Latest Odisha News

BREAKING NEWS

Browsing Category

ଫିଚର

ମୋଟାପଣ ଦୂର କରେ କଳା ଜିରା….

ସ୍ୱାସ୍ଥ୍ୟ ପାଇଁ ବରଦାନ ସଦୃଶ କଳା ଜିରା । ପ୍ରାୟେ ସମସ୍ତେ ଘରେ ଘରେ ରୋଷେଇରେ କଳା ଜିରା ବ୍ୟବହାର କରିଥାଆନ୍ତି । ସାଧାରଣ ଜିରା ଅପେକ୍ଷା ଏହା ଅଧିକ ଲାଭଦାୟକ । କଳାଜିରା କେବଳ ଖାଦ୍ୟର ସ୍ୱାଦକୁ ବଢ଼ାଏ ତାହା ନୁହେଁ ବରଂ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ । ସ୍ୱାସ୍ଥ୍ୟ…

ଅଚଳ ନଳକୂପ, ଇନ୍ଦ୍ରାବତୀ ଜଳଭଣ୍ଡାରର ଦୂଷିତ ପାଣି ପିଇ ଗାଁଲୋକେ ମେଣ୍ଟାଉଛନ୍ତି ଶୋଷ

ଭବାନୀପାଟଣା: ଗାଁକୁ ଲାଗି ରହିଛି ବୃହତ ଜଳଭଣ୍ଡାର। କିନ୍ତୁ ଦୀର୍ଘ ଦିନରୁ ରହି ଆସିଛି ପାନୀୟଜଳର ଅଭାବ। ବର୍ଷର ବାର ମାସ ଦୂଷିତ ପାଣିରେ ଜୀବନ ବଞ୍ଚାଉଛନ୍ତି ଗ୍ରାମବାସୀ। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ଗ୍ରାମ ପଞ୍ଚାୟତ ଅଧିନ ସାନଛତ୍ରଙ୍ଗ ଗାଁ ଲୋକେ ଦୂଷିତ ପାଣି…

ଓଏସଏଚବି ଆବାସିକ ପ୍ରକଳ୍ପର ହିତାଧିକାରୀଙ୍କୁ ମୁକ୍ତ-ମାଲିକାନା ପ୍ରଦାନ କରାଯିବ

ଭୁବନେଶ୍ୱର: ଓଡ଼ିଶା ଗୃହ ନିର୍ମାଣ ସଂସ୍ଥା(ଓଏସଏଚବି) ଓ ଉନ୍ନୟନ କର୍ତ୍ତୃପକ୍ଷଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିବା ଆବାସିକ ପ୍ରକଳ୍ପଗୁଡ଼ିକରେ ଜମି ଓ ଘର ଆବଣ୍ଟନକାରୀଙ୍କୁ ଫ୍ରି ହୋଲ୍ଡ ମାନ୍ୟତା ପ୍ରଦାନ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ପଦକ୍ଷେପ ଦ୍ୱାରା ଲକ୍ଷାଧିକ…

ଆହାର କେନ୍ଦ୍ରରେ ନିମ୍ନ ମାନର ଖାଦ୍ୟ ଅବ୍ୟବସ୍ଥା ରେକର୍ଡିଂ କରିବାରୁ ଆକ୍ରମଣର ଶିକାର ଅଭିଯୋଗ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବରଗଡ଼ ଜିଲ୍ଲା ୧୯ ନମ୍ବର ଓ୍ୱାର୍ଡରେ ଥିବା ଆହାର କେନ୍ଦ୍ରରେ ନିମ୍ନମାନର ଖାଦ୍ୟ ବ୍ୟବସ୍ଥା ନେଇ ଅଭିଯୋଗ କରିବାରୁ ମହିଳାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ନାଁ ସୁଶ୍ରୀ ସଙ୍ଗୀତା ମହରାଣା। ମିଳିଥିବା ସୂଚନା ଅନୁଯାୟୀ, ସୁଶ୍ରୀ ମହରାଣା ଆହାର…

ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ, ଗିରଫ ହେଲେ ଚାଷୀ

ଢେଙ୍କାନାଳ: ବିଦ୍ୟୁତ ଆଘାତରେ ହାତୀର ମୃତ୍ୟୁ। ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ଅନ୍ତର୍ଗତ ଏକ ଜଙ୍ଗଲରୁ ଶନିବାର ଏକ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁୟାୟୀ, ସ୍ଥାନୀୟ ଲୋକେ ଓସ୍ତପାଳ ଗାଁ ନିକଟରେ ହାତୀର ମୃତଦେହ ଦେଖି ବନବିଭାଗକୁ ଖବର ଦେବା ପରେ ବନବିଭାଗ…

