Latest Odisha News

BREAKING NEWS

Browsing Category

ଫିଚର

ଦନ୍ତେଓ୍ୱାଡା ନକ୍ସଲ ଆକ୍ରମଣ ଘଟଣାରେ ୪ ମାଓବାଦୀ ସହ ୩ ନାବାଳକ ଗିରଫ

ରାୟପୁର: ଗତ ଏପ୍ରିଲ ୨୬ ତାରିଖରେ ଦନ୍ତେଓ୍ୱାଡା ଜିଲ୍ଲାର ଆରନପୁରରେ ହୋଇଥିବା ଆଇଇଡି ବିସ୍ଫୋରଣରେ ୧୦ ଡିଆରଜି ଯବାନ ସହିଦ ହୋଇଥିବା ବେଳେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲାରେ ଛତିଶଗଡ଼ ପୁଲିସ ୪ ଜଣ ମାଓବାଦୀଙ୍କୁ ଗିରଫ କରିବା ସହ ୩ ଜଣ ନାବାଳକଙ୍କୁ ଗିରଫ କରିଛି।…

କେରଳରେ ବୁଡିଗଲା ଯାତ୍ରିବାହୀ ଡଙ୍ଗା, ମୃତ୍ୟୁ ସଂଖ୍ୟା ଛୁଇଁଲା ୧୫

ଥିରୁଅନନ୍ତପୁରମ: କେରଳର ମାଲାପୁରାମ ଜିଲ୍ଲାର ତନୁର ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ସ୍କୁଲ ପିଲାଙ୍କୁ ନେଇ ବୁଲିବାକୁ ଯାଇଥିବା ଡଙ୍ଗା ଓଲଟି ପଡ଼ିବା ପରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାର କାର୍ଯ୍ୟ ଚାଲିଛି। ମନ୍ତ୍ରୀ ଭି ଅବଦୁରାହମାନ ଏହି ଘଟଣା ବାବଦରେ ସୁନିଶ୍ଚିତ କରିଛନ୍ତି…

ସାବଧାନ! ହ୍ୱାଟସଆପରେ ଫୋନ୍ କରି ସାଇବର ଠକେଇ ହେଉଛି

ନୂଆଦିଲ୍ଲୀ: ସାଇବର ଅପରାଧକୁ ନେଇ ସାରା ଦେଶରେ ଲୋକମାନେ ଚିନ୍ତିତ ଅଛନ୍ତି। ସାଇବର ଅପରାଧୀମାନେ ପ୍ରତିଦିନ ନୂଆ କୌଶଳ ସହିତ ଲୋକଙ୍କୁ ପ୍ରତାରଣା କରୁଛନ୍ତି। ଅଦ୍ୟାବଧି, ଲୋକମାନେ OTP କୁ କଲ କରି କିମ୍ବା OTP ନେଇ ଠକୁଥିଲେ। ଏବେ କିନ୍ତୁ ମିସ୍ କଲ୍ ମାଧ୍ୟମରେ ମଧ୍ୟ ଲୋକଙ୍କ ଟଙ୍କା ଲୁଟ…

କେନ୍ଦ୍ର ସରକାର ଆଞ୍ଚଳିକ ଭାଷାର ଶବ୍ଦ କୋଷ ତିଆରି କରିବେ, ଅନ୍ ଲାଇନରେ ହେବ ଉପଲବ୍ଧ

ନୂଆଦିଲ୍ଲୀ: ଆଞ୍ଚଳିକ ଭାଷାରେ ଅଧ୍ୟୟନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଭାରତ ସରକାର ଅନେକ ପଦକ୍ଷେପ ନେଉଛନ୍ତି। କେବଳ ଇଂରାଜୀ ଭାଷାରେ ଶିକ୍ଷା ଉପରେ ନିର୍ଭରଶୀଳତା ହ୍ରାସ କରାଯିବା ଉଚିତ ନୁହେଁ ବରଂ ସାମଗ୍ରୀକ ଭାବେ ଆଞ୍ଚଳିକ ଭାଷାରେ ମଧ୍ୟ ଶିକ୍ଷାଲାଭ କରାଯିବା ଉଚିତ। ଏହା ଦ୍ୱାରା…

୨୦ ବର୍ଷରେ ୨୪ରୁ ଅଧିକ ଥର ଧ୍ରୁବ ହେଲିକପ୍ଟର ଦୁର୍ଘଟଣାର ଶିକାର!

