Latest Odisha News

BREAKING NEWS

Browsing Category

ଫିଚର

ଲୋୟର ପିଏମଜିରେ ଖଣ୍ଡଯୁଦ୍ଧ: ପାେଲିସ-ବିଜେପି ମାରପିଟ, ଅଫିସରଙ୍କ ଫାଟିଲା ମୁଣ୍ଡ

ଭୁବନେଶ୍ୱର: ଲୋୟର ପିଏମଜି ଛକରେ ଆଜି ସୃଷ୍ଟି ହୋଇଛି ରଣକ୍ଷେତ୍ର । ବିଜେପି କର୍ମୀ-ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ । ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ଗୋଡେଇ ଗୋଡେଇ ପିଟିଲା ପୋଲିସ୍ । ଧସ୍ତାଧସ୍ତି ମାରପିଟ ଭିତରେ ଜଣେ ପୋଲିସ କମର୍ଚାରୀଙ୍କ ମୁଣ୍ଡ ଫାଟି ଯାଇଥିବା ଖବର ମିଳିଛି ।…

ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ସହଯୋଗ କରିବେ ଆନ୍ଦୋଳନରତ ଅଧ୍ୟାପକ, ରଖିଲେ ଏମିତି ସର୍ତ୍ତ

ଭୁବନେଶ୍ୱର: ଯୁକ୍ତ ଦୁଇ ପରୀକ୍ଷା ପରିଚାଳନା ନେଇ ଦେଖା ଦେଇଥିବା ସମସ୍ୟା ଦୂର ହୋଇଛି । ଧାରଣାରେ ବସିଥିବା ୬୬୨ ବର୍ଗର ଅଧ୍ୟାପକ ପରିଚାଳନା କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଏହି ଦ୍ୱନ୍ଦ୍ୱ ଦୂର ହୋଇଛି । ଆନ୍ଦୋଳନ ଚାଲୁ ରଖିବା ସହ ପରୀକ୍ଷା ପରିଚାଳନାରେ ବି ସାମିଲ ହେବେ ବୋଲି…

ଜନ୍ମଦିନରେ କେକ୍‌ କାଟୁଛି ଶୁଆ, ଭୋଜି ଖାଉଛନ୍ତି ବନ୍ଧୁ ପରିଜନ

ସୁବର୍ଣ୍ଣପୁର : ଆଜିକାଲିର ଫ୍ୟାସନ ଜନ୍ମଦିନରେ କେକ୍‌ କାଟିବା  । ଆଉ ଜନ୍ମଦିନରେ କେକ୍‌ କଟା ନଗଲେ ଫିକା ପଡ଼ିଯାଏ ମନ  । ଆପଣମାନେ ନିଜ ନିଜ ଜନ୍ମଦିନରେ କେକ୍‌ କାଟିଥିବେ ଆଉ ଆପଣମାନଙ୍କ ବନ୍ଧୁ ଜନ୍ମଦିନରେ କେକ୍‌ କାଟିବାର ବି ଦେଖିଥିବେ  । ହେଲେ ଆମେ କହୁଛୁ ଜନ୍ମ ଦିନରେ କେକ୍‌ କାଟୁଛି…

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀଦଳ ନେତାଙ୍କ ଟାର୍ଗେଟ: ଏମିତି ସଙ୍ଗୀନ ବେଳାରେ ମୁଖ୍ୟମନ୍ତ୍ରୀଙ୍କ ମୁମ୍ବାଇ ଗସ୍ତ କାହିଁକି…

ଭୁବନେଶ୍ୱର:ରାଜ୍ୟର ଏବେ ସଙ୍କଟ ସମୟ । କ୍ୟାବିନେଟ ମନ୍ତ୍ରୀଙ୍କୁ ଦିନ ଦିପହରରେ ହତ୍ୟା । ଅଥଚ  ମାସେ ପରେ ବି ପୋଲିସ ହାତ ଖାଲି । ଏବେ ପରୀକ୍ଷା ଋତୁ ଚାଲିଛି । ଆସନ୍ତାକାଲି ଯୁକ୍ତି ଦୁଇ ପରୀକ୍ଷା । କିନ୍ତୁ ଅଧ୍ୟାପକମାନେ ପରୀକ୍ଷା ବର୍ଜନ କରି ଧାରଣାରେ ବସିଛନ୍ତି । ପିଲା ପରୀକ୍ଷା …

ଅଭିନୟ ଶିଖାଇବେ ରାକ୍ଷୀ ସାଓ୍ୱନ୍ତ, ଦୁବାଇରେ ଖୋଲିଲେ ଆକ୍ଟିଂ ଏକାଡେମୀ

ମୁମ୍ବାଇ : ପୁଣି ଚର୍ଚ୍ଚାରେ ଡ୍ରାମା କ୍ୱିନ୍‌ ରାକ୍ଷୀ ସାୱନ୍ତ । ନିଜ ବ୍ୟକ୍ତିଗତ ଜୀବନରେ ଆସିଥିବା ଝଡ଼କୁ ସାମ୍ନା କରିଛନ୍ତି ରାକ୍ଷୀ । ଅନେକ ଥର କାନ୍ଦୁ ଥିବାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ବର୍ତ୍ତମାନ ଅଣ୍ଟା ସଳଖିଛନ୍ତି ରାକ୍ଷୀ । ନିଜ ଦୁଃଖରୁ ମୁକ୍ତି ପାଇବା…

