Latest Odisha News

BREAKING NEWS

Browsing Category

ଫିଚର

ବଲାଙ୍ଗିରରେ ପୁଣି ମୁହାଁମୁହିଁ ନେତା-ଅଫିସର, ଏଥର ସାଂସଦ-ପିଡିଡିଆରଡିଏ

ବଲାଙ୍ଗିର:  ବଲାଙ୍ଗିର ଜିଲ୍ଲାରେ ପୁଣି ମୁହାଁମୁହିଁ ହେଲେ ନେତା ଅଫିସର । ଗତ ୧୨ ତାରିଖ ଜିଲ୍ଲା ପରିଷଦ ବୈଠକରେ ଅନୁଦାନ କଟାଯାଉଥିବା ଅଭିଯୋଗ କରି ଜିଲ୍ଲାପାଳଙ୍କ ଉପରେ ବର୍ଷିଥିଲେ କଣ୍ଟାବାଜିଂ ବିଧାୟକ ସନ୍ତୋଷ ସିଂ ସାଲୁଜା । ୧୮ ତାରିଖରେ  ବି.ଡି.ଓ ଭିକ୍ଟର ସୋରେନଙ୍କୁ ଟ୍ୟୁସନ…

କାନାଡାର ମୂଳ ନିବାସୀ ପିଲାଙ୍କ ଶବ ମିଳିବା ପଛରେ କଣ ରହିଛି ରହସ୍ୟ

ଟୋରେଟୋଂ: ନିକଟରେ କାନାଡାରେ ଏକ କବରରୁ ୧୭୧ ପିଲାଙ୍କ ଶବ ମିଳିଛି । ରାଡାର ସିଷ୍ଟମ ମାଧ୍ୟମରେ ତଦନ୍ତ କରିବା ପରେ ଏହି ତଥ୍ୟ ସମ୍ମୁଖକୁ ଆସିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା କାନାଡାର ମୂଳ ବାସିନ୍ଦାଙ୍କ ଏହି ସବୁ ଶବ । ଇଂରେଜମାନେ ଏହି ଅଂଚଳକୁ କବଜା କରିବା ପରେ ଜୋର ଜବରଦସ୍ତ…

ଗୋଟିଏ ମଞ୍ଚରେ ନେତା-ଅଭିନେତା,ଶିଳ୍ପୀ-ପ୍ରଶାସକ: ଆରମ୍ଭ ହେଲା ଅନ୍ତର୍ଜାତୀୟ ହସ୍ତିଶିଳ୍ପ ସମ୍ମିଳନୀ

ଯାଜପୁର: ନେତା, ଅଭିନେତା, ଶିଳ୍ପୀ, ପ୍ରଶାସକ ସବୁ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ।  ୧୬ଟି ଦେଶର ପ୍ରତିନିଧି, ୨୦ ଜଣ ଅନ୍ତର୍ଜାତୀୟ କଳାକାର, ୫୦ରୁ ଉର୍ଦ୍ଧ୍ବ ବକ୍ତା ଏବଂ ସ୍ଥାନୀୟ ଅଞ୍ଚଳର ଶତାଧିକ କାରିଗର ଓ ପ୍ରତିନିଧିଙ୍କ ଗହଣରେ  ଯାଜପୁର ଜିଲ୍ଲା ବ୍ୟାସନଗର ଠାରେ ଆଜି ଅନୁଷ୍ଠିତ…

କର୍ଣ୍ଣେଲ ରାଙ୍କକୁ ପଦୋନ୍ନିତ ହେବେ ୧୦୮ ମହିଳା ସେନା ଅଧିକାରୀ

ନୂଆଦିଲ୍ଲୀ: ପୁରୁଷ ସେନା ଅଧିକାରୀଙ୍କ ସହିତ ମହିଳା ସେନା ଅଧିକାରୀଙ୍କୁ ସମକକ୍ଷ କରିବାକୁ  ନୂଆ ପ୍ରକ୍ରିୟା ।  ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ୍‌ରୁ କର୍ଣ୍ଣେଲ୍‌ ପାହ୍ୟାକୁ ପଦୋନ୍ନତି ଦେବା ଲାଗି ଭାରତୀୟ ସେନା ମହିଳା ଅଧିକାରୀମାନଙ୍କ ‘ସ୍ପେସାଲ୍‌ ସିଲେକ୍‌ସନ୍‌ ବୋର୍ଡ’ ପ୍ରକ୍ରିୟା…

ଓଡ଼ିଶାରେ ନବୀନ ସବୁ ଦଳର ସଭାପତି: ଶିଶିର ଗମାଙ୍ଗ

ଭୁବନେଶ୍ୱର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁ ଦଳର ସଭାପତି । ଓଡ଼ିଶାରେ ନବୀନଙ୍କ ନିୟନ୍ତ୍ରଣରେ ସବୁ ଦଳ । ଏଭଳି ସାଂଘାତିକ ବୟାନ ଦେଇଛନ୍ତି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଶିଶିର ଗମାଙ୍ଗ । ଆଜି ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ଓଡ଼ିଶାରେ ଯେତିକି…

