Latest Odisha News

BREAKING NEWS

Browsing Category

ଫିଚର

ଶ୍ରଦ୍ଧା ଓ ଭାବର ପର୍ବ ଦୋଳ; ଉତ୍ସବମୁଖର ଗାଁଠୁ ସହର

ଭୁବନେଶ୍ୱର: ଆଜି ଦୋଳ ପୂର୍ଣ୍ଣିମା । ସ୍ନେହ, ପ୍ରେମ ଓ ଭାଇଚାରାର ପର୍ବ । ଓଡ଼ିଶାର ପୂର ପଲ୍ଲୀରେ ସଦ୍‌ଭାବ ଓ ପାରମ୍ପରିକ ଭାବର ଆଦାନ ପ୍ରଦାନର ପର୍ବ।ଫଗୁ ଦଶମୀରୁ ସାରା ଓଡ଼ିଶାରେ ଦୋଳ ଯାତ୍ରା ଆରମ୍ଭ ହୋଇଥାଏ।  ବସନ୍ତକୁ ସ୍ୱାଗତ ଜଣାଇ ଆସିଥାଏ ଦୋଳପର୍ବ । ଫାଲଗୁନ ମାସର ପୂର୍ଣ୍ଣିମା…

ପଦୋନ୍ନତି ପାଇବାର ୨୪ ଘଣ୍ଟା ଯାଇନି, ACFଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ବର: ପଦୋନ୍ନତି ପାଇବାର ୨୪ ଘଣ୍ଟା ଯାଇନି, ଧରିଲା ଭିଜିଲାନ୍ସ । ଏଭଳି ଘଟଣା ଘଟିଛି କୋରାପୁଟରେ। ଗତକାଲି ଅର୍ଥାତ ୬ ତାରିଖ ଲମତାପୁଟ ବନାଞ୍ଚଳ ଅଧିକାରୀରୁ ଏସିଏଫ ଭାବେ ପଦୋନ୍ନତି ପାଇଥିଲେ ସୁରଜିତ ସାହୁ। ପଦୋନ୍ନତି ପାଇବାର କିଛି ଘଣ୍ଟା ପରେ ବିପୁଳ ପରିମାଣର ନଗଦ ଟଙ୍କା ନେଇ…

ତରଳୁଛି ଡୁମ୍‌ସଡେ ଗ୍ଲେସିୟର: ଆସିପାରେ ଜଳପ୍ରଳୟ

ନୂଆଦିଲ୍ଲୀ: ପୃଥିବୀ ଉପରକୁ ମାଡି ଆସୁଛି ବିପଦ । ତରଳୁଛି ହିମଶୈଳ। ଯଦି ଏପରି ତରଳିବା ଜାରି ରୁହେ ତେବେ ସମୁଦ୍ରସ୍ତରରେ ପ୍ରଳୟ ସୃଷ୍ଟିକାରୀ ଉତ୍ଥାନ ଘଟିବ । ଏମୀତିକିଛି ଆଶଙ୍କା କରିଛନ୍ତି ବିଶେଷଜ୍ଞ ଦଳ । ଆଣ୍ଟାର୍କଟିକାରେ ଥିବା ଥ୍ବେଟିସ୍ ଗ୍ଲେସିୟର ବା ଡୁମ୍‌ସଡେ ଗ୍ଲେସିୟର ଏବେ…

ଲାଗିବ କଟକଣା; ଯାତ୍ରାରେ ରହିବନି ଅଶ୍ଳୀଳ ଦୃଶ୍ୟ ଓ ସଂଳାପ

ଭୁୁବନେଶ୍‌:ର: ଯାତ୍ରାରେ ଆଉ ଦେଖିବାକୁ ମିଳିବନି ଅଶ୍ଳୀଳ ଦୃଶ୍ୟ । ଆଉ ଶୁଣିବାକୁ ମିଳିବନି ଦ୍ୱିଅର୍ଥବୋଧକ ସଂଳାପ । ଏଣିକି ମାର୍ଜିତ ହେବ କଳାକାରଙ୍କ ଅଭିନୟ । ଏପରିକି ମେଲୋଡି କିମ୍ବା ନାଟକ ପରିବେଷଣ ସମୟରେ ମଧ୍ୟ ଏହି ସଂଯମତା ରକ୍ଷା କରିବାକୁ ପଡିବ । କଳାକାରଙ୍କୁ ଓଡ଼ିଶାର ସଂସ୍କୃତିକୁ…

ଦାଦନର ଦୁଃଖ:ପରିବାର ଲୋକଙ୍କୁ ଭିଡିଓ କଲକରି ନିର୍ଘାତ ପିଟିଲେ, ହତ୍ୟା ପରେ ମୃତ ଶରୀରର ଫଟୋ ଛାଡ଼ିଲେ

ପାରଳାଖେମୁଣ୍ଡି:ପେଟ ପୋଷିବା ପାଇଁ ଭିଟାମାଟି ଛାଡି ଯାଉଛନ୍ତି । ହେଲେ ସେଠାରେ ସେମାନେ କିଭଳି ନର୍ଯାତନାର ଶିକାର ହେଉଛନ୍ତି ତାହାର ପ୍ରମାଣ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅଞ୍ଚଳରେ । ସ୍ଥାନୀୟ ଅଡବା ଥାନା ଅନ୍ତର୍ଗତ ବାରିଆ ଗାଁର ଦାଦନ ଶ୍ରମିକ ପରିଚ୍ଛା କାମ ପାଇଁ ତାମିଲନାଡୁ…

ଚା’ ପିଇବା ପରେ ପାଣି ପଉଛନ୍ତି କି ?

