Latest Odisha News

BREAKING NEWS

Browsing Category

ଫିଚର

ଆଗକୁ ଆସୁଛି ଗ୍ରୀଷ୍ମ ପ୍ରବାହ, ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କ ବାସଭବନ ୭ଏଲ୍‍କେଏମ୍‍ରେ ଆସନ୍ତା ଗ୍ରୀଷ୍ମ ଋତୁରେ ଗ୍ରୀଷ୍ମ ପ୍ରବାହ ପ୍ରସ୍ତୁତିର ସମୀକ୍ଷା ଲାଗି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଆସନ୍ତା କିଛି ମାସ ପାଇଁ ଭାରତୀୟ ପାଣିପାଗ ବିଭାଗର (ଆଇଏମଡି)ର…

୧୦ ଦିନ ବନ୍ଦ ରହିବା ପରେ ଖୋଲିଲା କପିଳେଶ୍ୱରଙ୍କ ମୁଖ୍ୟ ଦ୍ୱାର; ତାଲା ଭାଙ୍ଗିଲେ ଶତାଧିକ ମହିଳା ଭକ୍ତ

ଭୁବନେଶ୍ୱର; ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ଭୁବନେଶ୍ୱର କପିଳେଶ୍ୱର ମନ୍ଦିରକୁ ତଲା ପକାଇ ଦିଆଯାଇଥିଲା। ଦୀର୍ଘ ୧୦ ଦିନ ଧରି ଉପାସ ଭୋକେ ଥିଲେ ଦେବ ଦେବ ମହାଦେବ। ବିବାଦ ନ ତୁଟିବାରୁ ଠାକୁରଙ୍କ ଉପରେ ହେଉଥିବା ଅନ୍ୟାୟକୁ ସହି ନପାରି ଆଜି ଶତାଧିକ ମହିଳା ଭକ୍ତ ମନ୍ଦିରର ତାଲା ଭାଙ୍ଗି…

ରାଜ୍ୟରେ ଆଇନ୍ ଶୃଙ୍ଖଳା ସ୍ଥିତି ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ବିଜେପି ବିଧାୟକ

ଭୁବନେଶ୍ୱର: ରାଜ୍ୟରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ଥ ହୋଇ ହୋଇ ପଡ଼ିଥିବା ନେଇ ବିଜେପି ଅଭିଯୋଗ କରିଛି । ଏହ ପରିପ୍ରେକ୍ଷୀରେ ବିଜେପି ବିଧାୟକ ଦଳ ଆଜି ରାଜ୍ୟପାଳଙ୍କୁ ଫେରାଦ ହୋଇଛନ୍ତି । ଦଳ ପକ୍ଷରୁ କୁହାଯାଇଛି ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ତଦନ୍ତରେ ଶିତିଳତା ଓ ଅସ୍ପଷ୍ଟତା ଏବଂ…

ସେନାର ଗୋଇନ୍ଦା ବିଭାଗ ଜାରି କଲା ସତର୍କ ସୂଚନା, ସୈନିକ ପରିବାର ଚୀନ ମୋବାଇଲ ବ୍ୟବହାର କରନି

ନୂଆଦିଲ୍ଲୀ: ଭାରତ-ଚୀନ ସୀମାରେ ସର୍ବଦା ଉତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଥାଏ । ଇତି ମଧ୍ୟରେ ସୋମବାର ଭାରତୀୟ ସେନାର ଗୋଇନ୍ଦା ବିଭାଗ ଏକ ସତର୍କ ସୂଚନା ଜାରୀ କରିଛି । ଆମର ସୈନିକ ପରିବାରର ସଦସ୍ୟମାନେ ଚୀନ ମୋବାଇଲକୁ ବ୍ୟବହାର କରିବା ପାଇଁ ମନା କରାଯାଇଛି । କେତେକ ମୋବାଇଲରୁ…

ହୋଲି ପାଇଁ ପ୍ରବଳ ଭିଡ଼, ଗୋଟିଏ କୋଚରେ ଚଢ଼ିଲେ ୪୦୦ ଯାତ୍ରୀ, ତା’ପରେ…

ନୂଆଦିଲ୍ଲୀ: ଦେଶରେ ପର୍ବ ପର୍ବାଣୀ ସମୟରେ ଟ୍ରେନ୍ ଯାତ୍ରାରେ ବେଶ୍ ଭିଡ଼ ପରିଲକ୍ଷିତ ହୁଏ । ଆଉ ଏବେ ହୋଲିକୁ ନେଇ ବେଶ୍ ଭିଡ଼ ହେଉଛି ଟ୍ରେନ୍ ଗୁଡ଼ିକରେ । ରେଲୱେ ପକ୍ଷରୁ ଏକାଧିକ ସ୍ପେଶାଲ୍ ଟ୍ରେନ୍ ଚଳା ଯାଉଥିଲେ ମଧ୍ୟ ଏହା ପର୍ବ ପର୍ବାଣୀ ଭିଡ଼କୁ କମାଇ ପାରୁ ନାହିଁ । ଯାହା ଦେଖିବାକୁ…

