Latest Odisha News

BREAKING NEWS

Browsing Category

ଫିଚର

ଆମେରିକା ୟୁନିଭର୍ସିଟି ସାମ୍ନାରେ ଗୁଳିକାଣ୍ଡ: ୩ ମୃତ

ୱାଶିଂଟନ: ଆମେରିକାର ମିଶିଗନଠାରେ ଘଟିଛି ଭୟଙ୍କର ଗୁଳିକାଣ୍ଡ ।ମିଶିଗନ ଷ୍ଟେଟ ୟୁନିଭର୍ସିଟିରେ ସୋମବାର ଗୁଳିକାଣ୍ଡ ଘଟି ୩ ଜଣଙ୍କର ମୃତ୍ୟୁ ଘଟିଛି । ଏତିରେ ୫ ଜଣ ଆହତ ହୋଇଛନ୍ତି । ଗୁଳିକାଣ୍ଡ ଘଟଣା ପରେ ସନ୍ଦିଗ୍ଧ ଯୁବକ ଦୌଡି ଦୌଡି ପଳାଇଥିବା ନଜରକୁ ଆସିଛି । ତେବେ ଗୁଳିକାଣ୍ଡ…

ଆଗାମୀ ୭ ବର୍ଷ ମଧ୍ୟରେ ଓଡ଼ିଶା ତୈଳବୀଜ ବ୍ୟତୀତ ଅନ୍ୟ ସମସ୍ତ ଦ୍ରବ୍ୟ ଉତ୍ପାଦନରେ ବଳକା ରାଜ୍ୟ ହୋଇପାରିବ

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ଅଧିକ ଅର୍ଥକରୀ ଫସଲ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ସଂପ୍ରତି ରାଜ୍ୟ କ୍ୟାବିନେଟ୍‌ ଫସଲ ବିବିଧିକରଣ କାର୍ଯ୍ୟକ୍ରମକୁ ଅନୁମୋଦନ କରିଛନ୍ତି । ଏଥିରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ,…

କାହିଁକି ମନ୍ତ୍ରୀଙ୍କୁ ମାରିଲା ଗୋପାଳ ? କ୍ରାଇମବ୍ରାଞ୍ଚ ଆଗରେ ଉଗାଳିଲା କି ସତ ?

ଝାରସୁଗୁଡା: ଝାରସୁଗୁଡା ଜେଲ୍‌ରୁ ସ୍ଥାନାନ୍ତରିତ ହେଲେ ଗେପାଳ ଦାସ। ଏବେ ଝାରସୁଗୁଡା ଜେଲରୁ ଚୌଦ୍ୱାର ଜେଲକୁ ଯିବ ନବଦାସ ହତ୍ୟା ଅଭିଯୁକ୍ତ ଗାପାଳ ଦାସ । ଗୋପାଳକୁ ଝାରସୁଗୁଡ଼ା ଜେଲରୁ ସ୍ଥାନାନ୍ତର କରିବା  ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଗୋପାଳଙ୍କୁ ଅନ୍ୟତ୍ର …

ଘର ସହ ଜଳି ଯାଉଥିଲେ ମା’-ଝିଅ: ଦେଖୁଥିଲେ ପୋଲିସ, ଅଫିସର

କାନପୁର: ସାମ୍ନାରେ ଥିଲେ ପୁରା ପୋଲିସ ଫୋର୍ସ ଆଉ ପ୍ରଶାସନିକ ଅଧିକାରୀ । ଥୁଆ ହୋଇଥିଲା ବୁଲଡୋଜର । ଝୁପୁଡି ଘର ଭିତରେ ଥିଲେ ମା’ ଆଉ ଝିଅ । ସମସ୍ତଙ୍କ ସାମ୍ନାରେ ଝୁପୁଡି ଜଳୁଥିଲା ଆଉା ତା ଭିତରେ ଜଳି ଯାଉଥିଲେ ମା-ଝିଅ । ତାଙ୍କର କରୁଣ ଚିତ୍କାର ସମସ୍ତେ ଶୁଣୁଥିଲେ, ହେଲେ କେହି ଆଗେଇ…

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ମୁଖ୍ୟମନ୍ତ୍ରୀ ଦାୟୀ, ସେ ଇସ୍ତଫା ଦିଅନ୍ତୁ- ବିଜେପି

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ଚାଲିଛି ଦୁଇ ପ୍ରମୁଖ ଦଳର ରଣନୀତି ପ୍ରସ୍ତୁତ । ଗୋଟିଏ ପଟେ ବିଜେଡି ଚାଉଳକାଟକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ରାଜରାସ୍ତାରେ ଗର୍ଜୁଥିବାବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ରାସ୍ତାରେ ଗର୍ଜୁଛି । ରାଜ୍ୟରେ ଆଇନଶୃଙ୍ଖଳା…

