Latest Odisha News

BREAKING NEWS

Browsing Category

ଫିଚର

ସାଲାଡରେ ଲୁଣ ପକାଉଛନ୍ତି କି? ଶରୀର ଉପରେ ପଡିପାରେ ଏସବୁ ପ୍ରଭାବ

ଆପଣ ସାଲାଡରେ ଲେମ୍ବୁ ସହିତ ଲୁଣ ମିଶାଇ ଖାଉଛନ୍ତି କି? ଯଦି ହଁ, ଏହି ଅଭ୍ୟାସକୁ ବଦଳାଇଦିଅନ୍ତୁ । କାରଣ ସାଲାଡରେ ଲୁଣ ମିଶାଇଲେ ଯଦିଓ ସ୍ୱାଦ ବଢିଯାଏ, କିନ୍ତୁ ବାସ୍ତବରେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ । କାରଣ ସାଲାଡରେ ଧଳା ଲୁଣ ମିଶାଇ ଖାଇବା ଦ୍ୱାରା ଶରୀରରେ ସୋଡିୟମର ସ୍ତର…

ଏହି ପ୍ରସଙ୍ଗରେ ବିସିସିଆଇକୁ ଘେରିଲେ ରୋହିତ ଶର୍ମା

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ ଚେନ୍ନାଇରେ ଖେଳାଯାଇଥିଲା । ଭ୍ରମଣକାରୀ ଦଳ ଏହି ମ୍ୟାଚକୁ ୨୧ ରନରେ ଜିତି ନେଇଛି। ଏହି ବିଜୟ ସହିତ ଅଷ୍ଟ୍ରେଲିଆ ୨-୧ ବ୍ୟବଧାନରେ ସିରିଜ୍ ଜିତିଛି। ତେବେ ଏହାକୁ ନେଇ ବିସିସିଆଇକୁ ପରୋକ୍ଷ ଢଙ୍ଗରେ…

ଆଉ ମାତ୍ର ୨୭ ବର୍ଷ ପରେ ଶୁଖିଯିବ ଭାରତର ଏଇସବୁ ବଡ ବଡ ନଦୀ

ନୂଆଦିଲ୍ଲୀ:ଖୁବଶୀଘ୍ର ଶୁଖିଯିବ ଦେଶର ବଡ ବଡ ନଦୀ  । ବିଶେଷ କରି ଭାରତ, ଚୀନ ଏବଂ ପାକିସ୍ତାନର ବଡବଡ ନଦୀରୁ ପାଣି ଶୁଖିଯିବ ।  ୧୭୦ରୁ ୨୪୦ କୋଟି ସହରୀ ଲୋକ ପାଣି ପାଇଁ ଛଟପଟ ହେବେ । ଦେଶର ବଡ ନଦୀ ଯଥା ଗଙ୍ଗା, ବ୍ରହ୍ମପୁତ୍ର, ସିନ୍ଧୁର ଜଳସ୍ତର ଭୟଙ୍କର ଭାବେ ହ୍ରାସ ପାଇବ । ଆଉ ମାତ୍ର…

ICC ଦିନିକିଆ କ୍ରିକେଟ୍‌ ରାଙ୍କିଂରେ ପଛରେ ପଡ଼ିଲା ଭାରତ; ଅଷ୍ଟ୍ରେଲିଆ ନମ୍ବର ୱାନ୍

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ହାରିଯାଇଛି ଭାରତ। ଲଗାତର ବ୍ୟାଟରଙ୍କର ବିଫଳତା, ଆହତ ଯୋଗୁ ଦଳରେ ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତି ଯୋଗୁ ଭାରତ ସିରିସଜ୍ ହାରିବା ସହ ଦିନିକିଆ ଆନ୍ତର୍ଜାତୀୟ ଫର୍ମାଟ୍‌ରେ ନମ୍ବର ୱାନ୍ ସ୍ଥାନ ହରାଇଛି। ଭାରତକୁ ପଛରେ ପକାଇ ପୁଣିଥରେ…

ହାତୀ ମୃତ୍ୟୁ ନେଇ ଧର୍ମେନ୍ଦ୍ରଙ୍କ ଉଦବେଗ, ନବୀନ ଓ ଭୂପେନ୍ଦରଙ୍କୁ ଚିଠି

ଭୁବନେଶ୍ବର : ଓଡ଼ିଶାରେ ହାତୀ ଓ ବନ୍ୟାପ୍ରାଣୀଙ୍କ ମୃତ୍ୟୁକୁ ନେଇ ଚିନ୍ତାପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାସ କରି ହାତୀମାନଙ୍କର ସୁରକ୍ଷା ଓ ସଂରକ୍ଷଣ ପାଇଁ ସମୟୋଚିତ ପଦକ୍ଷେପ ସମେତ ହସ୍ତକ୍ଷେପ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଜଙ୍ଗଲ…

