Latest Odisha News

BREAKING NEWS

Browsing Category

ଫିଚର

ଭାରତ-ଚୀନ ବିବାଦ ଭିତରେ ତିନି ବର୍ଷ ପରେ ବେଜିଂରେ ବସିଲା WMCCର ପ୍ରଥମ ବୈଠକ

ନୂଆଦିଲ୍ଲୀ: ଚୀନ ସୀମାରେଖାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବୁଧବାର ବେଜିଂରେ ଭାରତ ଏବଂ ଚୀନ୍ ଏକ ବୈଠକ କରିଛନ୍ତି। ଦୁଇ ଦେଶର ସୀମା ପ୍ରସଙ୍ଗରେ ବିଚାର ବିମର୍ଶ ଏବଂ ସମନ୍ବୟର କାର୍ଯ୍ୟକାରୀ ତନ୍ତ୍ର (WMCC)ର ୨୬ ତମ ବୈଠକ ଅନୁଷ୍ଠିତ ହୋଇଛି। ଖୁବ ଶୀଘ୍ର ୧୮ ତମ ସିନିୟର କମାଣ୍ଡରଙ୍କ ଏକ…

ଉଦ୍ଧବ-ଏକନାଥ ଦଳୀୟ ଚିହ୍ନ ବିବାଦ: କୋର୍ଟ ରୁମରେ କିଏ କ’ଣ କହିଲେ?

ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାଜନୈତିକ ଦଳ ଶିବସେନାର ନାମ ଏବଂ ନିର୍ବାଚନ ପ୍ରତୀକ (ଧନୁ ତୀର) ପ୍ରସଙ୍ଗରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କ ନିଷ୍ପତ୍ତିକୁ କାଏମ ରଖିଛନ୍ତି। ଏହା ବିରୋଧରେ ଉଦ୍ଧବ ଠାକରେ ଗୋଷ୍ଠୀ ଯେଉଁ ଆବେଦନ କରିଥିଲେ ତାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ।…

ପ୍ରଥମ ଶ୍ରେଣୀରେ ନାମଲେଖାଇବାକୁ ସର୍ବନିମ୍ନ ବୟସ ୬ ବର୍ଷ ହେଉ: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ସ୍କୁଲରେ ଛୋଟ ପିଲାଙ୍କୁ ପ୍ରଥମ ଶ୍ରେଣୀରେ ନାମଲେଖାଇବା ପାଇଁ ସର୍ବନିମ୍ନ ବୟସ ୬ ବର୍ଷ ହେଉ। କେନ୍ଦ୍ରଶିକ୍ଷା ମନ୍ତ୍ରାଳୟ ଏଭଳି ଏକ ପରାମର୍ଶ ଦେଇଛି। ଜାତୀୟ ଶିକ୍ଷା ନୀତି ଆଧାରରେ ଏହିପରି ଏକ ପରାମର୍ଶ ଦେଇଛି କେନ୍ଦ୍ର। ଯେଉଁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜାତୀୟ…

ଗୋପାଳ ଗୁଳି, ଏବେ ବି ଅନେକ ପ୍ରଶ୍ନ ?

ଭୁବନେଶ୍ୱର: ନବ ଦାସଙ୍କୁ ହତ୍ୟା କରିଥିବା ପୋଲିସ ଅଧିକାରୀ ଗୋପାଳକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି। ଗୋପାଳର କାର୍ଯ୍ୟକଳାପ, ମାନସିକ ଅବସ୍ଥା ଆଦିକୁ ଦେଖିଲେ ପୋଲିସ ବ୍ୟବସ୍ଥା ସ୍ୱତଃ ପ୍ରଶ୍ନ ଭିତରକୁ ଠେଲି ହୋଇଯାଉଛି। ଏପରିକି ଗୋପାଳ ହତ୍ୟା କଲା କିନ୍ତୁ ଗୋପାଳ ସମ୍ପର୍କରେ ଯାହା…

ବାରମ୍ବାର ଭୂଆଁ ବୁଲାଉଛନ୍ତି ରାଜ୍ୟ ସରକାର: ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ଆଜି ୨୪ଦିନ ବିତି ଗଲାଣି । ଏହିଭଳି ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ କିଏ ତାହା ଆଜି ପର୍ଯ୍ୟନ୍ତ ଜଣାପଡିଲା ନାହିଁ । କ୍ରାଇମବ୍ରାଂଚର ତଦନ୍ତ ଆଜି ସମ୍ପୂର୍ଣ୍ଣ ଦିଗହରା ହୋଇଛି । ବୋଧହୁଏ ଓଡିଶା ସରକାରଙ୍କର ନିଜ ତଦନ୍ତ…

