Latest Odisha News

BREAKING NEWS

Browsing Category

ଫିଚର

ICC Rankings: ୬ ପଏଣ୍ଟ ହରାଇଲେ ଅଶ୍ୱିନୀ, ଶ୍ରେଷ୍ଟ ବୋଲର ତାଲିକାରେ ଏବେ କିଏ ?

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ବୋଲର ରାଙ୍କିଂରେ ୬ ପଏଣ୍ଟ ହରାଇଲେ ଭାରତୀୟ ସ୍ପିନର ଆର୍‌ ଅଶ୍ୱିନୀ। ଶ୍ରେଷ୍ଠ ବୋଲର ତାଲିକାରେ ବର୍ତ୍ତମାନ ସେ ଶୀର୍ଷରେ ଥିଲେ ବି ତାଙ୍କ ସହ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନ ଶୀର୍ଷରେ ରହିଛନ୍ତି। ଗତ ସପ୍ତାହରେ ଅଶ୍ଵିନ ଆଇସିସି ଟେଷ୍ଟ ବୋଲର…

ସଫଳ ହେଲା ବୁମରାହଙ୍କ ପିଠି ସର୍ଜରୀ

ନୂଆଦିଲ୍ଲୀ: ଭାରତର ପେସ ବୋଲର ଯଶପ୍ରୀତ ବୁମରାହଙ୍କ ପିଠିର ସର୍ଜରୀ ସଫଳ ହୋଇଛି । ନ୍ୟୁଜିଲାଣ୍ଡରେ ଏହି ଷ୍ଟାର କ୍ରିକେଟରଙ୍କ ଅପରେଶନ କରାଯାଇଥିଲା । ସେ ଏବେ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ସେଠାରେ ରହିବେ । ୬ ମାସ ମଧ୍ୟରେ ସେ ସୁସ୍ଥ ହୋଇଯିବେ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଥିବା…

ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ

ପୁରୀ: ମରିଚିକୋଟ ଛକ ନିକଟ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ୩ ମହଲା ବିଶିଷ୍ଟ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଛି । ନିଆଁ ଲିଭାଇବାକୁ ଅଗ୍ନିଶମ ବାହିନୀର ଉଦ୍ୟମ କରୁଥିବା ବେଳେ ୨ ଜଣ କର୍ମଚାରୀ ଅସୁସ୍ଥ ହୋଇ ପଡ଼ିଥିବା ସୂଚନା ମିଳିଛି ।…

ଛୁଟି ନ ମିଳିଲେ ପତ୍ନୀଙ୍କ ସହ ଖରାପ ହୋଇଯିବ ସମ୍ପର୍କ, ଅଧିକାରୀଙ୍କୁ ଚିଠି ଲେଖିଲେ କନେଷ୍ଟବଳ

ଜୟପୁର: 'ବାହାଘରକୁ ୩ ମାସ ଚାଲିଛି । ଆଉ ପରମ୍ପରା ମୁତାବକ ବିବାହର ପ୍ରଥମ ବର୍ଷ ହୋଲି ଶ୍ୱଶୁରଘରେ ପାଳନ କରିବା ଉଚିତ । ତେଣୁ ଏହି ବର୍ଷ ହୋଲି ଶ୍ୱଶୁରଘରେ ପାଳନ କରିବାକୁ ଦିଆଯାଉ । ଏଭଳି ନ କଲେ ପାରିବାରିକ ସମସ୍ୟା ହୋଇପାରେ । ଆଉ ଭବିଷ୍ୟତରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ…

ବନ୍ଧୁମିଳନ ନା ନିର୍ବାଚନ ପ୍ରସ୍ତୁତି ?