କୁଆଖାଇରେ ବିରଳ ଆଲବିନୋ କଇଁଛ

ଭୁବନେଶ୍ୱର: ଭୁବନେଶ୍ୱର ପାଣ୍ଡରା ନିକଟସ୍ଥ କୁଆଖାଇ ନଦୀରୁ ଉଦ୍ଧାର ହୋଇଛି ଏକ ବିରଳ କଇଁଛ । ଗତ କାଲି ଜଣେ ବ୍ୟକ୍ତି ମାଛ ଧରିବା ନିମନ୍ତେ ‘ସୂତି’ ପକାଇଥିଲେ । ଆଜି ସକାଳୁ ଦେଖିବା ବେଳେ ସୂତିର କଣ୍ଟାରେ ଲାଗିଛି ଏକ ଅଜବ ରଙ୍ଗର କଇଁଛ । ଏହି କଇଁଛଟିକୁ ଦେଖିବାକୁ ପାଖଆଖ ଲୋକଙ୍କର ମଧ୍ୟ…

ଖଣି କାରବାର ମାମଲା, ଇଡିରେ ହାଜର ହେଲେ ତାଳଚେର ବିଧାୟକ

ଭୁବନେଶ୍ୱର: ଖଣି କାରବାର ମାମଲାରେ ଇଡିରେ ହାଜର ହେଲେ ବିଜେଡି ବିଧାୟକ । ତାଳଚେର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି । ଦିନ ପ୍ରାୟ ୧ଟା ୩୦ରେ ଇଡିରେ ହାଜର ହୋଇଛନ୍ତି ବ୍ରଜ କିଶୋର । ସୂଚନା ଅନୁସାରେ, ବେଆଇନ୍ ଖଣି କରାବାର…

ପର ହୋଇଗଲେ ପରୀ ରାଇଜର ପରୀ, ଏବେ ଖାଲି କଳି ଆଉ କଳି…

ଭୁବନେଶ୍ୱର: ଓଲିଉଡର ଦାମ୍ପତ୍ୟ ଝଡ । ଉଜୁଡି ଯାଉଛି ସ୍ୱାମୀ-ସ୍ତ୍ରୀ ସମ୍ପର୍କ । ଗୋଟିଏ ପରେ ଗୋଟିଏ ପାରିବାରିକ ବିବାଦକୁ ନେଇ ଓଲିଉଡ ଏବେ ପଡୁଛି ଉଠୁଛି । ପ୍ରଥମେ ବର୍ଷା-ଅନୁଭବ ସମ୍ପର୍କ । ଏହା ପରେ ବାବୁଶାନ-ତୃପ୍ତି । ଆଉ ଏବେ ହ୍ୟୁମାନ ସାଗର ଏବଂ ଶ୍ରୀୟା । ଅବଶ୍ୟ ବାବୁଶାନ-ତୃପ୍ତି…

ଆଡଭାନ୍ସ ବୁକିଂରେ ରେକର୍ଡ ଭାଙ୍ଗୁଛି ଶାହରୁଖଙ୍କ ‘ପଠାନ’

ମୁମ୍ବାଇ: ବଲିଉଡର କିଙ୍ଗ ଖାନ ଶାହରୁଖଙ୍କ ଜଲୱା ପୁଣି ଥରେ ଦେଖିବାକୁ ମିଳିଛି । ୪ ବର୍ଷ ପରେ ଶାହରୁଖ ବିଗ୍ ସ୍କ୍ରିନକୁ ଫେରୁଥିବା ବେଳେ ନୂଆ ରେକର୍ଡ ସୃଷ୍ଟି କରିଛି ଫିଲ୍ମ ‘ପଠାନ’ । ଶାହରୁଖ ଫିଲ୍ମ ‘ପଠାନ’ ଆସନ୍ତା ୨୫ ତାରିଖରେ ରିଲିଜ୍ ହେବ । ଯେଉଁଥି ପାଇଁ ଅନଲାଇନ୍ ଟିକେଟ୍ ବୁକିଂ…

ଗଣତନ୍ତ୍ର ଦିବସରେ କିଏ, କେଉଁଠି କରିବେ ତ୍ରିରଙ୍ଗା ଉତ୍ତୋଳନ ?

ଭୁବନେଶ୍ୱର: ୭୪ତମ ସାଧାରଣତନ୍ତ୍ର ଦିବସରେ କିଏ, କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠା ପ୍ରକାଶ ପାଇଛି । ୨୦ଟି ସ୍ଥାନରେ ମନ୍ତ୍ରୀ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ୨ଟି ସ୍ଥାନରେ ଆରଡିସି ଏବଂ ୧୦ଟି ସ୍ଥାନରେ ଜିଲ୍ଲାପାଳ ତ୍ରିରଙ୍ଗା ଉତ୍ତୋଳନ…