Latest Odisha News

BREAKING NEWS

Browsing Category

ଫିଚର

ଅଷ୍ଟ୍ରେଲିଆ ପୋଲିସର ଗୁଳିମାଡରେ ଭାରତୀୟ ଯୁବକଙ୍କ ମୃତ୍ୟୁ

ସିଡନୀ: ଅଷ୍ଟ୍ରେଲିଆ ପୋଲିସର ଗୁଳିମାଡରେ ୩୨ ବର୍ଷୀୟ ଭାରତୀୟ ଯୁବକଙ୍କ ମୃତ୍ୟୁ । ମୃତକଙ୍କ ନାମ ମହମ୍ମଦ ରହମତୁଲ୍ଲା ସୟିଦ ଅହମ୍ମଦ ହୋଇଥିବାବେଳେ ସେ ତାମିଲନାଡୁର ବାସିନ୍ଦା । ଅଷ୍ଟ୍ରେଲିଆ ଗଣମାଧ୍ୟମର ରିପୋର୍ଟ ମୁତାବକ ଏହି ଯୁବକ ଜଣକ ସିଡନୀର ପଶ୍ଚିମ ଅବର୍ନ ଷ୍ଟେସନରେ ଜଣେ ସଫେଇ…

ପାୱାର ଚାନେଲକୁ ଡେଇଁ ପଡିଲେ ଭିସୁଟ ଛାତ୍ରୀ

ବୁର୍ଲା: ଭିସୁଟର ଜଣେ ଛାତ୍ରୀ ପାୱାର ଚାନେଲକୁ ଡେଇଁ ପଡିଛନ୍ତି। ଛାତ୍ରୀଙ୍କ ନାଁଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ । ଗତକାଲି ରାତି ୧୦ଟାରେ ଚିନ୍ମୟୀ ପାୱାର ଚାନେଲକୁ ଡେଇଁ ପଡ଼ିଛନ୍ତି । ଆତ୍ମହତ୍ୟା ଉଦ୍ଦେଶ୍ୟରେ ସେ ଏପରି ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି । ସେ ତାଙ୍କର ଜଣେ ସାଙ୍ଗଙ୍କ…

କଟକ-ଭୁବନେଶ୍ୱର-ପୁରୀରେ ଗଡିବ ମେଟ୍ରୋ ଟ୍ରେନ !

ଭୁବନେଶ୍ୱର : ସାରା ଦେଶରେ ଗଡିବ ବନ୍ଦେ ମେଟ୍ରୋ ଟ୍ରେନ । ଏହାର ଡିଜାଇନ ଏବଂ ପୋଟ୍ରୋଟାଇପ ପ୍ରସ୍ତୁତି ଚାଲିଛି । ଚଳିତବର୍ଷ ଅଗଷ୍ଟ ସୁଦ୍ଧା ଏହାର କାମ ସରିଯିବ ବୋଲି ଅନୁମାନ କରାଯାଉଛି । ନିର୍ଦ୍ଧାରିତ ସମୟ ଅନୁସାରେ କାମ ସରିଗଲେ ଏହା ୨୦୨୪ ବେଳକୁ ଏହା ନିର୍ମାଣ ହେବା ସହ ଦେଶରେ ଗଡିବ…

ଗ୍ରୀସରେ ବଡଧରଣର ଟ୍ରେନ ଦୁର୍ଘଟଣା: ୨୬ ଜଣଙ୍କର ମୃତ୍ୟୁ, ବଢିପାରେ ମୃତକଙ୍କ ସଂଖ୍ୟା

ଏଥେନ୍ସ: ଗ୍ରୀସରେ ବିଳମ୍ବିତ ରାତିରେ ଏକ ବଡଧରଣର ଟ୍ରେନ ଦୁର୍ଘଟଣା ଘଟିଛି | ଏହି ଦୁର୍ଘଟଣାରେ ତାଜା ସୂଚନା ମୁତାବକ ୨୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବହୁ ସଂଖ୍ୟାରେ ଲୋକ ଆହତ ହୋଇଛନ୍ତି | ତେବେ ବର୍ତ୍ତମାନ ବି ଟ୍ରେନ ବଗି ତଳେ ଅନେକ ଫସିରହିଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି…

ବଢ଼ିଲା ଏଲପିଜି ସିଲିଣ୍ଡର ମୂଲ୍ୟ, ଜାଣନ୍ତୁ କେତେ ଟଙ୍କା ଅଧିକ ଦେବେ?

