Latest Odisha News

BREAKING NEWS

Browsing Category

ଫିଚର

ସ୍କୁଲ ଛାତରୁ ଖସୁଛି ଅତଡ଼ା, ମଣ୍ଡପରେ ଚାଲିଛି ଛାତ୍ରଛାତ୍ରୀଙ୍କ ପାଠପଢ଼ା

ନୂଆପଡ଼ା : ଭୁଶୁଡିପଡିଛି ଶିକ୍ଷା ବ୍ୟବସ୍ଥା । ଭଙ୍ଗା ଦଦରା ଅବସ୍ଥାରେ ପଡି ରହିଛି ପ୍ରାଥମିକ ସ୍କୁଲ। ମଣ୍ଡପରେ ଚାଲିଛି ପାଠ ପଢା  । ଏ ଦୃଶ୍ୟ ହେଉଛି ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ବରଗାଁ ଠାରେ ଥିବା ଶବରପଡା ସରକାରୀ ପ୍ରକଳ୍ପ ପଥମିକ ବିଦ୍ୟାଳୟର ଅବସ୍ଥା  । ସ୍କୁଲ ଘର ଭାଙ୍ଗିଯିବାରୁ…

ଦିଲ୍ଲୀରେ ବଢିଲା ବିଧାୟକ ଓ ମନ୍ତ୍ରୀଙ୍କ ବେତନ: ଜାଣନ୍ତୁ, ମାସିକ କିଏ ପାଇବେ କେତେ ଦରମା

ନୂଆଦିଲ୍ଲୀ: ବଢିଲା ଦିଲ୍ଲୀ ବିଧାୟକ ଏବଂ ମନ୍ତ୍ରୀଙ୍କ ଦରମା । ଦିଲ୍ଲୀ ବିଧାନସଭାର ବିଧାୟକଙ୍କ ଦରମାରେ ପ୍ରାୟ ୬୭ ପ୍ରତିଶତ ବୃଦ୍ଧି ଘଟିଛି । ସଂଶୋଧିତ  ବେତନ ହାର ଅନୁଯାୟୀ ବିଧାୟକମାନେ ମାସିକ ୯୦ ହଜାର ଟଙ୍କା ବେତନ ପାଇବେ । ବର୍ତ୍ତମାନ ବିଧାୟକଙ୍କ ମାସିକ ଦରମା  ୫୪  ହଜାର ଟଙ୍କା…

ଓସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଭାରତ ପାଇଁ ଏକ ଐତିହାସିକ ଦିନ । ଏସଏସ ରାଜେମୌଲିଙ୍କର ଫିଲ୍ମ RRRର ନାଟୁ ନାଟୁ ଗୀତକୁ ମିଳିଛି ଓସ୍କାର ସମ୍ମାନ । ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ନୋମିନେଟେ ହୋଇଥିଲା ନାଟୁ-ନାଟୁ ଗୀତ । ଶେଷରେ ସବୁ ଗୀତକୁ ପଛରେ ପକାଇ ଓସ୍କାର ପୁରସ୍କାର ହାତେଇଛି  ‘ନାଟୁ ନାଟୁ’ ଗୀତ…

ଭାରତକୁ ଡବ୍ଲ୍ୟୁଟିସି ଫାଇନାଲ ଟିକେଟ ଉପହାର ଦେଲା ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡର ଚମତ୍କାର ପ୍ରଦର୍ଶନ ଯୋଗୁ ଭାରତ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଛି । ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ଟେଷ୍ଟରେ ବିଜୟ ହାସଲ ଏକ ପ୍ରକାର ଜରୁରୀ ହୋଇ ପଡିଥିଲା । ତେବେ ନ୍ୟୁଜିଲାଣ୍ଡ ସଂଘର୍ଷପୂର୍ଣ୍ଣ…

ହକି ପ୍ରୋ ଲିଗ:ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବୃହତ ବିଜୟ

ରାଉରକେଲା: ହରମନପ୍ରୀତ ସିଂଙ୍କ ହ୍ୟାଟ୍ରିକ ବୋଲ ବଳରେ ଭାରତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଚାଲିଥିବା ହକି ପ୍ରୋ ଲିଗ ମୁକାବିଲାରେ ଅଷ୍ଟ୍ରେଲିଆକୁ ୫-୪ ଗୋଲରେ ପରାସ୍ତ କରିଛି । ହରମନପ୍ରୀତ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ୧୩ତମ, ୧୪ତମ ଓ ୫୫ତମ ମିନିଟରେ ୩ଟି ଯାକ ଗୋଲ କରିଥିଲେ । ପ୍ରଥମ…

