୁବତୀ, ଲୋକେ କରିପାରୁ ନାହାନ୍ତି ବିଶ୍ୱାସ

ସାଧାରଣତଃ ମହିଳାମାନେ ଅଧିକ ମେକ୍‌ଅପ୍ ନେବାକୁ ପସନ୍ଦ କରିଥାନ୍ତି । ଏହି କାରଣରୁ, ଯେତେବେଳେ ସେମାନଙ୍କୁ ଏକ ପାର୍ଟି କିମ୍ବା କୌଣସି କାର୍ଯ୍ୟକ୍ରମକୁ ଯିବାକୁ ପଡେ, ସେ ଭଲ ଭାବରେ ମେକ୍‌ଅପ୍ ନେଇଥାନ୍ତି । ମହିଳାମାନେ ଘର ବ୍ୟତୀତ ଷ୍ଟେସନ, ବିମାନବନ୍ଦର,ଅଫିସ ହେଉ ବା ଯେ କୌଣସି ୱାଶରୁମରେ…

ବିମାନରେ ହଜିଗଲା ୨୨ ଲକ୍ଷ ଟଙ୍କାର କୃତ୍ରିମ ଗୋଡ଼ , ଏୟାରଲାଇନ୍ସ ଦେଲାନି କ୍ଷତିପୂରଣ

ନ୍ୟୁୟର୍କ: ଆଜିର ସମୟରେ ଅଧିକାଂଶ ଲୋକ ବିମାନରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । କାରଣ ସମୟ ବଞ୍ଚିବା ସହିତ ସୁରକ୍ଷିତ ପାଇଁ ଲୋକେ ବିମାନରେ ଯାତ୍ରା କରିଥାନ୍ତି । କିନ୍ତୁ ନିକଟରେ ଆମେରିକାରେ ବିମାନ କର୍ମଚାରୀଙ୍କ ଅବହେଳାରୁ ଜଣେ ବ୍ୟକ୍ତିଙ୍କ ୨୨ ଲକ୍ଷ ଟଙ୍କାର ପ୍ରୋସ୍ଥେଟିକ୍ ଗୋଡ…

ରୋମାନ୍ସ ପାଇଁ ପୁରୁଷଙ୍କୁ ନିଯୁକ୍ତି କଲେ ଭିନ୍ନକ୍ଷମ ମହିଳା, ପାରିଶ୍ରମିକ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଅଷ୍ଟ୍ରେଲିଆ: ପ୍ରତ୍ୟେକ ବ୍ୟକ୍ତି ଜୀବନରେ ପ୍ରେମ ପାଇବାକୁ ଚାହାଁନ୍ତି । ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି ଯେ, ତାଙ୍କ ଜୀବନରେ ଏପରି କେହି ରହିବା ଉଚିତ୍‌, ଯିଏ ତାଙ୍କୁ ବହୁତ ଭଲ ପାଇବା ଦେଇପାରୁଥିବ ଏବଂ ଶାରୀରିକ ଆବଶ୍ୟକତା ପୂରଣ କରିପାରୁଥିବ । କିନ୍ତୁ ବହୁତ ଲୋକ ଅଛନ୍ତି ଯାହାଙ୍କର ଏହି…

ଆର୍ଯ୍ୟନ ଖାନ୍ ମାମଲାରେ ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ ସିବିଆଇ ରୁଜୁ କଲା ମାମଲା

ମୁମ୍ବାଇ: ଏନସିବି ମୁମ୍ବାଇ ଜୋନର ପୂର୍ବତନ ମୁଖ୍ୟ ସମୀର ୱାଙ୍ଖଡେଙ୍କ ବିରୋଧରେ ଶୁକ୍ରବାର ସିବିଆଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସିବିଆଇ କହିଛି ଯେ ଆର୍ଯ୍ୟନ୍ ଖାନ କ୍ରୁଜ୍ ମାମଲା ସହ ଜଡିତ ଦୁର୍ନୀତି ମାମଲାରେ ଆମେ ସମୀର ୱାଙ୍ଖଡେଙ୍କ ଘର ଉପରେ ଚଢାଉ କରିଛୁ। ସିବିଆଇ କହିଛି ଯେ…

ନିଶ୍ଚିତ ବିଜୟ, ବ୍ୟବଧାନ କେତେ ?