ଭୁବନେଶ୍ୱର: ଆଗକୁ ନିର୍ବାଚନ ଥିବାରୁ ରାଜନୈତିକ ମହଲରେ ହୋଲିର ନିଆରା ଚମକ ଦେଖିବାକୁ ମିଳିଛି। ବିଭିନ୍ନ ଦଳର ରାଜନୈତିକ ନେତା ହୋଲିର ରଙ୍ଗରେ ରଙ୍ଗୀନ ହୋଇଥିବାବେଳେ ସେଥିରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ହୋଲି ପାଳନ ପୂର୍ବ ସନ୍ଧ୍ୟାରେ…

ଦୃଶ୍ୟମ ୩ର ମାଲାୟଲମ, ହିନ୍ଦୀ ସଂସ୍କରଣ ଏକତ୍ର ହେବ ଶୁଟିଂ

ମୁମ୍ବାଇ: ଦୃଶ୍ୟମର ମାଲାୟଲମ ଏବଂ ଏହାର ହିନ୍ଦୀ ରିମେକକୁ ଦର୍ଶକମାନେ ବେଶ ପସନ୍ଦ କରୁଛନ୍ତି । ୨ଟି ଯାକ ପାର୍ଟ ସୁପରହିଟ ହେବା ପରେ ଏବେ ମେକର୍ସ ଏହାର ୩ୟ ପାର୍ଟ ପାଇଁ ଉଦ୍ୟମ ଆରମ୍ଭ କରିଲେଣି । ପୂର୍ବରୁ ମୋହନଲାଲ ଅଭିନୀତ ଦୃଶ୍ୟମର ରିଲିଜ ପରେ ଅଜୟ ଦେବଗାନ ଅଭିନୀତ ହିନ୍ଦୀ ସଂସ୍କରଣ…

କାଳ ହେଲା ହୋଲି ଖେଳ, ବ୍ରାହ୍ମଣୀରେ ଗାଧୋଇବାକୁ ଯାଇ ପ୍ରାଣ ହାରିଲେ ୨ ଭାଇ

କେନ୍ଦ୍ରାପଡ଼ା/ବଲାଙ୍ଗିର: ରଙ୍ଗର ପର୍ବ ହୋଲିରେ ଅଘଟଣ । ହୋଲି ଖେଳି ଗାଧୋଇବାକୁ ଯାଇଥିବା ୨ ଭାଇଙ୍କ ମୃତ୍ୟୁ ହୋଇଛି । ହୋଲି ଖେଳି ସାରି କେନ୍ଦ୍ରାପଡ଼ା ଜିଲ୍ଲା କେଶପୁର ପଞ୍ଚାୟତ ମୂଷାଡିହ ଗାଁର ୨ ଭାଇ ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ବ୍ରାହ୍ମଣୀରେ…

ଆପ ଅଭିଯୋଗକୁ ଖଣ୍ଡନ କଲା ତିହାର ଜେଲ ପ୍ରଶାସନ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହୋଇଛନ୍ତି । ତାଙ୍କୁ ଏବେ ତିହାର ଜେଲରେ ରଖାଯାଇଛି । ତେବେ ଆମ ଆଦମୀ ପାର୍ଟିର ସୌରଭ ଭରଦ୍ୱାଜ କୁଖ୍ୟାତ ଅପରାଧୀଙ୍କ ଗହଣରେ ମନୀଷଙ୍କୁ ଜାଣି ଶୁଣି ରଖାଯାଇଛି ବୋଲି ମାରାତ୍ମକ ଅଭିଯୋଗ କରିଥିଲେ । ଜେଲ…

ଚୀନ ବିଦେଶ ମନ୍ତ୍ରୀଙ୍କ ଖୋଲାଖୋଲି ଘୋଷଣା: ରୁଷ-ଚାଇନା ସମ୍ପର୍କ ଆହୁରି ମଜବୁତ ହେବ

ବେଜିଂ:ରୁଷ ସହ ଚୀନର ବନ୍ଧୁତା ଆହୁରି ନିବିଡ ହେବ । ଆମେରିକା ଚାହିଁଲେ ବି ଏହାକୁ ଅଟକାଇ ପାରିବନି । ଏପରିକି ଆମେରିକାର କୌଣସି ଚାପ କାମ କରିବ ନାହିଁ ବୋଲି ଚୀନ ବିଦେଶ ମନ୍ତ୍ରୀ କିନ ଗାଙ୍ଗ ଦୃଢତାର ସହ କହିଛନ୍ତି । ଆମେରିକା ଉପରେ କଡା ପ୍ରତିକ୍ରିୟା ରଖି କିନ ଗାଙ୍ଗ…