Latest Odisha News

BREAKING NEWS

Browsing Category

ଫିଚର

ଆଇଏଏସ ଅଫିସରଙ୍କ ଉପରେ ଲଦା ହୋଇଛି ବିଭାଗ, ଘାରିଲା ନାମଫଳକ ଚିନ୍ତା

ପାଟନା: ବିହାରରେ କାର୍ଯ୍ୟରତ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ରାହୁଲ କୁମାରଙ୍କୁ ଏବେ ଚିନ୍ତା ଘାରିଛି | ଆଉ ଏବାବଦରେ ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି | ବାସ୍ତବରେ ରାଜ୍ୟ ସରକାର ରାହୁଲ କୁମାରଙ୍କ ଉପରେ ଏତେ ବିଭାଗ ଲଦି ଦେଇଛନ୍ତି ଯେ ଯାହାକୁ ନେଇ ସେ ଚିନ୍ତାରେ…

ଋଷର ୬ଟି ଗୁଇନ୍ଦା ବେଲୁନକୁ ମିସାଇଲ୍ ମାଡ କରି ଖସାଇଲା ୟୁକ୍ରେନ୍; ଆକ୍ରମଣ ନେଇ ରାଜଧାନୀରେ ଆଲର୍ଟ ଜାରି

କିଭ୍: ବର୍ଷେ ହେଲା ଋଷ-ୟୁକ୍ରେନ୍ ଯୁଦ୍ଧ ଲାଗି ରହିଥିବା ବେଳେ ୟୁକ୍ରେନ୍‌ର ସୈନ୍ୟ ଠିକଣା ଖୋଜିବାକୁ ଗୁଇନ୍ଦା ବେଲୁନ ଛାଡ଼ିଥିଲା ଋଷ। କିଭ୍ ଆକାଶରେ ବେଲୁନ ଦେଖିବା ପରେ ମିସାଇଲ୍ ମାଡ଼ କରି ଖସାଇଲା ୟୁକ୍ରେନ୍। ଏନେଇ ୟୁକ୍ରେନ୍ ସେନା ପକ୍ଷରୁ ସୂଚନା ଦିଆଯାଇଛି। କିଭ୍ ଆକାଶରେ ଦେଖାଯାଇଥିବା…

ଭୂକମ୍ପରୁ ବର୍ତ୍ତି ଗଲେ ସତ, କିନ୍ତୁ ସେଦିନର ଦୃଶ୍ୟକୁ ମନେ ପକାଇ ମାନସିକ ଭାରସାମ୍ୟ ହରାଉଛନ୍ତି ଛୋଟ ଛୋଟ ପିଲା

ଆଙ୍କରା: ତୁର୍କୀ ଭୂକମ୍ପର ଭୟବହ ଦୃଶ୍ୟ ମନେ ପଡିଲେ ଏବେ ବି ଦେହ ଥରିଉଠେ । ଭୂକମ୍ପର ଗୋଟିଏ ସପ୍ତାହ ପରେ ସେଠିକାର ସ୍ଥିତି ଆହୁରି ଦୃଦୟ ବିଦାରକ ହୋଇପଡିଛି । ଧ୍ୱଂସସ୍ତୁପ ତଳୁ ବାହାରି ଆସୁଛି ଉତ୍କଟ ଗନ୍ଧ । ଡାକ୍ତରଖାନାରୁ ଏବେ ବି ଶୁଭୁଛି ଆହତଙ୍କ ଯନ୍ତ୍ରଣା  ଜର୍ଜରିତ ସ୍ୱର । ଅନେକ…

୧୦ କଳା ଲୋକଙ୍କୁ ହତ୍ୟା କରିବା ଅଭିଯୋଗରେ ଯୁବକକୁ ଆଜୀବନ ଜେଲ୍ ସଜା ଦେଲେ ଆମେରିକା କୋର୍ଟ

ୱାଶିଂଟନ ଡିସି: ଆମେରିକା ନିଜକୁ ନିରପେକ୍ଷ ରାଷ୍ଟ୍ର କହୁଥିବା ବେଳେ ସେଟାରେ କଳା-ଗୋରାର ଭେଦଭାବକୁ ନେଇ ଅନେକ ସମୟରେ ହିଂସାକାଣ୍ଡ ଦେଖିବାକୁ ମିଳିଥାଏ। ଏହି ଚରମପନ୍ଥୀ ମନଭୋବ ଯୋଗୁ କଳା ଲୋକଙ୍କ ଉପରେ ଆକ୍ରମଣ କରାଯାଇ ସେମାନଙ୍କୁ ହତ୍ୟା କରିବା ଭଳି ଘଟଣା ଦେଖାଯାଇଛି। ଗତବର୍ଷ ଆମେରିକାର…

ସ୍ତ୍ରୀ’କୁ ଖୁସି କରିବା ପାଇଁ ପୁଲିସ ସିଷ୍ଟମକୁ ହ୍ୟାକ କଲା ସ୍ୱାମୀ

ମୁମ୍ବାଇ: ସ୍ତ୍ରୀ କୁ ଖୁସି କରିବା ପାଇଁ ମୁଣ୍ଡକୁ ଜୁଟିଲା ଅଜବ ବୁଦ୍ଧି | ଆଉ ଏହି କାରସାଦି ପାଇଁ ଏବେ ସ୍ୱାମୀଙ୍କୁ ଜେଲ ଯିବାକୁ ପଡିଛି | ମିଳିଥିବା ସୂଚନା ଅନୁସାରେ ମୁମ୍ବାଇ ପୁଲିସ କ୍ରାଇମବ୍ରାଞ୍ଚ ଏବେ ଜଣେ ୨୭ ବର୍ଷୀୟ ସିଭିଲ ଇଂଜିନିୟରଙ୍କୁ ଗିରଫ କରିଛି | ଏହି ଇଂଜିନିୟର ଜଣକ ନିଜ…

ଆମେରିକା ସେନାର ବ୍ଲାକ୍‌ ହକ୍‌ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୨ମୃତ

ଓ୍ୱାଶିଂଟନ୍‌ : ୟୁଏସ୍‌ ଆର୍ମିର ବ୍ଲାକ ହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଆମେରିକାର ଅଲବାମାରେ ହେଲିକପ୍ଟରଟି ଜଳିଯାଇଥିଲା । ଏହି ଦୁର୍ଘଟଣାରେ ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । କୁହାଯାଉଛି , ଅଲବାମାରେ ୟୁଏସ୍‌ ଆର୍ମିର ବ୍ଲାକ ହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି  ।…

‘ଆଃ କି ଚତ୍ମକାର ବନ୍ଧୁତା’, ମାଙ୍କଡ ଓ ମଣିଷର

ପଶୁପକ୍ଷୀମାନଙ୍କର ମଧ୍ୟ ହୃଦୟ ଅଛି । ସେମାନେ ସମ୍ପର୍କ ଓ ଭାବନାର ମାନେ ବୁଝନ୍ତି । ଅନେକ ଥର ଲୋକମାନେ ପଶୁପକ୍ଷୀମାନଙ୍କ ମଧ୍ୟରେ ଚମତ୍କାର ବନ୍ଧନ ଦେଖିବାକୁ ମିଳିଥାଏ । ସୋସିଆଲ ମିଡିଆରେ ଏକ ସୁନ୍ଦର ବନ୍ଧୁତ୍ୱ ଓ ବନ୍ଧନର ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ କିଛି ମାଙ୍କଡଙ୍କ…

ରସାତଳକୁ ଯାଉଛି ପାକିସ୍ତାନ ଅର୍ଥନୀତି: ପେଟ୍ରୋଲ ୨୭୨ ଓ ଡିଜେଲ୍ ୨୮୦ ଟଙ୍କା ବଢିଲା

ଇସ୍‌ଲାମାବାଦ: ଧୀରେ ଧୀରେ ନିୟନ୍ତ୍ର ବାହାରକୁ ଚାଲିଯାଉଛି ପାକିସ୍ତାନ ଅର୍ଥନୀତି। ଖାଇବା ପିଇବା ଠାରୁ ଆରମ୍ଭ କରି ସବୁ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ରହିଛି। ଏହାରି ଭିତରେ ପୁଣି ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ବଢ଼ାଇଛନ୍ତି ପାକିସ୍ତାନ ସରକାର।  ପେଟ୍ରୋଲ୍ ମୂଲ୍ୟରେ ୨୨ ଟଙ୍କା ବୃଦ୍ଧି…

ଆଜି ତ୍ରିପୁରାରେ ଭୋଟ ଗ୍ରହଣ; ମତଦାନ କରୁଛନ୍ତି ଭୋଟର

ନୂଆଦିଲ୍ଲୀ : ଆଜି ତ୍ରିପୁରା ବିଧାନସଭା ନିର୍ବାଚନ  । ୬୦ ଟି ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ  । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।  ପ୍ରାୟ ୨୮ ଲକ୍ଷ ଭୋଟର ମତଦାନ ସାବ୍ୟସ୍ତ କରିବେ । ଏହି…

ନ୍ୟୁଜିଲାଣ୍ଡ ପରେ ଫିଲିପିନ୍ସରେ ଭୂମିକମ୍ପ: ଗତ ୧୦ ଦିନ ଭିତରେ ୪ ଦେଶକୁ ଭୂକମ୍ପ ଝଟ୍‌କା

ମାନିଲା: ଏବେ ବିଭିନ୍ନ ଦେଶରେ ଭୂମିକମ୍ପ ହେବାରେ ଲାଗିଛି। ଗତକାଲି ନ୍ୟୁଜିଲାଣ୍ଡରେ ଏକ ବଡ଼ ଭୂମିକମ୍ପ ହୋଇଥିବା ବେଳେ ଗୁରୁବାର ଫିଲିପିନ୍ସରେ ୬.୧ ତୀବ୍ରତାର ଭୂମିକମ୍ପ ହୋଇଛି। ସେଣ୍ଟ୍ରାଲ୍‌ ଫିଲିପିନ୍ସର ମାସ୍‌ବେଟ୍‌ ଅଞ୍ଚରେ ଏହି ଭୂମିକମ୍ପ ହୋଇଥିବା ଆମେରିକା ଭୌଗଳିକ ସର୍ଭେକ୍ଷଣ…