Latest Odisha News

BREAKING NEWS

Browsing Category

ଫିଚର

ଛେନାପୋଡ଼ ପ୍ରେମରେ ପଡ଼ିଲେ ଆୟୁଷ୍ମାନ ଖୁରାନା, କହିଲେ ବାଃ ବାଃ ଛେନାପୋଡ଼…

ମୁମ୍ବାଇ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ମନ କିଣିନେଲା ଛେନାପୋଡ଼ । ଓଡ଼ିଶାର ଛେନାପୋଡ଼ ଆୟୁଷ୍ମାନ ଖୁରାନାଙ୍କ ବହୁତ ପସନ୍ଦ । ଟ୍ୱିଟ୍‌ କରି ଜଣାଇଲେ ଆୟୁଷ୍ମାନ୍‌ । ପ୍ରଶଂସକ ମାନେ କହିଲେ ପୁଣି ଓଡ଼ିଶା ଆସନ୍ତୁ । କିଛିଦିନ ତଳେ ଆୟୁଷ୍ମାନ ଓଡିଶା ଆସିଥିବାବେଳେ ଯାଜପୁର…

କୌଣସି ରାଜ୍ୟକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା

ଭୁବନେଶ୍ୱର: ଓଡ଼ିଶାକୁ ନୁହେଁ କି ଆଉ କୌଣସି ରାଜ୍ୟକୁ ନୁହେଁ । କାହାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା । ମୁହେଁ ମୁହେଁ ମନା କରିଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ବନ୍ଦ କରି ଦିଆଯାଇଛି । ଶେଷଥର ପାଇଁ ବିଭାଜନ ପରେ ତେଲେଙ୍ଗାନାକୁ ଏହି…

ଦୁଷ୍କର୍ମ ଅଭିଯୁକ୍ତ ନେପାଳୀ କ୍ରିକେଟର ସହିତ ହାତ ମିଳାଇଲେ ନାହିଁ ସ୍କଟଲାଣ୍ଡ ଖେଳାଳି

ନୂଆଦିଲ୍ଲୀ: ଆଇସିସି କ୍ରିକେଟ ୱାର୍ଲ୍ଡ କପ ଲିଗ ୨ର ଏକ ମୁକାବିଲା ପରେ ସ୍କଟଲାଣ୍ଡ ଖେଳାଳିମାନେ ନେପାଳୀ କ୍ରିକେଟର ସନ୍ଦୀପ ଲାମିଛାନେଙ୍କ ସହ ହାତ ମିଳାଇ ନ ଥିଲେ । ଯାହା ଏବେ ଚର୍ଚ୍ଚାର କାରଣ ସାଜିଛି । କୀର୍ତିପୁରରେ ଖେଳାଯାଇଥିବା ଏହି ମ୍ୟାଚରେ ସ୍କଟଲାଣ୍ଡ ୩ ୱିକେଟରେ ପରାଜିତ ହୋଇଥିଲା…

ଗୋଆ ମିରାମାର ବେଳାଭୂମିରେ ମହାଦେବଙ୍କ ବିଶାଳ ବାଲୁକା ମୂର୍ତ୍ତି

ଭୁବନେଶ୍ୱର : ଜାଗର ପାଇଁ ଚଳଚଞ୍ଚଳ ପୂର ଠୁ ପଲ୍ଲୀ । ମହାଶିବରାତ୍ରି ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଗୋଆର ମୀରାମାର ସମୁଦ୍ର ବେଳାଭୂମିରେ ନିର୍ମାଣ କରିଛନ୍ତି ମହାଦେବଙ୍କ ବିଶାଳକାୟ ବାଲୁକା ମୂର୍ତ୍ତି | ଏହି ବାଲୁକା ମୂର୍ତ୍ତିରେ ପ୍ରଭୁ ମହାଦେବ କୈଳାଶ…

ଆଜି ଜାଗର, ଚଳଚଞ୍ଚଳ ବାବା ସୋମନାଥଙ୍କ ପୀଠ

ଆଜି ପବିତ୍ର ମହାଶିବରାତ୍ରି, ଏହି ଉପଲକ୍ଷେ ଗାଁ ଠୁ ସହର ସବୁ ଶୈବ ପୀଠ ଚଳଚଞ୍ଚଳ । ଆଜି ସାରାଦିନ ଉପାସ ରହି ଓ ରାତି ଉଜାଗର ହୋଇ ମହାଶିବରାତ୍ରି ପାଳନ କରୁଛନ୍ତି ଶ୍ରଦ୍ଧାଳୁ। ମହାଦେବଙ୍କ ଦର୍ଶନ ଓ ଜଳଲାଗି କରିବା ପାଇଁ ସବୁ ସ୍ଥାନରେ ଥିବା ଶିବମନ୍ଦିରରେ ଭକ୍ତଙ୍କ ସମାଗମ ହୋଇଛି। ତେବେ…