ଅମିତାଭ, ଟାଇଗରଙ୍କ ଗଣପତ ଦଶହରାରେ ହେବ ରିଲିଜ

ମୁମ୍ବାଇ: ଅମିତାଭ ବଚ୍ଚନ ଓ ଟାଇଗର ଶ୍ରଫ ଅଭିନୀତ ବହୁ ପ୍ରତୀକ୍ଷିତ ଗଣପତ ଦଶହରାରେ ରିଲିଜ ହେବ । ମେକର୍ସ ପୂଜା ଏଂଟରଟେନମେଂଟ ପକ୍ଷରୁ ବୁଧବାର ଏହି ଘୋଷଣା କରାଯାଇଛି । ୨୦ ଅକ୍ଟୋବର ୨୦୨୩ରେ ୫ଟି ଭାଷାରେ ଗଣପତି ରିଲିଜ ହେବ । ଏ ନେଇ ଏକ ଭିଡିଓ ମଧ୍ୟ ଜାରୀ କରାଯାଇଛି । ଟାଇଗର ଓ କୃତି…

ଜୟ ନାରାୟଣ ମିଶ୍ରଙ୍କୁ ନେଇ ତୀବ୍ର ହେଉଛି ବିବାଦ

ଭୁବନେଶ୍ୱର: ଜୟ ନାରାୟଣ ମିଶ୍ରଙ୍କୁ ନେଇ ବିବାଦ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ନବ ଦାସ ହତ୍ୟା ପ୍ରସଙ୍ଗରେ ବିରୋଧୀ ଦଳ ନେତା ସରକାରଙ୍କୁ ଲଗାତର ଆକ୍ରମଣ କରୁଛନ୍ତି। ହତ୍ୟା ପ୍ରସଙ୍ଗରେ ଶାସକ ଦଳର ସର୍ବୋଚ୍ଚ ନେତୃତ୍ୱକୁ ମଧ୍ୟ କାଠଗଡାକୁ ଟାଣିଛନ୍ତି। ସେପଟେ ବିଜେଡି ମଧ୍ୟ ଏ…

ଟି୨୦ ବିଶ୍ୱକପ: ଆଉ ୨ଟି ବାଧା ଜିତିଲେ ଭାରତ ହେବ ଚାମ୍ପିୟନ

ନୂଆଦିଲ୍ଲୀ: ଚଳିତ ମହିଳା ଟି୨୦ ବିଶ୍ୱକପ କ୍ରିକେଟରେ ଭାରତୀୟ ଟିମ ଧିରେ ଧିରେ ଟାଇଟଲ ହାସଲ ଦିଗରେ ଅଗ୍ରସର ହେଉଛି । ଆଉ ୨ଟି ବାଧା ଅତିକ୍ରମ କଲେ ଟିମ ଇଣ୍ଡିଆ ହେବ ଚାମ୍ପିୟନ । ଏହି ଧାରାରେ ଗୁରୁବାର ସେମିଫାଇନାଲ ମୁକାବିଲାରେ ଅଷ୍ଟ୍ରେଲିଆକୁ ଭେଟିବ ଭାରତ । ୫ ବର୍ଷ ଧରି ଭାରତୀୟ ଟିମ ଭଲ…

ରାଜକୁମାର ହେଲେ ଭୁଟାନର ପ୍ରଥମ ଡିଜିଟାଲ ନାଗରିକ

ଥିମ୍ପୁ: ଭୁଟାନର ରାଜକୁମାର ଜିଗମେ ନାମଗେଲ ୱାଙ୍ଗଚୁକ ଦେଶର ପ୍ରଥମ ଡିଜିଟାଲ ନାଗରିକ ହୋଇଛନ୍ତି । ଭୁଟାନର ନ୍ୟାଶନାଲ ଡିଜିଟାଲ ପରିଚୟ ମୋବାଇଲ ୱାଲେଟ ସହିତ ନାଗରିକଙ୍କୁ ଯୋଡାଯାଇଛି । ଏଥିପାଇଁ ଏନଡିଆଇ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରିଛି । ଏଥିରେ ବ୍ୟକ୍ତିଗତ ସୂଚନା ଏବଂ…

ମାଆ ମଝିଘରିଆଣିଙ୍କ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣା, ୫ ମୃତ

ରାୟଗଡ଼ା: ମାଆଙ୍କ ଆଶୀର୍ବାଦ ଭିକ୍ଷା କରି ଫେରୁଥିଲେ, ରାସ୍ତାରେ ଚାଲିଗଲା ଜୀବନ । ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣିଙ୍କ ଦର୍ଶନ ସାରି ଫେରିବା ବେଳେ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତାହତ ଆନ୍ଧ୍ରପ୍ରଦେଶ କମରଡ଼ାର ବୋଲି ଜଣାପଡ଼ିଛି । ଆଜି ଅଟୋରେ ଆନ୍ଧ୍ର…