ଫଲୋଅନ ପରେ ୧ରନରେ ଇଂଲଣ୍ଡକୁ ହରାଇଲା ନ୍ୟୁଜିଲାଣ୍ଡ

ୱେଲିଂଟନ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ କ୍ରିକେଟ ଟେଷ୍ଟର ଅନ୍ତିମ ଦିବସରେ ଚମତ୍କାର ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ୧ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ଫଲୋଅନ ନେବା ପରେ ୪ର୍ଥ ଟିମ ଭାବେ ଏହି ବିଜୟ ହାସଲ କରିଛି । ପୂର୍ବରୁ ୧୮୮୪ରେ ଇଂଲଣ୍ଡ ୧୦ ରନରେ ଅଷ୍ଟ୍ରେଲିଆକୁ, ୧୯୮୧ରେ ଇଂଲଣ୍ଡ…

ପ୍ରେମ ମାନେନି ବୟସ: ୯୧ ବର୍ଷ ବୟସରେ ଇସ୍କରେ ପଡିଲେ ରିୟଲ୍ ଇଷ୍ଟେଟ୍ ବ୍ୟବସାୟୀ କୁଶଲ ପାଲ ସିଂ

ନୂଆଦିଲ୍ଲୀ: ପ୍ରେମ ମାନେନି ବୟସ | ପ୍ରେମ କେତେବେଳେ କାହା ସହ ହୁଏ ସେକଥା କହି ହୁଏ ନାହିଁ | କୋଟିପତି ରିୟଲ ଇଷ୍ଟେଟ୍ ବ୍ୟବସାୟୀ କୁଶଲ ପାଲ ସିଂ ଏବେ ପ୍ରେମରେ ପଡିଛନ୍ତି | ବାସ୍ତବରେ ୨୦୧୮ରେ ସେ ପତ୍ନୀଙ୍କୁ କର୍କଟ ରୋଗ ଯୋଗୁଁ ହରାଇଥିଲେ। ଆଉ ଏବେ ପୁଣି ଥରେ ସେ ତାଙ୍କ ଜୀବନରେ ଜଣେ ସାଥୀ…

ଇସ୍ତଫା ଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ !

ଲାହୋର: ପାକିସ୍ତାନ ଏବେ ସବୁ ଦିଗରୁ କଲବଲ ହେବାରେ ଲାଗିଛି । ଆତଙ୍କବାଦ, ଚୀନ ସହ ବନ୍ଧୁତା, ତାଲିବାନ ସହ ଶତ୍ରୁତା ଏବଂ ଶେଷରେ କ୍ଷତିଗ୍ରସ୍ତ ଅର୍ଥନୀତି ଧିରେ ଧିରେ ଏହାକୁ ରସାତଳକୁ ନେବାରେ ଲାଗିଛି । ପାକିସ୍ତାନ ଉପରେ ବିଦେଶୀ ଋଣ ବଢ଼ିବାରେ ଲାଗିଛି । ଦରବୃଦ୍ଧି ୪୦ ପ୍ରତିଶତ ପାଖାପାଖି…

୨୨ ଦିନ ପରେ ପୁଣି ଥରିଲା ତୁର୍କୀ, ଗଳି ପଡିଲା ୨୯ କୋଠା

ଆଙ୍କରରା: ତୁର୍କୀକୁ ଛାଡୁନି ବିପଦ । ଭୟଙ୍କର ଭୂକମ୍ପର ୨୨ ଦିନ ପରେ ପୁଣି ଥରି ଉଠିଛି ତୁ୍ର୍କୀ । ଫେବୃୟାରୀ ୬ ତାରିଖରେ ତୁର୍କୀ ଓ ସିରିଆରେ ହୋଇଥିଲା ଭୟଙ୍କର ଭୂକମ୍ପ । ୫୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏତେ ବଡ ବିପଦରୁ ଉଠି ଅଣ୍ଟା ସଳଖୁଥିବେବେଳେ ପୁଣି ପ୍ରକୃତିର ମାଡ ।…

ଉତ୍ତରପ୍ରଦେଶରେ ଜନ୍ମ, ଦିଲ୍ଲୀରେ ମନ୍ତ୍ରୀ: ମନୀଷ ସିସୋଦିଆଙ୍କ ବାବଦରେ ଜାଣିଛନ୍ତି କି ଏସବୁ କଥା!

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରବିବାର ସିବିଆଇ ଗିରଫ କରିଥିଲା । ସୋମବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ମନୀଷ ସିସୋଦିଆ ଅରବିନ୍ଦ କେଜ୍ରିୱାଲଙ୍କ ପରେ ଆମ୍ ଆଦମୀ ପାର୍ଟିର ସବୁଠାରୁ ଶକ୍ତିଶାଳୀ ନେତା ଭାବେ ବେଶ ଜଣାଶୁଣା। ତାଙ୍କୁ ଗିରଫ କରାଯିବା ପରେ…