Latest Odisha News

BREAKING NEWS

Browsing Category

ଫିଚର

ଲକ୍ଷେ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଡାକ ବିଭାଗର ଯନ୍ତ୍ରୀ, ମାଡ଼ି ବସିଲା ସିବିଆଇ

ସମ୍ବଲପୁର: ସମ୍ବଲପୁରରେ ସିବିଆଇ ରେଡ୍ । ଶୁକ୍ରବାର ସିବିଆଇର ଏକ ଟିମ୍ ସମ୍ବଲପୁରରେ ଚଢ଼ାଉ କରିବା ସହ ଲାଞ୍ଚ ନେବା ବେଳେ ଡାକ ବିଭାଗର ଜଣେ କର୍ମଚାରୀଙ୍କୁ ହେପାଜତକୁ ନେଇଛି । ଡାକ ବିଭାଗରେ ଯନ୍ତ୍ରୀ ଭାବେ କାର୍ଯ୍ୟରତ ବାବୁ ଜଣଙ୍କ ଲକ୍ଷେ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

‘ୟୁପି’ରେ ଅପରାଧୀ ସଫେଇ, ଦେଶବ୍ୟାପୀ ଚର୍ଚ୍ଚାରେ ଯୋଗୀ

ଭୁବନେଶ୍ୱର: ଉତ୍ତରପ୍ରଦେଶ ଓ ବିହାରରେ ଜଙ୍ଗଲରାଜକୁ ନେଇ ସବୁବେଳେ ଚର୍ଚା ହୁଏ। ଦୁଷ୍କର୍ମ, ହତ୍ୟାଠୁ ଆରମ୍ଭ କରି ଚୋରି ରାହାଜାନୀ ଉତ୍ତରପ୍ରଦେଶର ସାଧାରଣ ଘଟଣା ଭାବେ ଗଣାଯାଏ। ଏପରିକି ରାଜନୈତିକ ଦଳ ଗୁଡ଼ିକର ପୃଷ୍ଠପୋଷକତାରେ ଏସବୁ ହୁଏ ବୋଲି କାହିଁ କେବେଠୁ ଆଲୋଚନା ହୁଏ। ଏପରିକି ଏହି…

ନାଟକର ଅବସାନ, ଦିଲ୍ଲୀରେ ମିଳିବ ବିଜୁଳି ସବସିଡ

ନୂଆଦିଲ୍ଲୀ: ଦିଲ୍ଲୀରେ ବିଜୁଳି ସବସିଡକୁ ନେଇ ଆମ ଆଦମୀ ପାର୍ଟି ସରକାର ଓ ଏଲଜି ବିବାଦ ଥମି ଯାଇଛି । ଶୁକ୍ରବାର ଉପ ରାଜ୍ୟପାଳ ଭିକେ ସକ୍ସେନା ବିଜୁଳି ସବସିଡ ଫାଇଲକୁ ମଂଜୁରୀ ଦେଇଛନ୍ତି । ଏଲଜି ସିଧାସଳଖ ଭାବେ କହିଛନ୍ତି ଏହାକୁ ନେଇ ନାଟକ କରିବାର କୌଣସି ଆବଶ୍ୟକତା ନ ଥିଲା । ବିଜୁଳି…

‘ଗେହଲଟଙ୍କୁ ମୋଦୀଙ୍କ ପ୍ରଶଂସା’ କିଛି ଉଦ୍ଦେଶ୍ୟ ନାହିଁ ତ ?

ଭୁବନେଶ୍ୱର: ରାହୁଲ ଗାନ୍ଧୀ ପ୍ରସଙ୍ଗ ନେଇ ଗୋଟିଏ ପଟେ କଂଗ୍ରେସ ପ୍ରତି ସମର୍ଥନ ବଢୁଥିବା କୁହାଯାଉଛି। ଏପରିକି ଏହି ପ୍ରସଙ୍ଗ କଂଗ୍ରେସ ନେତା କର୍ମୀଙ୍କ ଭିତରେ ଜୋଶ ଭରିବା ସହ ବିରୋଧୀଙ୍କୁ ଗୋଟିଏ ମଞ୍ଚକୁ ଆଣିଛି। କିନ୍ତୁ ଏଭଳି ସମୟରେ ଦଳର କନ୍ଦଳ କଂଗ୍ରେସକୁ ଅଡୁଆରେ ପକାଇଛି।…

‘ବିରୋଧୀ’ ଏଥର ଯୋଡି ନ ହେଲେ ସଫା !

