Latest Odisha News

BREAKING NEWS

Browsing Category

ଫିଚର

ବିକାଶର ହିସାବ ମାଗିବାରୁ ଯୁବତୀଙ୍କୁ ବିଧାୟକ ପ୍ରମୋଦ ମଲ୍ଲିକ କଲେ ଅସମ୍ମାନ!

ନିଆଳି: କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ଯୁବତୀଙ୍କୁ ବିଜେଡି ବିଧାୟକ ପ୍ରମୋଦ କୁମାର ମଲ୍ଲିକ ଅଞ୍ଚଳର ବିକାଶ ନେଇ ପ୍ରଶ୍ନ କରିବାରୁ ସେ ତାଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ନିଆଳି ବ୍ଲକ ଅନ୍ତର୍ଗତ ଦୋପାଟିତୋଟା ଗ୍ରାମରେ ସ୍ୱାଧୀନତା ସଂଗ୍ରାମୀ କନ୍ଦୁଡ଼ି…

ବିଜେଡିର ନେତା ମନ୍ତ୍ରୀଙ୍କ ଅପରାଧ କଥା କାହିଁକି କହୁନାହାନ୍ତି ବବି ଭାଇ: ସୁରଜ ସୂର୍ଯ୍ୟବଂଶୀ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାର ତଥା ଶାସକ ଦଳକୁ ସମାଲୋଚନା କରିବା ପରେ ବିଜେଡିର ସାଂଗଠନିକ ସମ୍ପାଦକ ଟ୍ବିଟ୍ କରି କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗ କଥା କହି ଟାର୍ଗେଟ୍ କରିଥିଲେ। ଏବେ ଏହାର କଡା ଜବାବ ଦେଇଛନ୍ତି ବିଜେପି ବିଧାୟକ। ପ୍ରଣବ…

‘ଏବେର ଓଡ଼ିଶା ସରକାର ପୂର୍ବର ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟରେ ଫରକ ନାହିଁ’, ପ୍ରଣବ ଦଲେ କଡ଼ା ଜବାବ

ଭୁବନେଶ୍ୱର: ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ନେଇ ସୋମବାର କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ସରକାରଙ୍କୁ ସମାଲୋଚନା କରିଛନ୍ତି। ଆଇନ୍ ଶୃଙ୍ଖଳା ପ୍ରସଙ୍ଗ ଉଠାଇ ଯୁବମୋର୍ଚ୍ଚା ଆନ୍ଦୋଳନ କରୁଥିବା ବେଳେ ପୋଲିସ ଯେଉଁଭଳି ଭାବେ ଗିରଫ କଲା ଏବଂ ଯେଉଁସବୁ ଦଫା…

‘ସଚିବଙ୍କ ବୟାନ ପ୍ରମାଣ କରୁଛି ମିଶନ ଶକ୍ତି ମହିଳା ସରକାରୀ ଅର୍ଥରେ ଉତ୍ସାହିତ’

ଭୁବନେଶ୍ୱର: ମିଶନ ଶକ୍ତି ସବୁବେଳେ ମହିଳାଙ୍କୁ ନେତୃତ୍ୱ ନେବା ପାଇଁ ଏକ ମଞ୍ଚ ଯୋଗାଇ ଦେଇଥାଏ। ଯଦି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ରାଜନୀତିରେ ଭାଗ ନେଉଛନ୍ତି, ତାହେଲେ ଏଥିପାଇଁ ସେମାନଙ୍କୁ ସମାଲୋଚନା କରିବା ଉଚିତ ନୁହେଁ, କାରଣ ଏହା ସେମାନଙ୍କ ଅଧିକାର ଓ ପସନ୍ଦର ବିଷୟ। ମିଶନ…

