Latest Odisha News

BREAKING NEWS

Browsing Category

ଫିଚର

ଲାଇନ୍‌ତ୍ୟୁତ ହେଲା ଗୋଦାବରୀ ଏକ୍ସପ୍ରେସ; ଟ୍ରେନ୍‌ ଟ୍ରାକ୍‌ରୁ ବାହାରିଗଲା ୬ ବଗି

ହାଇଦ୍ରାବାଦ: ଲାଇନ୍‌ତ୍ୟୁତ ହେଲା ଗୋଦାବରୀ ଏକ୍ସପ୍ରେସ। ବିଶାଖାପାଟନମରୁ ସିକନ୍ଦରାବାଦ ଯାଉଥିବା ବେଳେ ବୁଧବାର ସକାଳେ ଟ୍ରେନ୍‌ଟି ବିବିନଗରରୁ ଘାଟକେଶ୍ୱର ମଝିରେ ଲାଇନ୍‌ଚ୍ୟୁତ ହୋଇଛି। ଏକ୍ସପ୍ରେସ୍‌ରେ ୬ଟି  ବଗି ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି। ତେବେ ସୌଭାଗ୍ୟର କଥା ହେଲା…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେ ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି

ୱାଶିଂଟନ: ଆସନ୍ତା ବର୍ଷ ଅନୁଷ୍ଠିତ ହେବ ଆମେରିକା ରାଷ୍ଟ୍ରପତି ନିର୍ବାଚନ ।  ଭାରତୀୟ ବଂଶୋଦ୍ଭବ ତଥା ରିପବ୍ଲିକାନ ପାର୍ଟି ନେତା ନିକ୍କି ହାଲି  ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଲଢ଼ିବେ। ଏ ନେଇ ନିଜେ ନିକ୍କି ମଙ୍ଗଳବାର ଏକ ଭିଡିଓ ବାର୍ତ୍ତା ଦେଇ ଘୋଷଣା କରିଛନ୍ତି। ଭିଡିଓରେ ସେ…

ଦିଲ୍ଲୀରେ ଶ୍ରଦ୍ଧା ହତ୍ୟା ଘଟଣାର ପୁନରାବୃତ୍ତି : ଲିଭ୍ ଇନ୍ ପାର୍ଟନରକୁ ହତ୍ୟା କରି ଫ୍ରିଜରେ ରଖିଲେ ପ୍ରେମିକ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଏକ ବିଭତ୍ସ ହତ୍ୟା ।  ଶ୍ରଦ୍ଧା ହତ୍ୟା ଘଟଣାର ହେଲା ପୁନରାବୃତ୍ତି  । ବାହାଘର ଦିନ ପ୍ରେମିକାକୁ ମାରି ଫ୍ରିଜରେ ରଖିଲା ପ୍ରେମିକ  । ପ୍ରେମିକାକୁ ମାରିବା ପରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କଲା ୨୪ ବର୍ଷୀୟ ପ୍ରେମିକ ସାହିଲ ଗେହଲଟ । ସାହିଲଙ୍କୁ ଗିରଫ କରିଛି…

ମଧୁମେହ ରୋଗୀ ଅମୃତଭଣ୍ଡା ଖାଇ ପାରିବେ କି ନାହିଁ ଆସନ୍ତୁ ଜାଣିବା….

ଅମୃତଭଣ୍ଡାରେ ଭରି ରହିଛି ଆଣ୍ଟି ଅକ୍ସିଡାଣ୍ଟ ଗୁଣ । ଏହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ଅମୃତଭଣ୍ଡାରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ୬୦ ରହିଛି । ଏହା ସୁଗର ବୃଦ୍ଧି ନ କରିବାରେ ସହାୟକ ହୋଇଥାଏ। ସବୁଠୁ ବଡ଼ କଥା ହେଉଛି ଅମୃତଭଣ୍ଡା ମଧୁମେହ ରୋଗୀ ଖାଇ ପାରିବେ ।…

ଖୋର୍ଦ୍ଧା ରୋଡ଼-ବାରଙ୍ଗ ତୃତୀୟ ରେଳ ଲାଇନ୍ ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ ହେବ

ଭୁବନେଶ୍ୱର: ଖୋର୍ଦ୍ଧା ରୋଡ ଏବଂ ବାରଙ୍ଗ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟ ଶୀଘ୍ର ଶେଷ ହେବାକୁ ଯାଉଛି। ମଞ୍ଚେଶ୍ୱର ଏବଂ ବାଣୀବିହାର ରେଳ ଷ୍ଟେସନ ମଧ୍ୟରେ ଥିବା ପୁରୁଣା ରୋଡ୍ ଓଭର ବ୍ରିଜ୍ (ଆରଓବି) ଭଙ୍ଗାଯିବା ସହିତ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ପୁରୁଣା ଆରଓବିକୁ ଭାଙ୍ଗିବା ପାଇଁ…

