Latest Odisha News

BREAKING NEWS

Browsing Category

ଫିଚର

ଅଭିନେତା ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ୱର: ଦୀର୍ଘ ୧୭ ବର୍ଷ ଧରି ଓଡ଼ିଆ ସିନେମା ଜଗତରେ ଲୋକଙ୍କୁ ହସାଉଥିବା, କନ୍ଦାଉଥିବା  ଅଭିନେତା ପିଣ୍ଟୁ ନନ୍ଦଙ୍କର ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ସେ କିଛିଦିନ ହେଲା ଲିଭର ସିରୋରିସ୍ ରୋଗରେ ପୀଡ଼ିତ ହୋଇ ହାଇଦ୍ରାବାଦର ଏକ ହସ୍‌ପିଟାଲ୍‌ରେ ଚିକିତ୍ସାଧୀନ ଥିଲେ।…

ବୋମା ଭଳି ଫାଟିଥାଏ ମୃତ ତିମି, କାହିଁକି ଜାଣନ୍ତି କି?

ଆପଣଙ୍କ ମଧ୍ୟରୁ ଅନେକ ତିମି ମାଛ ଦେଖିଥିବେ । ନୀଳ ସମୁଦ୍ରର ଜଳରାଶିରେ ବହୁସଂଖ୍ୟାରେ ତିମି ରହୁଥିବାବେଳେ ବେଳେବେଳେ ଏମାନଙ୍କ ମୃତଦେହ ସମୁଦ୍ରର ଜୁଆରରେ ଭାସି ଆସି ସମୁଦ୍ର ବେଳାଭୂମିରେ ଲାଗିଥାଏ । ଆଉ ଏହାକୁ ଦେଖିବାକୁ ବହୁ ସଂଖ୍ୟାରେ ଲୋକ ମଧ୍ୟ ଏକତ୍ରିତ ହୋଇଥାନ୍ତି । ତେବେ ପ୍ରାଣୀ…

ବନ୍ଦେ ଭାରତ ଟ୍ରେନ ନିର୍ମାଣ କରିବ ଋଷ କମ୍ପାନୀ

ନୂଆଦିଲ୍ଲୀ: ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନ ମାଧ୍ୟମରେ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରୁଛନ୍ତି । ଆଉ ସେଥିପାଇଁ ତ ଟ୍ରେନକୁ ଭାରତର ଜୀବନରେଖା ମଧ୍ୟ କୁହାଯାଇଥାଏ । ତେବେ ଯାତ୍ରୀଙ୍କୁ ସୁବିଧାସୁଯୋଗ ଯୋଗାଇଦେବାକୁ ରେଳ ମନ୍ତ୍ରାଳୟ ବିଭିନ୍ନ ପ୍ରୟାସ କରୁଥିବାବେଳେ ରାଜଧାନୀ, ଶତାବ୍ଦୀ ସହ…

ଦୁଇ ବର୍ଷ ବନ୍ଦ ରହିବା ପରେ ପୁଣିଥରେ ଆରମ୍ଭ ହେବ ସିଟି ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର: ଦୁଇ ବର୍ଷ ପରେ ପୁଣି ଥରେ ଆରମ୍ଭ ହେବ ସିଟି ପାଇଁ ପ୍ରବେଶିକା ପରୀକ୍ଷା। ୨୦୨୩-୨୪ ଶିକ୍ଷାବର୍ଷରେ ଡିପ୍ଲେମା ଇନ୍‌ ଏଲିମେଣ୍ଟାରି ଏଜୁକେସନ (ଡିଇଏଲ୍‌ଇଡି) ତଥା ସିଟି ପାଠ୍ୟକ୍ରମରେ ନାମଲେଖା ହେବ। ଗତ ଦୁଇ ବର୍ଷ ବନ୍ଦ ରହିବା ପରେ ଏବେ ପୁଣିଥରେ ରାଜ୍ୟ ସରକାର ସିଟି ନାମାଲେଖା…

ହିନ୍ଦୁଧର୍ମର ପ୍ରଚାର ଓ ପ୍ରସାର ପାଇଁ ଆନ୍ଧ୍ରପ୍ରଦେଶରେ ନିର୍ମାଣ ହେବାକୁ ଯାଉଛି ୩୦୦୦ ମନ୍ଦିର

ନୂଆଦିଲ୍ଲୀ : ହିନ୍ଦୁଧର୍ମର ପ୍ରଚାର ଓ ପ୍ରସାର ପାଇଁ ଆନ୍ଧ୍ରପ୍ରଦେଶ ସରକାର ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପ୍ରତ୍ୟେକ ଜିଲ୍ଲାରେ ନିର୍ମାଣ ହେବ ମନ୍ଦିର । ଉପମୁଖ୍ୟମନ୍ତ୍ରୀ କୋଟୁ ସତ୍ୟନାରାୟଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍ ଜଗନମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶରେ ହିନ୍ଦୁ…

