Latest Odisha News

BREAKING NEWS

Browsing Category

ଫିଚର

ଏୟାରଲିଫ୍ଟ ହେଲେ ଦୁଇ ଗୁରୁତର, ଭଦ୍ରକରେ ୧୪୪ ଧାରା ଜାରି

ଭଦ୍ରକ: ମଙ୍ଗଳବାର ଭଦ୍ରକ ଜିଲ୍ଲା ପ୍ରଶାସନ ରାନ୍ଦିଆରେ ବେଦାନ୍ତ-ଫାକର ପ୍ଲାଣ୍ଟର ୨୦୦ ମିଟର ପରିସରରେ ଧାରା ୧୪୪ ଲାଗୁ କରିଛନ୍ତି। ଗତକାଲି କମ୍ପାନୀରେ ଦୁର୍ଘଟଣା ଘଟିବାରୁ ଦୁଇଜଣ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ଏହାକୁ ନେଇ ଉତ୍ତେଜନା ଲାଗି ରହିବାରୁ ପୋଲିସ ଏପ୍ରିଲ୍ ୧୪ ସଂଧ୍ୟା ୬ଟା…

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍ ମାଡ଼, ଆକ୍ରମଣକାରୀ ସହ ୫ ଆହତ

ଜଗତସିଂହପୁର (ତାରପଦ ମହାନ୍ତି): ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଜଡ଼ତିରା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏସିଡ୍ ମାଡ଼ ହୋଇଛି । ଏସିଡ୍ ମାଡ଼ରେ ଆକ୍ରମଣକାରୀ ସହ ୫ ଜଣ ଗୁରୁତର ଆହତ ହୋଇଥିବା ବେଳେ ସମସ୍ତଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବିପିନ…

ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ଆଇଆଇଟି ଛାତ୍ରଙ୍କୁ କ୍ଷମା କଲେ କୋହଲି

ମୁମ୍ବାଇ: ବମ୍ବେ ହାଇକୋର୍ଟ ବୁଧବାର ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କ ଝିଅକୁ ଦୁଷ୍କର୍ମର ଧମକ ଦେଇଥିବା ଯୁବକକୁ ଦୋଷମୁକ୍ତ କରିଛି । ଅଭିଯୁକ୍ତଙ୍କ ଉପରେ ଲଗା ଯାଇଥିବା ମାମଲାକୁ ଖାରଜ କରି ଦିଆଯାଇଛି । କୋହଲି ଓ ଅନୁଷ୍କା ଉକ୍ତ ଅଭିଯୁକ୍ତଙ୍କୁ…

ନୂଆପଡାରେ ଆଇପିଏଲ ବେଟିଂ, ୫ ଗିରଫ

ନୂଆପଡ଼ା: ଖରିଆର ରୋଡ଼ ସହରରେ ଆଇପିଏଲ ବେଟିଂ (ଜୁଆ) ଚାଲୁଥିବା ବେଳେ ପୋଲିସ ଖବର ପାଇ ଚଢାଉ କରି ପାଞ୍ଚ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପୂର୍ବରୁ ସେମାନଙ୍କ ଠାରୁ ବିପୁଳ ପରିମାଣର ବେଟିଂ ପାଇଁ ବ୍ୟବହୃତ ସାମଗ୍ରୀ ଜବତ କରିଛି। ଏବେ ଏହି ବେଟିଂ…

ବଟଲରଙ୍କ ଅର୍ଦ୍ଧଶତକ, ଚେନ୍ନାଇ ସମ୍ମୁଖରେ ୧୭୬ ରନର ଲକ୍ଷ୍ୟ

ଚେନ୍ନାଇ: ଚଳିତ ଆଇପିଏଲରେ ବୁଧବାର ଅନୁଷ୍ଠିତ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ୧୭୬ ରନର ବିଜୟ ଲକ୍ଷ୍ୟ ଚେନ୍ନାଇ ସୁପର କିଙ୍ଗସ ସମ୍ମୁଖରେ ରଖିଛି । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଜୋସ ବଟଲରଙ୍କ ୫୨ ରନ ସହାୟତାରେ ୮ ୱିିକେଟ ବିନିମୟରେ ୧୭୫ ରନ ସଂଗ୍ରହ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ…

