Latest Odisha News
Browsing Category

ଫିଚର

କ୍ୟାରିୟରରେ ଶେଷ ଗ୍ରାଣ୍ଡସ୍ଲାମରେ ରନର୍ସଅପ ହେଲେ ସାନିଆ

ମେଲବୋର୍ଣ୍ଣ: ଭାରତର ଷ୍ଟାର ଟେନିସ ଖେଳାଳି ସାନିଆ ମିର୍ଜା କ୍ୟାରିୟରର ଶେଷ ଗ୍ରାଣ୍ଡସ୍ଲାମରେ ରନର୍ସଅପ ହୋଇଛନ୍ତି । ଚଳିତ ଅଷ୍ଟ୍ରେଲିଆନ ଓପନ ମିକ୍ସଡ ଡବଲ୍ସ ଫାଇନାଲରେ ଭାରତ ଯୋଡି ସାନିଆ ଏବଂ ରୋହନ ବୋପାନ୍ନା ୬-୭, ୨-୫ ସେଟରେ ବ୍ରାଜିଲ ଯୋଡି ଲୁଇସା ଷ୍ଟେଫାନୀ ଓ ରାଫେଲ ମାଟୋସଙ୍କ…

ରୋଗୀଣା ପୁଅର ଯନ୍ତ୍ରଣା ସହି ପାରିଲେନି, ପରିବାର ସହ ଜୀବନ ହାରିଲେ ବିଜେପି ନେତା

ବିଦିଶା: ଆଖି ସାମ୍ନାରେ କଏଷ୍ଟ ପାଉଥିଲା ପୁଅ । ନିଜର ସାମର୍ଥ୍ୟ ଅନୁସାରେ ସବୁ ପ୍ରକାର ଚିକିତ୍ସା କରାଇଲେ । ହେଲେ କିଛି ଲାଭ ହେଲାନି । ନା ପୁଅକୁ ସୁସ୍ଥ କରିପାରିଲେ ନା ପୁଅର କଷ୍ଟ ଦେଖିପାରିଲେ । ଶେଷରେ ନେଲେ ଏମିତି ଚରମ ନିଷ୍ପତ୍ତି । ମଧ୍ୟପ୍ରଦେଶ ବିଦିଶାରୁ ଆସିଛି ଛାତି ଥରାଉ ଦେବା…

ଆଜି ମିଶ୍ରଣ ପର୍ବ: ବିଆରଏସରେ ସାମିଲ ହେବେ ଗିରିଧର, ଶିଶିରଙ୍କ ସମେତ ବହୁ ନେତା

କୋରାପୁଟ: ଭାରତ ରାଷ୍ଟ୍ର ସମିତିରେ(ବିଆରଏସ) ସାମିଲ ହେବେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ  ଓ ତାଙ୍କ ପୁଅ ଶିଶିର ଗମାଙ୍ଗ। ଆଜି ଅପରାହ୍ନରେ ହାଇଦ୍ରାବାଦରେ ହେବ ମିଶ୍ରଣ ପର୍ବ । ଏହି ବାପ-ପୁଅଙ୍କ ସମେତ ଓଡ଼ିଶାର ବହୁ ନେତା ବିଆରଏସରେ ମିଶିବେ । ଗିରିଧର ଓ ଶିଶିର ଆଜି…

ଅଦରକାରୀ ଜିନିଷରୁ ଇଲେକ୍ଟ୍ରିକ୍ ବାଇକ୍: ଜଣେ କି ୨ଜଣ ନୁହେଁ, ବସି ପାରିବେ ୬ ଜଣ  ଲୋକ

 ଆଜମଗଡ଼: ଯୁଗ ବଦଳୁଛି, ଦରଦାମ ମଧ୍ୟ ବଢିବାରେ ଲାଗିଛି । ତା ଭିତରେ ପେଟ୍ରୋଲ ଦର ଏବେ ଆକାଶ ଛୁଆଁ । ସେଥିପାଇଁ ଏବେ ଇଲେକ୍ଟ୍ରିକ୍ ଗାଡିର ଚାହିଦା ବେଶ୍ ବଢୁଛି । ଏମିତି ଏକ ଇଲେକ୍ଟ୍ରିକ୍ ବାଇକ୍ ତିଆରି କରିଛନ୍ତି ୟୁପି ଆଜମଗଡର ଅସଦ ଅବଦୁଲ୍ଲା । ଯାହା ସାଧାରଣ ଲୋକଙ୍କ ପାଇଁ ବହୁତ ଉପଯୋଗୀ…

କମିଲା ପାକିସ୍ତାନ ଟଙ୍କାର ମୂଲ୍ୟ

ପାକିସ୍ତାନ: ପାକିସ୍ତାନରେ ଆର୍ଥିକ ସଙ୍କଟ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ଆର୍ଥିକ ସଙ୍କଟ ଯୋଗୁଁ ଏବେ ଡଲାର ତୁଳନାରେ ପାକିସ୍ତାନୀ ଟଙ୍କା ରେକର୍ଡ ହ୍ରାସ ପାଇଛି । ପାକିସ୍ତାନୀ ଟଙ୍କା ଗୋଟିଏ ଡଲାର ତୁଳନାରେ ୨୫୫ରେ ପହଞ୍ଚିଛି । ଯାହା  ସବୁଠୁ ନିମ୍ନ ସ୍ତର ଅଟେ । ତେବେ କୁହାଯାଉଛି…

ଆମେରିକାର ଟାର୍ଗେଟ୍‌: ISIS ବରିଷ୍ଠ ସଂଚାଳକ ସହ ୧୦ ଆତଙ୍କବାଦୀ ସଫା

ୱାଶିଟନ ଡିସି: ସୋମାଲିଆରେ ଆତଙ୍କବାଦୀ ସଫେଇ ଅଭିଯାନ ଜାରି ରଖିଛି ଆମେରିକା। ଉତ୍ତର ସୋମାଲିଆରେ ପ୍ରାଦୁର୍ଭାବ ବଢ଼ାଇଥିବା ଇସ୍ଲାମିକ ଷ୍ଟେଟ୍ ଆତଙ୍କବାଦୀଙ୍କର ବିରୋଧରେ ଆମେରିକା ନିଜର ସ୍ୱତନ୍ତ୍ର ଅପରେସନ ଚଳାଇଛି। ଏହି ଅପରେସନରେ ଜାନୁଆରୀ ୨୫ ତାରିଖରେ ଆମେରିକା ସେନା ଆତଙ୍କବାଦୀ ସଂଗଠନ…

ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ୍ ଆଜିଠୁ ଆରମ୍ଭ; ପାଣ୍ଡ୍ୟାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବ ଭାରତ

ରାଞ୍ଚି: ଆଜି ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆଜି(୨୭ ଜାନୁଆରୀ) ଆରମ୍ଭ ହେବ। ଝାଡ଼ଖଣ୍ଡ ରାଞ୍ଚିର ଜେଏସ୍‌ଏସ୍‌ସିଏ ଇଣ୍ଟରନ୍ୟାସ୍‌ନାଲ ଷ୍ଟାଡିୟମ୍‌ରେ ପ୍ରଥମ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ସନ୍ଧ୍ୟା ୭.୩୦ରେ ଏହା ଆରମ୍ଭ ହେବା।…

ବିଜ୍ଞାନ କହୁଛି, ଏହି ଅଭିନେତା ସବୁଠାରୁ ସୁନ୍ଦର ପୁରୁଷ

ନୂଆଦିଲ୍ଲୀ: ୱେବସିରିଜ୍ ବ୍ରିଜଗେର୍ଟନର ଅଭିନେତା ରେଗେ ଜିନ ପେଜ୍ ହେଉଛନ୍ତି ବିଶ୍ୱର ସବୁଠାରୁ ସୁନ୍ଦର ପୁରୁଷ। ବୈଜ୍ଞାନିକ ଗବେଷଣାରୁ ଏହି ସୂଚନା ମିଳିଥିବା ମେଟ୍ରୋ ୟୁକେ ଖବର ପ୍ରକାଶ କରିଛି। ଶରୀର ପୂର୍ଣ୍ଣତାକୁ ମାପୁଥିବା ଗ୍ରୀକ୍ ଗୋଲ୍‌ଡେନ ରେଶିଓ ଅଫ୍ ବ୍ୟୁଟି ଫି ଏହି ସୂଚନା ଦେଇଛି।…

ୟୁକ୍ରେନ୍‌କୁ ଟକ୍କର ଦେବା ଋଷ ପକ୍ଷେ ହେବ କଷ୍ଟକର

ନୂଆଦିଲ୍ଲୀ : ୟୁକ୍ରେନକୁ ଟକ୍କର ଦେବା ଏଣିକି ଋଷ ପକ୍ଷେ ହେବ କଷ୍ଟକର । ଖୁବ୍ ଶୀଘ୍ର ଆମେରିକାଠାରୁ ୟୁକ୍ରେନ ପାଇବ ୩୧ଟି ଶକ୍ତିଶାଳୀ M1 ଆବ୍ରାହମସ୍ ଟ୍ୟାଙ୍କ । ଏନେଇ ଘୋଷଣା କରିଛି ଆମେରିକା । ସେପଟେ ଜର୍ମାନୀ ବି ଲିଓପାର୍ଡ ଟ୍ୟାଙ୍କ ଯୋଗାଇବାକୁ ଘୋଷଣା କରିଛି । ଯୁଦ୍ଧ ପ୍ରସଙ୍ଗରେ…

ଗର୍ଭାବସ୍ଥାରେ ଖାଆନ୍ତୁ ଘିଅ….

ପ୍ରତ୍ୟେକ ମହିଳା ଗର୍ଭାବସ୍ଥାରେ ଖାଦ୍ୟ ପାନୀୟକୁ ନେଇ ସବୁବେଳେ ସତର୍କ ରହିବା ଦରକାର। ନଚେତ୍ ଉଭୟ ମା ଓ ଶିଶୁର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବାର ସମ୍ଭାବନା ରହିଥାଏ  । ବିଶେଷଜ୍ଞ ଦଳ ପରାମର୍ଶ ଦେଇଛନ୍ତି ଗର୍ଭବତୀମାନେ ଦୈନିକ ଅଳ୍ପ ପରିମାଣରେ ଦେଶୀ ଘିଅ ଖାଇବା ଭଲ ।ଏହି ସମୟରେ…