Latest Odisha News

BREAKING NEWS

Browsing Category

ଫିଚର

୧୦ ବର୍ଷରେ ପୁଲିସ ହେପାଜତରେ ୫୧ ଅଭିଯୁକ୍ତଙ୍କ ମୃତ୍ୟୁ

ଭୁବ‌ନେଶ୍ବର: ରାଜ୍ୟରେ ହାଜତ ମୃତ୍ୟୁ ଚିନ୍ତା ବଢାଉଛି ।  ଗତ ୧୦ ବର୍ଷ ଭିତରେ ପୁଲିସ ହେପାଜତରେ ୫୧ଜଣ ଅଭିଯୁକ୍ତ ଓ ୫୪୬ଜଣ କଏଦୀ/ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଲାଣି।   ପୁଲିସ ହେପାଜତରେ ୨୦୧୩ରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ  ୨୦୧୪ରେ ୨,  ୨୦୧୫ରେ ୮,  ୨୦୧୬ରେ ୪,  ୨୦୧୭ରେ ୩, …

ସମଲିଙ୍ଗୀ ବିବାହ ମାମଲା, ଏପ୍ରିଲ୍ ୧୮ରୁ ସୁପ୍ରିମକୋର୍ଟର ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ଶୁଣାଣି

ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ମାନ୍ୟତା ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ ଏପ୍ରିଲ୍ ୧୮ରୁ ଶୁଣାଣି ଆରମ୍ଭ ହେବ । ଆବେଦନ ଉପରେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଶୁଣାଣି କରିବେ । ଆବେଦନକାରୀ ଏହି ମାମଲାକୁ ସର୍ବସାଧାରଣଙ୍କ ସହ ଜଡ଼ିତ କହି ଶୁଣାଣିର ଲାଇଭ୍ ଷ୍ଟ୍ରିମିଂ ଦାବି…

ହାତୀମୃତ୍ୟୁ ମାମଲାରେ କଠୋର ହେଲେ ହାଇକୋର୍ଟ, ୨୦ ସୁଦ୍ଧା ସତ୍ୟପାଠ ଦେବାକୁ JTFକୁ ନିର୍ଦ୍ଦେଶ

କଟକ : ରାଜ୍ୟରେ ହାତୀ ମୃତ୍ୟୁ ମାମଲାର ଶୁଣାଣି କରି ୫ଟି ବିଦ୍ୟୁତ ବିତରଣ କମ୍ପାନୀକୁ ଆଜି ନୋଟିସ ଦେଇଛନ୍ତି ହାଇକୋର୍ଟ । ଏଥିସହ ହାତୀ ମୃତ୍ୟୁ ରୋକିବାକୁ ପଦକ୍ଷେପ ସମେତ ଆକ୍ରମଣରେ ଜୀବନହାନୀ ଘଟିଲେ କ୍ଷତିପୂରଣ ସଂପର୍କରେ ଜଣାଇବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି । ଏପରିିକି ସମୟ…

ଓଡ଼ିଶାରେ ବଢୁଛି ବାଂଲାଦେଶୀଙ୍କ ସଂଖ୍ୟା ! ମାଲକାନଗିରିରେ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ ବାଂଲାଦେଶୀଙ୍କ ଜିଲ୍ଲା ୱାରୀ ସଂଖ୍ୟା ଓ କେଉଁ ଜିଲ୍ଲାରେ ଏମାନଙ୍କ ସଂଖ୍ୟା ସର୍ବାଧିକ, ଏନେଇ ଆଜି ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ ବିଜେପି ବିଧାୟକ ସୁରଜ ସୂର୍ଯ୍ୟବଂଶୀ । ଏହି ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ରାଜ୍ୟରେ…

ଆର୍ଥିକ ପରିଚାଳନାରେ ଓଡ଼ିଶା ଦେଶରେ ଏକ ନମ୍ବର : ନିରଞ୍ଜନ ପୂଜାରୀ

ଭୁବନେଶ୍ୱର : ଦିନେ ବିତ୍ତୀୟ ନିଅଣ୍ଟ ରାଜ୍ୟର ଅଭାବରେ ଓଡ଼ିଶା ଗଣା ଯାଉଥିବା ବେଳେ ଏବେ ରାଜସ୍ୱ ବଳକା ରାଜ୍ୟରେ ପରିଣତ ହୋଇ ପାରିଛି। ତେଣୁ ଆର୍ଥିକ ପରିଚାଳନାରେ ଓଡ଼ିଶା ଏକ ନମ୍ବର ବୋଲି ବିଧାନସଭା ବଜେଟ୍ ପ୍ରଶ୍ନକାଳରେ ଉତ୍ତର ରଖିଛନ୍ତି ନିରଞ୍ଜନ ପୂଜାରୀ ।ଆଜି ବିଧାନସଭାର ପ୍ରଶ୍ନକାଳ…

ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ମହୁମାଛି ଆକ୍ରମଣ; ଶିକ୍ଷକଙ୍କ ସହ ୧୦ ଛାତ୍ରଛାତ୍ରୀ ଗୁରୁତର

କେନ୍ଦୁୂଝର:ମାଟ୍ରିକ ପରୀକ୍ଷା କେନ୍ଦ୍ର ଆଗରେ ମହୁମାଛି  ଆକ୍ରମଣ  । ମହୁମାଛି ଆକ୍ରମଣରେ  ଜଣେ ଶିକ୍ଷକଙ୍କ ସହିତ ୧୦ ଜଣ  ଛାତ୍ରଛାତ୍ରୀ ଗୁରୁତର ହୋଇଛନ୍ତି । ଏପରି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ । ଆଜି ସକାଳ…

ଦୁଇ ସ୍କୁଲ ବନ୍ଧୁଙ୍କ ପ୍ରେମ କାହାଣୀ କହିବ ‘ମନ ମ୍ୟୁଜିୟମ’

ଭୁବନେଶ୍ୱର:ଦୁଇ ସ୍କୁଲ ବନ୍ଧୁଙ୍କ ପ୍ରେମ କାହାଣୀ କହିବ ମନ ମ୍ୟୁଜିୟମ । ପ୍ରେମ ଏକ ଶୁଦ୍ଧ ବନ୍ଧନ । ସମୟ ମଧ୍ୟରେ ସେହି ବନ୍ଧନ କିପରି ବିକଶିତ ହୁଏ ତାହା ଦେଖାଇବ ମନ ମ୍ୟୁଜିୟମ । ମନ ମୃୁଜିୟମରେ ଅଛି ନିଆରା ବାର୍ତ୍ତା ।  ଜଣେ ସିନେମାଟୋଗ୍ରାଫରଙ୍କ କାହାଣୀକୁ ନେଇ ସଙ୍ଗୀତା ମହାନ୍ତିଙ୍କ…

ଆସୁଛି ଆଉ ଏକ ପଶ୍ଚିମାଝଡ଼ ! ୧୫ରୁ ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଗରମରୁ ରାଜ୍ୟବାସୀଙ୍କୁ ମିଳିବ ଆଶ୍ବସ୍ତି ! କାରଣ ପଶ୍ଚିମାଝଡ଼ ପ୍ରଭାବରେ ୧୫ ତାରିଖରୁ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଥିବା କହିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପଶ୍ଚିମାଝଡ଼ ପ୍ରଭାବରେ ୧୫, ୧୬ ଓ ୧୭ ତାରିଖରେ ବିଜୁଳି, ଘଡ଼ଘଡ଼ି ବର୍ଷା ସହ…

ମୋଦିଙ୍କୁ ଖଡଗେଙ୍କ ଟାର୍ଗେଟ ! କହିଲେ, ତାନାଶାହ ପରି ଦେଶ ଚଳାଉଛନ୍ତି ପିଏମ୍

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ସଂସଦ ପରିସରରେ ପରୋକ୍ଷରେ ତାନାଶାହ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ. ଗଣମାଧ୍ୟମରେ ଖଡଗେ କହିଛନ୍ତି, ମୋଦି ନିଜେ ଗଣତନ୍ତ୍ରର ହତ୍ୟା କରୁଛନ୍ତି ଓ କେନ୍ଦ୍ରୀୟ ଏଜେନସିର ଅପବ୍ୟବହାର କରୁଛନ୍ତି, ଯେଉଁଠି…

କରଜରେ ଡୁବି ଗଲାଣି ପାକିସ୍ତାନ, ଶ୍ରୀଲଙ୍କା ଭ‌ଳି ହେବା ପରିସ୍ଥିତି !

ପଡୋଶୀ ପାକିସ୍ତାନର ହାଲ୍ ଏବେ ଆହୁରି ବେହାଲ ! 20 ଲକ୍ଷ କୋଟିର ବୈଦେଶିକ ଋଣ, ଖରାପ ଅର୍ଥ ବ୍ୟବସ୍ଥା ଓ ରାଜନୈତିକ ଅସ୍ଥିରତା ଭିତରେ ପେଶି ହେଉଛନ୍ତି ପାକିସ୍ତାନର ବାସିନ୍ଦା. ଏସବୁ ଭିତରେ ଦେଶର ସ୍ଥିତି ସୁଧାରିବାକୁ ସାଧାରଣ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହା ସମ୍ଭବ ହେବ…