ରାହୁଲ ଗାନ୍ଧୀ ଦୋଷୀ ସାବ୍ୟସ୍ତ; ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଲେ କୋର୍ଟ, ତୁରନ୍ତ ମିଳିଲା ଜାମିନ

ସୁରତ: ମୋଦୀ ସାଙ୍ଗିଆ ନେଇ ଦେଇଥିବା ବିବାଦୀୟ ବୟାନରେ ଦୋଷୀ ସାବ୍ୟସ୍ତ ହଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଗୁଜରାଟ ସୁରତର ଏକ କୋର୍ଟ ତାଙ୍କୁ  ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଜେଲ୍ ଦଣ୍ଡ ହେବା ପରେ ରାହୁଲଙ୍କୁ ତୁରନ୍ତ ଜାମିନ ବି ମିଳିଯାଇଛି।…

ସୂର୍ଯ୍ୟକୁମାର ଯାଦବଙ୍କର ଲଜ୍ଜାଜନକ ରେକର୍ଡ; ଏପରି କରିବାରେ ହେଲେ ପ୍ରଥମ ଭାରତୀୟ ବ୍ୟାଟର

ଚେନ୍ନାଇ: ଟି-୨୦ରେ ନମ୍ବର ୱାନ୍, ହେଲେ ଦିନିକିଆରେ ଫେଲ୍‌। ଆମେ କହୁଛୁ ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ କଥା। ଅଷ୍ଟ୍ରେଲିଆରେ ବିରୋଧରେ ଖେଳାଯାଇଥିବା ଦିନିକିଆ ସିରିଜରେ ସୂର୍ଯ୍ୟକୁମାର ଯାଦବଙ୍କର ଲଜ୍ଜାକର ରେକର୍ଡ। ପ୍ରଥମ ଭାରତୀୟ ବ୍ୟାଟର ଭାବେ ପୁରା ଦିନିକିଆ…

ମନମୋହନ ସାମଲ ହେଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର: ବଦଳିଲେ ରାଜ୍ୟ ବିଜେପି ସଭାପତି । ଏବେ ଓଡ଼ିଶାରେ ବିଜେପିର  ମଙ୍ଗ ଧରିବେ ମନମୋହନ ସାମଲ । ସମୀର ମହାନ୍ତିଙ୍କ ସ୍ଥାନ ନେଇଛନ୍ତି ମନମୋହନ ସାମଲ । ମନମୋହନଙ୍କୁ ଏହି ପଦରେ ନିଯୁ୍କ୍ତି ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି  ନଡ୍ଡା । ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ…

ମହାନଦୀ ପ୍ରସଙ୍ଗକୁ ନେଇ କମ୍ପିଲା ଗୃହ; ୪ଟା ଯାଏ ମୁଲତବି

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗକୁ ନେଇ ଆଜି ଗୃହରେ ପ୍ରବଳ ହଟ୍ଟଗୋଳ । ମହାନଦୀ ପ୍ରସଙ୍ଗକୁ ନେଇ ଆଜି ବିରୋଧୀ ଦଳଙ୍କ ନାରାବାଜିରେ କମ୍ପିଲା ଗୃହ । ଉଭୟ କଂଗ୍ରେସ ଓ ବିଜେପି ସମାନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବି କରିଥିଲେ ।…

ଘରେ ଲଗାଇଛନ୍ତି କି ସ୍ମାର୍ଟ ଟିଭି? ତେବେ ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ଦିନକୁ ଦିନ ଆମ ଘରେ ଟିଭି ମଧ୍ୟ ବଦଳିବାରେ ଲାଗିଛି । ଦିନ ଥିଲା ଯେଉଁ ଘରେ ଏଲସିଡ଼ି ଟିଭି ଥିଲା ଏବେ ସେଠାରେ ଏଲଇଡ଼ି ଟିଭି ଲାଗିଛି, ଆଉ ଯେଉଁ ଘରେ ଏଲଇଡ଼ି ଟିଭି ଥିଲା ଏବେ ସେଠାରେ ସ୍ମାର୍ଟ ଟିଭି ଲାଗିଛି । ସ୍ମାର୍ଟ ଟିଭିରେ ବର୍ତ୍ତମାନ ଅତ୍ୟାଧୁନିକ ଵୈଶିଷ୍ଟ୍ୟଥିବାବେଳେ ଆପଣ…