ଗୋପାଳ ଦାସ ପାଗଳ ନୁହେଁ: ଜୟନାରାୟଣ କହିଲେ ପୂର୍ବରୁ କହିଛି ଷଡ଼ଯନ୍ତ୍ର କଥା

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ଗୋପାଳ ଦାସ ଜଣେ ପାଗଳ ନୁହେଁ। ଝାରସୁଗୁଡା ଜେଏମଏଫସି କୋର୍ଟ ଏଭଳି ରାୟ ଶୁଣାଇବା ପରେ ବିରୋଧୀ ଦଳ ନେତା ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଜୟନାରାୟଣ ମିଶ୍ର କହିଛନ୍ତି, କୋର୍ଟଙ୍କ ରାୟ ପରେ ଓଡ଼ିଶା ପୋଲିସ…

ଖୋର୍ଦ୍ଧା ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି

କଟକ: ଖୋର୍ଦ୍ଧା ବାଣ ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି। କଟକ ଏସସିବିରେ ଚିକିତ୍ସାଧୀନ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଭୂଷଣ୍ଡପୁର ଗାଁର ଦୋଳଗୋବିନ୍ଦ ବେହେରା ବୋଲି ଜଣାପଡ଼ିଛି। ବିସ୍ଫୋରଣରେ ଗୁରୁତର ଆଉ ୩ ଜଣ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ରହିଛନ୍ତି। ଅନ୍ୟ ମୃତକମାନେ…

ତିହାର ଜେଲରେ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ଦୁଇ ଘନିଷ୍ଠ ନେତା

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଫସି ସିବିଆଇ ଦ୍ବାରା ଗିରଫ ହୋଇଥିବା ଆମ୍ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ତୃତୀୟ ଥର ପାଇଁ ରିମାଣ୍ଡ ନନେବାରୁ ସେ ଏବେ ତିହାର ଜେଲକୁ ଯାଇଛନ୍ତି। ଯେଉଁଠି ଦଳର ଅନ୍ୟତମ ନେତା ତଥା…

ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲାରେ ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ଜାମିନ ଦେଲେ ହାଇକୋର୍ଟ

କଟକ: ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇବା ମାମଲାରେ ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀଙ୍କୁ ଜାମିନ ମିଳିଛି। ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ। କେବଳ ସେତିକି ନୁହେଁ ଭବିଷ୍ୟତରେ ଏପରି ନ କରିବାକୁ କୋର୍ଟ ଅନିମେଶଙ୍କୁ ତାଗିଦ୍ ବି କରିଛନ୍ତି। ସୂଚନା ଥାଉକି ଅନିମେଶ…

ମାଣିକ ସାହା ତ୍ରିପୁରା ବିଜେପି ବିଧାୟକ ଦଳର ନେତା ନିର୍ବାଚିତ, ବୁଧବାର ନେବେ ଶପଥ

ଅଗରତାଲା: ତ୍ରିପୁରା ବିଜେପି ବିଧାୟକ ଦଳର ନେତା ଭାବେ ନିର୍ବାଚିତ ହେଲେ ମାଣିକ ସାହ। ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପିର ଏହି ବରିଷ୍ଠ ନେତା। ମାର୍ଚ୍ଚ ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ସେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ…

ମନୁସ୍ମୃତି ପୁସ୍ତକ ଜାଳି ସିଗାରେଟ୍ ଲଗାଇ ବିରୋଧ କଲେ ଆର୍‌ଜେଡି ନେତ୍ରୀ; ଭିଡିଓ ଭାଇରାଲ୍ ପରେ ଜେତିଲା ବିବାଦ

ନୂଆଦିଲ୍ଲୀ: ରାମ ଚରିତ ମାନସ ପରେ ଏବେ ମନୁସ୍ମୃତିକୁ ବିରୋଧ। ମନୁ ସ୍ମୃତି ପୁସ୍ତକକୁ ନିଆଁରେ ଜଳାଇବା ପରେ ସେହି ନିଆଁରୁ ସିଗାରେଟ୍ ଲଗାଇଲେ ବିହାର ରାଷ୍ଟ୍ରୀୟ ଜନତା ଦଳର ମହିଳା ସେଲ୍‌ର ରାଜ୍ୟ ସମ୍ପାଦିକା ପ୍ରିୟା ଦାସ।  ସେ ସିଗାରେଟ୍ ଲଗାଉଥିବାର ଭିଡିଓ ଭାଇରାଲ୍ ହେବା ପରେ ନୂଆ ବିବାଦ…