ହସ୍ପିଟାଲକୁ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଆସି ପୁଅର ମଲା ମୁହଁ ଦେଖିଲେ ବାପା-ମା

କେନ୍ଦ୍ରାପଡା: କେନ୍ଦ୍ରାପଡା ସହରର ଏକ ଘରୋଇ କୋଚିଂ ସେଣ୍ଟର ମାଲିକାନାରେ ଥିବା ଏକ ମେଷରୁ ଶନିବାର ବିଳମ୍ବିତ ରାତିରେ ଆୟବା ଯୁକ୍ତ ଦୁଇ ବିଜ୍ଞାନ କଲେଜରେ ପଢୁଥିବା ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ହେଲେ କଂସାରୀ ପଞ୍ଚାୟତ ଫରଦା ଗାଁର ସୁବ୍ରତ ମୁଦୁଲି (17)।…

କେନ୍ଦୁଝର ଅଟେଇ ସଂରକ୍ଷିତ ଜଙ୍ଗଲରେ ବୁଲୁଛି ବିରଳ ପ୍ରଜାତିର ଚଉଶିଙ୍ଗା, ଗୟଳ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘ ପରେ ବିରଳ ପ୍ରଜାତିର ଗୟଳ ଏବଂ ଚଉଶିଙ୍ଗା ଦେଖିବାକୁ ମିିଳିଛି। ଶୁକ୍ରବାର ଜଙ୍ଗଲରେ ଲାଗିଥିବା କ୍ୟାମେରାରେ କଏଦ ହୋଇଥିବା ଫୁଟେଜକୁ ଯାଞ୍ଚ କରାଯାଇଥିଲା। ଯେଉଁଥିରୁ ଜଣାପଡ଼ିଥିଲା ଯେ ଏହି ଜଙ୍ଗଲରେ ଗୟଳ…

ସେନା ଅଫିସର ଝିଅ ବୋଲି ଗର୍ବ କରୁଥିଲେ ସ୍ୱାତୀ, ଏବେ ବାପାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ: ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ଶସ୍ତା ଲୋକପ୍ରିୟତା ହାସଲ କରିବା ପାଇଁ ବାପାଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି ବୋଲି ବିଜେପି କହିଛି । ସେନା ଅଧିକାରୀଙ୍କ ଝିଅ ବୋଲି ଯିଏ ନିଜେ ଗର୍ବ ଅନୁଭବ କରୁଥିଲେ ସେ କିପରି ବାପାଙ୍କ ବିରୋଧରେ ଏ ଭଳି ବୟାନ…

ଆଜି ରାଜ୍ୟର ୯ ସ୍ଥାନରେ ୩୭ ଟପିଲା ପାରଦ

ଭୁବନେଶ୍ୱର: ରାଜ୍ୟରେ ଶୁଖିଲା ପାଗ ଅନୁଭୂତ ହେଉଥିବା ବେଳେ ତାତି ବଢ଼ିଛି । ଆଜି ରାଜ୍ୟର ୯ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି । ସୋନପୁରରେ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା ୩୭.୯ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଅନୁଗୁଳରେ ୩୭.୭ ଡିଗ୍ରୀ, ଭୁବନେଶ୍ୱରରେ ୩୭.୬ ଡିଗ୍ରୀ ରେକର୍ଡ…

ଛୋଟ କଥାକୁ ନେଇ ଚଳନ୍ତା ଟ୍ରେନରୁ ଠେଲିଦେଲେ, ଜଣଙ୍କ ମୃତ୍ୟୁ

ରାଞ୍ଚି: ଛୋଟ କଥାକୁ ନେଇ ଚଳନ୍ତା ଟ୍ରେନରେ ଝଗଡ଼ା । ଆଉ ତା ପରେ ୨ ଜଣଙ୍କୁ ଚଳନ୍ତା ଟ୍ରେନରୁ ଠେଲି ଦେବା ଭଳି ଅଭାବନୀୟ ଘଟଣା ଘଟିଛି ଝାଡ଼ଖଣ୍ଡର ଚାଏବାସାରେ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ଚକ୍ରଧରପୁର ଜୋନରେ ଏହି ଘଟଣା…