Latest Odisha News

BREAKING NEWS

Browsing Category

ଫିଚର

ଦେଶ ତଥା ବିଦେଶରେ ମିଳିବ ମୁକେଶ ଅମ୍ବାନୀଙ୍କ ପରିବାରକୁ Z+ ବର୍ଗର ସୁରକ୍ଷା

ନୂଆଦିଲ୍ଲୀ: ବିଜନେସ ଟାଇକୁନ୍ ମୁକେଶ ଅମ୍ବାନୀ ଏବଂ ତାଙ୍କ ପରିବାରର ସୁରକ୍ଷା ସମ୍ପର୍କରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। କୋର୍ଟ କହିଛନ୍ତି ଯେ ଏହି Z + ବର୍ଗର ସୁରକ୍ଷା କେବଳ ମୁମ୍ବାଇରେ ସୀମିତ ନୁହେଁ। ଏହା ସମଗ୍ର ଭାରତ ତଥା ଭାରତ ବାହାରେ ମଧ୍ୟ ଉପଲବ୍ଧ ହେବ। ଅଦାଲତ ଏହା ମଧ୍ୟ…

ସ୍କୁଲରେ ସମସ୍ତ ମୌଳିକ ସୁବିଧା ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ସ୍କୁଲରେ ମୌଳିକା ସୁବିଧା ଯୋଗାଇ ଦେବାକୁ ହୋଇଥିବା ଏକ ଆବେଦନର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ନୂଆ ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାରେ ଥିବା ଉଚ୍ଚ ପ୍ରାଥମିକ ଓ ପ୍ରାଥମିକ ସ୍କୁଲ ଗୁଡିକରେ ମୌଳିକ ସୁବିଧା ବ୍ୟବସ୍ଥା ହେବା ଆବଶ୍ୟକ। ସ୍କୁଲରେ ପିଇବା…

ପିଏମ୍ ଆବାସରେ କେନ୍ଦ୍ର ଓଡ଼ିଶାକୁ ଅଣଦେଖା କରୁଛି: ବିଜେଡି

ଭୁବନେଶ୍ୱର: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରତି କେନ୍ଦ୍ରର ବୈମାତୃତ ମନୋଭାବକୁ ବିରୋଧ କରି ମଙ୍ଗଳବାର ବିଜୁ ମହିଳା ଜନତା ଦଳ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି। ରାଜ୍ୟସଭା ସାଂସଦ ସୁଲତା ଦେଓ ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ଏହି ବିକ୍ଷୋଭ…

ନକଲି ଝାଡା ଔଷଧ ବିକ୍ରି କରି ଜେଲ୍ ଗଲେ ଔଷଧ ବ୍ୟବସାୟୀ

କଟକ: ନକଲି ଝାଡା ଔଷଧ (ଓ-୨) ବିକ୍ରି ଅଭିଯୋଗରେ ଗିରଫ ହୋଇ ଜେଲ୍ ଗଲେ ବ୍ୟବସାୟୀ ବିଜୟ ଅଗ୍ରଓ୍ୱାଲ। କଟକ ଚାଉଳିଆଗଞ୍ଜରେ ଓ-୨ ଔଷଧର ଡିଷ୍ଟ୍ରିବ୍ୟୁଟର ରହିଛନ୍ତି। କିନ୍ତୁ ଅଧିକ ଲାଭ ଆଶାରେ ସେ ରାଜ୍ୟ ବାହାରୁ ଯେମିତିକି ମଧ୍ୟପ୍ରଦେଶର ଭୋପାଳ, ଉତ୍ତର ପ୍ରଦେଶର ମିରଟ ଓ ଦିଲ୍ଲୀର ଏସବୁ…

ସିସୋଦିଆଙ୍କ ପରେ କେଜ୍ରିଓ୍ୱାଲଙ୍କୁ ଗିରଫ କରାଯାଉ: ମାକେନ୍

ନୂଆଦିଲ୍ଲୀ: ମଙ୍ଗଳବାର କଂଗ୍ରେସ କହିଛି ଯେ ଆପ୍ ନେତା ମନୀଷ ସିସୋଦିଆଙ୍କୁ ଦୁର୍ନୀତି ମାମଲାରେ ଗିରଫ କରାଯାଇଛି। ଏହି ଦୁର୍ନୀତିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିବାଲଙ୍କ ମଧ୍ୟ ସଂପୃକ୍ତି ରହିଛି। ତେଣୁ ତାଙ୍କୁ ମଧ୍ୟ ଗିରଫ କରାଯାଉ। ଏହି ଦୁଇ ନେତା ଦୁର୍ନୀତିରେ ଗଭୀର ଭାବେ…