ଆଇସିସି ଟେଷ୍ଟ ରାଙ୍କିଂ: ଆର୍‌ ଅଶ୍ୱିନୀ ନମ୍ବର ୱାନ୍, ଟପ୍ ୧୦ରେ ଭାରତର ୩ ବୋଲର

ନୂଆଦିଲ୍ଲୀ: ଆଇସିସି ଟେଷ୍ଟ ରାଙ୍କିଂରେ ନମ୍ବର ୱାନ୍ ବୋଲର ହେଲେ ଭାରତୀୟ ସ୍ପିନର ଆର୍ ଅଶ୍ୱିନୀ। ବୁଧବାର ଆଇସିସି ଜାରି କରିଥିବା ଟେଷ୍ଟ ରାଙ୍କିଂ ଆର୍‌ ଅଶ୍ୱୀନ ବୋଲର ଭାବରେ ଶୀର୍ଷ ସ୍ଥାନରେ ପହଞ୍ଚିଛନ୍ତି। ଏହି ତାଲିକାରେ ସେ ଇଂଲଣ୍ଡର ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କୁ ପଛରେ ପକାଇ…

ଜେଏନୟୁରେ ଲାଗୁ ହେଲା ନୂଆ ନିୟମ, ଧାରଣା ଦେଲେ ୨୦ ହଜାର ଫାଇନ, ହିଂସା କଲେ ରଦ୍ଦ ହେବ ଆଡ଼ମିସନ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ ଜେଏନୟୁ ବା ଜବାହାରଲାଲ ନେହେରୁ ୟୁନିଭର୍ସିଟି ପକ୍ଷରୁ ଏହାର ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ନିୟମ ଜାରି କରାଯାଇଛି । ବିଶେଷ କରି କ୍ୟାମ୍ପସ ପରିସରରେ ଅଧିକାଂଶ ସମୟରେ ବିଭିନ୍ନ ଛାତ୍ରଗୋଷ୍ଠୀ ପକ୍ଷରୁ ଆନ୍ଦୋଳନ ଓ ଧାରଣାକୁ ନଜରରେ…

ଆଜି ସକାଳ ୧୦ରେ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଗତ ବୁଧବାର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ଗୁରୁବାର ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହେବ। ଦିନ ୧୦ ପିଲା ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେବେ। ତେବେ ତଳିତ ଥର କଳାରେ ୨ଲକ୍ଷ ୧୯ହଜାର ୧୧୦ ପିଲା ପରୀକ୍ଷା ଦେଉଥିବା ବେଳେ…

ଆଜି ଶ୍ରୀମନ୍ଦିରରେ ଫଗୁ ଦଶମୀ, ଚାଚେରୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଫଗୁ ଦଶମୀ । ମହାପ୍ରଭୁଙ୍କ ଚାଚେରୀ ବେଶ ସହ ଚାଚେରୀ ଭୋଗ କରାଯାଉଛି  ।  ଆଜି ଭକ୍ତଙ୍କୁ ଚାଚାରୀ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଉଛି। ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ…

ଓସ୍କାର ମଞ୍ଚରେ ଲାଇଭ ପରଫମାନ୍ସ ହେବ ‘ନାଟୁ ନାଟୁ’ ଗୀତ; ପଫରମାନ୍ସ ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ : ଚର୍ଚ୍ଚାରେ ‘RRR’  ଫିଲ୍ମ । ଓସ୍କାର ୨୦୨୩  ଚଳଚ୍ଚିତ୍ରର ଗୀତ ‘ନାଟୁ ନାଟୁ’ ସର୍ବଶ୍ରେଷ୍ଠ ଗୀତ ଭାବେ ଓସ୍କାର ୨୦୨୩ରେ ନାମାଙ୍କିତ ହୋଇ ଭାରତକୁ ଗୌରବାନ୍ଵିତ କରିଛି।‘RRR’ ପୂର୍ବରୁ ହିଁ ସିଲଭର ସ୍କ୍ରିନ ଏବଂ ଗୋଲଡେନ୍ ଗ୍ଲୋବରେ ଭାରତର ଗୌରବ ଆଣିଥିବା ବେଳେ ଏବେ ଫିଲ୍ମକୁ…