Latest Odisha News

BREAKING NEWS

Browsing Category

ଫିଚର

ଆତଙ୍କବାଦୀ ରେହମାନ ୭ ବର୍ଷ ୫ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ

ନୂଆଦିଲ୍ଲୀ: କଟକରୁ ଗିରଫ ହୋଇଥିବା ମହମ୍ମଦ ଅବଦୁର ରେହମାନ ଆତଙ୍କବାଦୀ ସଙ୍ଗଠନ ଅଲ କାଏଦା ସହ ଲିଙ୍କ୍ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ତାକୁ ଏବେ ସଜା ଶୁଣାଯାଇଛି। ମଙ୍ଗଳବାର ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ରେହମାନକୁ  ୭ ବର୍ଷ ୫ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।…

୧୪୭ଟି ହସ୍ପିଟାଲର ଉନ୍ନତିକରଣ କରାଯିବ: ସ୍ବାସ୍ଥ୍ୟ ସଚିବ

ଭୁବନେଶ୍ୱର: ୫-ଟି ଅଧୀନରେ ରାଜ୍ୟ ସରକାର ଏବେ ହସ୍ପିଟାଲର ଭିତ୍ତିଭୂମୀ ସଜାଡ଼ିବାକୁ ଲକ୍ଷ୍ୟ ରଖିଛନ୍ତି। 'ଆମ ହସ୍ପିଟାଲ' କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ମୋଟ ୧୪୭ଟି ହସ୍ପିଟାଲର ଉନ୍ନତିକରଣ କରାଯିବ। ଯେଉଁଥିପାଇଁ ୭୫୦ କୋଟି ଟଙ୍କା ଆବଣ୍ଟନ କରାଯିବ ବୋଲି ମଙ୍ଗଳବାର ସ୍ୱାସ୍ଥ୍ୟ ସଚିବ…

‘ଧାନକୁ ଛାଡ଼ି ଅନ୍ୟ ଚାଷ କଲେ ସରକାର ପ୍ରୋତ୍ସାହନ ଦେବେ’

ଭୁବନେଶ୍ୱର: ଧାନ ଚାଷ ବଦଳରେ ଅନ୍ୟ ଫସଲ କଲେ ସରକାର ପ୍ରୋତ୍ସାହନ ଦେବେ। ଚାଷୀଙ୍କ ଆୟ ବୃଦ୍ଧି ପାଇଁ କରିବା ପାଇଁ ରାଜ୍ୟ ସରକାର ଏପରି ଏକ ଯୋଜନା କରିଛନ୍ତି। ଏହା କହିଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଏଣିକି ଚାଷୀଙ୍କୁ କାମ ଦେବା ସହ ରୋଜଗାର ବଢେଇବା ପାଇଁ ବିଭିନ୍ନ ଅଫର…

ପୂରଣ ହେଲା ଅଭିଯୁକ୍ତ ଗୋପାଳ ଦାସର ଇଚ୍ଛା, ନୂଆ ଠିକଣା ଚୌଦ୍ୱାର ଜେଲ୍

କଟକ: କ୍ରାଇମବ୍ରାଞ୍ଚର ରିମାଣ୍ଡ ଶେଷ ହେବା ପରେ ନିଜେ ଝାରସୁଗୁଡା ଉପକାରଗାରରେ ନରହିବାକୁ ଇଚ୍ଛା ପ୍ରକାଶ କରିଥିଲା ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ଅଭିଯୁକ୍ତ ଗୋପାଳ ଦାସ। ଏ ନେଇ ଜେଲ ବିଭାଗ ଗୋପାଳକୁ ‌ଚୌଦ୍ବାର ଜେଲ ଆଣିବା ପାଇଁ ଆବେଦନ କରିଥିଲା । ଏହାକୁ ଝାରସୁଗୁଡା କୋର୍ଟ ଅନୁମତି…

ଷ୍ଟିଙ୍ଗ ଅପରେଶନରେ ଚେତନଙ୍କ ଖୁଲାସା: ଭାରତୀୟ ଖେଳାଳି ଫିଟ ପ୍ରମାଣ ପାଇଁ ଇଞ୍ଜେକଶନ ନେଉଛନ୍ତି

ନୂଆଦିଲ୍ଲୀ: ଟିମ ଇଣ୍ଡିଆର କେତେକ ଖେଳାଳିଙ୍କୁ ନେଇ ଚୟନ କମିଟି ମୂଖ୍ୟ ଚେତନ ଶର୍ମା ଚାଂଚଲ୍ୟକର ଖୁଲାସା କରିଛନ୍ତି । ଏକ ଷ୍ଟିଙ୍ଗ ଅପରେଶନରେ ସେ କହିଛନ୍ତି ଦଳରେ ଅନେକ ଖେଳାଳି ଫିଟ ନ ଥିଲେ ମଧ୍ୟ ଏହାକୁ ପ୍ରମାଣ କରିବା ପାଇଁ ଇଞ୍ଜେକଶନ ନେଉଛନ୍ତି । ସେମାନେ ଡୋପ ଟେଷ୍ଟରେ ଧରା ନ ପଡିବା…

