Latest Odisha News

BREAKING NEWS

Browsing Category

ଫିଚର

ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ମ୍ୟାଚ ଦେଖିବେ ଦୁଇ ଦେଶର ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟ ମ୍ୟାଚ୍ ଅହମ୍ମଦାବାଦରେ ଖେଳାଯିବ। ମାର୍ଚ୍ଚ ୯ ରୁ ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଦେଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନି…

ଏକନାଥ ସିନ୍ଦେ ଶିବସେନାର ଅଧ୍ୟକ୍ଷ ନିର୍ବାଚିତ, ଆଜି ସୁପ୍ରିମକୋର୍ଟରେ ଉଦ୍ଧବଙ୍କ ଆବେଦନର ଶୁଣାଣି

 ମୁମ୍ବାଇ: ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶିବସେନାର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ କରିଥିଲେ। ଏହି ସଭାରେ ଏକନାଥ ସିନ୍ଦେ ଦଳର ସଭାପତି ଭାବରେ ନିର୍ବାଚିତ ହୋଇଛନ୍ତି। ନିକଟରେ ନିର୍ବାଚନ ଆୟୋଗ ତାଙ୍କ ଦଳକୁ ପ୍ରକୃତ ଶିବସେନା ଭାବରେ ସ୍ୱୀକୃତି ଦେଇଥିଲେ ଏବଂ…

ଏମିତି ଆମ ଜରିମାନା ବ୍ଯବସ୍ଥା! ଗାଡି ଚାଳକ ସିଟ୍ ବେଲ୍ଟ ବାନ୍ଧିନଥିବାରୁ ଫାଇନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ସିଟ୍ ବେଲ୍ଟ ପିନ୍ଧି ନଥିବାରୁ ଜଣେ ସ୍କୁଟି ଚାଳକଙ୍କ ଚାଲାଣ କଟିଛି।  ରାଜଗାଙ୍ଗପୁରର ଜଣେ ସ୍କୁଟି ଚାଳକ ତଥା ସ୍କୁଟି ମାଲିକ ଅଭିଶେକ କରଙ୍କ ନାଁରେ ଏପରି ଚାଲାଣ କଟିଛି। ଯାହାକୁ ନେଇ ସେ ଏବେ ଚିନ୍ତାରେ। ମିଳିଥିବା ସୂଚନା ଅନୁଯାୟୀ, ସିଟ୍ ବେଲ୍ଟ ନ…

ଦେଶର ୫ ଉତ୍ତପ୍ତ ସହର ମଧ୍ୟରେ ଭୁବନେଶ୍ୱର, ଫେବ୍ରୁଆରୀରେ ୩୮ ଛୁଇଁଲା ପାରଦ

ଭୁବନେଶ୍ୱର: ପଶ୍ଚିମାଝଡ଼ର କମ୍ ପ୍ରଭାବ ଯୋଗୁ ଚଳିତ ବର୍ଷ ଫେବ୍ରୁଆରୀରେ ସୂର୍ଯ୍ୟଙ୍କ ପ୍ରକୋପ ଦେଖିବାକୁ ମିଳିଛି । ଆଜି ରାଜଧାନୀ ଭୁବନେଶ୍ୱରର ପାରଦ ୩୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ଏଥିସହ ଭୁବନେଶ୍ୱର ଦେଶର ୫ ଉତ୍ତପ୍ତ ସହର ମଧ୍ୟରେ ରହିଛି ।…

ନବ ଦାସଙ୍କ ହତ୍ୟା ମାମଲା ନେଇ ବିଜେପି ଉପରେ ବର୍ଷିଲେ ପ୍ରମିଳା

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ମାମଲାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଉପରେ ବର୍ଷିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ପୂର୍ବରୁ ଗଞ୍ଜାମ ଓ ବରଗଡ଼ ଜିଲ୍ଲାରେ ଘଟିଥିବା କେତେକ ରାଜନୈତିକ ହତ୍ୟାକାଣ୍ଡରେ ଏହି ତୁଙ୍ଗ ବିଜେପି…