ପୁରୁଣା ନିୟମକୁ ଫେରିଲା ଆନ୍ତର୍ଜାତୀୟ ଶୁଟିଂ ଫେଡେରେଶନ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଶୁଟିଂ ଫେଡେରେଶନ ନୂତନ ଭାବେ ଲାଗୁ କରିଥିବା ନିୟମରେ ୟୁ ଟର୍ଣ୍ଣ ନେଇଛି । ପ୍ୟାରିସ ଅଲିମ୍ପିକ୍ସରେ ପୁରୁଣା ନିୟମ ଅନୁସାରେ ମୁକାବିଲା ଆୟୋଜିତ ହେବ । ଟୋକିଓ ଅଲିମ୍ପିକ୍ସ ପରେ ଆଇଏସଏସଏଫ ନିୟମରେ କେତେକ ପରିବର୍ତନ କରିଥିଲା । ଏହା ଅନୁସାରେ ପିସ୍ତଲ ଓ ରାଇଫଲ…

ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଫଳାଫଳ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର : ମେ' ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ ଫଳାଫଳ । ଏନେଇ ବୁଧବାର ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ଖାତା ଦେଖା ଶେଷ ହୋଇ ଟାବୁଲେସନ୍ ଆରମ୍ଭ ହୋଇସାରଛି ଏବଂ ବୋର୍ଡ ପକ୍ଷରୁ ଫଳାଫଳ…

ଦନ୍ତା ମୃତ୍ୟୁ ଘଟଣାରେ ବାପପୁଅଙ୍କୁ ବାନ୍ଧିଲା ବନ ବିଭାଗ

ସୁବର୍ଣ୍ଣପୁର: ବିନିକା ବ୍ଲକ ମହଦା ଗାଁ ନିକଟ ଜଙ୍ଗଲରେ ଦନ୍ତା ହାତୀର ମୃତ୍ୟୁ ଘଟଣାରେ ବନ ବିଭାଗ ବାପପୁଅଙ୍କୁ ଗିରଫ କରିଛି । ଗିରଫ ୨ ଜଣ ହେଲେ ବୀରେନ୍ଦ୍ର ଶର୍ମା ଓ ଆଲାଉଦ୍ଦିନ ଶର୍ମା । ଉଭୟ ବାପପୁଅ ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିବା ବେଳେ ଦନ୍ତା ସେଥିରେ ପଡ଼ି ଯାଇଥିଲା ।…

ରାଜ୍ୟରେ ଏବର୍ଷ ପାୱାର୍‌ କଟ୍‌ ହେଇନି କି ହେବାର ସମ୍ଭାବନା ବି ନାହିଁ : ପ୍ରତାପ ଦେବ

ଭୁବନେଶ୍ୱର : ରାଜ୍ୟରେ ତାପମାତ୍ରା ବଢିବା ସହ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସେପଟେ ଗରମ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ପଙ୍ଖା, କୁଲର ଓ ଏସି ଉପରେ ନିର୍ଭର କରୁଥୁବାବେଳେ ସଭିଙ୍କୁ ଘାରିଛି ପାୱାର୍‌ କଟ୍‌ ଚିନ୍ତା । ଏସବୁ ଭିତରେ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ…

ଆଇପିଏଲରେ ଗୋଟିଏ ଟିମ ପକ୍ଷରୁ ସର୍ବାଧିକ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଲେ ଧୋନୀ

ଚେନ୍ନାଇ: ଇଣ୍ଡିଆନ ପ୍ରିମିୟର ଲିଗରେ ବୁଧବାର ମହେନ୍ଦ୍ର ସିଂ ଧୋନୀ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଆଇପିଏଲରେ ଗୋଟିଏ ଟିମ ପକ୍ଷରୁ ସର୍ବାଧିକ ମ୍ୟାଚରେ ନେତୃତ୍ୱ ନେବାରେ ସେ ରେକର୍ଡ କରିଛନ୍ତି । ଧୋନୀ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ୨୦୦ ମ୍ୟାଚରେ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି…