Latest Odisha News

BREAKING NEWS

Browsing Category

ଫିଚର

ଗାଁକୁ ଯିବେ ବିଜେପି କଂଗ୍ରେସ, ଆଗରେ ଚାଲୁଛି ବିଜେଡି

ଭୁବନେଶ୍ୱର: ଆସନ୍ନ ନିର୍ବାଚନ ପାଇଁ ଏବେ ଦଲଗୁଡିକର ଗାଁକୁ ଚାଲ ପର୍ବ ଆରମ୍ଭ ହୋଇଛି। ଏହି କ୍ରମରେ ରାଜ୍ୟରେ ଦୁଇ ପ୍ରମୁଖ ଜାତୀୟ ଦଳ କଂଗ୍ରେସ ଓ ବିଜେପି ଗାଁ ଗାଁରେ କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଛନ୍ତି। କଂଗ୍ରେସ ପକ୍ଷରୁ ଆସନ୍ତା 23 ତାରିଖରୁ 31 ତାରିଖ ପର୍ଯ୍ୟନ୍ତ ପ୍ରତେକ…

ମା ଭଗବତୀ, ମା ମଙ୍ଗଳା ଓ ମା ଉଗ୍ରତାରାଙ୍କ ପୀଠର ମାଷ୍ଟର ପ୍ଲାନକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶା ଯୁଗେ ଯୁଗେ ଏକ ପ୍ରମୁଖ ଶକ୍ତି ପୀଠ ଭାବରେ ପ୍ରସିଦ୍ଧ ଲାଭ କରିଛି । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମା ବିଭିନ୍ନ ରୂପରେ ପୂଜା ପାଇ ଆସୁଛନ୍ତି । ଶକ୍ତି ପୂଜାରେ ଚୈତ୍ର ମାସ ବିଶେଷ ଗୁରୁତ୍ୱ ବହନ କରିଥାଏ । ମାଙ୍କର ଚୈତ୍ର ମଙ୍ଗଳବାରକୁ ସାରା ଓଡ଼ିଶାର ମହିଳାମାନେ ଅତ୍ୟନ୍ତ…

ଜୟ ନାରାୟଣଙ୍କ ପଛରେ ବଂଶଲ ପାୱାର !

ଭୁବନେଶ୍ୱର: କାହା ବଳରେ ବଳିୟାନ ଜୟନାରାୟଣ ମିଶ୍ର? କାହାଠୁ ଏତେ ଶକ୍ତି ପାଉଛନ୍ତି ଜୟ? ଜୟଙ୍କ ପଛରେ କିଏ? ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ ସରକାରଙ୍କୁ ଲଗାତର ଟାର୍ଗେଟ କରୁଥିବା ଜୟନାରାୟଣଙ୍କୁ ବିଜେପିର କିଛି ପ୍ରଭାବଶାଳୀ ନେତା ପରୋକ୍ଷରେ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି। ଜୟଙ୍କ…

ପଖାଳ ଦିବସ ପାଳିଲେ ଓଡ଼ିଆ ନେତା ଓ କର୍ମୀ, ସୋସିଆଲ ମିଡିଆରେ ଶୁଭେଚ୍ଛା ଓ ଫୋଟୋ ପୋଷ୍ଟ୍

ଭୁବନେଶ୍ୱର : ବିଶ୍ୱ ପଖାଳ ଦିବସ ଅବସରରେ ଗାଁଠୁ ସହର, ପ୍ରଦେଶରୁ ପ୍ରବାସୀ ଓଡ଼ିଆଙ୍କ ଯାଏଁ, ସବୁଠି ହୋଇଛି ପଖାଳ ଖିଆର ଆୟୋଜନ । ଓଡ଼ିଆଙ୍କ ପ୍ରିୟ ପଖାଳ କଂସା ପାଖରେ ଆଜି ଦେଖିବାକୁ ମିଳିଛି ଭଳିକିଭଳି ସୁସ୍ବାଦୁ ଖାଦ୍ୟର ପସରା, ଏସବୁ ଭିତରେ ପଲିଟିକାଲ ପଖାଳକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ।…

ତୁର୍କୀରେ ୬୧ ଦିନ ଟ୍ରେନିଂ ନେବେ ଅଲିମ୍ପିକ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ

ନୂଆଦିଲ୍ଲୀ: ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଭାରତର ନୀରଜ ଚୋପ୍ରା ଆଗାମୀ ଆନ୍ତର୍ଜାତୀୟ ଇଭେଂଟ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସେ ତୁର୍କୀର ଗ୍ଲୋରିଆ ସ୍ପୋର୍ଟ୍ସ ଆରେନାରେ ପ୍ରଶିକ୍ଷଣ ନେବେ । ୨୫ ବର୍ଷୀୟ ଏହି ଷ୍ଟାର ଜାଭେଲିନ ଥ୍ରୋୟର ୬୧ ଦିନ ଧରି ଏଠାରେ…

ଆମ ହସ୍ପିଟାଲ ଯୋଜନା, ପ୍ରକଳ୍ପର ପ୍ରଶାସନିକ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କୁ କ୍ଷମତା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ 5T ନୀତି ଅନୁସାରେ ପ୍ରଣିତ ଆମ ହସ୍ପିଟାଲ ଯୋଜନା ଅନ୍ତର୍ଭୁକ୍ତ ହସ୍ପିଟାଲ ଗୁଡ଼ିକର ରୂପାନ୍ତରଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଆରୋପ କରିଛନ୍ତି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ପ୍ରକଳ୍ପର…

ଇଣ୍ଡିଆନ ଗ୍ରାଁ ପ୍ରି ୧: କିଶୋରଙ୍କୁ ସ୍ୱର୍ଣ୍ଣ, ଅମୀୟ ଜିତିଲେ ରୌପ୍ୟ

ତ୍ରିଭେନ୍ଦ୍ରମ: ତ୍ରିଭେନ୍ଦ୍ରମର ଏଲଏନସିପିଇ ଗ୍ରାଉଣ୍ଡରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି ୧ ଆଥଲେଟିକ୍ସ ଚାମ୍ପିୟନଶିପରେ ଓଡିଶା ପ୍ରତିଯୋଗୀ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସୋମବାର ଜାଭେଲିନ ଥ୍ରୋରେ କିଶୋର କୁମାର ଜେନା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ୮୧.୦୫ ମିଟର ଦୂରତାକୁ…

୩ ମାସ ମଧ୍ୟରେ ସମସ୍ତ ହାଇକୋର୍ଟରେ ଅନଲାଇନ୍ RTI ପୋର୍ଟାଲ୍ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ଥିବା ୨୫ଟି ଯାକ ହାଇକୋର୍ଟରେ ରହିବ ଆରଟିଆଇ ପୋର୍ଟାଲ୍ । ଏନେଇ ସୋମବାର ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍ ପିଏସ୍ ନରସିମ୍ହା ଓ ଜଷ୍ଟିସ୍ ଜେବି ପର୍ଦିୱାଲାଙ୍କ ଖଣ୍ଡପୀଠ ହାଇକୋର୍ଟ…

ଡବ୍ଲ୍ୟୁପିଏଲ: ପ୍ଲେ ଅଫରେ ପ୍ରବେଶ କଲା ୟୁପି ୱାରିୟର୍ସ

ମୁମ୍ବାଇ: ଚଳିତ ମହିଳା ପ୍ରିମିୟର ଲିଗ କ୍ରିକେଟରେ ତୃତୀୟ ଦଳ ଭାବେ ୟୁପି ୱାରିୟର୍ସ ପ୍ଲେ ଅଫରେ ପ୍ରବେଶ କରିଛି । ସୋମବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ୟୁପି ଟିମ ୩ ୱିକେଟରେ ଗୁଜରାଟ ଜ୍ୟାଂଟସକୁ ପରାସ୍ତ କରିଥିଲା । ମୁମ୍ବାଇ ଓ ଦିଲ୍ଲୀ ଟିମ ପୂର୍ବରୁ ପ୍ଲେ ଅଫରେ ପ୍ରବେଶ…

ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ହାସଲ କଲେ ବିଶ୍ୱାସମତ

କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ପ୍ରଚଣ୍ଡ କ୍ଷମତା ବଜାୟ ରଖିବାରେ ସଫଳ ହୋଇଛନ୍ତି । ସେ ସୋମବାର ଅନୁଷ୍ଠିତ ବିଶ୍ୱାସ ମତ ସହଜରେ ହାସଲ କରି ନେଇଛନ୍ତି । ୨୬୫ ସାଂସଦ ଭୋଟିଂ ପ୍ରକ୍ରିୟାରେ ଭାଗ ନେଇଥିଲେ । ପ୍ରଚଣ୍ଡ ଗଠବନ୍ଧନକୁ ୧୭୨ ଓ ବିରୋଧୀଙ୍କୁ ୮୯ ଭୋଟ ମିଳିଥିଲା ।…