ଟାଇଟାନିକ ରେକର୍ଡ ଭାଙ୍ଗିଲା ଅବତାର ୨

ମୁମ୍ବାଇ: ହଲିଉଡର ସବୁଠାରୁ ସଫଳ ଫିଲ୍ମ ମେକର ଜେମ୍ସ କ୍ୟାମରୁନଙ୍କ ଅବତାର ୨ ଫିଲ୍ମ ଟାଇଟାନିକ ବ୍ୟବସାୟର ରେକର୍ଡ ଭାଙ୍ଗିଛି । ଏହା ପ୍ରଥମେ ଆଭେଞ୍ଜର୍ସ ଇନଫିନିଟି ୱାର ଏବଂ ଷ୍ଟାର ୱାର୍ସ ଏପିସୋଡ ୭ର ରେକର୍ଡ ଭାଙ୍ଗିବା ପରେ ଟାଇଟାନିକ ଉପରେ ଆଖି ପକାଇଥିଲା । ଏବେ ଏହା ବିଶ୍ୱର ସର୍ବାଧିକ…

କିଏ କହିଲେ ସିନ୍ଦେଙ୍କ ପୁଅ ମୋତେ ମାରିବା ପାଇଁ ଦେଇଛି ସୁପାରୀ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ପ୍ରତ୍ୟେକ ଦିନ କିଛି ନା କିଛି ରୋମାଂଚକର ଖବର ସମ୍ମୁଖକୁ ଆସିଛି । ମଙ୍ଗଳବାର ଏ ଭଳି ଏକ ଖବର ସମ୍ମୁଖକୁ ଆସିଛି ଯେ, ସମସ୍ତଙ୍କୁ ଚକିତ କରିଦେଇଛି । ଶିବସେନା ନେତା ସଞ୍ଜୟ ରାଉତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ବିରୋଧରେ ସାଂଘାତିକ…

ମାନସିକ ଭାରସାମ୍ୟ ହରାଇଛନ୍ତି ଜୟନାରାୟଣ ମିଶ୍ର: ବିଜେଡି ମୁଖ୍ୟ ସଚେତକ

ଭୁବନେଶ୍ୱର: ବିଧାନସଭାର ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଜଣେ ଅଭ୍ୟାସଗତ ଅପରାଧୀ । ଏବେ କିଛିଦିନ ହେଲା ସେ ମାନସିକ ଭାରସାମ୍ୟ ହରାଇ ପାଗଳ ଭଳି ପ୍ରଳାପ କରୁଛନ୍ତି । ତେଣୁ ତାଙ୍କ ଭଳି ଜଣେ ବ୍ୟକ୍ତିଙ୍କ କଥାକୁ ବିଜୁ ଜନତା ଦଳ ଗୁରୁତ୍ୱ ଦେବାକୁ ଚାହୁଁନି। ବରଂ ବିଜେପି ନେତୃବୃନ୍ଦ…

ଦାଦା ସାହେବ ଫାଲକେ ପୁରସ୍କାର: କୁଇନ କହିଲେ ନେପଟୋଜିମ ମାଫିଆ ପୁଣି ଜିତିଲେ

ମୁମ୍ବାଇ: ସୋମବାର ଦାଦା ସାହେବ ଫାଲକେ ପୁରସ୍କାରର ଘୋଷଣା କରାଯାଇଛି । ଏଥିରେ ବ୍ରହ୍ମାସ୍ତ୍ର ପାଇଁ ରଣବୀର କାପୁର ଓ ଗଙ୍ଗୁବାଇ କାଠିୱାଡି ନିମନ୍ତେ ଆଲିୟାଙ୍କୁ ଶ୍ରେଷ୍ଠ ଅଭିନେତା, ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି । ଏହି ପୁରସ୍କାର ଘୋଷଣା ପରେ ବଲିଉଡର କୁଇନ ଭାବେ ପରିଚିତ…

ଦୀପାଳିଙ୍କ ଅନୁରୋଧ ପାରିବାରିକ ନା ରାଜନୈତିକ !

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟଣାକୁ ରାଜନୈତିକ ପ୍ରସଙ୍ଗ ନ କରିବାକୁ ଅନୁରୋଧ କରିଛନ୍ତି ଝିଅ ଦୀପାଳି। ମୁଖ୍ୟମନ୍ତ୍ରୀ ବାପା ଭଳି ଆଶୀର୍ବାଦର ଛାୟା ଦେଇଥିବା ଦୀପାଳି କହିଛନ୍ତି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଏବେ ଜୋର ଧରିଛି। ହତ୍ୟାକାଣ୍ଡର 24 ଦିନ ବିତିଯାଇଥିଲେ ମଧ୍ୟ ଏ ଯାଏ କିଛି…