କେଜ୍ରିୱାଲଙ୍କ ଦୁଇ ମନ୍ତ୍ରୀ ଦେଲେ ଇସ୍ତଫା, ନୂଆ ମନ୍ତ୍ରିମଣ୍ଡଳ ଗଠନ ସମ୍ଭାବନା କମ୍

ନୂଆଦିଲ୍ଲୀ: ଦିଲ୍ଲୀ ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ଦୁଇ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟଙ୍କ ଇସ୍ତଫାକୁ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଗ୍ରହଣ କରିଛନ୍ତି। ଇସ୍ତଫା ଦେଇଥିବା ଉଭୟ ନେତାଙ୍କୁ ବିଭିନ୍ନ ମାମଲାରେ ଅଭିଯୁକ୍ତ କରାଯାଇଛି। ଅରବିନ୍ଦ…

ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଏତଲା, ସାରା ରାତି ବିଜେପି ଦେଲା ଧାରଣା

ଭୁବନେଶ୍ୱର: ଲୋୟର ପିଏମଜିରେ ବିଜେପି ଯୁବମୋର୍ଚ୍ଚାର ନେତାଙ୍କୁ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଛି ବିଜେପି। ବିଜେପି ନେତ୍ରୀ ଅପରାଜିତା ବଡ଼ଜେନାଙ୍କ ପକ୍ଷରୁ ଏହି ଏତଲା ଦିଆଯାଇଛି। ସାଧା ପୋଷାକରେ ଆସି ପୋଲିସ କର୍ମୀ ଆକ୍ରମଣ କରିଥିବା…

ବିଜେଡି ଏକ ନାଟକ ପ୍ରିୟ ଦଳ, ଶ୍ରୀମୟୀଙ୍କୁ ନ୍ୟୁଜଗୁଡାକ ସିରିଏଲ ଲାଗୁଛି: ବିଜେପି

ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଅଭ୍ୟାସଗତ ଅପରାଧୀ ଏବଂ ମାନସିକ ଭାରସାମ୍ୟ ହରାଇଥିବା କହିଥିଲେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର। ଏହାକୁ ବିରୋଧ କରି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ କଡ଼ା ଜବାବ ଦେଇଛି ବିଜେପି। ଦଳ କହିଛି, ଅଭିନୟ ଜଗତରୁ ଆସିଥିବା…

ବିକ୍ଷୋଭ ବେଳେ ଇରାସିସ୍ ଆଚାର୍ଯ୍ୟଙ୍କ ସହ ବିଜେପିର ୨୨ କର୍ମକର୍ତ୍ତା ଗିରଫ

ଭୁବନେଶ୍ୱର: ମଙ୍ଗଳବାର ରଣକ୍ଷେତ୍ର ପାଲଟିଥିଲା ବିଧାନସଭା ସମ୍ମୁଖ ଲୋୟର ପିଏମଜି ରାସ୍ତା । ଶତ୍ରୁ ସହ ଲଢ଼ିବା ଭଳି ରାଜଧାନୀର ଛାତି ଉପରେ ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ଧସ୍ତାଧସ୍ତି, ଉତ୍ତେଜନାକୁ ଏଡ଼ାଇବାକୁ ଯାଇ ପୋଲିସ ଲାଠି ଚାର୍ଜ କରିଥିବା ବେଳେ ବିଜେପି…

ମାର୍ଚ୍ଚରୁ ମେ ଅସହ୍ୟ ତାତି

ଭୁବନେଶ୍ୱର: ଅସହ୍ୟ ହେବ ଗ୍ରୀଷ୍ମ ପ୍ରବାହ । ସ୍ୱାଭାବିକ ଠାରୁ ମାର୍ଚ୍ଚ ମାସରେ ଅଧିକ ରହିବ ତାପମାତ୍ରା । ଏଭଳି କିଛି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ମାର୍ଚ୍ଚରୁ ମେ ମାସ ଯାଏ ତାପମାତ୍ରା ସ୍ୱାଭାବିକ ଠାରୁ ବେଶ୍ ଅଧିକ ରହିବ । ଉତ୍ତରପୂର୍ବ, ପୂର୍ବ ଏବଂ କେନ୍ଦ୍ରୀୟ…