Latest Odisha News

BREAKING NEWS

Browsing Category

ଫିଚର

ଅପରେଶନ କାବେରୀ: ପ୍ରଥମ ପର୍ଯ୍ୟାୟରେ ସୁଦାନରୁ ଫେରିଲେ ୨୭୮ ଭାରତୀୟ

ସୁଦାନ:ସୁଦାନରେ ଫସି ରହିଥିବା ଭାରତୀୟଙ୍କ ସମେତ ଅନ୍ୟ ବିଦେଶୀ ନାଗରିକଙ୍କୁ ଉଦ୍ଧୋ କରବା ପାଇଁ ଆରମ୍ଭ ହୋଇଛି ମିଶନ କାବେରୀ । ଭାରତ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅପରେଶନର ପ୍ରଥମ ପର୍ଯ୍ୟାୟରେ ୨୭୮ ଜଣ ଲୋକଙ୍କୁ ନେଇ ଫେରିଛି ଭାରତୀୟ ଯୁଦ୍ଧପୋତ ଆଇଏନଏସ ସୁମେଧା ।…

୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଜୋ ବାଇଡେନ୍ ଓ କମଲା ହ୍ୟାରିସ୍

ୱାଶିଂଟନ୍: ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଜୋ ବାଇଡେନ୍ । ୨୦୨୪ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ଘୋଷଣା କରିଛନ୍ତି ଜୋ ବାଇଡେନ୍ । ଏନେଇ ସେ ଏକ ୩ ମିନିଟର କ୍ୟାମ୍ପେନ୍ ଭିଡିଓ ଜାରି କରିଛନ୍ତି । କ୍ୟାମ୍ପେନ ଭିଡିଓରେ ଆମେରିକୀୟ ଗଣତନ୍ତ୍ରକୁ ସୁରକ୍ଷା ଦେବା କଥା କୁହାଯାଇଛି ।…

ଆଉ ୫ ଦିନ କାଳବୈଶାଖୀ, ୨୪ ଘଣ୍ଟା ପାଇଁ ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଉତ୍ତରପୂର୍ବ ବାଂଲାଦେଶ ଓ ସଂଲଗ୍ନ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୧.୫ କିଲୋମିଟର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଅନ୍ୟପଟେ ରାଜ୍ୟରେ ଆଉ ୫ ଦିନ ଘଡ଼ଘଡ଼ି ବର୍ଷା ଲାଗି ରହିବ । ଏନେଇ ପାଣିପାଗ ବିଭାଗ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଥିବା ବେଳେ ଆଗାମୀ…

ପ୍ରଧାନମନ୍ତ୍ରୀଙ୍କ ମନ ଜିଣିଲା କୁନି ହାତର ଯାଦୁ: ମୋଦି କହିଲେ କି ଅଦ୍ଭୁତ ପ୍ରତିଭା !

ନୂଆଦିଲ୍ଲୀ:କୁନି କୁନି ହାତରେ ଛୁଇଁ ଦେଉଥିଲା । ସେଇ ଛୁଆଁରେ ସୃଷ୍ଟି ହେଉଥିଲା ମନଜିଣା ସ୍ୱର । ସେ ସ୍ୱର ଛୁଇଁ ଯାଇଥିଲା କୋଟି କୋଟି ହୃଦୟକୁ । ଏପରିକି ପ୍ରଧାନମନ୍ତ୍ରୀ ବି ଏଥିରୁ ବାଦ ପଡି ନ ଥିଲେ । କୁନି ଝିଅର ଏଇ ପ୍ରତିଭା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅବିଭୂତ କରି ଦେଇଥିଲା । କୁନି…

ଖାଇଗଲେ ଚାଷୀଙ୍କ ୧୨ କୋଟିର ସବସିଡି, ଅନ୍ନପୂର୍ଣ୍ଣା ଆଗ୍ରୋର ଆଉ ଜଣେ ଡିଲର୍ ଗିରଫ

ଭୁବନେଶ୍ୱର: ଚାଷ ଉପକରଣ କିଣିବା ବେଳେ ଚାଷୀଙ୍କୁ ମିଳୁଥିବା ସବସିଡି ଠକେଇ ମାମଲାରେ ଇଓଡବ୍ଲୁ ଅନ୍ନପୂର୍ଣ୍ଣା ଆଗ୍ରୋର ଆଉ ଜଣେ ଡିଲରଙ୍କୁ ଗିରଫ କରିଛି । ଗିରଫ ଜଣଙ୍କ ହେଉଛନ୍ତି, ସୋନପୁର ଡୁଙ୍ଗୁରିପାଲ୍ଲୀର ଚଉତୁରା ଦୀପ । ସେ କେବିକେ ଦୀପ ଆଗ୍ରୋ ସେଲ୍ସର ମୁଖ୍ୟ । ଚାଷ ଉପକରଣରେ ସରକାର…