ମୃତ ପତ୍ନୀଙ୍କୁ କାନ୍ଧରେ ବୋହିବା ଘଟଣା, ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କଲେ ଏନଏଚଆରସି

ଭୁବନେଶ୍ୱର: ଗତ ସପ୍ତାହରେ କୋରାପୁଟ ଜିଲ୍ଲାର ଜଣେ ପ୍ରବାସୀ ଶ୍ରମିକ ତାଙ୍କ ମୃତ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ୩୩ କିଲୋମିଟର ଚାଲିଥିଲେ। ଏହି ଘଟଣାରେ ଓଡ଼ିଶା ସରକାର କ'ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସେ ନେଇ ଏକ ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିସନ (ଏନଏଚଆରସି)। ଆଇନଜୀବୀ…

ଶୁଭେନ୍ଦୁ ଅଧିକାରୀଙ୍କୁ ବିଧାନସଭାରୁ ନିଲମ୍ବିତ ହେବାରୁ ରକ୍ଷା କଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଧାନସଭାରେ ​​ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ସୋମବାର  ନିଲମ୍ବନ ହେବାରୁ ରକ୍ଷା କରିଛନ୍ତି। ମମତା ବାନାର୍ଜୀ ବିଧାନସଭା ବାଚସ୍ପତି ବିମନ୍ ବାନାର୍ଜୀଙ୍କ ନିକଟରେ କ୍ଷମା ମାଗିବା ପରେ ଶୁଭେନ୍ଦୁ ଅଧିକାରୀଙ୍କୁ ନିଲମ୍ବିତ…

ବିଜେପିକୁ ଅନ୍ୟ ଦଳ ତୁଳନାରେ ଢ଼େର ଅଧିକ ଚାନ୍ଦା ମିଳିଛି: ଏଡିଆର ରିପୋର୍ଟ

ନୂଆଦିଲ୍ଲୀ: ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର)ର ଏକ ରିପୋର୍ଟ ଅନୁଯାୟୀ, ଗତବର୍ଷ ଭାରତୀୟ ଜନତା ପାର୍ଟି (ବିଜେପି)କୁ ୬୧୪.୬ କୋଟି ଟଙ୍କାର ଚାନ୍ଦା ମିଳିଥିବା ବେଳେ କଂଗ୍ରେସକୁ ମିଳିଛି ୯୫.୪ କୋଟି ଟଙ୍କା। ମଙ୍ଗଳବାର ଏହି ରିପୋର୍ଟ ପ୍ରକାଶ ପାଇଛି। ଗତ ଆର୍ଥିକ ବର୍ଷରେ…

ଆଦାନୀ ପ୍ରସଙ୍ଗରେ ଶାହଙ୍କ ବୟାନ ପରେ ଜେପିସି ତଦନ୍ତ କଥା କହି ଘେରିଲେ ଜୟରାମ ରମେଶ

ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟ ପରେ ବଜାରରେ ଅସ୍ଥିରତା ଦେଖାଦେବା ସହିତ ରାଜନୈତିକ ବୟାନବାଜି ମଧ୍ୟ ତେଜିବାରେ ଲାଗିଛି।ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ସୁପ୍ରିମକୋର୍ଟ ଏହି ମାମଲାକୁ ଗ୍ରହଣ କରିଥିବାରୁ ଏହା ଉପରେ ମନ୍ତବ୍ୟ ଦେବା ତାଙ୍କ ପାଇଁ ଠିକ୍ ହେବ…

ବିବିସି ଦୁନିଆର ସବୁଠୁ ବଡ଼ ଦୁର୍ନୀତିଗ୍ରସ୍ତ ସଂସ୍ଥା: ବିଜେପି

ନୂଆଦିଲ୍ଲୀ: ଆୟକର ବିଭାଗ (ଆଇଟି) ଟିମ୍ ମଙ୍ଗଳବାର ସକାଳ ୧୧ ଟାରୁ ବ୍ରିଟିଶ ବ୍ରଡକାଷ୍ଟିଂ କର୍ପୋରେସନ୍ ବା ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟ ଉପରେ  ଘଣ୍ଟା ଘଣ୍ଟା ଧରି ସର୍ଭେ କରିଛି। ଅନ୍ତର୍ଜାତୀୟ ଟ୍ୟାକ୍ସରେ ଅନିୟମିତତା ଅଭିଯୋଗ ସମ୍ପର୍କରେ ଏହି ସର୍ଭେ କରାଯାଉଛି। ସେପଟେ…