Latest Odisha News

BREAKING NEWS

Browsing Category

ଫିଚର

ପୂରଣ ହେବ ଖାଲି ପଡ଼ିଥିବା ପଦବି; ନିଯୁକ୍ତି ପାଇବେ ୪୦ ହଜାର ଶିକ୍ଷକ

ଭୁବନେଶ୍ୱର : ନିକଟରେ ରାଜ୍ୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବୀ ଖୁବ୍‌ଶୀଘ୍ର ପୂରଣ ହେବ ବୋଲି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଥିଲେ। ଘୋଷଣା ମୁତାବକ ଏବେ ରଜ୍ୟରେ ୪୦ ହଜାର ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ଏଥିରେ…

ଏହି ଷ୍ଟେସନରେ ଆଉ ଶୁଣିବାକୁ ମିଳିବନି ‘ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ….

ନୂଆାଦିଲ୍ଲୀ : କୌଣସି ଦୂରଯାତ୍ରା ଯିବାର ଥିଲେ ଆମେ ଟ୍ରେନ ଏବଂ ବିମାନର ସାହାଯ୍ୟ ନେଇଥାଉ । ତେବେ ଟ୍ରେନରେ ଯିବା ସମୟରେ ଆପଣ ଷ୍ଟେସନରେ ନିଶ୍ଚୟ ଏହି ଶବ୍ଦଟିକୁ ପ୍ରଥମେ ଶୁଣିଥିବେ.., 'ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, ଗାଡ଼ି ସଂଖ୍ୟା..'ଇତ୍ୟାଦି । ଟ୍ରେନର ଗତିବିଧି ବିଷୟରେ ଅବଗତ…

ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ବିରୋଧରେ ଏତଲା

ଲକ୍ଷ୍ନୌ: ବୁଧବାର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ବଲିଉଡ ଅଭିନେତ୍ରୀ ଶାହରୁଖ ଖାନଙ୍କ ପତ୍ନୀ ଗୌରୀ ଖାନଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି। ଧାରା ୪୦୯ ଅନୁଯାୟୀ ଏହି ମାମଲା ଦାୟର ହୋଇଛି। ମୁମ୍ବାଇର ଯଶୋବନ୍ତ ଶାହ ନାମକ ଜଣେ ବ୍ୟକ୍ତି ଏହି ଏତଲା ଦେଇଛନ୍ତି। ସେ ତାଙ୍କ ଏତଲାରେ…

ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ… ଖଡଗେ ଦେଲେ ବଡ଼ ଇସାରା

ଚେନ୍ନାଇ: କଂଗ୍ରେସ ଦୁର୍ବଳ ହୋଇଯାଇଛି...। ଅନ୍ୟପଟେ ଅଣ ବିଜେପି-ଅଣ କଂଗ୍ରେସ ଦଳ ଏକାଠି ହୋଇ ତୃତୀୟ ସାମ୍ମୁଖ୍ୟ ପାଇଁ ଅଣ୍ଟା ଭିଡିଲେଣି। ହେଲେ ବିନା କଂଗ୍ରେସରେ ବିଜେପି ଭଳି ଦଳକୁ ତୃତୀୟ ସାମ୍ମୁଖ୍ୟ ଟକ୍କର ଦେବା ବି ମୁସକିଲ। ସେପଟେ କଂଗ୍ରେସ ବିରୋଧୀ ଦଳର ନେୃତ୍ବ ନେଲେ ଟିଏମସି…

ଖରାକୁ ବାହାରିଲେ ଆପଣଙ୍କ ମେକ୍‌ଅପ୍‌ ଖରାପ ହୋଇଯାଉଛି କି ?  

ବଢ଼ିଲାଣି ତାତି । ଖରାଦିନରେ ମହିଳାମାନେ ମେକ୍‌ଅପ୍‌କୁ ନେଇ ଚିନ୍ତାରେ ଅଛନ୍ତି । ଏହାର କାରଣ ହେଲା ଗରମରେ ଶରୀରରୁ ଝାଳନିର୍ଗତ ହୋଇଥାଏ । ଫଳରେ ସମସ୍ତ ମେକଅପ୍‌ ଧୋଇଯାଇଥାଏ  । ମେକ୍‌ଅପ୍‌ ଖରାପ ହୋଇଯିବାକୁ ନେଇ ଅନେକ ମହିଳା ଅସନ୍ତୋଷ ହୋଇଥାଆନ୍ତି । ତେଣୁ ଏଭଳି ଗରମରେ ବି…

ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ହୃଦଘାତର ଶିକାର ହେଲେ ଯୁବକ

ହାଇଦ୍ରାବାଦ: ଜଣେ ଯୁବକ ବିବାହରେ ନାଚିବା ବେଳେ ହୃଦଘାତ ଯୋଗୁଁ ପ୍ରାଣ ହରାଇଥିବା ଖବରକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ଆଉ ଜଣେ ଯୁବକ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଛି। ଉଭୟ ଘଟଣା ତେଲେଙ୍ଗାନାର। ଗତ ଦୁଇ ସପ୍ତାହ…

ଆଜି ଆସିବ ତିନି ରାଜ୍ୟର ନିର୍ବାଚନ ଫଳାଫଳ: ତ୍ରିପୁରା ଉପରେ ମୋଦୀ-ମମତାଙ୍କ ନଜର

ନୂଆଦିଲ୍ଲୀ: ତିନିଟି ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନର ଆଜି ଫଳାଫଳ ଘୋଷଣା ହେବ। ୨୦୧୮ରେ ବାମପନ୍ଥୀଙ୍କ ହାତରୁ ତ୍ରିପୁରାକୁ ଛଡ଼ାଇ ନେଇଥିଲା ବିଜେପି। ତେଣୁ ଆଜି ପୁଣିଥରେ ବାମପନ୍ଥୀ ତଳ କଂଗ୍ରେସ ସହ ମିଶି ଶାସନ ଗାଦିକୁ ଫେରିବ ନା ବିରୋଧୀ ଆସନରେ ବସିବ ତାହା…

ଭିସୁଟ୍ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ଘଟଣାରେ ତିନି ଅଟକ

ସମ୍ବଲପୁର: ଭିସୁଟ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ଘଟଣାରେ ପୁଲିସ ୩ ଜଣ ଛାତ୍ରଙ୍କୁ ଥାନାରେ ଅଟକ ରଖିଛି। ମୃତକଙ୍କ ପରିବାର ଲୋକେ ଝିଅ ଡେଇଁବା ଘଟଣାକୁ ସହଜରେ ଗ୍ରହଣ ନକରିପାରି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଏ ନେଇ ବୁର୍ଲା ଥାନାରେ ଏତଲା ଦେବା ପରେ ଏକ ହତ୍ୟା…

ଅଭିଯୁକ୍ତ ଗୋପାଳ ଦାସକୁ ନିମହାନ୍ସ ନେବାକୁ ଆବେଦନ, ଶୁଣାଣି ଶେଷ ରାୟ ସଂରକ୍ଷିତ

ଝାରସୁଗୁଡା: ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଗୋପାଳ ଦାସର ମାନସିକ ସ୍ଥିତି ପରୀକ୍ଷା ପାଇଁ ବେଙ୍ଗାଲୁରୁ ସ୍ଥିତ ନିମହାନ୍ସକୁ ନେବା ଆବେଦନର ଶୁଣାଣି ହୋଇ ରାୟ ସଂରକ୍ଷିତ ରଖିଛନ୍ତି ଝାରସୁଗୁଡ଼ା ଜିଲ୍ଲା ଦୌରାଜଜ। ଅଭିଯୁକ୍ତ ଗୋପାଳ ଦାସକୁ ବାଙ୍ଗାଲୋରର ନିମହାନ୍ସ ନେବା…

ତିନି ଖଣି ଲିଜଧାରୀଙ୍କୁ ୩୪୧ କୋଟି ଟଙ୍କା ଜରିମାନା, ଭୁଲ୍ ଧରିଥିଲେ ଅପରାଜିତା

ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ତିନି ଖଣି ଲିଜଧାରୀଙ୍କୁ ୩୪୧ କୋଟି ଟଙ୍କା ଜରିମାନା କରିଛନ୍ତି। ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଉପରେ ୨୯୮.୫୪ କୋଟି ଟଙ୍କା, ପଟ୍ଟନାୟକ ମିନେରାଲ୍‌ସ ଉପରେ ୩୭.୧ କୋଟି ଟଙ୍କା ଏବଂ ୟାଜ୍‌ଦାନି ଷ୍ଟିଲ୍ ଆଣ୍ଡ୍‌ ପାୱାର ଲିମିଟେଡ୍‌ ଉପରେ ୫.୪୨ କୋଟି ଟଙ୍କାର…