Latest Odisha News

BREAKING NEWS

Browsing Category

ଫିଚର

ଡବଲ ଇଞ୍ଜିନରେ କିଏ ଖାଇଛି କେତେ ପିସି, ଜବାବ ମାଗିଲେ ରାହୁଲ

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ପ୍ରଚାର ଶେଷ ହେବାକୁ ଆଉ ମାତ୍ର କେଇ ଘଣ୍ଟା ବାକି ଥିବା ବେଳେ ବିଜେପିର ନୂଆ ପ୍ଲାନ। ଡବଲ ଇଞ୍ଜିନ ସରକାରର ଆହ୍ୱାନ ଦେଉଥିବା ବିଜେପି ଏବେ ଟ୍ରିପଲ ଇଞ୍ଜିନର କଥା କହିଛି। ନିର୍ବାଚନ ବୈତରଣୀ ପାର ହେବାକୁ ଉଭୟ କଂଗ୍ରେସ ଓ ବିଜେପି ସବୁ ଶକ୍ତି…

ଉଚ୍ଚା କପାଳକୁ ନେଇ ଚିନ୍ତିତ ଯୁବତୀ: ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି କଲେ ହେୟାର ଟ୍ରାନ୍ସପ୍ଲାଣ୍ଟ

ବ୍ରିଟେନ: ଅନେକ ଲୋକ ମୁଣ୍ଡରେ କମ୍ କେଶ ହେଉ ବା ଚନ୍ଦାପଣକୁ ନେଇ ଚିନ୍ତାଗ୍ରସ୍ତ ହୋଇଥାନ୍ତି । ଆଉ କିଏ ନିଜର ଉଚ୍ଚା କପାଳକୁ ନେଇ ମଧ୍ୟ ଖୁସି ନ ଥାନ୍ତି । କାରଣ ଅନେକ ଲୋକ ତାଙ୍କୁ ଥଟ୍ଟା ପରିହାସ କରିଥାନ୍ତି । ତେବେ ବ୍ରିଟେନର ଜଣେ ଯୁବତୀ ନିଜର କପାଳ ଉଚ୍ଚାକୁ ନେଇ ଚିନ୍ତିତ ହେବା ସହ…

ନବ ଦାସ ହତ୍ୟା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଜବାବ ମାଗିଲେ ରାଜ୍ୟ ବିଜେପି ସଭାପତି

ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜବାବ ମାଗିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଏକ ସାଧାରଣ ସଭାରେ ଯୋଗ ଦେଇ ରାଜ୍ୟ ବିଜେପି ସଭାପତି ପ୍ରଶ୍ନ କରିଛନ୍ତି ଯେ ଗତ ୧୪ ବର୍ଷ ମଧ୍ୟରେ ମନ୍ତ୍ରୀ ଓ ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ…

ରାଜ୍ୟକୁ ଫେରିଲା ତାତି, ୪୦ ଉପରେ ୭ ସହର

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସାମାନ୍ୟ ବଢ଼ିଛି । କାଳବୈଶାଖୀ ପ୍ରଭାବ କମିବା ପରେ ରାଜ୍ୟରେ ବୃଦ୍ଧି ପାଇଛି ତାପମାତ୍ରା । ଆଜି ରାଜ୍ୟର ୭ଟି ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଅନୁଗୁଳରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୧.୭ ଡିଗ୍ରୀ ରେକର୍ଡ…

ଗିଲଙ୍କ ବିସ୍ଫୋରକ ବ୍ୟାଟିଂ: ଗୁଜରାଟ ନିକଟରୁ ୫୬ ରନରେ ହାରିଲା ଲକ୍ଷ୍ନୌ

ଅହମ୍ମଦାବାଦ: ଚଳିତ ଆଇପିଏଲରେ ରବିବାର ଏକ ହାଇସ୍କୋରିଂ ମୁକାବିଲାରେ ଗୁଜରାଟ ଟାଇଟନ୍ସ ୫୬ ରନରେ ଲକ୍ଷ୍ନୌ ସୁପର ଜ୍ୟାଟଂସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୨ ୱିକେଟ ବିନିମୟରେ ୨୨୭ ରନ ସଂଗ୍ରହ କରିଥିଲା । ରିଦ୍ଧିମାନ ଶାହା ୮୧ ଓ ଶୁଭମନ ଗିଲ ୯୪ ରନର ବିସ୍ଫୋରକ…

