Latest Odisha News

BREAKING NEWS

Browsing Category

ଫିଚର

ଝଡବର୍ଷା ବେଳେ ବଜ୍ରାଘାତରେ ୩୫୦ରୁ ଅଧିକ ଛେଳି ଓ ମେଣ୍ଢାଙ୍କର ମୃତ୍ୟୁ

ଉତ୍ତରକାଶୀ: ବର୍ଷା ସାଙ୍ଗକୁ ଏବେ ଆକାଶରୁ ଖସୁଛି ପ୍ରାଣଘାତକ ବିଜୁଳି ଆଲୁଅ। ବର୍ଷା ସମୟରେ ବାହାରକୁ ବାହାରିବା ଜାଣ କାଳକୁ ଡାକିବା। ଶନିବାର ରାତିରେ ଉତ୍ତରାଖଣ୍ଡ ଉତ୍ତରକାଶୀରେ ବିଜୁଳିଘଡ଼ଘ଼ଡିରେ ୩୫୦ରୁ ଅଧିକ ମେଣ୍ଢା ଓ ଛେଳିଙ୍କର ମୃତ୍ୟୁ ହୋଇଛି। ଦୁଣ୍ଡା ବ୍ଲକ୍‌ ଖଟ୍ଟୁ ଖାଲ ଜଙ୍ଗଲରେ…

ଇସ୍ରୋକୁ ମିଳିଲା ପୁଣି ସଫଳତା: ମହାକାଶକୁ ପଠାଇଲା ୩୬ ସାଟେଲାଇଟ

ଶ୍ରିହରିକୋଟା:  ଇସ୍ରୋକୁ ମିଳିଲା ପୁଣି ଏକ ସଫଳତା । ଏକାସାଙ୍ଗରେ ମହାକାଶକୁ ପଠାଇଛି ୩୬ ସାଟେଲାଇଟ । ୩୬ଟି ୱାନୱେବ ଉପଗ୍ରହକୁ ନେଇ ଯାଇପାରୁଥିବା ସବୁଠାରୁ ବଡ ରକେଟ୍ ଏଲଭିଏମ୍-୩କୁ ସଫଳତାର ସହ ଉତକ୍ଷେପଣ କରିଛି । ଆଜି ସକାଳ ୯ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ…

ଗନ୍ଧମାର୍ଦ୍ଦନ ପର୍ବତକୁ ଜୈବ ବିବିଧତା ଐତିହ୍ୟସ୍ଥଳ ମାନ୍ୟତା ଦେଲେ ସରକାର

ବରଗଡ଼: ଓଡ଼ିଶାର ବଲାଙ୍ଗିର ଓ ବରଗଡ଼ର ଜିଲ୍ଲାରେ ବ୍ୟପ୍ତ ଗନ୍ଧମାର୍ଦ୍ଦନ ପର୍ବତକୁ ମିଳିଲା ଜୈବ ବିବିଧତା ଐତିହ୍ୟସ୍ଥଳର ମାନ୍ୟତା। ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଏହି ଘୋଷଣା କରାଯାଇଛି। ଦୁଇଟି ଜିଲ୍ଲାକୁ ଲାଗି ରହିଥିବା ଏହି ପାହାଡ଼ରେ ନାନା ଔଷଧୀୟ ବୃକ୍ଷ ସହ ମୂଲ୍ୟବାନ ପ୍ରାକୃତିକ ସମ୍ପଦ…

ନୂଆପଡାରେ ରକ୍ତମୁଖା ବାଘ; ଛକି ବସୁଛି, ମଉକା ଦେଖି ଟାଣି ନେଉଛି, ମଣିଷ ମରିବା ସହ ନେଇଛି ୭ ଗୃହପାଳିତ ପ୍ରାଣୀର ଜୀବନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ମାତିଛି ରକ୍ତମୁଖା ବାଘ। ଶିକାର ଦେଖି ଛକି ବସୁଛି। ମଉକା ମିଳିଲେ ଝପଟି ପଡ଼ି ଜଙ୍ଗଲକୁ ଟାଣି ନେଉଛି। ସେ ମଣିଷ ହେଉକି ଗୃହପାଳିତ ପଶୁ, କାହାକୁ ଛାଡ଼ୁନି। ମଣିଷକୁ ମାରିଛି, ୭ ଗୃହପାଳିତ ପଶୁକୁ ଶିକାର କରିଛି। କାନରୁ କାନ ଖବର ଉଡ଼ି ବୁଲୁଛି ବାଘ ମାତିଛି। ନୂଆପଡ଼ା…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି, ରୋଡ ସୋ ବେଳେ ଧାଇଁ ଆସିଲେ ଯୁବକ