ଯାତ୍ରୀଙ୍କ ମୃ୍ତ୍ୟୁ ଘଟିବାରୁ କରାଚିରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ପାକିସ୍ତାନ କରାଚି ସ୍ଥିତ ଜିନ୍ନା ଆନ୍ତର୍ଜାତିକ ବିମାନ ବନ୍ଦରରେ ଜରୁରୀ ଅବତରଣ  କଲା ଇଣ୍ଡିଗୋ ବିମାନ । ବିମାନଟି ଦୁବାଇ ଅଭିମୁଖେ ଯାଉଥିବାବେଳେ ଏହାକୁ କରାଚିରେ ଅବତରଣ  କରାଯାଇଥିଲା । ବିମାନରେ ଯାଉଥିବା ଜଣେ ନାଇଜେରିଆନ ନାଗରିକଙ୍କର ହଠାତ ମୃତ୍ୟୁ ଘଟିବାରୁ ଏହାକୁ ଜରୁରୀ…

ଏଥର ପୂର୍ବତନ ପତି ନବୀନ କହିଲେ, ସ୍ୱାତୀ ମିଛ କହୁଛନ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କ ବୟାନ ସାରା ଦେଶରେ ଝଡ ସୃଷ୍ଟି କରିଥିଲା । ଏହାର ମୂଖ୍ୟ କାରଣ ଥିଲା ସେ ତାଙ୍କ ବାପାଙ୍କ ବିରୋଧରେ ଯୌନ ଶୋଷଣ ପରି ମାରାତ୍ମକ ଅଭିଯୋଗ ଆଣିଥିଲେ । ରବିବାର ବିଜେପି ପକ୍ଷରୁ ସ୍ୱାତୀଙ୍କ ବୟାନ ନେଇ ଟାର୍ଗେଡ କରାଯାଇଥିଲା ।…

ନିବେଶକଙ୍କ ଭରସା ଜିତୁଛି ଅଦାନି ଗ୍ରୁପ; ଧାର୍ଯ୍ୟ ସମୟ ପୂର୍ବରୁ ସୁଝିଲା  ୨.୬୫ ଅରବ ଡଲାର ଋଣ

ନୂ୍ଆଦିଲ୍ଲୀ: ଅଦାନି ଗ୍ରୁପ ତା’ ନିବେଶକଙ୍କ ଭରସା ଜିତିବା ପାଇଁ ନେଇଛି ବଡ ପଦକ୍ଷେପ । ନିର୍ଦ୍ଧାରିତ ସମୟ ପୂର୍ବରୁ ଅଦାନି ଗ୍ରୁପ  ୨.୬୫ ଅରବ ଡଲାର ଋଣ ଶୁଝିବାରେ ସଫଳ ହୋଇଛି  । ଏଥିପାଇଁ  ଗ୍ରୁପ ଅମ୍ବୁଜା ସିମେଣ୍ଟ ଲିମେଟେଡ ନିଜର ୪ରୁ ୫ ପ୍ରତିଶତ ଅଂଶଧନ ବିକ୍ରି କରିପାରେ ।…

ରୋଷେଇ ବେଳେ ଗରମ ଡାଲିରେ ପଡିଗଲେ ଅଷ୍ଟମ ଶ୍ରେଣୀର ଛାତ୍ର

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକର ଡେଙ୍ଗୁଳା ଉଚ୍ଚ ବିଦ୍ୟାଳୟରେ ଘଟିଛି ଏକ ହୃଦୟଥରା ଘଟଣା । ଗରମ  ଡାଲିରେ ପଡି ସ୍କୁଲ ହଷ୍ଟେଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ଘଟିଛି । ଏହାକୁ ନେଇ ସାରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଘଟଣାଟି ୬ ତାରିଖରୁ ଘଟିଥିଲେ ହେଁ…

ମାର୍ଚ୍ଚ ୧୫ ତାରିଖରୁ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ

ଭୁବନେଶ୍ୱର:  ମାର୍ଚ୍ଚ ୧୫ ତାରିଖରୁ ଧର୍ମଘଟ କରିବ ଡ୍ରାଇଭର ସଂଘ । ର୍ମଘଟକୁ ଓହ୍ଲାଇବେ ରାଜ୍ୟର ୫ ଲକ୍ଷରୁ ଅଧିକ ଗାଡ଼ି ଚାଳକ। ଅନିର୍ଦ୍ଦିଷ୍ଟ କାଳ ଯାଏଁ ଅଖ ଚକ ବନ୍ଦ ଓ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରିବେ ବୋଲି ଗତକାଲି ସାମ୍ୱାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛି ଓଡ଼ିଶା ଡ୍ରାଇଭର…