Latest Odisha News

BREAKING NEWS

Browsing Category

ଫିଚର

ପାକିସ୍ତାନ ପରେ ଏ ଦେଶର ଆର୍ଥିକ ସ୍ଥିତି ଏବେ ସଙ୍କଟରେ, କିଣୁଛନ୍ତି ଅଧକିଲୋ ଚାଉଳ

ନୂଆଦିଲ୍ଲୀ: ପାକିସ୍ତାନ ପରେ ଆଉ ଏକ  ଦେଶର ଆର୍ଥିକ ସ୍ଥିତି ଶୋଚନୀୟ ହୋଇପଡିଛି । ଏଠାରେ ଖାଦ୍ୟାଭାବର ସାଂଘାତିକ ଅଭାବ ଦେଖା ଦେଇଛି । ମଧ୍ୟ-ପୂର୍ବର ସବୁଠାରୁ ଅଧିକ ଜନବହୁଳ ଦେଶ ମିଶର ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଖାଦ୍ୟ-ପାନୀୟ କିଣିବା ପାଇଁ ଲୋକଙ୍କ ପାଖରେ ସମ୍ବଳର…

ବିମାନରେ କ୍ରିଉ ମେମ୍ବରଙ୍କୁ ଦୁର୍ବ୍ୟବହାର କରି ୨ ଯାତ୍ରୀ ଗିରଫ

ନୂଆଦିଲ୍ଲୀ : ବିମାନରେ ମହିଳା କ୍ରିଉ ମେମ୍ବରଙ୍କୁ ଦୁର୍ବ୍ୟବହାର କରି ଗିରଫ ହେଲେ ଯାତ୍ରୀ । ଦିଲ୍ଲୀରୁ ହାଇଦ୍ରାବାଦ ଆସୁଥିବା ସ୍ପାଇସଜେଟରେ ମହିଳା କ୍ରିଉ ମେମ୍ବରଙ୍କୁ ଯାତ୍ରୀ ଜଣଙ୍କ ଦୁର୍ବ୍ୟବହାର ଦେଖାଇଥିଲେ । ସେହି ସମୟର ଏକ ଭିଡିଓ ବି ସୋସିଆଲ୍‌ ମିଡିଆରେ ଖୁବ୍  ଭାଇରାଲ୍‌ ହେବାରେ…

ଆମେରିକାର ସ୍କୁଲ୍‌ରେ ଗୁଳିକାଣ୍ଡ; ୨ ଛାତ୍ର ମୃତ, ଶିକ୍ଷକ ଆହତ

ଓ୍ବାଶିଂଟନ : ପୁଣି ଆମେରିକାର ସ୍କୁଲରେ ଫୁଟିଲା ଗୁଳି । ଗୁଳିକାଣ୍ଡରେ ୨ଜଣ ଛାତ୍ର ମୃତ, ଜଣେ ଶିକ୍ଷକ ଆହତ। ଆମେରିକାର ଡେସ୍ ମୋଇନେସ୍ ସ୍ଥିତ ଏକ ସ୍କୁଲରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଗୁଳିକାଣ୍ଡରେ ୨ ଛାତ୍ରଙ୍କ ମୃତ୍ୟୁ ସହ ଜଣେ ଶିକ୍ଷକ ଗୁରୁତର ହୋଇଥିବା ସୂଚନା ମିଳିଛି । ଏହି…

ସମ୍ଭବ ମିଶ୍ରଙ୍କୁ ମିଳିଲା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶାର ସମ୍ଭବ ମିଶ୍ରଙ୍କୁ ରାଷ୍ଟ୍ରୀୟ ବାଲ୍ ପୁରସ୍କାର-୨୦୨୩ରେ ସମ୍ମାନିତ କରିଛନ୍ତି । ଚଳିତ ବର୍ଷ କଳା ଓ ସଂସ୍କୃତି କ୍ଷେତ୍ରରେ ୪ ଜଣ, କ୍ରୀଡ଼ା ପାଇଁ ୩ ଜଣ, ନବସୃଜନ ପାଇଁ ୨ ଜଣ, ସମାଜସେବା ଏବଂ ବୀରତ୍ବ କ୍ଷେତ୍ରରେ ଜଣେ ଲେଖାଏଁ ପୁରସ୍କୃତ…

କମ୍‌ ପାଣି ପିଇଲେ ହୋଇପାରେ ଅକାଳ ବିୟୋଗ, ଜାଣନ୍ତୁ କେତେ ଗ୍ଲାସ ପାଣି ପିଇବା ଜରୁରୀ

ଜଳ ହିଁ ଜୀବନ । କିନ୍ତୁ ଆମ ଦୈନନ୍ଦିନ ଜୀବନରେ ପାଣିର ଉପଯୋଗ କରିବାରେ ଅବହେଳା କରିଥାଆନ୍ତି । ତେଣୁ ଆମ ଶରୀରରେ ଅନେକ ସମସ୍ୟା ଦେଖାଦେଇଥାଏ  । ସାଧାରଣତଃ ଇନଫେକ୍ସନ ହେଲେ ଡାକ୍ତରମାନେ ଅଧିକ ପାଣି ପିଇବାକୁ କହିଥାନ୍ତି । ତଥାପି ଅନେକ ଲୋକ ଅଛନ୍ତି ଯେଉଁମାନେ ପର୍ଯ୍ୟାପ୍ତ ପରିମାଣର…