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳରେ ସାମିଲ ହେଲେ ଆୟାର

ନୂଆଦିଲ୍ଲୀ: ବର୍ଡର-ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ପୂର୍ବରୁ ମିଡିଲ ଅର୍ଡର ବ୍ୟାଟ୍ସ୍ୟାନ ଶ୍ରେୟାଶ ଆୟାର ଭାରତୀୟ ଦଳ ସହିତ ଯୋଗ ଦେଇଛନ୍ତି । ପିଠି ସମସ୍ୟାରୁ ମୁକୁଳିବା ସହ ସେ ସମ୍ପୂର୍ଣ୍ଣ ଭାବେ ଫିଟ ହୋଇଛନ୍ତି ବୋଲି ବିସିସିଆଇ ପକ୍ଷରୁ କୁହାଯାଇଛି । ମେଡିକାଲ ଟିମ ମଧ୍ୟ ତାଙ୍କୁ…

ଗିନିରେ ମାତିଛି ମାରବର୍ଗ ଭୂତାଣୁ, ୯ ମୃତ୍ୟୁ

ନୂଆଦିଲ୍ଲୀ: ଆଫ୍ରିକାର ଇକ୍ୱେଟୋରିଆଲ ଗିନିରେ ଇବୋଲା ଭଳି ମାରାତ୍ମକ ଭାଇରସ ବ୍ୟାପିବାରେ ଲାଗିଛି । ମାରବର୍ଗ ନାମକ ଏହି ଭୂତାଣୁ ଏ ପର୍ଯ୍ୟନ୍ତ ୯ଜଣଙ୍କ ଜୀବନ ନେଇ ସାରିଲାଣି । ଏହା ଦ୍ରୁତ ବେଗରେ ବ୍ୟାପୁଥିବାରୁ ବର୍ତମାନ ସମ୍ପୃକ୍ତ ଅଂଚଳରେ ଲକଡାଉନ ଲଗାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ…

ଅଭିନେତ୍ରୀ ନିଧିଙ୍କୁ ପତ୍ନୀ ବୋଲି କହିବା ପରେ ପୋଷ୍ଟ ଡିଲିଟ କଲେ ପୃଥ୍ୱୀ ଶ’

ମୁମ୍ବାଇ: ଇଣ୍ଡିଆନ କ୍ରିକେଟର ପୃଥ୍ୱୀ ଶ’ ସିଆଇଡି ଅଭିନେତ୍ରୀ ନିଧି ତପାଡିଆଙ୍କୁ ଇନଷ୍ଟାଗ୍ରାମରେ ପତ୍ନୀ ବୋଲି ସମ୍ବୋନ୍ଧନ କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଅବଶ୍ୟ ପୋଷ୍ଟ କରିବା କିଛି ସମୟ ପରେ ସେ ଏହାକୁ ଡିିଲିଟ କରି ଦେଇଥିଲେ । ତେବେ ଅଳ୍ପ ସମୟ ମଧ୍ୟରେ ପ୍ରଶଂସକମାନେ ଏହାର…

ବିଜେପି ପାଇଁ ଆମ କବାଟ ବନ୍ଦ: ଆରଏଲଡି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସହ ମେଂଟ ହେବାର କୌଣସି ପ୍ରଶ୍ନ ଉଠୁ ନାହିଁ ବୋଲି ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ କହିଛନ୍ତି । ଏବେ ବିଜେପି ପାଇଁ ଆମ କବାଟ ବନ୍ଦ ହୋଇଯାଇଛି । ଯେତେଦୂର ସମ୍ଭବ ଆଉ ଆମେ ଏକାଠି ହେବୁ ନାହିଁ ବୋଲି ଚୌଧୁରୀ କହିଛନ୍ତି…

ପ୍ରେମ ଦିବସରେ ପତ୍ନୀଙ୍କୁ ରୋମାଣ୍ଟିକ ମେସେଜ ଦେଇ ମନ କିଣିଲେ ତାରା

ଭୁବନେଶ୍ୱର: ବିନ୍ଦାସ ବିଧାୟକ ତାରା ପ୍ରସାଦ ବାହିନୀପତି  । ଷ୍ଟାଇଲ ଯେମିତି, ସ୍ମାଇଲ ବି ସେମିତି । କଥାରେ କଥାରେ ତୀର ମାରି ପାରନ୍ତି, ମଲମ ବି ଲଗାଇ ପାରନ୍ତି । ତାଙ୍କ ପାଟରୁ କେହି ବି ବାଦ ପଡେନି । ଏପରିକି ନିଜ ଦଳ କଂଗ୍ରେସ  ବି ନୁହେଁ । ସବୁବେଳେ ମିଡିଆରେ ଚର୍ଚ୍ଚାରେ ଥିବା ଭାଲୁ…