Latest Odisha News

BREAKING NEWS

Browsing Category

ଫିଚର

ନୀଳଗିରିରେ ଚାଲିବ ଯାତ୍ରୀବାହୀ ଟ୍ରେନ୍; କେନ୍ଦ୍ର ରେଳମନ୍ତ୍ରୀଙ୍କ ପ୍ରତିଶ୍ରୁତି

ବାଲେଶ୍ୱର: ଖୁବ୍‌ଶୀଘ୍ର ବାଲେଶ୍ୱରର ନୀଳଗିରିରେ ଟ୍ରେନ୍‌ ସେବା ଆରମ୍ଭ ହେବ। ନିଳଗିରି ଦେଇ ଚାଲିବ ଯାତ୍ରୀବାହୀ ଟ୍ରେନ୍‌। ଏହି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ନିଳିଗରିରେ ଟ୍ରେନ୍ ସେବା ଆରମ୍ଭ କରିବା ନେଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ରେଳ ମନ୍ତ୍ରୀ ଅଶ୍ୱିନୀ…

୧୦୦ବର୍ଷ ପରେ ଠିକଣା ଜାଗାରେ ପହଞ୍ଚିଲା ଚିଠି

ବ୍ରିଟେନରେ  ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଲେଖାଯାଇଥିବା ଏକ ଚିଠି ଦୀର୍ଘ ୧୦୦ବର୍ଷ ଠିକଣାଆ ଜାଗାରେ ପହଞ୍ଚିଛି । ଏହି ଚିଠି ପାଇଥିବା ବ୍ୟକ୍ତିଙ୍କ ଖୁସି କହିଲେ ନ ସରେ  । ସେ ବହୁତ ଖୁସି ଏବଂ ଆଶ୍ଚର୍ଯ୍ୟ ଯେ ସେ ଏହି ଚିଠି ପାଇଛନ୍ତି । ଏହି ଚିଠି ୧୯୧୬ ମସିହାରେ ବ୍ରିଟେନର ବାଥରୁ…

ପ୍ରେମିକ ସହ ଫେରାର ହେଲା କନ୍ୟା, ଶିଶୁପାଳ ହୋଇ ଫେରିଲା ବର

ବଲାଙ୍ଗିର : ବାଜୁଥିଲା ବାଜା, ଫୁଟୁଥିଲା ବାଣ । ଉତ୍ସବ ମୁଖର ଥିଲେ ପୂରା ପରିବାର । ବିବାହ କରିବା ପାଇଁ ବରଯାତ୍ରୀ ନେଇ ଆସିଥିଲେ ବର। ହସ ଖୁସୀରେ ବାହାଘର ବି ସରିଲା ଭୋଜି ଭାତ ବି ହେଲା । ହେଲେ ରାତି ପାହିଲେ କନ୍ୟାକୁ ଧରି ବର ଗାଁ କୁ ଫେରିଥାନ୍ତେ । କିନ୍ତୁ ଘରୁ ବିଦାୟୀ ନେବା…

ଇ-ମେଲ ପଠାଇ ଭାରତରେ ୪୫୦ କର୍ମଚାରୀ ଛଟେଇ କଲା ଗୁଗଲ

ନୂଆଦିଲ୍ଲୀ: ପୁଣି କର୍ମଚାରୀ ଛଟେଇ କଲା ଗୁଗଲ। ଭାରତରେ କମ୍ପାନୀ ବିଭିନ୍ନ ବିଭାଗରୁ ୪୫୩ କର୍ମଚାରୀଙ୍କ ଛଟେଇ କରିଛି। ଗୁଗଲ ଇ-ମେଲ୍ ଦେଇ କର୍ମଚାରୀମାନଙ୍କୁ ଚାକିରି ଛଟେଇ କରିଥିବା ସୂଚନା ମିଳିଛି। ଗୁରୁବାର ବିଳମ୍ବିତ ରାତିରେ କର୍ମଚାରୀଙ୍କୁ ଛଟେଇ ନେଇ ମେଲ୍ ପଠାଇଥିଲା କମ୍ପାନୀ। ସକାଳୁ…

ତୁର୍କୀ-ସିରିଆ ଭୂମିକମ୍ପର ୧୧ ଦିନ ପରେ ୩ ଜୀବନ୍ତ ଉଦ୍ଧାର; ମୃତ୍ୟୁ ସଂଖ୍ୟା ୪୫ ହଜାର ଟପିଲା

ଇସ୍ତାନବୁଲ: ତୁର୍କୀ-ସିରିଆ ଭୂମିକମ୍ପର ୧୧ ଦନ ବିତିଯାଇଥିଲେ ବି ଏବେ ଧ୍ୱସଂସ୍ତୁପ ଭିତରେ ଜୀବନ ଚାପି ହୋଇ ରହିଥିବା ଆଶାରେ ସର୍ଚ୍ଚ ଅପରେଶନ ଜାରି ରହିଛି। ଶୁକ୍ରବାର ଉଦ୍ଧାରକାରୀ ଟିମ୍ ୩ ଜଣଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଛନ୍ତି।  ଭୂମିକମ୍ପରେ ମୋଟ ମୃତ୍ୟୁ ସଂଖ୍ୟା ୪୫  ହଜାର…

