Latest Odisha News

BREAKING NEWS

Browsing Category

ଫିଚର

ଅଷ୍ଟ୍ରେଲିଆ ୮, ଫ୍ରାନ୍ସ ୦

ଭୁବନେଶ୍ୱର: ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହକି ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ଟାଇଟଲ ଫେଭରାଇଟ ବିବେଚନା କରାଯାଉଥିବା ଅଷ୍ଟ୍ରେଲିଆ ୮-୦ ଗୋଲରେ ଫ୍ରାନ୍ସକୁ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି । ୩ ଥର ବିଶ୍ୱ ଚାମ୍ପିୟନ ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ଏକତରଫା ଭାବେ ଏହି…

ବିଦେଶୀଙ୍କୁ ମିଳୁ କାଳିଆ ଦର୍ଶନ- ଗଜପତି ମହାରାଜଙ୍କୁ ନିବେଦନ କଲେ ରାଜ୍ୟପାଳ

ଭୁବନେଶ୍ଠର: ଜଗନ୍ନାଥ ସାରା ଜଗତର ଠାକୁର । ଜଗନ୍ନାଥଙ୍କ ନାଁ ଆସିଲେ ସାରା ବିଶ୍ୱର ସଂସ୍କୃତି ଆଖି ଆଗରେ ନାଚିଯାଏ । ବିଦେଶୀ ଆସିଲେ ଏଠାରେ ଶଙ୍କରାଚାର୍ଯ୍ୟ, ସେବାୟତ ଏବଂ ଗଜପତିଙ୍କୁ ଭେଟି ପାରୁଛନ୍ତି । ତେଣୁ ସେମାନଙ୍କୁ ଚକା ନୟନ ସହ ଆଖି ମିଳାଇବା ପାଇଁ ଅନୁମତି ଦିଆଯିବା ଦରକାର ବୋଲି…

ମୁଁ ନୁହେଁ, ମହିଳା ନିଜେ ତାଙ୍କ ସିଟରେ ପରିସ୍ରା କରିଛନ୍ତି-କୋର୍ଟରେ ଶଙ୍କର ମିଶ୍ରଙ୍କ ବୟାନ

ନୂଆଦିଲ୍ଲୀ:  ବିମାନରେ ମହିଳା ଯାତ୍ରୀଙ୍କ ଉପରକୁ ପରିସ୍ରା କରି ଗିରଫ ହାେଇଥିବା ଅଭିଯୁକ୍ତ ଶଙ୍କର ମିଶ୍ର ଆଜି କୋର୍ଟରେ ହାଜର ହୋଇଛନ୍ତି । କୋର୍ଟରେ ଶଙ୍କର ନିଜକୁ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି । ସେ କହିଛନ୍ତି, ବିମାନରେ ମହିଳାଙ୍କୁ ସେ କିଛି ଅସମ୍ମାନ କରିନାହାନ୍ତି । ବରଂ…

ହକି ବିଶ୍ୱକପ ୨୦୨୩ର ପ୍ରଥମ ମ୍ୟାଚ ଜିତିଲା ଆର୍ଜେଂଟିନା

ଭୁବନେଶ୍ୱର: ଆର୍ଜେଂଟିନାକୁ ହକି ବିଶ୍ୱକପ ୨୦୨୩ର ପ୍ରଥମ ମୁକାବିଲା ଜିତିବା ଶ୍ରେୟ ଯାଇଛି । କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଉଦଘାଟନୀ ମ୍ୟାଚରେ ଆର୍ଜେଂଟିନା ୧-୦ ଗୋଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ମାଇକୋ କାସେଲ୍ଲା ମ୍ୟାଚର ୪୩ତମ ମିନିଟରେ ବିଜୟସୂଚକ ଗୋଲଟି ସ୍କୋର କରିଥିଲା ।…

ସାଇକେଲ ହ୍ୟାଣ୍ଡେଲ ଛାଡ଼ି ପତଲି କମରିଆଁ ଗୀତରେ ଡ୍ୟାନ୍ସ କଲେ ଯୁବତୀ….  

