Latest Odisha News

BREAKING NEWS

Browsing Category

ଫିଚର

ଟାର୍ଗେଟ ପିଛା କରି ଭିଡିଗଲେ ‘ରନ୍ ମେସିନ’ ରିଙ୍କୁ ସିଂହ, ଭାଗିଦାରୀ ନମିଳିବାରୁ ହାରିଲା କେକେଆର

କୋଲକାତା: ଚଳିତ ଆଇପିଏଲର ୧୯ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ୍ ଗାର୍ଡେନ୍ସରେ କୋଲକାତା ନାଇଟ୍ ରାଇଡର୍ସକୁ ୨୩ ରନରେ ପରାସ୍ତ କରିଛି ଢ କେକେଆର୍ ଅଧିନାୟକ ନୀତୀଶ ରାଣା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ହାଇଦ୍ରାବାଦ ୨୦ ଓଭରରେ ୨୨୮ ରନ୍…

କ’ଣ କଲେ ପଶ୍ଚିମବଙ୍ଗରେ ମମତା ସରକାର ଭାଙ୍ଗିଯିବ? ଦଳୀୟ ସମାବେଶରେ କହିଲେ ଗୃହମନ୍ତ୍ରୀ

କୋଲକାତା: ଗୃହମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଦାବି କରିଛନ୍ତି ଯେ ଯଦି ଆସନ୍ତା ବର୍ଷ ସାଧାରଣ ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗର ୪୨ଟି ଲୋକସଭା ଆସନରୁ ୩୫ଟି ଆସନରେ ଜିତିବାରେ ସଫଳ ହୁଏ, ତେବେ ରାଜ୍ୟରେ ତୃଣମୂଳ କଂଗ୍ରେସ ସରକାର ଏହାର କାର୍ଯ୍ୟକାଳର ବହୁ ପୂର୍ବରୁ ଭାଙ୍ଗିଯିବ। ଯଦି…

ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ନୀତିଶ କୁମାରଙ୍କ ମେଗାପ୍ଲାନ୍

ପାଟନା: ନିକଟରେ ପ୍ରମୁଖ ବିରୋଧୀ ଦଳ ନେତାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଗସ୍ତ ସାରି ଫେରିବା ପରେ ବିହାର ମୁଖ୍ୟ ନୀତିଶ କୁମାର ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବା ନୂଆ ରଣନୀତି ପ୍ରସ୍ତୁତ କରିଛନ୍ତି। ପାଟନାର ଦଳୀୟ କାର୍ଯ୍ୟାଳୟରେ ବିଆର ଆମ୍ବେଦକରଙ୍କ ଜୟନ୍ତୀ ପାଳନ ଅବସରରେ ଏହି ନୂଆ ରଣନୀତି…

ଅବକାରୀ ଦୁର୍ନୀତି ମାମଲା: ରବିବାର ସିବିଆଇରେ ହାଜର ହେବାକୁ କେଜ୍ରିଓ୍ବାଲଙ୍କୁ ସମନ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ସମନ କରିଛି। କେଜ୍ରିୱାଲଙ୍କୁ ସିବିଆଇ ଏବେ ପଚରାଉଚରା କରିବ। ଏପ୍ରିଲ ୧୬ରେ ସିବିଆଇ ଅଫିସରେ ହାଜର ହେବାକୁ କହିଛି ଏହି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା।…

ସମ୍ବଲପୁରରେ ୪୮ ଘଣ୍ଟା ପାଇଁ କର୍ଫ୍ୟୁ: ଘରୁ ବାହାରିବାକୁ ମନା, ଇଣ୍ଟରନେଟ ସେବା ବନ୍ଦ

ସମ୍ବଲପୁର: ହନୁମାନ ଜୟନ୍ତୀ ଶୋଭାଯାତ୍ରା ରାଲି ପାଖରୁ ଅଶାନ୍ତ ହୋଇପଡ଼ିଥିବା ସମ୍ବଲପୁର ସହରରେ ଶେଷରେ କର୍ଫ୍ୟୁ ଲାଗୁ ହୋଇଛି। ଆଜି ରାତି ୧୨ଟାରୁ ୪୮ ଘଣ୍ଟା ପାଇଁ ଏହି କର୍ଫ୍ୟୁ ଲାଗୁ ହୋଇଛି। ଜିଲ୍ଲା ପ୍ରଶାସନ ଏହି କର୍ଫ୍ୟୁ ଲାଗୁ କରିଥିବା ଏସପି ସୂଚନା ଦେଇଛନ୍ତି। ଘରୁ ବାହାରିବା…