ପ୍ରତି ମାସ ୧ ଲକ୍ଷ ୩୦ ହଜାର ଟଙ୍କା ପତ୍ନୀଙ୍କୁ ଦେବେ ମହମ୍ମଦ ଶାମି

କୋଲକାତା: ପାରିବାରିକ ବିବାଦରେ ଛନ୍ଦି ହୋଇଥିବା ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ଝଟକା। ପତ୍ନୀ ହସିନ ଜହାନଙ୍କ ସହ ଛାଡପତ୍ର ମାମଲା କୋର୍ଟରେ ଚାଲିଥିବା ବେଳେ ମାସିକ ୧ ଲକ୍ଷ ୩୦ ହଜାର ଟଙ୍କା ରକ୍ଷଣାବେକ୍ଷଣ ଦେବାକୁ କୋଲକାତାର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏକ…

ନିଜ ସରକାରର ପୋଲ୍ ଖୋଲିଲେ ଗୃହରାଷ୍ଟ୍ର ମନ୍ତ୍ରୀ, କହିଲେ ପୋଲିସ ନେଉଛି ଲାଞ୍ଚ

ଭୁବନେଶ୍ୱର: ରାଜ୍ୟରେ ପୋଲିସ ଏବଂ ଓକିଲ କମିଶନ ନେଉଛନ୍ତି। ଖୋଦ୍ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏହା କିହଛନ୍ତି। ରାଜ୍ୟରେ ସ୍ୱଚ୍ଛା ଶାସନ ଚାଲିଛି। ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାକୁ ଏଥିପାଇଁ ମୁଖ୍ୟମନ୍ତ୍ରୀ ୫ଟି ସେବା ଆରମ୍ଭ କରିଛନ୍ତି। ୫ଟି ସରକାର ବେଳେ ଦୁର୍ନୀତି…

ବିଏମସିର ପାତର ଅନ୍ତର ନୀତି: ‘ହକି ବେଳେ ପଟାନିକୁ ହଁ, ଖଣ୍ଡଗିରି ମେଳା ବେଳେ ଆମକୁ ନାଁ’

ଭୁବନେଶ୍ୱର: ରାଜଧାନୀ ଏବଂ ରାଉରକେଲାରେ ହକି ବିଶ୍ୱକପ ଚାଲିଛି। ନା ଅଛି କରୋନା ନିୟମ ନା ଅଛି ସାମାଜିକ ଦୂରତା। ଏହାରି ଭିତରେ ହକି ବିଶ୍ୱକପ ଶେଷ ହେବାକୁ ଯାଉଛି। କିନ୍ତୁ ରାଜଧାନୀରେ ଆୟୋଜିତ ହେବାକୁ ଥିବା ଖଣ୍ଡଗିରି ମେଳା ଉପରେ  ବିଏମସି ଲଗାଇଥିବା କଟକଣାକୁ ନେଇ ଅସନ୍ତୋଷ ତେଜିଛି।…

ମଙ୍ଗଳବାରଠୁ ରାଜଧାନୀରେ ଦୁଇଟି ନୂଆ ରୁଟରେ ଗଡିବ ମୋ ବସ

ଭୁବନେଶ୍ୱର: ଟୁଇନ୍ ସିଟିରେ ଲୋକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ମୋ ବସ ଆଉ ଦୁଇଟି ରୁଟରେ ଗଡ଼ିବ। ମଙ୍ଗଳବାର ଏହି ସେବା ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଛି ବୋଲି ଟ୍ୱିଟ୍ କରି ସୂଚନା ଦେଇଛି ସିଆରୟୁଟି ବା ସେଣ୍ଟ୍ରାଲ ଅରବାନ ଟ୍ରାନସପୋର୍ଟ ଅଥରିଟି। ଏହି ଦୁଇଟି ନୂଆ ରୁଟ୍ ହେଉଛି ୪୧…

ନୌସେନାରେ ସାମିଲ ହେଲା ନୂଆ ଶିକାରୀ

ମୁମ୍ବାଇ: ଭାରତ ମହାସାଗରରେ ସମୁଦ୍ର ଭିତରେ ଯେତେବେଳେ ପଡ଼ୋଶୀ ଦେଶର ବିପଦ ରହିଛି ବୋଲି ଆଶଙ୍କା ଭିତରେ ନୌସେନାରେ ସାମିଲ ହୋଇଛି ଆଇଏନଏସ ଓ୍ୱାଗିର। କଲଭରୀ ଶ୍ରେଣୀର ଏହା ପଞ୍ଚମ ବୁଡା ଜାହାଜ। ସୋମବାର ଭାରତୀୟ ନୌସେନାରେ ଏହି ଯୁଦ୍ଧପୋତ ସାମିଲ ହୋଇଛି। ନୈସେନା ମୁଖ୍ୟ ଆଡମିରାଲ ଆର.…