ଚୀନ ପରେ ଭାରତର ସାମୁଦ୍ରିକ ଖାଦ୍ୟ ଉପରେ ବ୍ୟାନ୍ ହଟାଇଲା କତାର

ନୂଆଦିଲ୍ଲୀ: ଚୀନ ପରେ ଭାରତର ସାମୁଦ୍ରିକ ଖାଦ୍ୟ ଉପରେ ବ୍ୟାନ୍ ଉଠାଇଲା କତାର। ଭାରତରୁ ବରଫରେ ପ୍ୟାକ୍ ହୋଇଯାଉଥିବା ମାଛ ଆଦି ସାମୁଦ୍ରିକ ଖାଦ୍ୟ ଉପରେ କତାର ଅସ୍ଥାୟୀ ଭାବେ ବ୍ୟାନ୍ ଲଗାଇଥିଲା। ହେଲେ ଶୁକ୍ରବାର ଏହି ବ୍ୟାନ ନିର୍ଦ୍ଦେଶକୁ ହଟାଇ ଦିଆଯାଇଥିବା ସୂଚନା ମିଳିଛି। ଫଳରେ ଗଲ୍‌ଫ…

ସ୍ତ୍ରୀକୁ ହତ୍ୟା କରିବା ପରେ ଉଲଗ୍ନ କରି ପୂଜାର୍ଚ୍ଚନା କଲା ପିଶାଚ ସ୍ୱାମୀ

କାମାକ୍ଷାନଗର : ଶିବରାତ୍ରୀରେ ତନ୍ତ୍ର ପାଇଁ ବଳି ପଡିଲା ସ୍ତ୍ରୀ । ପିଶାଚ ସ୍ୱାମୀର ନାରକୀୟ କାଣ୍ଡ । ଢେଙ୍କାନାଳ ତନ୍ତ୍ର ସାଧନା ପାଇଁ ନିଜ ସ୍ତ୍ରୀକୁ ହତ୍ୟା କରିଲା ପିଶାଚ ସ୍ୱାମୀ । ଏଭଳି ଘଟଣା ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ଘଟିଛି । ସ୍ତ୍ରୀକୁ ହତ୍ୟା କରିବା…

ଦକ୍ଷିଣ ଆଫ୍ରିକାରୁ ଆସିଲା ୧୨ ଚିତା; ଆଜି କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯିବ

ଭୋପାଳ: କିଛି ମାସ ତଳେ ନାମିବିୟାରୁ ଭାରତକୁ ୧୨ ଚିତାବାଘ ଅଣାଯାଇଥିଲା। ଏବେ ପୁଣି ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଚିତା ଅଣାଯାଇଛି। ଶନିବାର ସକାଳେ ବାୟୁସେନାର C-17 ଗ୍ଲୋବ୍ ମାଷ୍ଟର ବିମାନ ୧୨ ଚିତାବାଘ ଧରି ମଧ୍ୟପ୍ରଦେଶର ଗ୍ୱାଲିୟରରେ ପହଞ୍ଚିଛି। ନିୟମଗତ ସବୁ କାର୍ଯ୍ୟ ସରିବା ପରେ…

ବାହାଘର କାର୍ଡ ଭିତରେ ଥିଲା ଏମିତି ଜିନିଷ, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ଯେତେବେଳେ  କୌଣସି ବ୍ୟକ୍ତିଙ୍କ ଘରେ ବିବାହ ସ୍ଥିର ହୁଏ, ପ୍ରଥମେ ଅତିଥିମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ବିବାହ କାର୍ଡ ଛାପାଯାଇଥାଏ । କିଛି ଲୋକ ଶସ୍ତା ବିବାହ କାର୍ଡ କରିବାକୁ ପସନ୍ଦ କରନ୍ତି, ତ ଆଉ କେତେକ ଲୋକ କାର୍ଡରେ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି । ବିବାହ କାର୍ଡରେ କିଛି ଅନନ୍ୟ…

ଜେନେରେଟର ଧୂଆଁରେ ଚାଲିଗଲା ୨ ଜୀବନ, ଜଣେ ଗୁରୁତର

ମୋହନା : ଜାଗରରେ ଘଟିଗଲା ବଡ଼ ଅଘଟଣ  । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜଣଙ୍କ ଜୀବନ  । ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ଜଣକ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଦୁଇ ଜଣ ହେଲେ ଗଣେଶ ନାୟକ ଓ ଅମ୍ବିକା ନାୟକ। ଆର୍‌ ଉଦୟଗିରି ବ୍ଲକ ଶିଆଳିଲଟି ପଞ୍ଚାୟତ…