ଆଇଟିଏଫ ଏସିଆନ ଜୁନିୟର ଚାମ୍ପିୟନଶିପ: କୋରିଆ ଓଭରାଲ ଚାମ୍ପିୟନ, ଭାରତକୁ ରୌପ୍ୟ

ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମର ଟେନିସ କମ୍ପେ୍ଲକ୍ସରେ ଆଇଟିଏଫ ଜୁନିୟର ଚାମ୍ପିୟନଶିପ ଉଦଯାପିତ ହୋଇଛି । କୋରିଆ ଟିମ ଓଭରାଲ ଚାମ୍ପିୟନ ହୋଇଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଉଦଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଚାମ୍ପିୟନ…

ବ୍ରୁକ୍ସଙ୍କ ଶତକ: କୋଲକାତା ସମ୍ମୁଖରେ ୨୨୯ ରନର ଲକ୍ଷ୍ୟ

ଇଡେନଗାର୍ଡେନ: ଏଠାରେ ଶୁକ୍ରବାର ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୨୨୯ ରନର ବିଜୟ ଲକ୍ଷ୍ୟ କୋଲକାତା ନାଇଟ ରାଇଡର୍ସ ସମ୍ମୁଖରେ ରଖିଛି । ହ୍ୟାରୀ ବ୍ରୁକସ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରି ୫୫ ବଲରେ ୧୨ ଚୌକା ଓ ୩ଛକା ବଳରେ ୧୦୦ ରନ ସଂଗ୍ରହ କରିଥିଲେ । ତାଙ୍କ ଇନିଂସ…

ଦୀନେଶ ମୋଙ୍ଗିଆ ହେବେ ଓଡିଶା ରଣଜୀ ଟିମର କୋଚ

ଭୁବନେଶ୍ୱର: ଓଡିଶା ପୁରୁଷ ସିନିୟର କ୍ରିକେଟ ଦଳର ନୂତନ କୋଚ ନିଯୁକ୍ତ କରାଯାଇଛି । ଆଗାମୀ ରଣଜୀ ସିଜନକୁ ଆଖି ଆଗରେ ରଖାଯାଇ ଦୀନେଶ ମୋଙ୍ଗଆଙ୍କୁ କୋଚ ଦାୟିତ୍ୱ ପ୍ରଦାନ କରାଯାଇଛି । ଚଳିତ ମାସ ୨୧ରେ ସେ ଭୁବନେଶ୍ୱର ପଂହଚିବା ପରେ ଦଳ ସହିତ ଯୋଗ ଦେବେ । ରଣଜୀ ଟ୍ରଫିର ଗତ ସଂସ୍କରଣରେ ଓଡିଶାର…

କର୍ଣ୍ଣାଟକ ନିର୍ବାଚନ; ଟିକେଟ୍ ଦେଲାନି ବିଜେପି, ହାତ ଧରିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ବେଙ୍ଗଳୁରୁ: କର୍ଣ୍ଣାଟକ ବିଜେପିରେ ଟିକେଟ କନ୍ଦଳ ତେଜିବାରେ ଲାଗିଛି । ବିଜେପି ଟିକେଟ୍ ନ ଦେବାରୁ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସାଭଦି ଦଳ ଛାଡ଼ିବା ସହ କଂଗ୍ରେସରେ ସାମିଲ୍ ହୋଇଛନ୍ତି । ମେ ୧୦ରେ ମତଦାନ ପୂର୍ବରୁ ସାଭଦି ବିଜେପି ଛାଡ଼ି କଂଗ୍ରେସ ଶିବିରରେ ମିଶିବା ପରେ ଦଳ ତାଙ୍କୁ…

ଲରେନ୍ସ ଗ୍ୟାଙ୍ଗର ସଦସ୍ୟ ପ୍ରିନ୍ସକୁ ତିହାର ଜେଲରେ ହତ୍ୟା

ନୂଆଦିଲ୍ଲୀ: କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ପ୍ରିନ୍ସ ତେବାଟିଆଙ୍କୁ ତିହାର ଜେଲରେ ହତ୍ୟା କରାଯାଇଛି । ୨୦୧୦ ପରଠାରୁ ସେ ଅନେକ ଅପରାଧ ଘଟାଇଥିଲା । ପ୍ରିନ୍ସ ନାମରେ ୧୬ଟି କେସ ବିଭିନ୍ନ ଥାନାରେ ରହିଛି । ୨୦୧୦ରେ ପୋଲିସ ଆମ୍ବେଡକା ଅଂଚଳର ଏକ ହତ୍ୟା…