ଭୁବନେଶ୍ୱର: ଆଉ କେଇ ଘଣ୍ଟା ପରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହେବ। ନିର୍ବାଚନ ଫଳାଫଳକୁ ରାଜ୍ୟର ତିନି ପ୍ରମୁଖ ଦଳ ଅପେକ୍ଷା କରିଥିବା ବେଳେ ନାନା ପ୍ରକାରର ଚର୍ଚ୍ଚା ଓ ଆକଳନ ହେଉଛି। ବିଜେଡି ବହୁ ଭୋଟ ବ୍ୟବଧାନରେ ଜିତିବ ବୋଲି ବିଜେଡି ନେତାମାନେ ଦୃଢୋକ୍ତି ପ୍ରକାଶ…

ରାଜନୀତି ଛାଡିବେ କି ମୋଦି ?

ଭୁବନେଶ୍ୱର: ପୂର୍ବତନ ବିଜେପି ନେତା ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଦଳକୁ କର୍ଣ୍ଣାଟକରେ ସମୃଦ୍ଧ କରିବା ସହ ଦଳ ପ୍ରତି ତାଙ୍କର ବିଶେଷ ଅବଦାନ ରହିଛି। କିନ୍ତୁ ନିର୍ବାଚନରେ ଦଳ ତାଙ୍କୁ ଟିକେଟ ନ ଦେଇ…

ଅନଲାଇନରେ ସିଟ୍ ବେଲ୍ଟ ଆଲାରାମ ଷ୍ଟପର୍ କ୍ଲିପ୍ ବିକ୍ରି, ଆମାଜନ ଭଳି ସଂସ୍ଥା ବିରୋଧରେ କେନ୍ଦ୍ରର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଗ୍ରାହକ ସୁରକ୍ଷା ଆଇନ, ୨୦୧୯ ର ଉଲ୍ଲଂଘନକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) କାର ସିଟ୍ ବେଲ୍ଟ ଆଲାରାମ ଷ୍ଟପର୍ କ୍ଲିପ୍ ବିକ୍ରୟ କରୁଥିବାରୁ ଟପ୍ ପାଞ୍ଚଟି ଇ-କମର୍ସ ପ୍ଲାଟଫର୍ମକୁ ନିର୍ଦ୍ଦେଶ ଜାରି କରିଛି। ଏହି କ୍ଲିପ୍ ଗୁଡିକ ସିଟ୍ ବେଲ୍ଟ…

ଫେଲ ମାରିବ କି ବିଜେପିର ମିଶନ ଦକ୍ଷିଣ?

ଭୁବନେଶ୍ୱର: କାହିଁକି କର୍ଣ୍ଣାଟକ ଫଳାଫଳ ବିଜେପି ଓ କଂଗ୍ରେସ ପାଇଁ ଏତେ ଗୁରୁତ୍ୱପୂର୍ଣ୍ଣ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଗକୁ ଦେଶର ସାଧାରଣ ନିର୍ବାଚନ ଥିବାବେଳେ ବିଜେପି ତୃତୀୟ ଥର ପାଇଁ ଦେଶରେ ଶାସନକୁ ଆସିବାକୁ ଚାହୁଁଛି। କିନ୍ତୁ କଂଗ୍ରେସ ଓ ଅନ୍ୟ ବିରୋଧୀମାନେ ଏକାଠି ହୋଇ…

ବିରୋଧୀ ଏକତା ପାଇଁ ବିଭିନ୍ନ ନେତାଙ୍କୁ ଭେଟୁଛନ୍ତି ନୀତୀଶ କୁମାର, ଦୋଛକିରେ କଂଗ୍ରେସ?

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳକୁ ଏକାଠି କରି ଗୋଟିଏ ମଞ୍ଚକୁ ଆଣିବାକୁ ପ୍ରସ୍ତୁତି ଚଳାଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତୀଶ କୁମାର। ତେବେ ଯେଉଁସବୁ ଆଞ୍ଚଳିକ ଦଳ ଏକାଠି ଏକାଠି ହେବାକୁ ଚେଷ୍ଟା କରୁଛନ୍ତି ସେଥିରେ କଂଗ୍ରେସ ରହିବ ନା…

କର୍ଣ୍ଣାଟକରେ ଝୁଲାଇବ ଜେଡିଏସ

ଭୁବନେଶ୍ୱର: ରାତି ପାହିଲେ କର୍ଣ୍ଣାଟକ ନିର୍ବାଚନ ଭୋଟ ଗଣତି ଆରମ୍ଭ ହେବ। କର୍ଣ୍ଣାଟକ ମହାସଂଗ୍ରାମର ମହାଫଳ ପ୍ରକାଶ ପାଇବ। କିନ୍ତୁ ଏହା ପୂର୍ବରୁ ସରକାର ଗଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଭିନ୍ନ ଏକଜିଟ ପୋଲ ଭିନ୍ନ ଭିନ୍ନ କଥା କହୁଥିବା ହେଲେ ଝୁଲା ବିଧାନସଭାକୁ ଏଡାଇ…