ମାଟ୍ରିକ ପ୍ରଶ୍ନପତ୍ରରେ ତ୍ରୁଟି; ପିଲାଙ୍କୁ ମିଳିବ ଗ୍ରେସ ମାର୍କ

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ।   ୧୦ମ ଶ୍ରେଣୀ ସାମାଜିକ ବିଜ୍ଞାନ ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ନେଇ ଛାତ୍ରଛାତ୍ରୀ ଚିନ୍ତାରେ ଥିବାବେଳେ ବୋର୍ଡ ନିଷ୍ପତ୍ତି ଦେଇଛି ଆଶ୍ୱସ୍ତି   । ପ୍ରଶ୍ନପତ୍ର ତ୍ରୁଟି ପାଇଁ ମିଳିବ ଗ୍ରେସ ମାର୍କ ।…

ଓଡ଼ିଶାରେ ୧୨ ଦିନ ରହିଥିଲା ଗୁଡ୍ଡୁ ମୁସଲିମ୍, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଭୁବନେଶ୍ୱର: ୟୁପି ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦର ସହଯୋଗୀ ଗୁଡ୍ଡୁ ମୁସଲିମ୍ ଓଡ଼ିଶାରେ ୧୨ ଦିନ ରହିଥିଲା । ଶେଷ ଥର ପାଇଁ ବରଗଡ଼ରେ ଗୁଡ୍ଡୁ ମୁସଲିମର ଲୋକେସନ୍ ଟ୍ରେସ୍ କରାଯାଇଥିବା ବେଳେ ସେ ସେଠାରୁ ଛତିଶଗଡ଼ ପଳାଇଥିବା କୁହାଯାଉଛି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ରିପୋର୍ଟ…

କେସିଆରଙ୍କ ଦଳକୁ ମିଳିଛି ସର୍ବାଧିକ ଚାନ୍ଦା, ବିଜେଡିକୁ କିଛି ନାହିଁ

ଭୁବନେଶ୍ୱର: କେଉଁ ଦଳକୁ ମିଳିଛି କେତେ ଚାନ୍ଦା ? କିଏ ପାଇଛି ସବୁଠାରୁ ଅଧିକ ? କିଏ ପାଇଛି ସବୁଠୁ କମ  ? ଏଡିଆର ରିପୋର୍ଟ ଦେଲା ସବୁ ତଥ୍ୟ । ଦେଶର ସବୁ ଆଞ୍ଚଳିକ ଦଳ ନିଜ ନିଜର ରିପୋର୍ଟ ଦାଖଲ କରିଛନ୍ତି । ସେହି ତଥ୍ୟ ଅନୁସାରେ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ ୨୬ ଆଞ୍ଚାଳିକ…

ନକଲି ସାର୍ଟିଫିକେଟ୍, ଚାକିରିରୁ ବିଦା ହେଲେ ୩ ଜଣ ପୋଷ୍ଟ ମାଷ୍ଟର

କେନ୍ଦ୍ରାପଡ଼ା: ନକଲି ସାର୍ଟିଫିକେଟ୍ ଦେଇ ପୋଷ୍ଟ ମାଷ୍ଟର ଚାକିରି କରିଥିବା ୩ ଜଣଙ୍କୁ ଚାକିରିରୁ ବିଦା କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ଅଲଗା ଅଲଗା ଡାକ ଘରେ କାର୍ଯ୍ୟରତ ପ୍ରସନ୍ନ କୁମାର ସେଠୀ, ସୌମ୍ୟରଞ୍ଜନ ସେଠୀ ଓ ମାମାଶ୍ରୀ ଭାରତୀଙ୍କୁ ଚାକିରିରୁ ବିଦା କରାଯାଇଛି । ୩ ଜଣ ଯାକ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଜବାବ ତଲବ

କଟକ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ନୋଟିସ୍ । ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି । ମୁଖ୍ୟ ଶାସନ ସଚିବ ଓ ଆଇନ୍ ସଚିବଙ୍କୁ ନୋଟିସ୍ କରିଛନ୍ତି ହାଇକୋର୍ଟ । ଏଥିସହ ଜଷ୍ଟିସ୍ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ଆବେଦନ…