ଚା’ ସମସ୍ତଙ୍କ ପସନ୍ଦ । ସକାଳେ କପେ ଚା’ ନପିଇଲେ ଦିନ କଟେନି। ଚା' ହେଉଛି ସବୁଠାରୁ ଲୋକପ୍ରିୟ ପାନୀୟ। ପ୍ରତ୍ୟେକ ଋତୁରେ ଚା' ପାଇଁ କ୍ରେଜ୍ ଦେଖିବାକୁ ମିଳିଥାଏ  । ଅଫିସ୍ ହେଉ କିମ୍ବା ଘର, ଲୋକ ସବୁବେଳେ ଚା' ପିଇବା ଭଲ ପାଆନ୍ତି। କିଛି ଲୋକ ଦିନରେ ୮ ରୁ ୧୦ କପ୍ ଚା' ପିଅନ୍ତି ।କିନ୍ତୁ…

ବେକାର ଥିଲେ ମିଳିବ ୨ ହଜାର ୫୦୦ ଟଙ୍କା !

ରାୟପୁର: ବେକାର ଯୁବକ ଯୁବତୀଙ୍କୁ ମିଳିବ ମାସିକ ୨ ହଜାର ୫୦୦ ଟଙ୍କା। ଏଥିପାଇଁ କିନ୍ତୁ କିଛି ସର୍ତ୍ତ ରହିଛି। ନିକଟରେ ଝାଡଖଣ୍ଡ ସରକାର ବେକାରୀ ଭତ୍ତା ବ୍ୟବସ୍ଥା ଘୋଷଣା କରିଥିଲେ। ଆଉ ଏହି କ୍ରମରେ ଏବେ ଛତିଶଗଡ ସରକାର ଘୋଷଣା କରିଛନ୍ତି। ସୋମବାର ଛତିଶଗଡ଼ ସରକାର ରାଜ୍ୟର ବେକାର…

ଓଡ଼ିଶାରେ ‘ଇଣ୍ଡୋନେସିଆର ଗାନ୍ଧୀ’

ଭୁବନେଶ୍ବର : ବିଶିଷ୍ଟ ସମାଜସେବୀ ତଥା ଗାନ୍ଧୀବାଦୀ ଚିନ୍ତାଧାରାରେ ଉଦ୍ବୁଦ୍ଧ ଅଗସ୍ ଇନ୍ଦ୍ର ଉଦୟନ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଅବସରରେ ସେ ରାଜ୍ୟପାଳ ପ୍ରଫେସର ଗଣେସୀ ଲାଲଙ୍କ ସହ ଏକ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ଓଡ଼ିଶା ଓ ଇଣ୍ଡୋନେସିଆର ସମ୍ପର୍କ କେବଳ ନୌବାଣିଜ୍ୟ ନୁହେଁ…

ଗାଁ ମୁଖିଆକୁ ବିଷ ଇଞ୍ଜେକସନ ଦେଇ ହତ୍ୟା କରିବା ପଛରେ ପୂର୍ବ ଶତ୍ରୁତା ଅନୁମାନ: ପୋଲିସ

ଅନୁଗୁଳ: ଆମ୍ବପାଳ ଗାଁର ମୁଖିଆ ବାଳକୃଷ୍ଣ ନାୟକ ଶୋଇଥିବା ବେଳେ ବିଷାକ୍ତ ଇଞ୍ଜେକସନ ଦିଆଯାଇ ମୃତ୍ୟୁ ହେବା ଘଟଣା, ଦୁଇ ଦିନ ପରେ ଅନୁଗୁଳ ସଦର ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କାର୍ଡ ଟିମ୍ ଏହି ରହସ୍ୟଜନକ ହତ୍ୟାକାଣ୍ଡର ତଦନ୍ତ ଆରମ୍ଭ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି…

ବିକାଶର ହିସାବ ମାଗିବାରୁ ଯୁବତୀଙ୍କୁ ବିଧାୟକ ପ୍ରମୋଦ ମଲ୍ଲିକ କଲେ ଅସମ୍ମାନ!

ନିଆଳି: କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ଯୁବତୀଙ୍କୁ ବିଜେଡି ବିଧାୟକ ପ୍ରମୋଦ କୁମାର ମଲ୍ଲିକ ଅଞ୍ଚଳର ବିକାଶ ନେଇ ପ୍ରଶ୍ନ କରିବାରୁ ସେ ତାଙ୍କୁ ଅଶାଳୀନ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ନିଆଳି ବ୍ଲକ ଅନ୍ତର୍ଗତ ଦୋପାଟିତୋଟା ଗ୍ରାମରେ ସ୍ୱାଧୀନତା ସଂଗ୍ରାମୀ କନ୍ଦୁଡ଼ି…