ନୂଆଦିଲ୍ଲୀ: ଆପଣ ଏଲପିଜି ସିଲିଣ୍ଡର ବ୍ୟବହାର କରୁଛନ୍ତି କି? ଯଦି ହଁ, ଏଣିକି ଗ୍ୟାସ ସିଲିଣ୍ଡର ପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ | କାରଣ ଏଲିପିଜି ସିଲିଣ୍ଡର ମୂଲ୍ୟ ୫୦ ଟଙ୍କା ବଢିଛି | ଏହି ନୂତନ ଦର ଆଜିଠାରୁ ଲାଗୁହୋଇଥିବାବେଳେ ଏଣିକି ଗ୍ରାହକ ଅଧିକ ୫୦ ଟଙ୍କା ଦେବେ…

ପାକିସ୍ତାନର କୋଟିପତି: ବ୍ୟୁରୋକ୍ରାଟଙ୍କ ଝିଅ ବାହାଘରରେ ଉପହାର ମିଳୁଛି ୭୨ କୋଟି ଟଙ୍କା

ଇସଲାମବାଦ: ପାକିସ୍ତାନ ଆର୍ଥିକ ସଙ୍କଟ ଦିନକୁ ଦିନ ଦୁର୍ବିସହ ହୋଇପଡୁଛି । ଦେଶରେ ଖାଦ୍ୟ ପାଇଁ ହାହାକାର । ଦରଦାମ ଆକାଶଛୁଆଁ ।  ଡାକ୍ତରଖାନାରେ ଔଷଧ କିଣିବାକୁ ଅର୍ଥର ଅଭାବ ।  ଚିକିତ୍ସା ଉପକରଣ କିଣିବା ଲାଗି ପାଖରେ ଅର୍ଥ ନାହିଁ । ସ୍ଥିତି ସୁଧାରିବା ପାଇଁ ରାଷ୍ଟ୍ରମୁଖ୍ୟ ଅନ୍ୟ ଦେଶ…

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା; ସିସି କ୍ୟାମେରା ସାମ୍ନାରେ ପରୀକ୍ଷା ଦେବେ ୩.୫୮ ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ୍‌ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ଥିଓରି ପରୀକ୍ଷା ମାର୍ଚ୍ଚ ୧ରୁ ଆରମ୍ଭ ହୋଇ ଏପ୍ରିଲ ୫ରେ ସରିବ । ଚଳିତବର୍ଷ ୩ ଲକ୍ଷ ୫୭ ହଜାର ୯୪୨ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ । କଳା ବିଭାଗରେ ୨ ଲକ୍ଷ ୩୩…

ସରିଲା ବିଜୁ ଲିଗାସି, ମାର୍ଚ୍ଚ ୫ରୁ ନବୀନଙ୍କୁ ବ୍ରାଣ୍ଡିଂ କରିବ ବିଜେଡି

ଭୁବନେଶ୍ୱର: ବଜେଟ ଆଗତ ବେଳେ ରାଜ୍ୟ ସରକାରଙ୍କ ଯୋଜନାରୁ ଯେଉଁ ଆଭାସ ମିଳିଥିଲା ତାହା ଏବେ ସତ ପ୍ରମାଣିତ ହୋଇଛି। ଏଥର ବଜେଟରେ ବିଜୁ ନାଁରେ ନୂଆ ଯୋଜନା ଘୋଷଣା କରିନଥିଲେ ସରକାର। ଯାହାକି ପ୍ରଥମ ଥର ପାଇଁ ଏକ ବିଚ୍ୟୁତି ଦେଖାଦେଇଥିଲା। ତେଣୁ ଗୋଟିଏ ଆଭାସ ମିଳିଥିଲା ଯେ ଏଣିକି ଆଗାମୀ…

ଚା’ ସହ ପରଟା ଖାଉଛନ୍ତି କି ! ଶରୀରରେ ସୃଷ୍ଟି ହୋଇପାରେ ଅନେକ ସମସ୍ୟା…

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ଖାଦ୍ୟ ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ଉଚିତ। ସଠିକ ଖାଦ୍ୟ ଖାଇବା ଦ୍ୱାରା ଉତ୍ତମ ନିଦ, ମନ ଓ ମସ୍ତିଷ୍କ ଶାନ୍ତ ରହିବା, ଉତ୍ତମ ପାଚନ କ୍ରିୟା, ରକ୍ତରେ ଶର୍କରାର ମାତ୍ରା ସଠିକ , ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ। ମାତ୍ର ଭୁଲ ଖାଦ୍ୟପେୟ ଦ୍ୱାରା ସ୍ୱାସ୍ଥ୍ୟ…

ଏପ୍ରିଲ ୩ରେ ହିନ୍ଦୋଳ, ଅତାବିରା ଏନ୍‌ଏସି ନିର୍ବାଚନ

ଭୁବନେଶ୍ୱର: ହିନ୍ଦୋଳ ଓ ଅତାବିରା ଏନଏସି କାଉନସିଲର ଅଧ୍ୟକ୍ଷ ପାଇଁ ଏପ୍ରିଲ ୩ ତାରିଖରେ ମତଦାନ ହେବ। ଓଡ଼ିଶା ନିର୍ବାଚନ କମିସନର ଆଦିତ୍ୟ ପାଢ଼ୀ ଏହି ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୨୦୨୨ ଡିସେମ୍ବରରେ ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ପ୍ରକ୍ରିୟା ଚୂଡ଼ାନ୍ତ ହୋଇସାରିଛି। ଭାରତୀୟ…