୧୫ ଦିନର କାମ ମାତ୍ର ୫ ଦିନରେ; ପାସ୍‌ପୋର୍ଟ ଭେରିଫିକେସନ ପାଇଁ ଲଞ୍ଚ୍ ହେଲା MPassport Police App

ନୂଆଦିଲ୍ଲୀ: ଏଣିକି ପାସ୍‌ପୋର୍ଟ ଭେରିଫିକେସନ ପାଇଁ ଉପଭୋକ୍ତକାଙ୍କୁ ଆଉ ୧୫ ଦିନ ଅପେକ୍ଷା କରିବାକୁ ପଡ଼ିନି। ଖୁବ୍‌ଶୀଘ୍ର ପାସ୍‌ପୋର୍ଟ ଭେରିଫିକେସନ ହୋଇଯିବ। ଏଥିପାଇଁ ଡିଜିଟାଲ ଇଣ୍ଡିଆ ଅଭିଯାନରେ ଏମ୍‌ପାସ୍‌ପୋର୍ଟ ପୁଲିସ ଆପ୍(MPassport Police App) ଲଞ୍ଚ କରିଛନ୍ତି କେନ୍ଦ୍ର ସରକାର।…

ସହରର ଆକର୍ଷଣ ବିଲେଇ

ପୋଲାଣ୍ଡ: ଦୁନିଆର ସବୁ ସହରରେ କିଛି ଏମିତି ସ୍ଥାନ ରହିଛି, ଯାହା ପର୍ଯ୍ୟଟକଙ୍କୁ ବହୁତ ଆକର୍ଷିତ କରିଥାଏ । ଯଦି ସମଗ୍ର ଭାରତ ବିଷୟରେ କୁହାଯାଏ, ତେବେ ରାମ ମନ୍ଦିର, ତାଜମହଲ, ଦକ୍ଷିଣ ଭାରତର ପ୍ରାଚୀନ ମନ୍ଦିରଗୁଡ଼ିକୁ ପର୍ଯ୍ୟଟନ ସ୍ଥାନ ଗୁଡିକର ନାଁ ଶୁଣିଥିବେ ନିଶ୍ଚୟ । କିନ୍ତୁ ପୋଲାଣ୍ଡର…

ମିସିସିପିରେ ସିରିଜ୍‌ ଗୁଳିକାଣ୍ଡ: ୬ ନିହତ

ମିସିସିପି: ମିସିସିପି ନିକଟ ଟେଟ୍‌ କାଉଣ୍ଟିରେ ଶୁକ୍ରବାର ସିରିଜ୍‌ ଗୁଳିକାଣ୍ଡ ଘଟିଛି। ଘଟଣାରେ ଅନ୍ୟୂନ ୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା CNN ରିପୋର୍ଟରେ କୁହାଯାଇଛି । ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି । ଗୁଳିକାଣ୍ଡ ଆର୍କାବୁଟ୍‌ଲା କମ୍ୟୁନିଟି ମଧ୍ୟରେ ଘଟିଛି। ସେଥିରୁ…

ହାଇକୋର୍ଟଙ୍କ ଗୁରୁତ୍ୱପୁର୍ଣ ରାୟ: ଚାର୍ଟାଡ ଆକାଉଣ୍ଟ ଡିଗ୍ରୀ ବାଣିଜ୍ୟ ସ୍ନାତକୋତ୍ତର ସହ ସମାନ

କଟକ: ହାଇକୋର୍ଟ ଏକ ଗୁରୁତ୍ୱପୁର୍ଣ ରାୟ ଶୁଣାଇ କହିଛନ୍ତି, ଚାର୍ଟାଡ ଆକାଉଣ୍ଟ (ସିଏ) ଡିଗ୍ରୀ ବାଣିଜ୍ୟ ସ୍ନାତ୍ତୋକୋତ୍ତର ଡିଗ୍ରୀ ସହ ସମାନ ବୋଲି ଗ୍ରହଣ କରାଯିବ । ପର୍ବରୁ ୟୁଜିସି ଏହାକୁ ଗ୍ରହଣ କରୁ ନ ଥିଲା । ୨୦୨୧ ଏପ୍ରିଲ ୧୫ରେ ୟୁଜିସି ବିଜ୍ଞପ୍ତି ଅନୁସାର ସିଏ/ସିଏସ/ଆଇସିିିଡବ୍ଲୁ…

ଆଜି ମହାଶିବରାତ୍ରି; ରାତି ୧୦ଟା ସୁଦ୍ଧା ଉଠିବ ମହାଦୀପ

ଭୁବନେଶ୍ବର : ଆଜି ମହାଶିବରାତ୍ରି। ପବିତ୍ର ଜାଗର ବ୍ରତ। ଆଜି ଶିବଭକ୍ତ ଓ ଶ୍ରଦ୍ଧାଳୁମା‌ନେ ଉପବାସ ରଖି ଜାଗର ବ୍ରତ ପାଳନ କରିବେ । ଏଥିପାଇଁ ଆଜି ସକାଳୁ ସକାଳୁ ମହାଦେବଙ୍କ ମନ୍ଦିରରେ ଲାଗିଛି ଭକ୍ତଙ୍କ ଭିଡ । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଗତକାଲି ରାତିରୁ…