ଓଡ଼ିଶାରେ ଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସମସ୍ତ ଜମିର ଡିଜିଟାଇଜେସନ ହେବ; ଖର୍ଚ୍ଚ ହେବ ୧୧ କୋଟିରୁ ଅଧିକ ଟଙ୍କା

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ସମସ୍ତ ଜମିର ଡିଜିଟାଇଜେସନ ହେବ। ଏଥିପାଇଁ ପ୍ରାୟ ୧୧ କୋଟି ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି। ଓଡ଼ିଶାରେ ଥିବା ଶ୍ରୀଜନ୍ନାଥଙ୍କର ୩୫ ହଜାର ଏକର ଜମିର ଡିଜିଟାଇଜେସନ ହେବ…

‘ଠିକ୍ ଅଛି ଗୋପାଳର ମାନସିକ ସ୍ଥିତି’: ମେଡିକାଲ୍ ବୋର୍ଡ

ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ମାନସିକ ରୋଗୀ । ନବ ଦାସଙ୍କୁ ଗୁଳି ପର ଠାରୁ ଗୋପାଳଙ୍କ ପତ୍ନୀ, ଡାକ୍ତରଙ୍କ ମନ୍ତବ୍ୟ ଓ କ୍ରାଇମବ୍ରାଞ୍ଚ ତଦନ୍ତ ସେଇ ଦିଗରେ ଗତି କରୁଛି । ଅନ୍ୟପଟେ କ୍ରାଇମବ୍ରାଞ୍ଚ ଗୋପାଳର ମାନସିକ ସ୍ଥିତି ନେଇ ଅଧିକ…

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡ ସହ ୨୦ ହଜାର ଫାଇନ୍ ପୋକ୍ସୋ କୋର୍ଟ

ଫୁଲବାଣୀ: ନାବାଳିକା ଦୁଷ୍କର୍ମ ମାମାଲରେ ଦୋଷୀକୁ ୨୦ ବର୍ଷ ଜେଲ୍‌ଦଣ୍ଡାଦେଶ ଶୁଣାଇଲେ ଫୁଲବାଣୀ ପୋକ୍ସୋ କୋର୍ଟ। ଏଥିସହିତ ୨୦ ହଜାର ଟଙ୍କା ଫାଇନ୍ ବି କରାଯାଇଛି। ଫାଇନ୍ ଟଙ୍କା ନ ଦେଇପାରିଲେ ଅଧିକ ୬ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। ସମସ୍ତ ସାକ୍ଷ…

କଶ୍ମୀର ଫେକ ଏନକାଂଉଟର କେସ: ଆର୍ମି କ୍ୟାପଟେନ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ: ଭାରତୀୟ ଆର୍ମି କୋର୍ଟ ସୋମବାର କଶ୍ମୀରର ଅମୀଶପୋରାରେ ହୋଇଥିବା ଏନକାଂଉଟର ମାମଲାରେ ସମ୍ପୃକ୍ତ କ୍ୟାପଟେନଙ୍କୁ ଦୋଷୀ ପାଇଛି । ଏହା ସମ୍ପୂର୍ଣ୍ଣ ଯୋଜନାବଦ୍ଧ ଭାବେ ଫେକ ଏନକାଂଉଟର ଥିଲା ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ୧୮ ଜୁଲାଇ ୨୦୨୦ରେ ଦକ୍ଷିଣ କଶ୍ମୀରରେ ଏହି ଫେକ…

ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ଦିଆଯିବ ଡ୍ରାଇଭିଂ ଟ୍ରେନିଂ; ଇସିଙ୍କୁ ମିଳିବ ଇ-ସ୍କୁଟର ପାଇଁ ଋଣ

ଭୁବନେଶ୍ୱର: ମିଶନ ଶକ୍ତିରେ ବଜେଟ୍‌ ୨୦୨୩-୨୪ ଆବଣ୍ଟନ ନେଇ ଆଜି ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍। ସେ କହିଛନ୍ତି ଯେ ରାଜ୍ୟ ସରକାର ୨୦୨୩-୨୪ ବଜେଟ୍ ପାଇଁ ମିଶନ ଶକ୍ତି ବିଭାଗ ୨୫୫୪ କୋଟି ଟଙ୍କାର ବ୍ୟବସ୍ଥା…