ଭୁବନେଶ୍ୱର: ବିରୋଧୀଙ୍କ ପାଇଁ ଏବେ କର ବା ମର ସ୍ଥିତି। ବିଭିନ୍ନ ପ୍ରକାର ଦୁର୍ନୀତିରେ ବିରୋଧୀ ଦଳଗୁଡିକ ଉପରେ ବିଜେପିର ଲଗାତର ଆଟାକକୁ ନେଇ ବିରୋଧୀ ଅଣନିଶ୍ୱାସୀ ହୋଇ ପଡ଼ିଥିବା କୁହାଯାଉଛି। ଏପରିକି ଅଣବିଜେପି ଦଳ ଓ ନେତାଙ୍କ ଉପରେ ଲଗାତର ବିଭିନ୍ନ ପ୍ରସଙ୍ଗକୁ ନେଇ ଇଡି, ସିବିଆଇ ଓ…

୪୦ ଉପରେ ୨୫ ସହର, ୪୪ ଡିଗ୍ରୀ ତାପମାତ୍ରାରେ ଭାଜି ହେଲା ବାରିପଦା

ଭୁବନେଶ୍ୱର: ଆଜି ବି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି । ଗତକାଲି ଭଳି ଆଜି ବି ରାଜ୍ୟର ଉତ୍ତପ୍ତ ସହର ହେଉଛି ବାରିପଦା । ବାରିପଦାରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ୨୫ ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି ।…

ଚୀନର କୃତ୍ରିମ ସୂର୍ଯ୍ୟ ଦ୍ୱାରା ପୁନର୍ବାର ବିଶ୍ୱରେକର୍ଡ

ବେଜିଂ: ଚୀନର କୃତ୍ରିମ ସୂର୍ଯ୍ୟ ପୁନର୍ବାର ବିଶ୍ୱରେକର୍ଡ ସ୍ଥାପନ କରିଛି । ଏକ୍ସପେରିମେଂଟାଲ ଆଡଭାନ୍ସ ସୁପରକଣ୍ଡକଟିଙ୍ଗ ଟୋକମାକ ନାମକ ଏହି କୃତ୍ରିମ ସୂର୍ଯ୍ୟ ୭ ମିନିଟ ପର୍ଯ୍ୟନ୍ତ ଅତ୍ୟଧିକ ଉତପ୍ତ ଓ କଂଟେଟେଡ ପ୍ଲାଜାମା ପ୍ରସ୍ତୁ କରିଛି । ପ୍ଲାଜାମର ଉତାପ ୧୦ କୋଟି ଡିଗ୍ରୀ ସେଲସିୟସ…

‘କର୍ଣ୍ଣାଟକ ନିର୍ବାଚନ’ ଭାଗ ହେବନି ଅଣବିଜେପି ଭୋଟ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ମାତ ଦେବାକୁ ବିରୋଧୀଙ୍କ ନୂଆ ଯୋଜନା। ଅଣବିଜେପି ଭୋଟକୁ ଭାଗ ଭାଗ ନ କରିବାକୁ ବଡ଼ ଯୋଜନା ହୋଇଥିବା ଦେଖାଯାଇଛି। ସେଥିପାଇଁ କର୍ଣ୍ଣାଟକର ଉପକୂଳ ଜିଲ୍ଲାର ସିଟ ଗୁଡିକରେ ସିପିଆଇ ଓ ସିପିଆଇ(ଏମ) ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।…

ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା ଆସାମର ବିହୁ ନୃତ୍ୟ

ନୂଆଦିଲ୍ଲୀ: ଆସାମର ପାରମ୍ପାରିକ ବିହୁ ନୃତ୍ୟ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ଗୋଟିଏ ସ୍ଥାନରେ ଏକ ସଙ୍ଗରେ ୧୧ ହଜାରରୁ ଅଧିକ ନୃତ୍ୟ ଶିଳ୍ପୀ ଏବଂ ଡ୍ରମ ବାଦକଙ୍କ ପ୍ରଦର୍ଶନ ଯୋଗୁ ଏହା ସମ୍ଭବପର ହୋଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏ ସମ୍ପର୍କରେ ସୂଚନା…

‘ପ୍ଲିଜ ମୋଦିଜୀ..ଆମ ପାଇଁ ଏକ ଭଲ ସ୍କୁଲ କରିଦିଅ…‘ ଭାଇରାଲ ହେଲା କୁନି ଝିଅର ଭାବପ୍ରବଣ ଭିଡିଓ

କଠୁଆ: ସାରା ଦେଶରେ ସରକାରୀ ସ୍କୁଲର ଅବସ୍ଥା କ’ଣ ସମସ୍ତେ ଜାଣନ୍ତି । ହେଲେ ଜାଣନ୍ତିନି ନେତା, ମନ୍ତ୍ରୀ,.. । ସରକାର ଯଦିଓ ସରକାରୀ ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି ତେବେ ତାହା ଯଥେଷ୍ଟ ନୁହେଁ । ସରକାରୀ ସ୍କୁଲର ଏପରି ଅବସ୍ଥା ଏବଂ ସରକାରୀ ଅବହେଳା ଏଇ…