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ଦୁର୍ଘଟଣାର ଶିକାର ହୋଇଥିବା ଧ୍ରୁବ ହେଲିକପ୍ଟର ଉଡ଼ାଣକୁ ମେ ୪ ତାରିଖରୁ ସାମୟିକ ଭାବେ ବନ୍ଦ ରଖିବାକୁ ସେନା ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ମେ ୪ରେ ଧ୍ରୁବ ହେଲିକପ୍ଟର କିଶତୱାରରେ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣାରେ ଜଣେ ଟେକ୍ନିସିଆନଙ୍କର…

ନୋ ବଲରେ ବାଜି ପଲଟାଇଲା ହାଇଦ୍ରାବାଦ, ଘରୋଇ ପିଚରେ ହାରିଲା ରାଜସ୍ଥାନ ରୟାଲ୍ସ

ଜୟପୁର: ଆଇପିଲ ମ୍ୟାଚର ଅନ୍ତିମ ଓଭରରେ ପ୍ରଥମ ୪ଟି ବଲରେ ୬,୬, ୬, ୪ ପରେ ଆଉଟ୍ । ଏହାପର ଶେଷ ଓଭରର ଶେଷ ବଲରେ ୬ ରନର ଆବଶ୍ୟକତା ରହିଛି। ଥରେ ମ୍ୟାଚର ସ୍ଥିତିକୁ ଆକଳନ କରନ୍ତୁ। ଟିଭି କିମ୍ବା ମୋବାଇଲରେ ବସି ଦେଖୁଥିବା ଦର୍ଶକ ହୁଅନ୍ତୁ ଅବା ହଜାର ହଜାର ଟଙ୍କାର ଟିକେଟ କାଟି ପଡିଆରେ ବସି…

ନିର୍ବାଚନ ପ୍ରଚାର ବେଳେ ରାହୁଲଙ୍କ ନିଆରା ପ୍ରୟାସ, ହୋଟେଲ ପହଞ୍ଚିବାକୁ ସ୍କୁଟିରେ ଯାତ୍ରା

ବେଙ୍ଗାଲୁରୁ: ୧୦ ତାରିଖରେ କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ୍ ପଡ଼ିବ। ଏହା ପୂର୍ବରୁ ସମସ୍ତ ଦଳ ପ୍ରଚାରକୁ ଜୋରଦାର କରିଛନ୍ତି। ନିଜ ନିଜ ଦଳର ଷ୍ଟାର ପଚାରକ ଆସି ଜୋରଦାର ପ୍ରଚାର କରୁଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଏକ ଡେଲିଭରି ଏଜେଣ୍ଟ ସ୍କୁଟରରେ ରବିବାର ଦିନ…

୧୨ ବର୍ଷ ପରେ ଆରବ ଲିଗକୁ ଫେରିଲା ସିରିଆ

କାଇରୋ: ଦୀର୍ଘ ୧୨ ବର୍ଷ ପରେ ଆରବ ଲିଗକୁ ଫେରିଛି ସିରିଆ । ଏହା ସପକ୍ଷରେ କାଇରୋରେ ଅନୁଷ୍ଠିତ ବୈଠକରେ ଆରବ ସରକାରଙ୍କ ପ୍ରତିନିଧିମାନେ ଭୋଟିଂ କରିଛନ୍ତି । ମାର୍ଚ୍ଚ ୨୦୧୧ରେ ଲିଗକୁ ବିରୋଧ କରିବାରୁ ସିରିଆର ସଦସ୍ୟତାକୁ ନିଲମ୍ବିତ କରାଯାଇଥିଲା । ସେବେଠାରୁ ସିରିଆରେ ଗୃହଯୁଦ୍ଧ ଓ…

ଟାଇଟାନିକ ଜାହାଜ ପରି ଘର ତିଆରି କଲେ ଚାଷୀ

ପଶ୍ଚିମବଙ୍ଗ: ଅଧିକାଂଶ ଲୋକ ନିଜର ଏକ ସୁନ୍ଦର ଘର ତିଆରି କରିବାକୁ ସ୍ୱପ୍ନ ଦେଖନ୍ତି । ଯାହାକୁ ସେମାନେ ନିଜ ମନ ମୁତାବକ ଡ଼ିଜାଇନ୍ କରିବେ । ହେଲେ ଏହି ସ୍ୱପ୍ନ କାହାର ପୂରଣ ହେଉଥିବା ବେଳେ ଆଉ କାହାର ହୋଇ ନ ଥାଏ । ତେବେ ପଶ୍ଚିମବଙ୍ଗର ଜଣେ ଚାଷୀ ନିଜର ସ୍ୱପ୍ନର ଘର ତିଆରି କରି ଚର୍ଚ୍ଚାକୁ…

କୁସ୍ତିଯୋଦ୍ଧାଙ୍କୁ ରାକେଶ ଟିକାୟତଙ୍କ ସମର୍ଥନ, ସରକାରକୁ ଦେଲେ ଚେତବାନୀ

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧାମାନେ ଜନ୍ତରମନ୍ତରରେ ରେସଲିଂ ଫେଡେରେସନ୍ ଅଫ୍ ଇଣ୍ଡିଆର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ପ୍ରତିବାଦ ଜାରି ରଖିଛନ୍ତି। ଏହାରି ଭିତରେ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ କରିଛନ୍ତି ତଥାକଥିତ ଚାଷୀ ନେତା ରାକେଶ ଟିକାୟତ। ଆଜି ଜନ୍ତରମନ୍ତର ଆସି ଆନ୍ଦୋଳନରତ…