ନୂଆଦିଲ୍ଲୀ : ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଦେଖିବାକୁ ମିଳିଛି । କର୍ଣ୍ଣାଟକର ଦେବନଗରରେ ରୋଡ ସୋ ବେଳେ ତବାରିକେଡ ଡେଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଡ଼କୁ ଧାଇଁ ଆସିଥଲେ ଜଣେ ଯୁବକ । ତେବେ କୌଣସି କ୍ଷତି କରିବା ଆଗରୁ ଯୁବକକୁ କାବୁ କରିନେଇଥିଲା ପୋଲିସ । ୩…

ଆଜି ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଶିଳାନ୍ୟାସ  

ଭୁବନେଶ୍ୱର : ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର ଏବଂ ଛତ୍ରପୁର ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି  । ଗସ୍ତ ସମୟରେ ଏହି ତିନିଟି ବ୍ଲକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପ ପାଇଁ ଶୁଭ ଦେବା ସହିତ…

କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇ କଟକ ଏସସିବିକୁ ସ୍ଥାନାନ୍ତର

ଭୁବନେଶ୍ୱର : ପୁଣି ରାଜଧାନୀରେ ଏନକାଉଣ୍ଟର । କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲାଇଙ୍କୁ ଏନକାଉଣ୍ଟର କରିଛି କମିଶନରେଟ ପୋଲିସ । ଗତ କାଲି ବିଳମ୍ବିତ ରାତିରେ ବାଙ୍କୁଆଳ ନଦୀ ନିକଟରେ ଏନକାଉଣ୍ଟର କରିଛି କମିଶନରେଟ ପୋଲିସର ସ୍ପେଶାଲ୍‌ ଟିମ୍‌  । ଆହତ ଜିତେନ୍ଦ୍ରଙ୍କୁ ପ୍ରଥମେ କ୍ୟାପିଟାଲ…

ଆଦାନୀ ମାମଲାରେ ସରକାର କୌଣସି ହସ୍ତକ୍ଷେପ କରିନାହାନ୍ତି: ମୋଦୀଙ୍କ ଅର୍ଥନୈତିକ ପରାମର୍ଶଦାତା

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ଏବଂ ଆଦାନୀ ଗ୍ରୁପ୍ ମଧ୍ୟରେ ଚାଲିଥିବା ବିବାଦ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅର୍ଥନୈତିକ ପରାମର୍ଶଦାତା ସଞ୍ଜୀବ ସାନୟାଲ ପ୍ରତିକ୍ରିୟା ଦେଇଛନ୍ତି। ସଞ୍ଜୀବ ସାନୟାଲ କହିଛନ୍ତି ଯେ ଏହି ବିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶାସନ କୌଣସି…

ରାହୁଲ ଗାନ୍ଧୀଙ୍କ ପରିବାରକୁ ଦଣ୍ଡବିଧାନ ପାଇଁ ପୃଥକ ଆଇନ ରହିବା ଉଚିତ: କଂଗ୍ରେସ ସାଂସଦ

ନୂଆଦିଲ୍ଲୀ: ଭାରତ ଗୋଟିଏ ଦେଶ। ଏଠି ସମସ୍ତଙ୍କ ପାଇଁ ଆଇନ କାନୁନ ସମାନ ହୋଇଥିବା ବେଳେ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ପରିବାରକୁ ଦଣ୍ଡବିଧାନ ପାଇଁ ପୃଥକ ଆଇନ ରହିବା ଉଚିତ। ପୂର୍ବତନ କଂଗ୍ରେସ ସଭାପତି ତଥା ନେତା ରାହୁଲ ଗାନ୍ଧୀଙ୍କୁ କୋର୍ଟ ମାନହାନୀ…

ରାତି ଅଧରେ କୁଖ୍ୟାତ ଅପରାଧୀକୁ କମିଶନରେଟ ପୋଲିସର ଏନକାଉଣ୍ଟର

ଭୁବନେଶ୍ୱର: ବିଳମ୍ବିତ ରାତିରେ ରାଜଧାନୀରେ ଗର୍ଜିଲା ପୁଲିସର ବନ୍ଧୁକ। କୁଖ୍ଯାତ ଅପରାଧୀ ତଥା କମିଶନରେଟ ପୋଲିସ ପାଇଁ ମୋଷ୍ଟ ଓ୍ବାଣ୍ଟେଡ ଥିବା ଜିତେନ୍ଦ୍ର ପଲେଇ ଓରଫ ଜିତୁକୁ ଏନକାଉଣ୍ଟର କରିଛି ପୋଲିସ। ଖାରବେଳ ନଗର ଆଇଆଇସି ଏବଂ ଅନ୍ୟାନ୍ୟ ପୋଲିସକୁ ଚ୍ୟାଲେଞ୍ଜ କରିବାକୁ ଯାଇ ଜିତୁ…