ବିବିସି କାର୍ଯ୍ୟାଳୟ ଉପରେ ଆୟକର ବିଭାଗ ଚଢାଉ; କର୍ମଚାରୀଙ୍କ ମୋବାଇଲ ଜବତ

ନୂଆଦିଲ୍ଲୀ: ଭାରତରେ ଥିବା ବିବିସିର ଏକାଧିକ କାର୍ଯ୍ୟାଳୟ ଉପରେ ଆଜି ଆୟକର ବିଭାଗ ପକ୍ଷରୁ  ଚଢାଉ କରାଯାଇଛି । ଦିଲ୍ଲୀ ସ୍ଥିତ  ବିବିସି କାର୍ଯ୍ୟକାଳୟ ଉପରେ ଆୟକର ବିିଭାଗ ଚଢାଉ କରି କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ମୋବାଇଲ ଫୋନ ଜବତ କରାଯାଇଥିବା କୁହାଯାଉଛି । ଏଥି ସହ ସେମାନଙ୍କୁ…

କାହିଁକି ପାଳନ କରାଯାଏ ‘ଭାଲେଣ୍ଟାଇନ୍‌ ଡେ’….?  

ପ୍ରେମ ଶାଶ୍ୱତ ଓ ଚିରନ୍ତନ । ପ୍ରେମ… ଅଢ଼େଇ ଅକ୍ଷର । ପ୍ରେମ ଏପରି ଏକ ଶଦ୍ଦ ଯାହାର ତୁଳନା କେହି କରିପାରିବେ ନାହିଁ । ଏହି ପ୍ରେମକୁ ନେଇ କେତେ କାହାଣୀ କେତେ କବିତା । ପ୍ରେମର ପରପ୍ରକାଶ କରିବା ପାଇଁ ଶଦ୍ଦର ଆବଶ୍ୟକ ପଡ଼ିନଥାଏ କେବଳ ମନର ଭାଷାକୁ ବୁଝିପାରୁଥିବା ଦରକାର । ଆଜି ସେହି…

ଚାଉଳ କାଟକୁ ନେଇ ତାତିଲା ବିଜେଡି; ରାଜରାସ୍ତାରେ ଗର୍ଜିଲା

ଭୁବନେଶ୍ୱର: ରାଜରାସ୍ତାରେ ଗର୍ଜୁଛି ବିଜେଡି ।  କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜୁଛି । ଆଜି ରାଜଭବନ ସମ୍ମୁଖରେ ଧାରଣା ଦେବା ସହ ରାଜ୍ୟବ୍ୟାପୀ ତିନି ଦିନିଆ ପ୍ରତିବାଦ କରିବା ପାଇଁ ଘୋଷଣା କରିଛି ଦଳ । କେନ୍ଦ୍ରର ଧାନ କିଣା ନୀତି ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ…

ପ୍ରେମର ପରିଭାଷାକୁ ପ୍ରକାଶ କରିବା ପାଇଁ ଦିନଟିଏ ‘ଭାଲେଣ୍ଟାଇନ୍‌ ଡେ’

ପ୍ରେମ ପାଇଁ ଦିନଟିଏ । କାଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଆଜି ବହୁଛି ପ୍ରେମର ପବନ । ସାଥୀଟିଏ ନିଜ ସାଥୀକୁ ମନର କଥା ପ୍ରକାଶ କରିବା ପାଇଁ ଦିନ ଟିଏ ‘ଭାଲେଣ୍ଟାଇନ୍‌ ଡେ’। ପ୍ରେମୀଯୁଗଳ ପରସ୍ପରଙ୍କ ପ୍ରତି ଥିବା ସ୍ନେହ ଓ ଭଲ ପାଇବା କଥା ପ୍ରକାଶ କରିବା ପାଇଁ ଆଜିର ଦିନକୁ ଅପେକ୍ଷା…

ଓସିଏସ ମୁଖ୍ୟ ଲିଖିତ ପରୀକ୍ଷା କାର୍ଯ୍ୟସୂଚୀରେ ପରିବର୍ତ୍ତନ; ଜାଣନ୍ତୁ, କେବେ ହେବ ପରୀକ୍ଷା

ଭୁବନେଶ୍ୱରୀ:ଓଡ଼ିଶା ସିଭିଲ ସର୍ଭିସ ମୁଖ୍ୟ ଲିଖିତ ପରୀକ୍ଷା (ଓସିଏସ) ଫେବ୍ରୁଆରୀ ୨୧ରୁ ଆରମ୍ଭ ହେବ । ଏ ନେଇ ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ (ଓପିଏସସି) ପକ୍ଷରୁ ଗତକାଲି ସୂଚନା ଦିଆଯାଇଛି । ଏକ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ କରି ଓପିଏସସି ପକ୍ଷରୁ କୁହାଯାଇଛି, ପୂର୍ବରୁ ପ୍ରକାଶ ପାଇଥିବା…