Latest Odisha News

BREAKING NEWS

Browsing Category

ଫିଚର

ଆପ ନେତା ରାଘବ ଓ ଅଭିନେତ୍ରୀ ପରିଣୀତିଙ୍କ ମଧ୍ୟରେ କିଛି ଚାଲିଛି କି ?

ମୁମ୍ବାଇ: ଆମ ଆଦମୀ ପାର୍ଟିର ଯୁବ ନେତା ରାଘବ ଚଢ଼ା ଓ ବଲିଉଡ ଅଭିନେତ୍ରୀ ପରିଣୀତ ଚୋପ୍ରାଙ୍କ ମଧ୍ୟରେ କିଛି ନୂଆ ଧରଣର ସମ୍ପର୍କ ଯୋଡି ହେଉଥିବା ଖବର ହସ୍ତଗତ ହୋଇଛି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ଖବର ଅନୁସାରେ ରାଘବ ଓ ପରିଣୀତଙ୍କୁ ଏକ ହୋଟେଲରେ ଏକତ୍ର ଦେଖିବାକୁ ମିଳିଥିଲା । ଉଭୟ ଭଲ…

ଅପରିବର୍ତ୍ତିତ ରହିଲା ବିଦ୍ୟୁତ୍ ଦର, ଧାର୍ଯ୍ୟ ସମୟରେ ଦେୟ ଦେଲେ ୟୁନିଟ୍ ପିଛା ୧୦ ପଇସା ରିହାତି

ଭୁବନେଶ୍ୱର: ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଆଶ୍ୱସ୍ତି । ଚଳିତ ବର୍ଷ ବିଦ୍ୟୁତ୍ ଦର ବୃଦ୍ଧି କରି ନାହାଁନ୍ତି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ । ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଘରୋଇ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ୍ ଦର ଅପରିବର୍ତ୍ତିତ ରଖା ଯାଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା…

ଗୋଲକିପର ଲିଏଣ୍ଡ୍ରୋ ରିକେନା ମାରିଲେ ୧୦୧ ମିଟର ଦୂରତାରୁ ଗୋଲ

ନୂଆଦିଲ୍ଲୀ: ଚିଲିରେ ଆୟୋଜିତ ଏକ ଟପ ଡିଭିଜନ ଫୁଟବଲ ଲିଗରେ ଗୋଲକିପର ଲିଏଣ୍ଡ୍ରୋ ରିକେନା ଏକ ଅଦ୍ଭୁତପୂର୍ବ ଗୋଲ କରିଛନ୍ତି । ସେ ୧୦୧ ମିଟର ଦୂରତାରୁ ଗୋଲ ସ୍କୋର କରି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । କାହାକୁ ପାସ ନ ଦେଇ ଗୋଟିଏ କିକରେ ସେ ଏହି ଗୋଲ କରିଥିଲେ । କେବ୍ରେସେଲ ଟିମ ଓ କୋଲୋ…

ସଭାପତି ବଦଳିଲେ ଦଳର ଭାଗ୍ୟ ବଦଳେନି-ସୌମ୍ୟ

ଭୁବନେଶ୍ୱର: ବିଜେପି ରାଜ୍ୟ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ମନମୋହନ ସାମଲ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ସାମଲଙ୍କୁ ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି । ଦଳର ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହେଇଥିବାବେଳେ  ୨୦୧୪କୁ ଦୃଷ୍ଟିରେ ରଖି ଦଳ ଏପରି…

୨୦୨୪ ନିର୍ବାଚନ ପୂର୍ବରୁ ବିଜେଡି ଖୋର୍ଦ୍ଧା ୟୁନିଟରେ କର୍ମୀ ନିଯୁକ୍ତି: ଦେଖନ୍ତୁ, କିଏ ପାଇଲା କେଉଁ ପଦବୀ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ ଦଳର ଖୋର୍ଦ୍ଧା ୟୁନିଟର ନବୀକରଣ କରିଛନ୍ତି । ଦଳ ସୁପ୍ରିମୋ ଦଳୀୟ କର୍ମୀଙ୍କୁ ବିଭିନ୍ନ ପଦବୀରେ ନିଯୁ୍କ୍ତି ଦେଇଛନ୍ତି ।  ଆଜି ଏକ ପ୍ରେସ ରିଲିଜରେ ନବ ନିଯୁକ୍ତ କର୍ମୀଙ୍କ ତାଲିକା ପ୍ରକଶ କରାଯାଇଛି ।…

ଗରିବ ବୋଲି ଲୋକେ ଥଟ୍ଟା କଲେ, ସେଇ ଗରିବି ପାଇଁ ୧୭ ବର୍ଷର ଝିଅ ଏବେ କୋଟିପତି

ନୂଆଦିଲ୍ଲୀ: ୧୭ ବର୍ଷର ଝିଅଟିଏ । ସାଧାରଣ ପରିବାରର । ଷ୍ଟାର ହେବାର ସ୍ପପ୍ନ ବି ତା ଆଖିରେ ଥିଲା । ହେଲେ ଗରିବ ଝିଅର ଏହି ସ୍ୱପ୍ନକୁ ଦେଖି ଲୋକେ ତାକୁ ଥଟ୍ଟା କଲେ । ମଜାକ ଉଡାଇଲେ । ଝିଅଟିର ହୃଦୟ ଭାଙ୍ଗିଗଲା । ଖୁବ କାନ୍ଦିଲା । ହେଲେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ତାର ଏହି ଦୁଃଖ,…

ପ୍ରଧାନମନ୍ତ୍ରୀଙ୍କ ବଡ ଘୋଷଣା; ଦେଶରେ ୨୦୩୦ ସୁଦ୍ଧା ମିଳିବ ୬ଜି ସେବା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଡ ଘୋଷଣା । ଦେଶରେ ୨୦୩୦ ସୁଦ୍ଧା ମିଳିବ ୬ଜି ସେବା ।  ୫ଜି ସେବା ଲଞ୍ଚ ହେବାର ମାତ୍ର ୬ ମାସ ପରେ ପୁଣି  ୬ଜି ସେବାର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ମାର୍ଚ୍ଚ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ଭାରତ ୬ଜି ଭିଜନ ଡକ୍ୟୁମେଣ୍ଟ…

ଗଞ୍ଜାମ ଯିବେ ନବୀନ ! ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ମିଶନ ଶକ୍ତି ଗୋଷ୍ଠୀ, ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ସହ ବାଣ୍ଟିବେ…

ଭୁବନେଶ୍ବର : ପୁଣିଥରେ ଗଞ୍ଜାମ ଜିଲ୍ଲାକୁ ପ୍ରକଳ୍ପ ସମ୍ଭାର ଭେଟି ଦେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୂଚନା ଅନୁସାରେ ଆସନ୍ତା ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ, କବିସୂର୍ଯ୍ୟନଗର ଏବଂ ଛତ୍ରପୁର ଗସ୍ତ କରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏହି…

ଆଗାମୀ ୩ ଘଣ୍ଟା ପାଇଁ ଏହି ସବୁ ଜିଲ୍ଲାରେ ବର୍ଷା: ସତର୍କ ସୂଚନା ଜାରି କଲା ବିଭାଗ

ଭୁବନେଶ୍ୱର: ଆଗାମୀ ୩ ଘଣ୍ଟା ପାଇଁ ଏହି ସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା  । ଗୁରୁବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସତର୍କ ସୂଚନା ଜାରି କରାଯାଇଛି । ଆଗାମୀ ୩ ଘଣ୍ଟା ପାଇଁ ୧୦ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୧୦ଟି ଜିଲ୍ଲା ପାଇଁ ଘଡଘଡି ସହ ବର୍ଷା…

ଶୀଘ୍ର କିଣି ନିଅନ୍ତୁ ମାରୁତି କାର: ଏପ୍ରିଲରୁ ହୋଇଯିବ ମହଙ୍ଗା

ନୂଆଦିଲ୍ଲୀ:କାର କିଣିବାର ଯୋଜନା ରଖିଛନ୍ତି କି ? ପୁଣି ମାରୁତି କାର ? ଯଦି ମାରୁତି ଗାଡି କିଣିବାର ପ୍ଲାନ ଅଛି ତେବେ ଶିଘ୍ର କିଣି ନିଅନ୍ତୁ । କାରଣ ଖୁବଶୀଘ୍ର ବଢିବାୁ ଯାଉଛି ମାରୁତି କାରର ମୂଲ୍ୟ । ମାରୁତି କାରର ମୂଲ୍ୟ ଏପ୍ରିଲରୁ ବଢିଯିବାର ସମ୍ଭାବନା ରହିଛି । ଏକଥା ମାରୁତି ସୁଜୁକି…