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଜୁଳି କାଟକୁ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର: ବାରିପଦା ସ୍ଥିତ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜ ଦେଓ ବିଶ୍ବବିଦ୍ୟାଳୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ବେଳେ ୯ ମିନିଟ୍ ଧରି ବିଦ୍ୟୁତ କାଟ ହେବା ପରେ ବିବାଦ ଦେଖାଦେଇଛି। ଏହି ଘଟଣାକୁ ନେଇ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ରବିବାର…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିରୋଧରେ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଲା ବିଜେଡି

ଭୁବନେଶ୍ୱର: ବିଜେପୁର ଏବଂ ପଦ୍ମପୁର ଉପନିର୍ବାଚନ ଭଳି ଝାରସୁଗୁଡ଼ା ଉପନିର୍ବାଚନରେ ମଧ୍ୟ ଓଡ଼ିଶା ବିଜେପି ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରି ଆସୁଛି । ଏ ଏଭିଯୋଗ କରିବା ସହ ବିଜେଡି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି । ଓଡ଼ିଶା ବିଜେପିର ବରିଷ୍ଠ ନେତା ଖୋଦ୍ କେନ୍ଦ୍ର…

୫ ଟି ଫୁଟବଲ୍‌ରେ କୌଶଳ ଦେଖାନ୍ତି ଯୁବକ, ଲୋକେ କରନ୍ତି ପ୍ରଶଂସା

ଜୟପୁର : ସୋସିଆଲ ମିଡ଼ିଆରେ ଆମେ ଅନେକ ଭିଡ଼ିଓ ଦେଖିବାକୁ ପାଇଥାଉ ଯେଉଁଥିରେ, ଲୋକମାନେ ଭିନ୍ନ ଭିନ୍ନ କଳା କୌଶଳ ପ୍ରଦର୍ଶନ କରିଥାନ୍ତି । ଯାହାକୁ ଦେଖି ଆମେ ବହୁତ ଖୁସି ହେବା ସହ ପ୍ରଶଂସା ବି କରିଥାଉ । ତେବେ ଜୟପୁରର ଜଣେ ଯୁବକ ୫ଟି ବଲରେ ବିଭିନ୍ନ ପ୍ରକାରର କୌଶଳ ଦେଖାଇଥାନ୍ତି, ଯାହାକୁ…

ଭାରତୀୟ ବାୟୁସୀମାରେ ଘୁରି ବୁଲିଲା ପାକିସ୍ତାନ ଏୟାରଲାଇନ୍ସର ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସୀମାରେ ପାକିସ୍ତାନ ଏୟାରଲାଇନ୍ସର ଏକ ବିମାନ ଘୁରି ବୁଲିବା ଚିନ୍ତାର କାରଣ ସାଜିଥିଲା । ବିମାନଟି ଭାରତ ସୀମାରେ ପ୍ରବେଶ କରିବା ମାତ୍ରେ ସେନାକୁ ସତର୍କ କରାଯାଇଥିଲା । ସେନା ପ୍ରାୟ ୧୦ ମିନିଟ ଏହା ଉପରେ ନଜର ରଖିଥିଲା । ବିମାନଟି ପଞ୍ଜାବ ନିକଟରେ ୧୨୦ କିଲୋମିଟର…

ବିଶ୍ୱ ବକ୍ସିଂ ଚାମ୍ପିୟନଶିପ: ଆକାଶ, ନିଶାନ୍ତ ପ୍ରି କ୍ୱାର୍ଟରରେ

ନୂଆଦିଲ୍ଲୀ: ତାଶକନ୍ଦରେ ଅନୁଷ୍ଠିତ ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତର ଆକାଶ ସାଙ୍ଗୱାନ ଓ ନିଶାନ୍ତ ଦେବ ସମ୍ପୂର୍ଣ୍ଣ ଷ୍ଟାଇଲରେ ଅଭିଯାନ ଆରମ୍ଭ କରିଛନ୍ତି । ସେମାନେ ନିଜ ନିଜ ବିଭାଗର ମୁକାବିଲାରେ ବିଜୟ ହାସଲ କରି ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ୬୭ କିଗ୍ରା ବିଭାଗରେ…