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଚାଲିଛି ରିଲ୍‌ସର ଟ୍ରେଣ୍ଡ । ସବୁବେଳେ ବିଭିନ୍ନ ଭିଡିଓ ଭାଇରାଲ ହେଉଛି । କିଛି ଭିଡିଓ ୟୁଜରଙ୍କ ପସନ୍ଦ ହେବା ସହ ଭିଡିଓଟିର ମଜା ଉଠାଉଛନ୍ତି । ଏମିତି ରିଲ୍‌ କରିଥାନ୍ତି, ଯାହା ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି…

ସ୍କିପିଂ ଖେଳି ବିଶ୍ବ ରେକର୍ଡ ହାତେଇଲା କୁକୁର

ଲୋକମାନେ ନିଜର ଦକ୍ଷତା ବଳରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥାନ୍ତି। ଆପଣମାନେ ବି ମଧ୍ୟ କେବେ ନା କେବେ ଏପରି ଅନେକ ଲୋକଙ୍କୁ ଦେଖିଥିବେ । ଯେଉଁମାନେ ନିଜର ପ୍ରତିଭା ସହିତ ବିଶ୍ୱରେ ରେକର୍ଡ ସୃଷ୍ଟି କରିଥାନ୍ତି। ହେଲେ ଏହା ବି ଜାଣିଥିବେ ମଣିଷ କ୍ଷେତ୍ରରେ ଏହା ସମ୍ଭବ ହୋଇଥାଏ। ହେଲେ ଆମେ…

ଓଡ଼ିଆ ହକି ଖେଳାଳିଙ୍କ ପାଇଁ ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ହକି ମହାକୁମ୍ଭ । ମ୍ୟାଚ ଆରମ୍ଭ ହେବା ଅବ୍ୟବହିତ ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି ବଡ ଘୋଷଣା । ଭାରତୀୟ ପୁରୁଷ ହକି ଟିମରେ ସାମିଲ ହୋଇଥିବା ଦୁଇ ଓଡ଼ିଆ ହକି ଖେଳଳିଙ ଅମିତ ରୋହିଦାସ ଏବଂ ନୀଲମ ସଂଜୀପ୍ ଖେସଙ୍କୁ ୧୦ ଲକ୍ଷ…

ଟିମ ଇଣ୍ଡିଆ କୋଚ ରାହୁଲ ଦ୍ରାବିଡ ଅସୁସ୍ଥ, ଚିକିତ୍ସା ପାଇଁ କୋଲକାତାରୁ ଗଲେ ବାଙ୍ଗାଲୋର

କୋଲକତା: ଭାରତୀୟ କ୍ରିକେଟ ଦଳର କୋଜ ରାହୁଲ ଦ୍ରାବିଡ ହଠାତ ଅସୁସ୍ଥ ହୋଇ ପଡିଛନ୍ତି । ଗୁରୁବାର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ ବେଳେ ଦ୍ରାବିଡ ରକ୍ତଚାପ ଜନିତ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ବେଙ୍ଗଲ କ୍ରିକେଟ ଆସୋସିଏଶନର ଡାକ୍ତର ତାଙ୍କର ଚେକଅପ କରିଥିଲେ ।ଆଜି…

ଜଳାବତରଣ କଲା ବିଶ୍ୱର ସର୍ବବୃହତ୍ତ ଜାହାଜ ଗଙ୍ଗାବିଳାସ

ବାରାଣାସୀ: ଦୁନିଆର ସବୁଠୁ ବଡ ନଦୀପୋତ ଏମ୍ ଭି ଗଙ୍ଗାବିଳାସ ଆଜି ଯାତ୍ରା ଆରମ୍ଭ କରିଛି । ବାରାଣାସୀରୁ ଭିଡିଓ କନଫରେନ୍ସ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଅତ୍ୟାଧୁନିକ ଜାହାଜର ଲମ୍ବ ୬୨ ମିଟର, ଚଉଡ଼ା ୧୨ ମିଟର ଓ…

ଜାନୁଆରୀ ୩୧ ରୁ ଆରମ୍ଭ ହେବ ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ: ଜାନୁଆରୀ ୩୧ ରୁ ଆରମ୍ଭ ହେବ  ଚଳିତ ବର୍ଷ ସଂସଦ ଅଧିବେଶନ ।   ୨୦୨୩ ବଜେଟ୍ ଅଧିବେଶନ ଏପ୍ରିଲ ୬ ‌ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ସମୁଦାୟ ୨୭ଟି ବୈଠକ ବସିବ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଏହି…